Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-17 13:22:53 +00:00
parent 672b92d441
commit cf139c6d72
1 changed files with 6 additions and 6 deletions

View File

@ -83,13 +83,13 @@ EPH 2 8 t9pc figs-activepassive τῇ γὰρ χάριτί ἐστε σεσῳσ
EPH 2 8 r8u8 τοῦτο οὐκ 1 this did not **ଏହା/ଏହି** ଶବ୍ଦଟି ଅନୁଗ୍ରହରେ **ବିଶ୍ଵାସ ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ” କୁ ବୁଝାଏ।**
EPH 2 9 al4s οὐκ ἐξ ἔργων, ἵνα μή τις καυχήσηται 1 not from works, so that no one may boast ଏଠାରେ ଆପଣ ଗୋଟିଏ ନୂଆ ବାକ୍ୟ ଆରମ୍ଭ କରିବାକୁ ଇଚ୍ଛା କରିପାରନ୍ତି। ବିକଳ୍ପ ଅନୁବାଦ: “ପରିତ୍ରାଣ କ୍ରିୟାକର୍ମରୁ ହୁଏ ନାହିଁ, ଯେପରି କେହି ଦର୍ପ ନ କରେ” କିମ୍ବା “ଜଣେ ଲୋକର କର୍ମ ସକାଶୁ ଈଶ୍ଵର ତାହାକୁ ଉଦ୍ଧାର/ପରିତ୍ରାଣ କରନ୍ତି ନାହିଁ, ଏଣୁ କେହି ଦର୍ପକରି କହିପାରିବ ନାହିଁ ଯେ ସେ ତାହାର ପରିତ୍ରାଣ ଅର୍ଜନ କରିଅଛି”
EPH 2 10 fa4l ἐν Χριστῷ Ἰησοῦ 1 in Christ Jesus **ଖ୍ରୀଷ୍ଟ ଯୀଶୁଙ୍କଠାରେ** ଓ ସେହିପରି ଭାବଗୁଡ଼ିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡ଼ିକରେ ବାରମ୍ବାର ଦେଖିବାକୁ ମିଳେ। ସେଗୁଡ଼ିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ।
EPH 2 10 lws4 ἐν αὐτοῖς περιπατήσωμεν 1 we would walk in them **ଆଚରଣ** କରିବା ବିଷୟଟି ହେଉଛି ଗୋଟିଏ ରୂପକ ଯାହା ଜଣେ ଲୋକ କିପରି ଜୀବନ ଯାପନ କରୁଛି, ତା’କୁ ବୁଝାଏ I ଏଠାରେ “**ସେହିସବୁରେ**” “ସତ୍କର୍ମ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ନିରନ୍ତର ସେହି ସତ୍କର୍ମସବୁ କରିବା”"
EPH 2 11 diq1 0 Connecting Statement: ପାଉଲ ଏହି ବିଶ୍ଵାସୀମାନଙ୍କୁ ସ୍ମରଣ କରାଉଛନ୍ତି ