Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-17 17:41:21 +00:00
parent 9726a1f6b2
commit 3eb9e40f91
1 changed files with 26 additions and 26 deletions

View File

@ -72,33 +72,33 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 1 20 pv7f translate-names Ὑμέναιος ... Ἀλέξανδρος 1 Hymenaeus ... Alexander ଏଗୁଡ଼ିକ ଦୁଇ ବ୍ୟକ୍ତିଙ୍କର ନାମ ଅଟେ । [[rc://en/ta/man/translate/translate-names]])ଦେଖନ୍ତୁ)
1TI 1 20 ty7n figs-metaphor οὓς παρέδωκα τῷ Σατανᾷ 1 whom I gave over to Satan ପାଉଲ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯେପରି ସେ ଏହି ଲୋକମାନଙ୍କୁ ଶାରୀରିକ ଭାବରେ କାବୁ କରି ଶୟତାନକୁ ସମର୍ପଣ ଦେଇଥିଲେ । ଯଦି ଏହା ଆପଣଙ୍କ ଭାଷାରେ  ଅର୍ଥ ପ୍ରକାଶ କରେ ନାହିଁ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ମୁଁ ଶୟତାନକୁ ସେମାନଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁମତି ଦେଇଅଛି" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 20 s76c figs-activepassive παιδευθῶσι 1 they may be taught ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବ, ଏବଂ  କିଏ କାର୍ଯ୍ୟ କରେ ତାହା ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: "ଯାହାଫଳରେ ଈଶ୍ଵର ସେମାନଙ୍କୁ ଶିକ୍ଷା ଦିଅନ୍ତି ।" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 intro c6rf 0 # ୧ ତୀମଥି ସାଧାରଣ ସୂଚନା

## ଏହି ଅଧ୍ୟାୟର ବିଶେଷ ଧାରଣା

### ଶାନ୍ତି

ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଉତ୍ସାହ ଦେଉଛନ୍ତି I ସେମାନେ ଶାସନକର୍ତ୍ତାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ଉଚିତ, ଯେପରି ଖ୍ରୀଷ୍ଟିୟାନମାନେ ଶାନ୍ତିପୂର୍ଣ୍ଣ ଭାବରେ, ଏକ ଈଶ୍ବର ପରାୟଣ ଓ ମର୍ଯ୍ୟଦାପୂର୍ଣ୍ଣଭାବରେ ଜୀବନ କାଟିପାରିବେ I

### ମଣ୍ଡଳୀରେ ସ୍ତ୍ରୀଲୋକମାନେ

ଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ ଏହି ଅନୁଚ୍ଛେଦକୁ ବୁଝିବା ବିଷୟରେ ପଣ୍ଡିତମାନ ବିଭକ୍ତ ହୋଇଥାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କରିଛନ୍ତି I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I

## ଏହି ଅଧ୍ୟାୟର ଅନୁବାଦ ସମ୍ବନ୍ଧୀୟ ଅନ୍ୟ ସମ୍ଭାବିତ ପ୍ରତିବନ୍ଧକ

### “ପ୍ରାର୍ଥନା, ବିନତି ଓ ଧନ୍ୟବାଦାର୍ପଣ”

ଏହି ପଦଗୁଡିକର ଅର୍ଥ ଏକଆରେକ ମଧ୍ୟରେ ଏପଟ ସେପଟ ହୋଇଥାଏ I ସେଗୁଡିକୁ ନିର୍ଦ୍ଦିଷ୍ଟ ଶ୍ରେଣୀଭୁକ୍ତ କରିବା ଆବଶ୍ୟକ ନାହିଁ I
1TI 2 intro c6rf 0 # 1 ତୀମଥି 02 ସାଧାରଣ ଟିପ୍ପଣୀଗୁଡ଼ିକ

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଶାନ୍ତି

ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଉତ୍ସାହ ଦେଉଛନ୍ତି I ସେମାନେ ଶାସନକର୍ତ୍ତାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ଉଚିତ, ଯେପରି ଖ୍ରୀଷ୍ଟିୟାନମାନେ ଶାନ୍ତିପୂର୍ଣ୍ଣ ଭାବରେ, ଏକ ଈଶ୍ବର ପରାୟଣ ଓ ମର୍ଯ୍ୟଦାପୂର୍ଣ୍ଣଭାବରେ ଜୀବନ କାଟିପାରିବେ I

