Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-17 16:50:09 +00:00
parent f5fc27af5c
commit 9cb45244e7
1 changed files with 17 additions and 17 deletions

View File

@ -49,23 +49,23 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 1 12 ff1n figs-metaphor θέμενος εἰς διακονίαν 1 he placed me into service ପାଉଲ ଈଶ୍ଵରଙ୍କ ସେବାକାର୍ଯ୍ୟ ବିଷୟରେ କହନ୍ତି ଯେପରି ଏହା ଏକ ସ୍ଥାନ ଯେଉଁଠାରେ କୌଣସି ବ୍ୟକ୍ତିକୁ ରଖାଯାଇପାରିବ I ବିକଳ୍ପ ଅନୁବାଦ: "ସେ ମୋତେ ତାଙ୍କର ସେବା କରିବାକୁ ନିଯୁକ୍ତ କଲେ" କିମ୍ବା "ସେ ମୋତେ ତାଙ୍କର ସେବକ ଭାବରେ ନିଯୁକ୍ତ କଲେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 13 q75p ὄντα βλάσφημον 1 I was a blasphemer ଯୀଶୁଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ପାଉଲ ତାଙ୍କ ଚରିତ୍ର ବିଷୟରେ ଉଲ୍ଲେଖ କରନ୍ତି I ସେ ବୋଧହୁଏ ଏ ବିଷୟରେ କହୁଛନ୍ତି ଯେ ସେ କିପରି କହୁଥିଲେ ଯେ ଯୀଶୁ ଖ୍ରୀଷ୍ଟ ନୁହନ୍ତି ଏବଂ ଲୋକମାନେ ତାଙ୍କୁ ବିଶ୍ୱାସ କରିବା ଉଚିତ୍ ନୁହେଁ I ବିକଳ୍ପ ଅନୁବାଦ: "ମୁଁ ଜଣେ ଏପରି ବ୍ୟକ୍ତି ଥିଲି ଯିଏ ଯୀଶୁଙ୍କ ବିଷୟରେ ଭୁଲ ବିଷୟ କହୁଥିଲେ" [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 1 13 gbd4 διώκτην 1 a persecutor ଯୀଶୁଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ପାଉଲ ତାଙ୍କ ଚରିତ୍ର ବିଷୟରେ ଉଲ୍ଲେଖ କରନ୍ତି I ବିକଳ୍ପ ଅନୁବାଦ: "ଯିଏ ଯୀଶୁଙ୍କୁ ବିଶ୍ଵାସ କରୁଥିବା ଲୋକଙ୍କୁ ନିର୍ଯାତନା ଦେଉଥିଲେ"  [[rc://en/ta/man/translate/figs-explicit]])ଦେଖନ୍ତୁ)
1TI 1 13 k85c ὑβριστήν 1 violent man "ଅନ୍ୟ ଲୋକମାନଙ୍କ ପ୍ରତି ନିଷ୍ଠୁର ଥିବା ଜଣେ ବ୍ୟକ୍ତି I ଏହା ଏପରି ଜଣେ ବ୍ୟକ୍ତି ଯେ କି ଅନ୍ୟମାନଙ୍କୁ କଷ୍ଟ ଦେବା ନିମନ୍ତେ ତା’ର ଅଧିକାର ଅଛି ବୋଲି ବିଶ୍ବାସ କରେ I
1TI 1 13 rq2m ὅτι ἀγνοῶν, ἐποίησα ἐν ἀπιστίᾳ 1 But I received mercy because I acted ignorantly in unbelief କିନ୍ତୁ ଯେହେତୁ ମୁଁ ଯୀଶୁଙ୍କଠାରେ ବିଶ୍ବାସ କରୁ ନ ଥିଲି, ଆଉ ମୁଁ କଅଣ କରୁଥିଲି, ତାହା ଜାଣି ନ ଥିଲି, ସେଥିପାଇଁ ମୁଁ ଯୀଶୁଙ୍କଠାରୁ ଦୟା ପ୍ରାପ୍ତ ହେଲି"
1TI 1 13 nv6k ἠλεήθην 1 I received mercy ଯୀଶୁ ମୋ ପ୍ରତି ଦୟା ଦେଖାଇଲେ କିମ୍ବା “ଯୀଶୁ ମୋ ପ୍ରତି ଦୟା କଲେ”
1TI 1 14 zp83 δὲ ἡ χάρις 1 But the grace ଆଉ ଅନୁଗ୍ରହ
