Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-17 16:58:24 +00:00
parent 9cb45244e7
commit 9726a1f6b2
1 changed files with 10 additions and 10 deletions

View File

@ -66,16 +66,16 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 1 18 ijn8 figs-metaphor ταύτην τὴν παραγγελίαν παρατίθεμαί σοι 1 I am placing this command before you ପାଉଲ ତାଙ୍କ ନିର୍ଦ୍ଦେଶ ବିଷୟରେ କହନ୍ତି ଯେପରି ସେ ଶାରୀରିକ ଭାବରେ ତୀମଥିଙ୍କ ନିକଟରେ ସେଗୁଡ଼ିକୁ ଉପସ୍ଥାପନ କରିପାରିବେ । ବିକଳ୍ପ ଅନୁବାଦ: "ମୁଁ ତୁମ୍ଭକୁ ଏହି ନିର୍ଦ୍ଦେଶ ଦେଉଅଛି" କିମ୍ବା "ଏହା ମୁଁ ତୁମ୍ଭକୁ ନିର୍ଦ୍ଦେଶ ଦେଉଅଛି" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 18 b6uq figs-metaphor τέκνον 1 my child ପାଉଲ ତୀମଥିଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ପିତା ଏବଂ ପୁତ୍ରର ସମ୍ପର୍କ ବୋଲି ଉଲ୍ଲେଖ କରନ୍ତି । ଏହା ତୀମଥିଙ୍କ ପ୍ରତି ପାଉଲଙ୍କ ଆନ୍ତରିକ ପ୍ରେମ ଏବଂ ଅନୁମୋଦନକୁ ଦର୍ଶାଏ । ଏହା ମଧ୍ୟ ହେଇପାରେ ଯେ ପାଉଲ ବ୍ୟକ୍ତିଗତ ଭାବରେ ତୀମଥିଙ୍କୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବାକୁ ପ୍ରେରଣା ଦେଇଥିବେ ତେଣୁ ପାଉଲ ତାଙ୍କୁ ନିଜ ସନ୍ତାନ ଭାବରେ ଉଲ୍ଲେଖ କରିବାର ଆଉ ଏକ କାରଣ ହେଇପାରେ । ବିକଳ୍ପ ଅନୁବାଦ: "ତୁମ୍ଭେ ମୋର ନିଜ ପୁତ୍ର ପରି ଅଟ"[[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 18 y6jg figs-activepassive κατὰ τὰς προαγούσας ἐπὶ σὲ προφητείας 1 in accordance with the prophecies previously made about you ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଏହି କାର୍ଯ୍ୟ କିଏ କରିଅଛି ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଅନ୍ୟ ବିଶ୍ଵାସୀମାନେ ତୁମ୍ଭ ବିଷୟରେ ଯାହା ପୂର୍ବାନୁମାନ କରିଛନ୍ତି" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 1 18 w2ex figs-metaphor στρατεύῃ ... τὴν καλὴν στρατείαν 1 fight the good fight ତୀମଥି ଈଶ୍ବରଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେ ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରୁଥିବା ଜଣେ ସୈନିକ ଅଟନ୍ତି I ବିକଳ୍ପ ଅନୁବାଦ: “ପ୍ରଭୁଙ୍କପାଇଁ କଠିନ ପରିଶ୍ରମ କରିବା ଜାରିରଖ” (ଦେଖ: [[rc://en/ta/man/translate/figs-metaphor]])