### ମଣ୍ଡଳୀରେ ସ୍ତ୍ରୀଲୋକମାନେ

ଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ ଏହି ଅନୁଚ୍ଛେଦକୁ ବୁଝିବା ବିଷୟରେ ପଣ୍ଡିତମାନ ବିଭକ୍ତ ହୋଇଥାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କରିଛନ୍ତି I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I
1TI 2 1 z2xx 0 Connecting Statement:
1TI 2 1 yk2z πρῶτον πάντων 1 first of all
1TI 2 1 ql7a figs-activepassive παρακαλῶ ... ποιεῖσθαι δεήσεις, προσευχάς, ἐντεύξεις, εὐχαριστίας 1 I urge that requests, prayers, intercessions, and thanksgivings be made ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ଭାବରେ ଅନୁବାଦ କରି, କିଏ କାର୍ଯ୍ୟ କରେ ଆପଣ ତାହାକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: "ଯୀଶୁ ମୋତେ, ପାଉଲକୁ, ଜଣେ ପ୍ରଚାରକ ଏବଂ ତାଙ୍କ ପାଇଁ ପ୍ରତିନିଧୀ କରିଅଛନ୍ତି" । [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 1 iag7 παρακαλῶ 1 I urge ମୁଁ ନିବେଦନ କରୁଛି କିମ୍ବା “ମୁଁ ଅନୁରୋଧ କରୁଛି”
1TI 2 2 g4va figs-doublet ἤρεμον καὶ ἡσύχιον βίον 1 a peaceful and quiet life ଏଠାରେ “ଶାନ୍ତି” ଓ “ନିର୍ବିଘ୍ନ”ର ଅର୍ଥ ସମାନ ଅଟେ I ପାଉଲ ଚାହାନ୍ତି ଯେ ସମସ୍ତ ବିଶ୍ବାସୀମାନେ ଅଧିକାରୀମାନଙ୍କଠାରୁ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଶାନ୍ତିରେ ଜୀବନ ଯାପନ କରନ୍ତୁ I (ଦେଖ: [[rc://en/ta/man/translate/figs-doublet]])
1TI 2 2 pb58 ἐν πάσῃ εὐσεβείᾳ καὶ σεμνότητι 1 in all godliness and dignity ତାହା ଈଶ୍ବରଙ୍କୁ ସମ୍ଭ୍ରମ କରେ ଓ ଅନ୍ୟଲୋକମାନେ ସମ୍ମାନ ଦିଅନ୍ତି
1TI 2 4 i3ze figs-activepassive ὃς πάντας ἀνθρώπους θέλει σωθῆναι, καὶ εἰς ἐπίγνωσιν ἀληθείας ἐλθεῖν 1 He desires all people to be saved and to come to the knowledge of the truth ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସମସ୍ତଲୋକଙ୍କୁ ପରିତ୍ରାଣ କରିବାକୁ ଓ ସେମାନେ ସତ୍ୟ ଜ୍ଞାନ ନିକଟକୁ ଆସନ୍ତୁ ବୋଲି ଚାହାନ୍ତି I (ଦେଖ: [[rc://en/ta/man/translate/figs-activepassive]])
1TI 2 4 n26m figs-metaphor εἰς ἐπίγνωσιν ἀληθείας ἐλθεῖν 1 to come to the knowledge of the truth ପାଉଲ ଈଶ୍ବରଙ୍କ ବିଷୟରେ ସତ୍ୟତା ଶିକ୍ଷାକରିବା ସମ୍ବନ୍ଧରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ସ୍ଥାନ, ଯେଉଁଠିକି ଲୋକମାନଙ୍କୁ ଅଣାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ସତ୍ୟ, ତାହା ଜାଣିବା ଓ ଗ୍ରହଣ କରିବା ନିମନ୍ତେ” (ଦେଖ: [[rc://en/ta/man/translate/figs-metaphor]])