1TI 1 14 c1lg figs-metaphor ὑπερεπλεόνασεν ... ἡ χάρις τοῦ Κυρίου ἡμῶν 1 the grace of our Lord overflowed ପାଉଲ ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ତରଳ ପଦାର୍ଥ, ଯାହା ଗୋଟିଏ ପାତ୍ରରେ ପୂର୍ଣ୍ଣ କରାଯାଇପାରିବ ଓ ପାତ୍ର ପୂର୍ଣ୍ଣ ହୋଇଗଲେ ଉପର ଧାର ଦେଇ ଉଚ୍ଛୁଳି ଉଠିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋତେ ଅତ୍ୟଧିକ ଅନୁଗ୍ରହ ଦେଖାଇଲେ” (ଦେଖ: [[rc://en/ta/man/translate/figs-metaphor]])
1TI 1 14 z5lv μετὰ πίστεως καὶ ἀγάπης 1 with faith and love ଏହା ହେଉଛି ପାଉଲଙ୍କ ପ୍ରତି ଈଶ୍ବର ଅତ୍ୟଧିକ ଅନୁଗ୍ରହ ଦେଖାଇବାର ଫଳ I ବିକଳ୍ପ ଅନୁବାଦ: “ଯାହା ମୋତେ ଯୀଶୁଙ୍କଠାରେ ଭରସା ରଖିବାକୁ ଓ ତାହାଙ୍କୁ ପ୍ରେମ କରିବାକୁ ପ୍ରବର୍ତ୍ତାଇଲା”
1TI 1 14 d9m7 figs-metaphor τῆς ἐν Χριστῷ Ἰησοῦ 1 that is in Christ Jesus ଏହା ଯୀଶୁଙ୍କ ବିଷୟରେ କହେ ଯେ ସତେ ଯେପରି ସେ ତରଳ ପଦାର୍ଥ ଧାରଣ କରୁଥିବା ଗୋଟିଏ ପାତ୍ର I ଏଠାରେ “ଖ୍ରୀଷ୍ଟ ଯୀଶୁଙ୍କଠାରେ” ଯୀଶୁଙ୍କ ସହିତ ଥିବା ଏକ ସମ୍ପର୍କକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେ ଖ୍ରୀଷ୍ଟ ଯୀଶୁ ମୋତେ ଈଶ୍ବରଙ୍କୁ ଦେବା ନିମନ୍ତେ ସକ୍ଷମ କରାନ୍ତି, କାରଣ ମୁଁ ତାହାଙ୍କ ସହିତ ସଂଯୁକ୍ତ ଅଟେ” (ଦେଖ: [[rc://en/ta/man/translate/figs-metaphor]])
1TI 1 15 z48s πιστὸς ὁ λόγος 1 This message is reliable ଏହି ବାକ୍ୟ ସତ୍ୟ ଅଟେ
1TI 1 15 rh2r πάσης ἀποδοχῆς ἄξιος 1 worthy of all acceptance ଆମ୍ଭେମାନେ ଏହାକୁ କୌଣସି ସନ୍ଦେହ ନ କରି ଗ୍ରହଣ କରିବା ଉଚିତ କିମ୍ବା “ପୂର୍ଣ୍ଣ ବିଶ୍ବାସର ସହ ଗ୍ରହଣ କରିବାକୁ ଆମ୍ଭମାନଙ୍କ ନିମନ୍ତେ ଏହା ଯୋଗ୍ୟ ଅଟେ”
1TI 1 16 z5kg figs-activepassive ἠλεήθην 1 I was given mercy ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ମୋତେ ଦୟା ଦେଖାଇଲେ” କିମ୍ବା “ମୁଁ ଈଶ୍ବରଙ୍କଠାରୁ ଦୟା ପ୍ରାପ୍ତ ହେଲି” (ଦେଖ: [[rc://en/ta/man/translate/figs-activepassive]])
1TI 1 16 epe2 ἵνα ἐν ἐμοὶ, πρώτῳ 1 so that in me, the foremost ଯେପରି ସବୁଠାରୁ ମହାପାପୀ ଯେ ମୁଁ, ମୋ ଦ୍ବାରା
1TI 1 17 k9sc δὲ ... ἀμήν 1 Now ... Amen ମୁଖ୍ୟ ଶିକ୍ଷାରେ ଗୋଟିଏ ବିରତିକୁ ଚିହ୍ନଟ କରିବାପାଇଁ ଏଠାରେ “ବର୍ତ୍ତମାନ” ଶବ୍ଦଟି ବ୍ୟବହାର କରାଯାଇଛି I ଏଠାରେ ପାଉଲ ଈଶ୍ବରଙ୍କର ପ୍ରଶଂସା କରୁଛନ୍ତି I
1TI 1 17 g4jq τῷ ... Βασιλεῖ τῶν αἰώνων 1 the king of the ages ଅନନ୍ତକାଳୀନ ରାଜା କିମ୍ବା “ଅନନ୍ତକାଳପାଇଁ ମୁଖ୍ୟ ଶାସନକର୍ତ୍ତା”
