Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-17 17:46:45 +00:00
parent 3eb9e40f91
commit cf2a8c7328
1 changed files with 8 additions and 8 deletions

View File

@ -99,14 +99,14 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 2 10 g35m ἐπαγγελλομέναις θεοσέβειαν δι’ ἔργων ἀγαθῶν 1 who profess godliness through good works ବିକଳ୍ପ ଅନୁବାଦ: "ଯେଉଁମାନେ ସେମାନଙ୍କର ଉତ୍ତମ କାର୍ଯ୍ୟ ଦ୍ୱାରା ଈଶ୍ଵରଙ୍କୁ ସମ୍ମାନ କରିବାକୁ ଇଚ୍ଛା କରନ୍ତି ।"
1TI 2 11 gb7a ἐν ἡσυχίᾳ 1 in silence ପାଉଲ ବୋଧହୁଏ କହୁଛନ୍ତି ଯେ ସେ ଚାହୁଁଛନ୍ତି ଯେ ମହିଳାମାନେ କହିବା ପରିବର୍ତ୍ତେ ଶୁଣନ୍ତୁ । ବିକଳ୍ପ ଅନୁବାଦ: "ଶୁଣିବା ଦ୍ଵାରା"[[rc://en/ta/man/translate/figs-idiom]])ଦେଖନ୍ତୁ)
1TI 2 11 c7sh ἐν πάσῃ ὑποταγῇ 1 and with all submission ବିକଳ୍ପ ଅନୁବାଦ: "ଏବଂ ଶିକ୍ଷକମାନଙ୍କ ଅଧିକାରରେ ସମର୍ପଣ କର"
1TI 2 12 e2hg γυναικὶ οὐκ ἐπιτρέπω 1 I do not permit a woman ମୁଁ ସ୍ତ୍ରୀମାନଙ୍କୁ ଅନୁମତି ଦେଉନାହିଁ
1TI 2 13 iv31 figs-activepassive Ἀδὰμ ... πρῶτος ἐπλάσθη 1 Adam was formed first ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆଦମଙ୍କୁ ପ୍ରଥମେ ନିର୍ମାଣ କଲେ” କିମ୍ବା “ଈଶ୍ବର ଆଦମଙ୍କୁ ପ୍ରଥମେ ସୃଷ୍ଟି କଲେ” (ଦେଖ: [[rc://en/ta/man/translate/figs-activepassive]])
1TI 2 13 v7v6 figs-ellipsis εἶτα Εὕα 1 then Eve ବୁଝିହେଉଥିବା ସୂଚନାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ତା’ପରେ ଈଶ୍ବର ହବାଙ୍କୁ ନିର୍ମାଣ କଲେ” କିମ୍ବା “ଆଉ ତା’ପରେ ଈଶ୍ବର ହବାଙ୍କୁ ସୃଷ୍ଟି କଲେ” (ଦେଖ: [[rc://en/ta/man/translate/figs-ellipsis]])
1TI 2 14 wq5k figs-activepassive Ἀδὰμ οὐκ ἠπατήθη 1 Adam was not deceived ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଆଦମଙ୍କୁ ସର୍ପ ପ୍ରବଞ୍ଚନା କରି ନ ଥିଲା” (ଦେଖ: [[rc://en/ta/man/translate/figs-activepassive]])
1TI 2 14 n6td figs-activepassive ἡ δὲ γυνὴ ἐξαπατηθεῖσα, ἐν παραβάσει γέγονεν 1 but the woman was deceived and became a transgressor ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “କିନ୍ତୁ ନାରୀ ସର୍ପଦ୍ବାରା ପ୍ରବଞ୍ଚିତା ହୋଇ ଈଶ୍ବରଙ୍କର ଅବାଧ୍ୟ ହେଲା” (ଦେଖ: [[rc://en/ta/man/translate/figs-activepassive]])
1TI 2 15 u8iv σωθήσεται ... διὰ τῆς τεκνογονίας 1 she will be saved through bearing children ଏଠାରେ “ସେ” ସାଧାରଣ ଭାବରେ ସବୁ ସ୍ତ୍ରୀମାନଙ୍କୁ ବୁଝାଏ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) ସେମାନେ ସନ୍ତାନ ପ୍ରସବ କରିବାବେଳେ ଈଶ୍ବର ସେମାନଙ୍କୁ ଶାରୀରିକ ଭାବରେ ନିରାପଦ ରଖିବେ, ବା ) ସେମାନଙ୍କ ସନ୍ତାନ ଧାରଣକାରିଣୀ ଭୂମିକା ଦ୍ବାରା ପ୍ରଭୁ ସ୍ତ୍ରୀମାନଙ୍କୁ ସେମାନଙ୍କ ପାପରୁ ପରିତ୍ରାଣ କରିବେ I