1TI 2 5 t666 εἷς ... μεσίτης Θεοῦ καὶ ἀνθρώπων 1 one mediator for God and man ଜଣେ ମଧ୍ୟସ୍ଥି ହେଉଛନ୍ତି ଏପରି ଏକ ବ୍ୟକ୍ତି, ଯେ କି ପରସ୍ପର ସହିତ ଏକମତ ହୋଇପାରୁ ନ ଥିବା ଦୁଇ ପକ୍ଷ ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ ରାଜିନାମା ଆଣିବାରେ ସାହାଯ୍ୟ କରନ୍ତି I ଏଠାରେ ଯୀଶୁ ପାପୀମାନଙ୍କୁ ଈଶ୍ବରଙ୍କ ସହିତ ଏକ ଶାନ୍ତିପୂର୍ଣ୍ଣ ସମ୍ପର୍କରେ ପ୍ରବେଶ କରିବା ନିମନ୍ତେ ସାହାଯ୍ୟ କରନ୍ତି I
1TI 2 6 u8r1 δοὺς ἑαυτὸν 1 gave himself ଆପଣା ଇଚ୍ଛାରେ ମୃତ୍ୟୁଭୋଗ କଲେ
1TI 2 6 vz12 ἀντίλυτρον 1 as a ransom ମୁକ୍ତିର ମୂଲ୍ୟ ସ୍ବରୂପେ କିମ୍ବା “ମୁକ୍ତି ପ୍ରାପ୍ତି ନିମନ୍ତେ ପ୍ରାୟଶ୍ଚିତ୍ତ ସ୍ବରୂପେ”
1TI 2 6 fm1c figs-explicit τὸ μαρτύριον καιροῖς ἰδίοις 1 as the testimony at the right time "ଈଶ୍ବର ସମସ୍ତଲୋକମାନଙ୍କୁ ପରିତ୍ରାଣ କରିବାକୁ ଚାହାନ୍ତି ବୋଲି ରହିଥିବା ସାକ୍ଷ୍ୟକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: ""ଈଶ୍ବର ଯେ ସମସ୍ତଲୋକମାନଙ୍କୁ ପରିତ୍ରାଣ କରିବାକୁ ଚାହାନ୍ତି ଏହା ଉପଯୁକ୍ତ ସମୟରେ ଏକ ପ୍ରମାଣ ଅଟେ” (ଦେଖ: [[rc://en/ta/man/translate/figs-explicit]])"
1TI 2 6 fq7r καιροῖς ἰδίοις 1 at the right time ଏହାର ଅର୍ଥ ହେଉଛି ଯେ ଏହା ଈଶ୍ବର ମନୋନୀତ କରିଥିବା ଉପଯୁକ୍ତ ସମୟ I
1TI 2 7 qxv9 εἰς ὃ 1 For this purpose ସେଥିସକାଶେ କିମ୍ବା “ଏହି କାରଣରୁ”
1TI 2 7 iz4y figs-activepassive ἐτέθην ἐγὼ κῆρυξ καὶ ἀπόστολος. 1 I myself, was made a herald and an apostle ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ମୋତେ, ପାଉଲଙ୍କୁ ଜଣେ ପ୍ରଚାରକ ଓ ପ୍ରେରିତ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
1TI 2 7 h18q figs-hendiadys διδάσκαλος ἐθνῶν ἐν πίστει καὶ ἀληθείᾳ 1 I am a teacher of the Gentiles in faith and truth "ମୁଁ ବିଜାତିମାନଙ୍କୁ ବିଶ୍ବାସ ଓ ସତ୍ୟ ସମ୍ବନ୍ଧୀୟ ଶିକ୍ଷା ଦେଉଅଛି I ଏଠାରେ ପାଉଲ ହୁଏତ “ବିଶ୍ବାସ” ଓ “ସତ୍ୟ”କୁ ବ୍ୟବହାର କରି ଗୋଟିଏ ଚିନ୍ତାଧାରା ପ୍ରକାଶ କରୁଛନ୍ତି I ବିକଳ୍ପ ଅନୁବାଦ: “ମୁଁ ବିଜାତିମାନଙ୍କୁ ସତ୍ୟ ବିଶ୍ବାସ ସମ୍ବନ୍ଧରେ ଶିକ୍ଷା ଦେଉଅଛି” (ଦେଖ: [[rc://en/ta/man/translate/figs-hendiadys]])
1TI 2 8 r6wx 0 Connecting Statement: ପାଉଲ ପ୍ରାର୍ଥନା ଉପରେ ଆପଣାର ଶିକ୍ଷା ସମାପ୍ତ କଲାପରେ ସ୍ତ୍ରୀଲୋକମାନଙ୍କ ନିମନ୍ତେ କେତେକ ବିଶେଷ ପରାମର୍ଶ ଦେଉଛନ୍ତି I
1TI 2 8 yzg3 figs-metonymy βούλομαι ... προσεύχεσθαι τοὺς ἄνδρας ἐν παντὶ τόπῳ, ἐπαίροντας ὁσίους χεῖρας 1 I want men in every place to pray and to lift up holy hands ଏଠାରେ “ଶୁଚି ହସ୍ତ”ର ଅର୍ଥ ହେଉଛି ସମ୍ପୂର୍ଣ୍ଣ ବ୍ୟକ୍ତି ଜଣକ ଶୁଚି I ବିକଳ୍ପ ଅନୁବାଦ: “ମୁଁ ଚାହେଁ ପବିତ୍ର ପୁରୁଷମାନେ ପ୍ରତ୍ୟେକ ସ୍ଥାନରେ ଆପଣା ଆପଣା ହସ୍ତ ଉଠାଇ ପ୍ରାର୍ଥନା କରନ୍ତୁ” (ଦେଖ: [[rc://en/ta/man/translate/figs-metonymy]])
1TI 2 8 a841 τοὺς ἄνδρας ἐν παντὶ τόπῳ 1 men in every place ପୁରୁଷମାନେ ସବୁ ସ୍ଥାନରେ କିମ୍ବା “ପୁରୁଷମାନେ ପ୍ରତ୍ୟେକ ସ୍ଥାନରେ I” ଏଠାରେ “ପୁରୁଷମାନେ” ନିର୍ଦ୍ଧିଷ୍ଟ ଭାବରେ ପୁରୁଷ ଲୋକମାନଙ୍କୁ ବୁଝାଏ I
1TI 2 8 unw6 ἐπαίροντας ὁσίους χεῖρας 1 lift up holy hands ପ୍ରାର୍ଥନା କରିବା ସମୟରେ ଲୋକମାନେ ହସ୍ତ ଉଠାଇବା ଏକ ସାଧାରଣ ଅଙ୍ଗଭଙ୍ଗୀ ଅଟେ I
1TI 2 9 au5c figs-doublet μετὰ αἰδοῦς καὶ σωφροσύνης- 1 with modesty and self-control ଏହି ଉଭୟ ପଦଗୁଡିକ ମୌଳିକଭାବରେ ସମାନ ବିଷୟକୁ ବୁଝାଏ I ପାଉଲ ଗୁରୁତ୍ବ ଦେଉଛନ୍ତି ଯେ ସ୍ତ୍ରୀ ଲୋକମାନେ ପୁରୁଷମାନଙ୍କର ଅନାବଶ୍ୟକ ଧ୍ୟାନ ଆକର୍ଷଣ କରୁଥିବା ବସ୍ତ୍ର ନ ପିନ୍ଧି ସେମାନଙ୍କୁ ପ୍ରଯୁଜ୍ୟ ବସ୍ତ୍ର ପିନ୍ଧିବା ଉଚିତ I (ଦେଖ: [[rc://en/ta/man/translate/figs-doublet]])
1TI 2 9 sw21 figs-metonymy μὴ ἐν πλέγμασιν 1 They should not have braided hair ପାଉଲଙ୍କ ସମୟରେ, ଅନେକ ରୋମୀୟ ସ୍ତ୍ରୀମାନେ ଆପଣା ଆପଣା କେଶ ବିନ୍ୟାସ କରି ନିଜ ନିଜକୁ ଆକର୍ଷଣୀୟ କରୁଥିଲେ I ଜଣେ ସ୍ତ୍ରୀ ପାଇଁ କେଶ ବିନ୍ୟାସ ହିଁ କେଶ ପ୍ରତି ଅନାବଶ୍ୟକ ଧ୍ୟାନ ଦେବାର ଏକ ମାତ୍ର ମାର୍ଗ I ଯଦି କେଶ ବିନ୍ୟାସ ବିଷୟ ଜଣା ନ ଥାନ୍ତା, ତେବେ ଏହାକୁ ଅଧିକ ସାଧାରଣ ଭାବରେ କୁହାଯାଇ ପାରନ୍ତା I ବିକଳ୍ପ ଅନୁବାଦ: “ସେମାନେ ଆଳଙ୍କାରିକ କେଶ ବିନ୍ୟାସ କରିବା ଅନୁଚିତ୍” କିମ୍ବା “ସେମାନେ ଦୃଷ୍ଟି ଆକର୍ଷଣ କରୁଥିବା ଆଡମ୍ବରଯୁକ୍ତ କେଶ ବିନ୍ୟାସ କରିବା ଉଚିତ୍ ନୁହେଁ” (ଦେଖ: [[rc://en/ta/man/translate/figs-metonymy]])
1TI 2 9 rf5v translate-unknown μαργαρίταις 1 pearls ଏସବୁ ସୁନ୍ଦର ଓ ମୂଲ୍ୟବାନ୍ ଧଳା ରଙ୍ଗର ବଲ୍, ଯାହା ସ୍ତ୍ରୀ ଲୋକେ ଅଳଙ୍କାରଭାବରେ ବ୍ୟବହାର କରନ୍ତି I ସେଗୁଡିକ ସମୁଦ୍ରରେ ବାସ କରୁଥିବା ଏକ ପ୍ରକାର ଛୋଟ ଛୋଟ ଜୀବର ଖୋଳପା ଭିତରେ ଗଠିତ ହୁଏ I (ଦେଖ: [[rc://en/ta/man/translate/translate-unknown]])
1TI 2 10 g35m ἐπαγγελλομέναις θεοσέβειαν δι’ ἔργων ἀγαθῶν 1 who profess godliness through good works ଯେଉଁମାନେ ଆପଣା ଆପଣା ସତ୍କର୍ମଦ୍ବାରା ଈଶ୍ବରଙ୍କ ସମ୍ଭ୍ରମ କରିବାକୁ ଚାହାନ୍ତି"