1TI 1 19 ly6q ἀγαθὴν συνείδησιν 1 a good conscience "ଗୋଟିଏ ବିବେକ ଯାହା ଭୁଲ୍ ପରିବର୍ତ୍ତେ ଠିକ୍ ବିଷୟକୁ ବାଛିଥାଏ I [୧ ତୀମଥି ୧:୫](../01/05.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
1TI 1 19 h2wk figs-metaphor τινες ... τὴν πίστιν ἐναυάγησαν 1 some have shipwrecked their faith ପାଉଲ ଏହି ଲୋକମାନଙ୍କ ବିଶ୍ବାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଜାହାଜ, ଯାହା ସମୁଦ୍ରରେ ବୁଡିଯାଇପାରେ I ସେ ଏହା କହିବାର ଅର୍ଥ ହେଉଛି ଯେ ସେମାନେ ସେମାନଙ୍କ ବିଶ୍ବାସକୁ ନଷ୍ଟ କରିଦେଇଛନ୍ତି ଓ ଆଉ ଯୀଶୁଙ୍କଠାରେ ବିଶ୍ବାସ କରୁନାହାନ୍ତି I ତୁମେ ଏହାକୁ କିମ୍ବା ଏହିଭଳି ରୂପକକୁ ବ୍ୟବହାର କରିବା ଉଚିତ୍, ଯଦି ତାହା ତୁମର ଯୋଜନାଭୁକ୍ତ ଭାଷାରେ ବୁଝିହେବ I (ଦେଖ: [[rc://en/ta/man/translate/figs-metaphor]])
1TI 1 20 pv7f translate-names Ὑμέναιος ... Ἀλέξανδρος 1 Hymenaeus ... Alexander ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: [[rc://en/ta/man/translate/translate-names]])
1TI 1 20 ty7n figs-metaphor οὓς παρέδωκα τῷ Σατανᾷ 1 whom I gave over to Satan ପାଉଲ କହନ୍ତି ଯେ ସତେ ଯେପରି ସେ ଶାରୀରିକ ଭାବରେ ଏହି ଲୋକମାନଙ୍କୁ ଶୟତାନ ହସ୍ତରେ ସମର୍ପଣ କରିଦେଲେ I ସମ୍ଭବତଃ ଏହାର ଅର୍ଥ ହେଉଛି ଯେ ବିଶ୍ବାସୀମାନଙ୍କ ସହଭାଗିତାରୁ ପାଉଲ ସେମାନଙ୍କୁ ଅଗ୍ରାହ୍ୟ କରିଦେଲେ I ଯେହେତୁ ସେମାନେ ଆଉ ସହଭାଗିତାର ଏକ ଅଂଶ ନୁହନ୍ତି, ଶୟତାନ ସେମାନଙ୍କ ଉପରେ କ୍ଷମତା ବିସ୍ତାର କରି ସେମାନଙ୍କର କ୍ଷତି କରିପାରିବ I (ଦେଖ: [[rc://en/ta/man/translate/figs-metaphor]])
1TI 1 20 s76c figs-activepassive παιδευθῶσι 1 they may be taught ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ଈଶ୍ବର ସେମାନଙ୍କୁ ଶିକ୍ଷା ଦେବେ” (ଦେଖ: [[rc://en/ta/man/translate/figs-activepassive]])
1TI 2 intro c6rf 0 # ୧ ତୀମଥି ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ଶାନ୍ତି
ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଉତ୍ସାହ ଦେଉଛନ୍ତି I ସେମାନେ ଶାସନକର୍ତ୍ତାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ଉଚିତ, ଯେପରି ଖ୍ରୀଷ୍ଟିୟାନମାନେ ଶାନ୍ତିପୂର୍ଣ୍ଣ ଭାବରେ, ଏକ ଈଶ୍ବର ପରାୟଣ ଓ ମର୍ଯ୍ୟଦାପୂର୍ଣ୍ଣଭାବରେ ଜୀବନ କାଟିପାରିବେ I