1TI 2 15 n818 figs-activepassive σωθήσεται 1 she will be saved ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ତାହାଙ୍କୁ ପରିତ୍ରାଣ କରିବେ” କିମ୍ବା “ଈଶ୍ବର ନାରୀମାନଙ୍କୁ ପରିତ୍ରାଣ କରିବେ” (ଦେଖ: [[rc://en/ta/man/translate/figs-activepassive]])
1TI 2 15 gh3c ἐὰν μείνωσιν 1 if they continue "ଯଦି ସେମାନେ ସ୍ଥିର ରହିବେ କିମ୍ବା “ଯଦି ସେମାନେ ଜୀବିତ ରହିବେ I” ଏଠାରେ “ସେମାନେ” ସ୍ତ୍ରୀ ଲୋକମାନଙ୍କୁ ବୁଝାଏ I
1TI 2 12 e2hg γυναικὶ οὐκ ἐπιτρέπω 1 I do not permit a woman
1TI 2 13 iv31 figs-activepassive Ἀδὰμ ... πρῶτος ἐπλάσθη 1 Adam was formed first ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି,  କିଏ କାର୍ଯ୍ୟ କରିବେ ଆପଣ ତାହା ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ପ୍ରଥମେ ଆଦମଙ୍କୁ ସୃଷ୍ଟି କଲେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 13 v7v6 figs-ellipsis εἶτα Εὕα 1 then Eve ଏଠାରେ ପାଉଲ କେତେକ ଶବ୍ଦଗୁଡ଼ିକୁ ଛାଡି ଦେଇଛନ୍ତି ଯାହା ସାଧାରଣତଃ ଏକ ବାକ୍ୟ ସଂପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରେ । ବିକଳ୍ପ ଅନୁବାଦ: "ଏବଂ ତା’ପରେ ଈଶ୍ଵର ହବାଙ୍କୁ ସୃଷ୍ଟି କଲେ": [[rc://en/ta/man/translate/figs-ellipsis]])ଦେଖନ୍ତୁ)
1TI 2 14 wq5k figs-activepassive Ἀδὰμ οὐκ ἠπατήθη 1 Adam was not deceived ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି,  କିଏ କାର୍ଯ୍ୟ କରେ ଆପଣ ତାହା ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: " ଆଦମ ସେହି ବ୍ୟକ୍ତି ନୁହନ୍ତି ଯାହାକୁ ସର୍ପ ପ୍ରଥମେ ପ୍ରତାରିତ କରିଥିଲା"[[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 14 n6td figs-activepassive ἡ δὲ γυνὴ ἐξαπατηθεῖσα, ἐν παραβάσει γέγονεν 1 but the woman was deceived and became a transgressor ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି,  କିଏ କାର୍ଯ୍ୟ କରେ ଆପଣ ତାହା ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "କିନ୍ତୁ ସର୍ପ ଯେତେବେଳେ ବିଶ୍ଵାସଘାତକତା କଲା ସେତେବେଳେ ସେହି ମହିଳା ହିଁ ଈଶ୍ଵରଙ୍କୁ ଅବମାନନା କଲେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 15 u8iv σωθήσεται ... διὰ τῆς τεκνογονίας 1 she will be saved through bearing children ଏହାର ତିନୋଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥ ହୋଇପାରେ: (1) ଏହା ହୋଇପାରେ ଯେ ଲୋକମାନେ ଭାବିଥିଲେ ଯେ ହବାଙ୍କ ପାପ ହେତୁ ସେହି ସ୍ତ୍ରୀ ଦାୟୀ ହେବେ ଏବଂ ପ୍ରସବ ଯନ୍ତ୍ରଣାଠାରୁ ଅଧିକ ଦଣ୍ଡ ପାଇବେ (ଆଦିପୁସ୍ତକ 3:16), କିମ୍ବା ସେମାନେ ହୁଏତ ଭାବିଥିବେ ଯେ ଜଣେ ମହିଳା ଯିଏ ଯୀଶୁଙ୍କୁ ବିଶ୍ଵାସ କଲେ ସେ ଆଉ ଆଦି 3:16 ରେ ଈଶ୍ଵର ଦେଇଥିବା ଦଣ୍ଡର ଦଣ୍ଡିତ ହେବେ ନାହିଁ । ଯେହେତୁ ଅନୁବାଦ ହୋଇଥିବା ଗ୍ରୀକ୍ ଶବ୍ଦର ଅର୍ଥ ମଧ୍ୟ "ସହିତ" କିମ୍ବା "ସମୟ" ହୋଇପାରେ, ପାଉଲ ଏଠାରେ କହନ୍ତି ଯେ ମହିଳାମାନେ ପ୍ରସବ ବେଦନାରେ ଦଣ୍ଡିତ ହୋଇ ରହିଛନ୍ତି, କିନ୍ତୁ ଯେପର୍ଯ୍ୟନ୍ତ ସେମାନେ ଯୀଶୁଙ୍କ ଉପରେ ବିଶ୍ଵାସ କରନ୍ତି, ସେମାନଙ୍କୁ ଅତିରିକ୍ତ ଦଣ୍ଡ ଦିଆଯିବ। ଠାରୁ ମୁକ୍ତ ହେବ । (2) ଏହା ହୋଇପାରେ ଯେ ଏଫିସରେ ଥିବା ମଣ୍ଡଳୀର ମହିଳାମାନେ ମିଥ୍ୟା ଶିକ୍ଷକମାନଙ୍କ ଦ୍ଵାରା ଯୀଶୁଙ୍କ ଉପରେ ଥିବା ବିଶ୍ଵାସରୁ ଦୂରେଇ ଯାଉଥିଲେ (2 ତୀମଥି 3:6 ଦେଖନ୍ତୁ), ତେଣୁ ପାଉଲ ପରାମର୍ଶ ଦିଅନ୍ତି ଯେ ସେମାନେ ମୂର୍ଖତା ବାର୍ତାଳାପ ପରିବର୍ତ୍ତେ (1:6)  ପରିବାର ପ୍ରତିପୋଷଣ ଉପରେ ସେମାନଙ୍କର ଧ୍ୟାନ ଦେବା ଉଚିତ୍ (କିମ୍ବା ଏଥିରେ ଅଂଶଗ୍ରହଣ କରନ୍ତୁ) । (3) **ସନ୍ତାନ ପ୍ରସବ କରିବା** ମଧ୍ୟ ଯୀଶୁଙ୍କ ଜନ୍ମକୁ ମନୁଷ୍ୟ ସନ୍ତାନ ଭାବରେ ତ୍ରାଣକର୍ତ୍ତା ବୋଲି ସୂଚାଇ ପାରେ । ବିକଳ୍ପ ଅନୁବାଦ: (1) "ଈଶ୍ଵର ମହିଳାମାନଙ୍କୁ ରକ୍ଷା କରିବେ, ଯଦିଓ ସେମାନଙ୍କୁ ପ୍ରସବ ସହିବାକୁ ପଡିବ" କିମ୍ବା (2) "ଈଶ୍ଵର ମହିଳାମାନଙ୍କୁ ସେମାନଙ୍କ ପରିବାରରେ ଯୋଗଦେବା ପାଇଁ ରକ୍ଷା କରିବେ" କିମ୍ବା (3) "ଈଶ୍ଵର ମହିଳାମାନଙ୍କୁ ଯୀଶୁଙ୍କ ମାଧ୍ୟମରେ ଉଦ୍ଧାର କରିବେ, ଯିଏ ଶିଶୁ ଭାବରେ ଜନ୍ମଗ୍ରହଣ କରିଥିଲେ ।"
1TI 2 15 n818 figs-activepassive σωθήσεται 1 she will be saved "ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ କରେ ତାହା ଆପଣ ଉଲ୍ଲେଖ କରିପାରିବେ। ବିକଳ୍ପ ଅନୁବାଦ:" ଈଶ୍ଵର ମହିଳାମାନଙ୍କୁ ରକ୍ଷା କରିବେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 15 gh3c ἐὰν μείνωσιν 1 if they continue ଏଠାରେ **ସେମାନଙ୍କର** ଶବ୍ଦ ମହିଳାଙ୍କୁ ସୂଚାଏ । ପାଉଲ ଏକବଚନରୁ ବହୁବଚନକୁ ପରିବର୍ତ୍ତନ କରନ୍ତି ଯେହେତୁ ସେ ସାଧାରଣତଃ ମହିଳାମାନଙ୍କ ପ୍ରତିନିଧୀ ଭାବରେ ହବାଙ୍କ ବିଷୟରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: "ଯଦି ମହିଳାମାନେ ବାସ କରନ୍ତି"
1TI 2 15 sl57 figs-abstractnouns ἐν πίστει, καὶ ἀγάπῃ, καὶ ἁγιασμῷ 1 in faith and love and sanctification ଗୁଣବାଚକ ବିଶେଷ୍ୟଗୁଡିକୁ କ୍ରିୟା ବାକ୍ୟାଂଶ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରେ ବିଶ୍ବାସକରି ଓ ଅନ୍ୟମାନଙ୍କୁ ପ୍ରେମକରି ଏବଂ ଏକ ପବିତ୍ର ଜୀବନ ଯାପନ କରି” (ଦେଖ: [[rc://en/ta/man/translate/figs-abstractnouns]])
1TI 2 15 dcf3 figs-idiom μετὰ σωφροσύνης 1 with soundness of mind ଏହି ରୂଢ଼ିର ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ସୁବୁଦ୍ଧି ସହ” ) “ଉତ୍ତମ ଆଚରଣରେ” କିମ୍ବା ୩) “ଆତ୍ମ-ସଂଯମର ସହ” (ଦେଖ: [[rc://en/ta/man/translate/figs-idiom]])
1TI 2 15 zr4b figs-abstractnouns σωφροσύνης 1 soundness of mind ଯଦି ରୂଢ଼ିକୁ ଅନୁବାଦରେ ରଖାଯିବ, ତେବେ ଗୁଣବାଚକ ବିଶେଷ୍ୟ “ସୁବୁଦ୍ଧି”କୁ ବିଶେଷଣ ଲଗାଇ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏକ ସୁବୁଦ୍ଧି ମନ” (ଦେଖ: [[rc://en/ta/man/translate/figs-abstractnouns]])

Can't render this file because it contains an unexpected character in line 2 and column 7882.