1TI 2 11 gb7a ἐν ἡσυχίᾳ 1 in silence ମୌନଭାବରେ
1TI 2 11 c7sh ἐν πάσῃ ὑποταγῇ 1 and with all submission ଯାହା ଶିକ୍ଷା ଦିଆଯାଏ, ସେଥି ପ୍ରତି ବଶ୍ୟତା ସ୍ବୀକାର କରନ୍ତି
1TI 2 1 yk2z πρῶτον πάντων 1 first of all 1:15 ପରି, ପ୍ରଥମ ଶବ୍ଦର ଅର୍ଥ ସାଙ୍କେତିକ ଭାବରେ ଏକ ଶ୍ରେଣୀର ଉଦାହରଣ ଅଟେ । ବିକଳ୍ପ ଅନୁବାଦ: "ସବୁଠାରୁ ଗୁରୁତ୍ୱପୂର୍ଣ୍ଣଭାବେ"
1TI 2 1 ql7a figs-activepassive παρακαλῶ ... ποιεῖσθαι δεήσεις, προσευχάς, ἐντεύξεις, εὐχαριστίας 1 I urge that requests, prayers, intercessions, and thanksgivings be made ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଏହାକୁ ସକ୍ରିୟ ବାକ୍ୟାଂଶରେ ଆପଣ ଅନୁବାଦ କରିପାରିବେ, ଏବଂ କିଏ କାର୍ଯ୍ୟ କରେ ଏବଂ କିଏ କାର୍ଯ୍ୟ ଗ୍ରହଣ କରେ ତାହା ଆପଣ ସ୍ପଷ୍ଟ ଭାବରେ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ମୁଁ ସମସ୍ତ ବିଶ୍ଵାସୀଙ୍କୁ ଅନୁରୋଧ, ପ୍ରାର୍ଥନା, ମଧ୍ୟସ୍ଥି ଏବଂ ଈଶ୍ଵରଙ୍କୁ ଧନ୍ୟବାଦ ଦେବାକୁ ଅନୁରୋଧ କରେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 1 iag7 παρακαλῶ 1 I urge ବିକଳ୍ପ ଅନୁବାଦ: ମୁଁ ନିବେଦନ  କିମ୍ବା “ମୁଁ ଅନୁରୋଧ କରୁଛି”
1TI 2 2 g4va figs-doublet ἤρεμον καὶ ἡσύχιον βίον 1 a peaceful and quiet life **ଶାନ୍ତିପୂର୍ଣ୍ଣ** ଏବଂ **ଶାନ୍ତ** ଶବ୍ଦର ଅର୍ଥ ସମାନ ବିଷୟ ଅଟେ । ପାଉଲ ଗୁରୁତ୍ୱ ଦେବା ପାଇଁ ସେଗୁଡ଼ିକୁ ଏକତ୍ର ବ୍ୟବହାର କରନ୍ତି । ସେ ଚାହୁଁଛନ୍ତି ଯେ ସମସ୍ତ ବିଶ୍ଵାସୀ କର୍ତ୍ତୃପକ୍ଷଙ୍କ ସହ କୌଣସି ଅସୁବିଧାର ସମ୍ମୁଖିନ ନହୋଇ ଜୀବନ ବିତାଇବାକୁ ସକ୍ଷମ ହୁଅନ୍ତୁ। ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ଯୋଡିପାରିବେ । ବିକଳ୍ପ ଅନୁବାଦ: "ଏକ ନିରବଚ୍ଛିନ୍ନ ଜୀବନ" [[rc://en/ta/man/translate/figs-doublet]])ଦେଖନ୍ତୁ)
1TI 2 2 pb58 ἐν πάσῃ εὐσεβείᾳ καὶ σεμνότητι 1 in all godliness and dignity ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ “**ଧାର୍ମିକ**” ଏବଂ “**ସମ୍ମାନ**” ପରି କ୍ରିୟା ବ୍ୟବହାର କରୁଥିବା ବାକ୍ୟାଂଶ ସହିତ ଗୁଣ ବାଚକ ବିଶେଷ୍ୟ ପଛର ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯିଏଈଶ୍ଵରଙ୍କୁ ସମ୍ମାନ କରେ ଏବଂ ଅନ୍ୟମାନେ ସମ୍ମାନ କରିବେ ।"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 2 4 i3ze figs-activepassive ὃς πάντας ἀνθρώπους θέλει σωθῆναι, καὶ εἰς ἐπίγνωσιν ἀληθείας ἐλθεῖν 1 He desires all people to be saved and to come to the knowledge of the truth ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ଯିଏ ସମସ୍ତଙ୍କୁ ରକ୍ଷାକରିବାକୁ ଚାହୁଁଛନ୍ତି" [[rc://en/ta/man/translate/figs-activepassive]])
1TI 2 4 n26m figs-metaphor εἰς ἐπίγνωσιν ἀληθείας ἐλθεῖν 1 to come to the knowledge of the truth ପାଉଲ ଈଶ୍ଵରଙ୍କ ବିଷୟରେ ସତ୍ୟ ଜାଣିଥିବା ବିଷୟରେ ଉଲ୍ଲେଖ କରନ୍ତି ଯେପରି ଏହା ଏକ ସ୍ଥାନ ଯେଉଁଠାରେ ଲୋକମାନେ ଆସିପାରନ୍ତି । ବିକଳ୍ପ ଅନୁବାଦ: "ଯାହା ସତ୍ୟ ତାହା ଜାଣିବା ଏବଂ ଗ୍ରହଣ କରିବାକୁ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 2 5 t666 εἷς ... μεσίτης Θεοῦ καὶ ἀνθρώπων 1 one mediator for God and man ଜଣେ ମଧ୍ୟସ୍ଥି, ଜଣେ ବ୍ୟକ୍ତି ଯିଏ ପରସ୍ପର ସହ ସହମତ ନଥିବା ଦୁଇ ଦଳ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବୁଝାମଣା କରିବାରେ ସାହାଯ୍ୟ କରନ୍ତି । ବିକଳ୍ପ ଅନୁବାଦ: "ଏବଂ ଜଣେ ବ୍ୟକ୍ତି ଯିଏ ଈଶ୍ଵର ଏବଂ ଲୋକମାନଙ୍କୁ ସମନ୍ୱୟ କରିବାକୁ ସମର୍ଥ ଅଟନ୍ତି"[[rc://en/ta/man/translate/translate-unknown]])ଦେଖନ୍ତୁ)
1TI 2 6 u8r1 δοὺς ἑαυτὸν 1 gave himself ବିକଳ୍ପ ଅନୁବାଦ: "ନିଜକୁ ବଳିଦାନ କଲେ" କିମ୍ବା "ସ୍ବେଚ୍ଛାକୃତ ଭାବରେ ମୃତ୍ୟୁବରଣ କଲେ" ।
1TI 2 6 vz12 ἀντίλυτρον 1 as a ransom ବିକଳ୍ପ ଅନୁବାଦ: "ସମସ୍ତଙ୍କ ପାଇଁ ମୁକ୍ତିର ମୂଲ୍ୟ ଭାବରେ"
1TI 2 6 fm1c figs-explicit τὸ μαρτύριον καιροῖς ἰδίοις 1 as the testimony at the right time ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ କରିପାରିବେ ଯେ ଏହା ନିର୍ଦ୍ଦିଷ୍ଟ ଭାବରେ ଦର୍ଶାଏ ଯେ ଈଶ୍ଵର ସମସ୍ତ ଲୋକଙ୍କୁ ରକ୍ଷା କରିବାକୁ ଚାହୁଁଛନ୍ତି । ବିକଳ୍ପ ଅନୁବାଦ: "ଏହା ପ୍ରମାଣ ଯେ ଈଶ୍ଵର ସମସ୍ତ ଲୋକଙ୍କୁ ରକ୍ଷାକରିବାକୁ ଚାହୁଁଛନ୍ତି ।" [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 2 6 fq7r καιροῖς ἰδίοις 1 at the right time ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: "ଯେତେବେଳେ ଈଶ୍ଵର ମନୋନୀତ କଲେ"[[rc://en/ta/man/translate/figs-idiom]])ଦେଖନ୍ତୁ)
1TI 2 7 qxv9 εἰς ὃ 1 For this purpose ଏହା ପୂର୍ବ ପଦରେ ଈଶ୍ଵରଙ୍କ ବିଷୟରେ ସାକ୍ଷ୍ୟକୁ ଦର୍ଶାଏ । ବିକଳ୍ପ ଅନୁବାଦ: "ଏହି ସାକ୍ଷ୍ୟର"