1TI 1 17 ts5z figs-abstractnouns τῷ δὲ Βασιλεῖ τῶν αἰώνων, ἀφθάρτῳ, ἀοράτῳ, μόνῳ Θεῷ, τιμὴ καὶ δόξα, εἰς τοὺς αἰῶνας τῶν αἰώνων 1 Now to the king of the ages, the immortal, invisible, the only God, be honor and glory forever and ever ଗୁଣବାଚକ ବିଶେଷ୍ୟ “ସମ୍ଭ୍ରମ” ଓ “ଗୌରବ”କୁ କ୍ରିୟା ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବର୍ତ୍ତମାନ ଲୋକମାନେ ସେହି ଅନନ୍ତକାଳୀନ ରାଜାଙ୍କର, ଅର୍ଥାତ୍ ଯେ କି ଅକ୍ଷୟ, ଅଦୃଶ୍ୟ ଓ ଏକମାତ୍ର ଈଶ୍ବର, ତାହାଙ୍କର ସମ୍ଭ୍ରମ ଓ ଗୌରବ ସଦା ସର୍ବଦା କରନ୍ତୁ” (ଦେଖ: [[rc://en/ta/man/translate/figs-abstractnouns]])
1TI 1 18 ijn8 figs-metaphor ταύτην τὴν παραγγελίαν παρατίθεμαί σοι 1 I am placing this command before you ପାଉଲ ଆପଣା ଶିକ୍ଷା ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ସେସବୁକୁ ଶାରୀରିକ ଭାବରେ ତୀମଥିଙ୍କ ସମ୍ମୁଖରେ ରଖିପାରିବେ I ବିକଳ୍ପ ଅନୁବାଦ: “ମୁଁ ଏହି ଆଜ୍ଞାକୁ ତୁମ ଦାୟିତ୍ବରେ ସମର୍ପଣ କରୁଛି” କିମ୍ବା “ଏହା ମୁଁ ତୁମକୁ ଆଜ୍ଞା କରୁଛି” (ଦେଖ: [[rc://en/ta/man/translate/figs-metaphor]])
1TI 1 18 b6uq figs-metaphor τέκνον 1 my child ପାଉଲ ତୀମଥିଙ୍କ ସହିତ ଆପଣା ଘନିଷ୍ଠ ସମ୍ପର୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ପାଉଲ ପିତା ଓ ତୀମଥି ସନ୍ତାନ I ଏହା ମଧ୍ୟ ହୋଇପାରେ ଯେ ପାଉଲଙ୍କ ଦ୍ବାରା ତୀମଥି ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ପ୍ରକୃତରେ ମୋର ଜଣେ ପୁତ୍ର ସଦୃଶ” (ଦେଖ: [[rc://en/ta/man/translate/figs-metaphor]])
1TI 1 18 y6jg figs-activepassive κατὰ τὰς προαγούσας ἐπὶ σὲ προφητείας 1 in accordance with the prophecies previously made about you ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭ ବିଷୟରେ ଅନ୍ୟ ବିଶ୍ବାସୀମାନେ ଭାବବାଣୀ କରିଥିବା ବିଷୟ ସହିତ ଏକମତ ହୋଇ” (ଦେଖ: [[rc://en/ta/man/translate/figs-activepassive]])
1TI 1 13 k85c ὑβριστήν 1 violent man ଯୀଶୁଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ପାଉଲ ପାଉଲଙ୍କ ଚରିତ୍ର କିପରି ଥିଲା ସେବିଷୟରେ ସେ ବିଷୟରେ କହୁଛନ୍ତି । ବିକଳ୍ପ ଅନୁବାଦ: "ଜଣେ ହିଂସ୍ର ବ୍ୟକ୍ତି" କିମ୍ବା " ଯୀଶୁଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ବିରୁଦ୍ଧରେ ହିଂସା କରୁଥିବା ଜଣେ  ବ୍ୟକ୍ତି ଥିଲେ"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 1 13 rq2m ὅτι ἀγνοῶν, ἐποίησα ἐν ἀπιστίᾳ 1 But I received mercy because I acted ignorantly in unbelief ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମ ପରିବର୍ତ୍ତନ କରିପାରିବେ କାରଣ ଦ୍ୱିତୀୟ ବାକ୍ୟାଂଶ, "ଜାଣି ନାହିଁ" କାର୍ଯ୍ୟର କାରଣ ବର୍ଣ୍ଣନା କରେ ଯାହା ପ୍ରଥମ ବାକ୍ୟାଂଶ, "ମୋତେ ଦୟା କରାଗଲା"କୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ମୁଁ ଯେପରି କାର୍ଯ୍ୟ କରୁ ବୋଲି ଈଶ୍ଵର ମୋଠାରୁ ଆଶା କରିଥିଲେ ସେହିଭଳି କାର୍ଯ୍ୟ ମୁଁ କରି ନାହିଁ, ଯେହେତୁ ଏହା ମୁଁ ଜାଣିଥିଲି ଯେ ମୁଁ କ’ଣ କରୁଛି, ତେଣୁ ଯୀଶୁ ମୋତେ ଅନୁଗ୍ରହ କଲେ।"[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
1TI 1 13 nv6k ἠλεήθην 1 I received mercy ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ଭାବରେ ବାକ୍ୟାଂଶରେ ଅନୁବାଦ କରିପାରିବେ ଏବଂ କିଏ କାର୍ଯ୍ୟ କରେ ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: "ଯୀଶୁ ମୋ ଉପରେ ଅନଗ୍ରହ କଲେ"[[rc://en/ta/man/translate/figs-activepassive]]ଦେଖନ୍ତୁ)
1TI 1 14 zp83 δὲ ἡ χάρις 1 But the grace
1TI 1 14 c1lg figs-metaphor ὑπερεπλεόνασεν ... ἡ χάρις τοῦ Κυρίου ἡμῶν 1 the grace of our Lord overflowed ପାଉଲ ଯୀଶୁଙ୍କ ଅନୁଗ୍ରହ ବିଷୟରେ କହନ୍ତି ଯେପରି ଅନୁଗ୍ରହ ଏକ ତରଳ ପଦାର୍ଥ ଯାହାକି ଏକ ପାତ୍ରକୁ ପୂର୍ଣ୍ଣ କରେ ଯେପର୍ଯ୍ୟନ୍ତ ଏହା ଉପରକୁ ପ୍ରବାହିତ ନ ହୁଏ । ବିକଳ୍ପ ଅନୁବାଦ: "ଯୀଶୁ ମୋତେ ଅସୀମ ଅନୁଗ୍ରହ ଦେଖାଇଲେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 14 z5lv μετὰ πίστεως καὶ ἀγάπης 1 with faith and love ଏହା ଦୁଇଟି ବିଷୟ ମଧ୍ୟରୁ ଗୋଟିଏ ଅର୍ଥକୁ ବୁଝାଇପାରେ: (1) ପାଉଲ ଯେତେବେଳେ ଯୀଶୁଙ୍କଠାରେ ସୃଷ୍ଟି ହୋଇଥିଲେ ସେତେବେଳେ ସେ ଗ୍ରହଣ କରିଥିବା ବିଶ୍ୱାସ ଏବଂ ପ୍ରେମକୁ ସୂଚିତ କରିପାରନ୍ତି, ଯାହା ସାଙ୍କେତିକ ଭାବରେ “ତାଙ୍କ ସମ୍ପର୍କରେ” ଅଟେ । ବିକଳ୍ପ ଅନୁବାଦ: "ଏବଂ ମୋତେ ବିଶ୍ଵାସ ଏବଂ ପ୍ରେମ କରିବାକୁ ସକ୍ଷମ କଲେ" (2) ପାଉଲ ହୁଏତ ଯୀଶୁଙ୍କର ବିଶ୍ଵାସ ଏବଂ ପ୍ରେମକୁ ସୂଚାଇ ପାରନ୍ତି ଏବଂ କହିପାରନ୍ତି ଯେ ଯୀଶୁ ଏହି ଦୟାର ଆଧାର ଥିଲେ। ବିକଳ୍ପ ଅନୁବାଦ: "କାରଣ ସେ ମୋ ଉପରେ ବିଶ୍ୱାସ କଲେ ଏବଂ ମୋତେ ପ୍ରେମ କଲେ"[[rc://en/ta/man/translate/figs-idiom]])ଦେଖନ୍ତୁ)
1TI 1 14 d9m7 figs-metaphor τῆς ἐν Χριστῷ Ἰησοῦ 1 that is in Christ Jesus
1TI 1 15 z48s πιστὸς ὁ λόγος 1 This message is reliable ଏହି ପରିପ୍ରେକ୍ଷୀରେ, ଏହି **ଶବ୍ଦ** ଏକ ସମ୍ପୂର୍ଣ୍ଣ ବାକ୍ୟକୁ ବୁଝାଏ । ବିକଳ୍ପ ଅନୁବାଦ: "ଏହି ବିବୃତ୍ତି ବିଶ୍ଵାସଯୋଗ୍ୟ ଅଟେ"