### ମଣ୍ଡଳୀରେ ସ୍ତ୍ରୀଲୋକମାନେ

ଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ ଏହି ଅନୁଚ୍ଛେଦକୁ ବୁଝିବା ବିଷୟରେ ପଣ୍ଡିତମାନ ବିଭକ୍ତ ହୋଇଥାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କରିଛନ୍ତି I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I

## ଏହି ଅଧ୍ୟାୟର ଅନୁବାଦ ସମ୍ବନ୍ଧୀୟ ଅନ୍ୟ ସମ୍ଭାବିତ ପ୍ରତିବନ୍ଧକ

### “ପ୍ରାର୍ଥନା, ବିନତି ଓ ଧନ୍ୟବାଦାର୍ପଣ”
ଏହି ପଦଗୁଡିକର ଅର୍ଥ ଏକଆରେକ ମଧ୍ୟରେ ଏପଟ ସେପଟ ହୋଇଥାଏ I ସେଗୁଡିକୁ ନିର୍ଦ୍ଦିଷ୍ଟ ଶ୍ରେଣୀଭୁକ୍ତ କରିବା ଆବଶ୍ୟକ ନାହିଁ I

1TI 2 1 z2xx 0 Connecting Statement: ପାଉଲ ତୀମଥିଙ୍କୁ ସମସ୍ତଙ୍କପାଇଁ ପ୍ରାର୍ଥନା କରିବାକୁ ଉତ୍ସାହ ଦେଉଛନ୍ତି I
1TI 2 1 yk2z πρῶτον πάντων 1 first of all ସବୁଠାରୁ ଗୁରୁତ୍ବପୂର୍ଣ୍ଣ କିମ୍ବା “ଅନ୍ୟ କୌଣସି ବିଷୟ ପୂର୍ବରୁ”"
1TI 2 1 ql7a figs-activepassive παρακαλῶ ... ποιεῖσθαι δεήσεις, προσευχάς, ἐντεύξεις, εὐχαριστίας 1 I urge that requests, prayers, intercessions, and thanksgivings be made ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ମୁଁ ସମସ୍ତ ବିଶ୍ବାସୀମାନଙ୍କୁ ନିବେଦନ, ପ୍ରାର୍ଥନା, ବିନତି ଓ ଈଶ୍ବରଙ୍କ ନିକଟରେ ଧନ୍ୟବାଦ ଉତ୍ସର୍ଗ କରିବା ନିମନ୍ତେ ଅନୁରୋଧ କରୁଅଛି” (ଦେଖ: [[rc://en/ta/man/translate/figs-activepassive]])
1TI 1 18 w2ex figs-metaphor στρατεύῃ ... τὴν καλὴν στρατείαν 1 fight the good fight ପାଉଲ ସାଙ୍କେତିକ ଭାବରେ ତୀମଥିଙ୍କ ବିଷୟରେ କହନ୍ତି ଯେ ପ୍ରଭୁଙ୍କ ପାଇଁ ଯଥାସମ୍ଭବ ସେ ଯୁଦ୍ଧରେ ଜଣେ ସୈନିକ ଅଟନ୍ତି । ବିକଳ୍ପ ଅନୁବାଦ: "ପ୍ରଭୁଙ୍କଠାରୁ ଯଥାସମ୍ଭବ କାର୍ଯ୍ୟ ଜାରି ରଖ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 19 ly6q ἀγαθὴν συνείδησιν 1 a good conscience ଆପଣ ଏହାକୁ 1: 5 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଭୁଲ୍ ପରିବର୍ତ୍ତେ ଯାହା ଉତ୍ତମ ତାହା କରିବା ଜାରି ରଖ"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 1 19 h2wk figs-metaphor τινες ... τὴν πίστιν ἐναυάγησαν 1 some have shipwrecked their faith ପାଉଲ ଏହି ଲୋକମାନଙ୍କ ବିଷୟରେ ସାଙ୍କେତିକ ଭାବରେ କୁହନ୍ତି ଯେପରି ସେମାନଙ୍କର ଏକ ଜାହାଜ ବୁଡ଼ିଯାଇଅଛି । ତାଙ୍କର କହିବାର ଅର୍ଥ ଏହା ଯେ ଏହି ଲୋକମାନେ ଆଉ ଯୀଶୁଙ୍କଠାରେ ବିଶ୍ଵାସ କରନ୍ତି ନାହିଁ ଏବଂ ଆଉ ତାଙ୍କ ଅନୁଗାମୀ ଭାବରେ ଜୀବନ ଯାପନ କରନ୍ତି ନାହିଁ । ଯଦି ଆପଣଙ୍କ ପାଠକମାନେ ଏହି ଅର୍ଥ ବୁଝନ୍ତି, ତେବେ ଆପଣ ସମାନ ଅର୍ଥ କିମ୍ବା ଆପଣଙ୍କ ସଂସ୍କୃତିରୁ ସମାନ ଶବ୍ଦକୁ ବ୍ୟବହାର କରିପାରିବେ । ଅନ୍ୟଥା, ଆପଣ ଏକ ବିକଳ୍ପ ଅନୁବାଦ ଭାବରେ କହିପାରିବେ, "ଆଉ ଯୀଶୁଙ୍କର ନୁହଁନ୍ତି" । [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 20 pv7f translate-names Ὑμέναιος ... Ἀλέξανδρος 1 Hymenaeus ... Alexander ଏଗୁଡ଼ିକ ଦୁଇ ବ୍ୟକ୍ତିଙ୍କର ନାମ ଅଟେ । [[rc://en/ta/man/translate/translate-names]])ଦେଖନ୍ତୁ)
1TI 1 20 ty7n figs-metaphor οὓς παρέδωκα τῷ Σατανᾷ 1 whom I gave over to Satan ପାଉଲ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯେପରି ସେ ଏହି ଲୋକମାନଙ୍କୁ ଶାରୀରିକ ଭାବରେ କାବୁ କରି ଶୟତାନକୁ ସମର୍ପଣ ଦେଇଥିଲେ । ଯଦି ଏହା ଆପଣଙ୍କ ଭାଷାରେ  ଅର୍ଥ ପ୍ରକାଶ କରେ ନାହିଁ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ମୁଁ ଶୟତାନକୁ ସେମାନଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁମତି ଦେଇଅଛି" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 20 s76c figs-activepassive παιδευθῶσι 1 they may be taught ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବ, ଏବଂ  କିଏ କାର୍ଯ୍ୟ କରେ ତାହା ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: "ଯାହାଫଳରେ ଈଶ୍ଵର ସେମାନଙ୍କୁ ଶିକ୍ଷା ଦିଅନ୍ତି ।" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 intro c6rf 0 # ୧ ତୀମଥି ସାଧାରଣ ସୂଚନା