1TI 2 7 iz4y figs-activepassive ἐτέθην ἐγὼ κῆρυξ καὶ ἀπόστολος. 1 I myself, was made a herald and an apostle ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ଭାବରେ ଅନୁବାଦ କରି, କିଏ କାର୍ଯ୍ୟ କରେ ଆପଣ ତାହାକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: "ଯୀଶୁ ମୋତେ, ପାଉଲକୁ, ଜଣେ ପ୍ରଚାରକ ଏବଂ ତାଙ୍କ ପାଇଁ ପ୍ରତିନିଧୀ କରିଅଛନ୍ତି" । [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 7 h18q figs-hendiadys διδάσκαλος ἐθνῶν ἐν πίστει καὶ ἀληθείᾳ 1 I am a teacher of the Gentiles in faith and truth ଏହା ଦୁଇଟି ଅର୍ଥ ମଧ୍ୟରୁ ଗୋଟିଏ ଅର୍ଥକୁ ବୁଝାଇପାରେ: (1) **ବିଶ୍ୱାସ** ଏବଂ **ସତ୍ୟ** ପାଉଲଙ୍କ ଶିକ୍ଷାର ବିଷୟବସ୍ତୁକୁ ବର୍ଣ୍ଣନା କରିପାରେ । ବିକଳ୍ପ ଅନୁବାଦ: "ମୁଁ ଅଣଯିହୂଦୀମାନଙ୍କୁ ବିଶ୍ଵାସ ଏବଂ ସତ୍ୟର ବାର୍ତ୍ତା ଶିକ୍ଷା ଦିଏ" କିମ୍ବା (2) **ବିଶ୍ଵାସ** ଏବଂ **ସତ୍ୟ** ପାଉଲଙ୍କ ଚରିତ୍ରକୁ ଜଣେ ଶିକ୍ଷକ ଭାବରେ ବର୍ଣ୍ଣନା କରିପାରେ । ବିକଳ୍ପ ଅନୁବାଦ: "ଅଣଯିହୂଦୀମାନଙ୍କର ପ୍ରକୃତ ଏବଂ ବିଶ୍ୱସ୍ତ ଶିକ୍ଷକ" [[rc://en/ta/man/translate/figs-hendiadys]])ଦେଖନ୍ତୁ)
1TI 2 8 r6wx 0 Connecting Statement:
1TI 2 8 yzg3 figs-metonymy βούλομαι ... προσεύχεσθαι τοὺς ἄνδρας ἐν παντὶ τόπῳ, ἐπαίροντας ὁσίους χεῖρας 1 I want men in every place to pray and to lift up holy hands ପାଉଲ ବ୍ୟକ୍ତିର ଏକ ଅଂଶକୁ, **ହସ୍ତକୁ**, ପବିତ୍ର ବୋଲି ଦର୍ଶାଇ ଜଣେ ବ୍ୟକ୍ତିକୁ ପୁରା ପବିତ୍ର ହେବା ଉଚିତ୍ ବୋଲି ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: "ପବିତ୍ରତାରେ ପ୍ରାର୍ଥନା କରିବା ପାଇଁ ହାତ ଉଠାଇ" [[rc://en/ta/man/translate/figs-metonymy]])
1TI 2 8 a841 τοὺς ἄνδρας ἐν παντὶ τόπῳ 1 men in every place ଏଠାରେ ପୁରୁଷ ଶବ୍ଦ ବିଶେଷ ଭାବରେ ପୁରୁଷମାନଙ୍କୁ ବୁଝାଏ । ଏହି ଶବ୍ଦ ସାଧାରଣ ନୁହେଁ, କାରଣ ପାଉଲ ମହିଳାମାନଙ୍କୁ ପରବର୍ତ୍ତୀ ପଦରେ ସମ୍ବୋଧିତ କରନ୍ତି । ବିକଳ୍ପ ଅନୁବାଦ: "ପୁରୁଷମାନେ ସର୍ବତ୍ର" କିମ୍ବା "ସର୍ବତ୍ର ପୁରୁଷମାନେ" ।[[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 2 8 unw6 ἐπαίροντας ὁσίους χεῖρας 1 lift up holy hands ଏହି ସଂସ୍କୃତିରେ ଲୋକମାନେ ପ୍ରାର୍ଥନା କରିବା ସମୟରେ ହାତ ଉଠାଇବା ପ୍ରଥା ଥିଲା । ଆପଣ ଏହାକୁ ଏକ ଉପାୟରେ ଅନୁବାଦ କରିପାରିବେ ଯାହା ଏହାକୁ ସ୍ପଷ୍ଟ କରେ । ବିକଳ୍ପ ଅନୁବାଦ: "ସମ୍ମାନର ସହିତ ପାରମ୍ପାରିକ ରୀତିରେ ହାତ ଉଠାଇବା"[[rc://en/ta/man/translate/translate-symaction]])
1TI 2 9 au5c figs-doublet μετὰ αἰδοῦς καὶ σωφροσύνης- 1 with modesty and self-control