1TI 1 15 rh2r πάσης ἀποδοχῆς ἄξιος 1 worthy of all acceptance ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଏହାକୁ ଆପଣ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବେ ଏବଂ କିଏ କାର୍ଯ୍ୟ କଲା ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଯୀଶୁ ମୋ ଉପରେ ଦୟା କଲେ"
1TI 1 16 z5kg figs-activepassive ἠλεήθην 1 I was given mercy ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଏହାକୁ ଆପଣ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରିପାରିବେ ଏବଂ କିଏ କାର୍ଯ୍ୟ କଲା ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଯୀଶୁ ମୋ ଉପରେ ଦୟା କଲେ"[[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 1 16 epe2 ἵνα ἐν ἐμοὶ, πρώτῳ 1 so that in me, the foremost ବିକଳ୍ପ ଅନୁବାଦ: "ତେଣୁ ମୋ  ଦ୍ଵାରା ଯିଏ ସମସ୍ତ ପାପୀମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପାପୀ ଅଟେ"
1TI 1 17 k9sc δὲ ... ἀμήν 1 Now ... Amen ପାଉଲ ତାଙ୍କ ପତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଏହି ଶବ୍ଦ ବ୍ୟବହାର କରନ୍ତି । ସେ ତୀମଥିଙ୍କୁ ଯାହା ଶିଖାଉଛନ୍ତି ତାହାର ଫଳ ସ୍ୱରୂପ, ସେ ବର୍ତ୍ତମାନ ଈଶ୍ଵରଙ୍କ ବିଷୟରେ ଏବଂ ଆଶୀର୍ବାଦ ବିଷୟରେ ଉଲ୍ଲେଖ କରନ୍ତି । "ତାପରେ" କିମ୍ବା "ବର୍ତ୍ତମାନ" ପରି ଶବ୍ଦଗୁଡ଼ିକୁ ଆପଣଙ୍କ ଭାଷାରେ ଏହି ପରିବର୍ତ୍ତନକୁ ସୂଚାଇବା ପାଇଁ ବ୍ୟବହାର କରନ୍ତୁ ।
1TI 1 17 g4jq τῷ ... Βασιλεῖ τῶν αἰώνων 1 the king of the ages
1TI 1 17 ts5z figs-abstractnouns τῷ δὲ Βασιλεῖ τῶν αἰώνων, ἀφθάρτῳ, ἀοράτῳ, μόνῳ Θεῷ, τιμὴ καὶ δόξα, εἰς τοὺς αἰῶνας τῶν αἰώνων 1 Now to the king of the ages, the immortal, invisible, the only God, be honor and glory forever and ever ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ କ୍ରିୟା ପଦ ସହିତ ଗୁଣ ବାଚକ ବିଶେଷ୍ୟ **ସମ୍ମାନ** ଏବଂ **ଗୌରବ** ପଛର ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଲୋକମାନେ ସମ୍ମାନ ଓ ଗୌରବ ଦିଅନ୍ତୁ"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 1 18 ijn8 figs-metaphor ταύτην τὴν παραγγελίαν παρατίθεμαί σοι 1 I am placing this command before you ପାଉଲ ତାଙ୍କ ନିର୍ଦ୍ଦେଶ ବିଷୟରେ କହନ୍ତି ଯେପରି ସେ ଶାରୀରିକ ଭାବରେ ତୀମଥିଙ୍କ ନିକଟରେ ସେଗୁଡ଼ିକୁ ଉପସ୍ଥାପନ କରିପାରିବେ । ବିକଳ୍ପ ଅନୁବାଦ: "ମୁଁ ତୁମ୍ଭକୁ ଏହି ନିର୍ଦ୍ଦେଶ ଦେଉଅଛି" କିମ୍ବା "ଏହା ମୁଁ ତୁମ୍ଭକୁ ନିର୍ଦ୍ଦେଶ ଦେଉଅଛି" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 18 b6uq figs-metaphor τέκνον 1 my child ପାଉଲ ତୀମଥିଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ପିତା ଏବଂ ପୁତ୍ରର ସମ୍ପର୍କ ବୋଲି ଉଲ୍ଲେଖ କରନ୍ତି । ଏହା ତୀମଥିଙ୍କ ପ୍ରତି ପାଉଲଙ୍କ ଆନ୍ତରିକ ପ୍ରେମ ଏବଂ ଅନୁମୋଦନକୁ ଦର୍ଶାଏ । ଏହା ମଧ୍ୟ ହେଇପାରେ ଯେ ପାଉଲ ବ୍ୟକ୍ତିଗତ ଭାବରେ ତୀମଥିଙ୍କୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବାକୁ ପ୍ରେରଣା ଦେଇଥିବେ ତେଣୁ ପାଉଲ ତାଙ୍କୁ ନିଜ ସନ୍ତାନ ଭାବରେ ଉଲ୍ଲେଖ କରିବାର ଆଉ ଏକ କାରଣ ହେଇପାରେ । ବିକଳ୍ପ ଅନୁବାଦ: "ତୁମ୍ଭେ ମୋର ନିଜ ପୁତ୍ର ପରି ଅଟ"[[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 18 y6jg figs-activepassive κατὰ τὰς προαγούσας ἐπὶ σὲ προφητείας 1 in accordance with the prophecies previously made about you ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଏହି କାର୍ଯ୍ୟ କିଏ କରିଅଛି ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଅନ୍ୟ ବିଶ୍ଵାସୀମାନେ ତୁମ୍ଭ ବିଷୟରେ ଯାହା ପୂର୍ବାନୁମାନ କରିଛନ୍ତି" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 1 18 w2ex figs-metaphor στρατεύῃ ... τὴν καλὴν στρατείαν 1 fight the good fight ତୀମଥି ଈଶ୍ବରଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେ ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରୁଥିବା ଜଣେ ସୈନିକ ଅଟନ୍ତି I ବିକଳ୍ପ ଅନୁବାଦ: “ପ୍ରଭୁଙ୍କପାଇଁ କଠିନ ପରିଶ୍ରମ କରିବା ଜାରିରଖ” (ଦେଖ: [[rc://en/ta/man/translate/figs-metaphor]])
1TI 1 19 ly6q ἀγαθὴν συνείδησιν 1 a good conscience "ଗୋଟିଏ ବିବେକ ଯାହା ଭୁଲ୍ ପରିବର୍ତ୍ତେ ଠିକ୍ ବିଷୟକୁ ବାଛିଥାଏ I [୧ ତୀମଥି ୧:୫](../01/05.md)ରେ ତୁମେ ଏହାକୁ କିପରି ଅନୁବାଦ କଲ ତାହା ଦେଖ I
1TI 1 19 h2wk figs-metaphor τινες ... τὴν πίστιν ἐναυάγησαν 1 some have shipwrecked their faith ପାଉଲ ଏହି ଲୋକମାନଙ୍କ ବିଶ୍ବାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଜାହାଜ, ଯାହା ସମୁଦ୍ରରେ ବୁଡିଯାଇପାରେ I ସେ ଏହା କହିବାର ଅର୍ଥ ହେଉଛି ଯେ ସେମାନେ ସେମାନଙ୍କ ବିଶ୍ବାସକୁ ନଷ୍ଟ କରିଦେଇଛନ୍ତି ଓ ଆଉ ଯୀଶୁଙ୍କଠାରେ ବିଶ୍ବାସ କରୁନାହାନ୍ତି I ତୁମେ ଏହାକୁ କିମ୍ବା ଏହିଭଳି ରୂପକକୁ ବ୍ୟବହାର କରିବା ଉଚିତ୍, ଯଦି ତାହା ତୁମର ଯୋଜନାଭୁକ୍ତ ଭାଷାରେ ବୁଝିହେବ I (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 7882.