## ଏହି ଅଧ୍ୟାୟର ବିଶେଷ ଧାରଣା

### ଶାନ୍ତି

ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସମସ୍ତଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଉତ୍ସାହ ଦେଉଛନ୍ତି I ସେମାନେ ଶାସନକର୍ତ୍ତାମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ଉଚିତ, ଯେପରି ଖ୍ରୀଷ୍ଟିୟାନମାନେ ଶାନ୍ତିପୂର୍ଣ୍ଣ ଭାବରେ, ଏକ ଈଶ୍ବର ପରାୟଣ ଓ ମର୍ଯ୍ୟଦାପୂର୍ଣ୍ଣଭାବରେ ଜୀବନ କାଟିପାରିବେ I

### ମଣ୍ଡଳୀରେ ସ୍ତ୍ରୀଲୋକମାନେ

ଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ ଏହି ଅନୁଚ୍ଛେଦକୁ ବୁଝିବା ବିଷୟରେ ପଣ୍ଡିତମାନ ବିଭକ୍ତ ହୋଇଥାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କରିଛନ୍ତି I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I

## ଏହି ଅଧ୍ୟାୟର ଅନୁବାଦ ସମ୍ବନ୍ଧୀୟ ଅନ୍ୟ ସମ୍ଭାବିତ ପ୍ରତିବନ୍ଧକ

### “ପ୍ରାର୍ଥନା, ବିନତି ଓ ଧନ୍ୟବାଦାର୍ପଣ”

ଏହି ପଦଗୁଡିକର ଅର୍ଥ ଏକଆରେକ ମଧ୍ୟରେ ଏପଟ ସେପଟ ହୋଇଥାଏ I ସେଗୁଡିକୁ ନିର୍ଦ୍ଦିଷ୍ଟ ଶ୍ରେଣୀଭୁକ୍ତ କରିବା ଆବଶ୍ୟକ ନାହିଁ I
1TI 2 1 z2xx 0 Connecting Statement:
1TI 2 1 yk2z πρῶτον πάντων 1 first of all
1TI 2 1 ql7a figs-activepassive παρακαλῶ ... ποιεῖσθαι δεήσεις, προσευχάς, ἐντεύξεις, εὐχαριστίας 1 I urge that requests, prayers, intercessions, and thanksgivings be made ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ଭାବରେ ଅନୁବାଦ କରି, କିଏ କାର୍ଯ୍ୟ କରେ ଆପଣ ତାହାକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: "ଯୀଶୁ ମୋତେ, ପାଉଲକୁ, ଜଣେ ପ୍ରଚାରକ ଏବଂ ତାଙ୍କ ପାଇଁ ପ୍ରତିନିଧୀ କରିଅଛନ୍ତି" । [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 2 1 iag7 παρακαλῶ 1 I urge ମୁଁ ନିବେଦନ କରୁଛି କିମ୍ବା “ମୁଁ ଅନୁରୋଧ କରୁଛି”
1TI 2 2 g4va figs-doublet ἤρεμον καὶ ἡσύχιον βίον 1 a peaceful and quiet life ଏଠାରେ “ଶାନ୍ତି” ଓ “ନିର୍ବିଘ୍ନ”ର ଅର୍ଥ ସମାନ ଅଟେ I ପାଉଲ ଚାହାନ୍ତି ଯେ ସମସ୍ତ ବିଶ୍ବାସୀମାନେ ଅଧିକାରୀମାନଙ୍କଠାରୁ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଶାନ୍ତିରେ ଜୀବନ ଯାପନ କରନ୍ତୁ I (ଦେଖ: [[rc://en/ta/man/translate/figs-doublet]])
1TI 2 2 pb58 ἐν πάσῃ εὐσεβείᾳ καὶ σεμνότητι 1 in all godliness and dignity ତାହା ଈଶ୍ବରଙ୍କୁ ସମ୍ଭ୍ରମ କରେ ଓ ଅନ୍ୟଲୋକମାନେ ସମ୍ମାନ ଦିଅନ୍ତି

Can't render this file because it contains an unexpected character in line 2 and column 7882.