1TI 2 9 sw21 figs-metonymy μὴ ἐν πλέγμασιν 1 They should not have braided hair ଏହି ସମୟ ମଧ୍ୟରେ, ଅନେକ ରୋମୀୟ ମହିଳା ନିଜକୁ ଆକର୍ଷଣୀୟ ଦେଖାଇବାକୁ ଚେଷ୍ଟା କରିବା ପାଇଁ ନିଜ ନିଜର କେଶକୁ ସୁନ୍ଦର ଭାବରେ ବେଣୀ ବାନ୍ଧୁଥିଲେ । ଯଦି ଆପଣଙ୍କର ପାଠକମାନେ କେଶର ବେଣୀ ବାନ୍ଧିବା ଅଭ୍ୟାସ ସହିତ ପରିଚିତ ନୁହଁନ୍ତି, ତେବେ ଆପଣ ଏହି ଧାରଣାକୁ ଏକ ସାଧାରଣ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ସେମାନଙ୍କର ଆଡ଼ମ୍ବରମୟ କେଶ ରହିବା ଉଚିତ ନୁହେଁ" କିମ୍ବା "ସେମାନଙ୍କର ବିଶଦୀକରଣ କେଶ ରହିବା ଉଚିତ ନୁହେଁ ଯାହା ଧ୍ୟାନ ଆକର୍ଷଣ କରିଥାଏ ।" [[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 2 9 rf5v translate-unknown μαργαρίταις 1 pearls ଏଗୁଡ଼ିକ ସୁନ୍ଦର ଏବଂ ମୂଲ୍ୟବାନ ଖଣିଜ ବଲଗୁଡ଼ିକ ଅଟେ ଯାହାକୁ ଲୋକମାନେ ଅଳଙ୍କାର ଭାବରେ ବ୍ୟବହାର କରନ୍ତି । ସେଗୁଡ଼ିକ ସମୁଦ୍ରରେ ବାସ କରୁଥିବା ଏକ ଛୋଟ ପ୍ରାଣୀର ଖୋଳପା ଭିତରେ ସୃଷ୍ଟି ହୁଏ । ଯଦି ଆପଣଙ୍କର ପାଠକମାନେ ମୋତି ସହିତ ପରିଚିତ ନୁହଁନ୍ତି, ତେବେ ଆପଣ ଏହି ଧାରଣାକୁ ଏକ ସାଧାରଣ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ମୂଲ୍ୟବାନ ପଦାର୍ଥରେ ନିର୍ମିତ ସାଜସଜ୍ଜା" [[rc://en/ta/man/translate/translate-unknown]])ଦେଖନ୍ତୁ)
1TI 2 10 g35m ἐπαγγελλομέναις θεοσέβειαν δι’ ἔργων ἀγαθῶν 1 who profess godliness through good works ବିକଳ୍ପ ଅନୁବାଦ: "ଯେଉଁମାନେ ସେମାନଙ୍କର ଉତ୍ତମ କାର୍ଯ୍ୟ ଦ୍ୱାରା ଈଶ୍ଵରଙ୍କୁ ସମ୍ମାନ କରିବାକୁ ଇଚ୍ଛା କରନ୍ତି ।"
1TI 2 11 gb7a ἐν ἡσυχίᾳ 1 in silence ପାଉଲ ବୋଧହୁଏ କହୁଛନ୍ତି ଯେ ସେ ଚାହୁଁଛନ୍ତି ଯେ ମହିଳାମାନେ କହିବା ପରିବର୍ତ୍ତେ ଶୁଣନ୍ତୁ । ବିକଳ୍ପ ଅନୁବାଦ: "ଶୁଣିବା ଦ୍ଵାରା"[[rc://en/ta/man/translate/figs-idiom]])ଦେଖନ୍ତୁ)
1TI 2 11 c7sh ἐν πάσῃ ὑποταγῇ 1 and with all submission ବିକଳ୍ପ ଅନୁବାଦ: "ଏବଂ ଶିକ୍ଷକମାନଙ୍କ ଅଧିକାରରେ ସମର୍ପଣ କର"
1TI 2 12 e2hg γυναικὶ οὐκ ἐπιτρέπω 1 I do not permit a woman ମୁଁ ସ୍ତ୍ରୀମାନଙ୍କୁ ଅନୁମତି ଦେଉନାହିଁ
1TI 2 13 iv31 figs-activepassive Ἀδὰμ ... πρῶτος ἐπλάσθη 1 Adam was formed first ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ଆଦମଙ୍କୁ ପ୍ରଥମେ ନିର୍ମାଣ କଲେ” କିମ୍ବା “ଈଶ୍ବର ଆଦମଙ୍କୁ ପ୍ରଥମେ ସୃଷ୍ଟି କଲେ” (ଦେଖ: [[rc://en/ta/man/translate/figs-activepassive]])
1TI 2 13 v7v6 figs-ellipsis εἶτα Εὕα 1 then Eve ବୁଝିହେଉଥିବା ସୂଚନାକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ତା’ପରେ ଈଶ୍ବର ହବାଙ୍କୁ ନିର୍ମାଣ କଲେ” କିମ୍ବା “ଆଉ ତା’ପରେ ଈଶ୍ବର ହବାଙ୍କୁ ସୃଷ୍ଟି କଲେ” (ଦେଖ: [[rc://en/ta/man/translate/figs-ellipsis]])

Can't render this file because it contains an unexpected character in line 2 and column 7882.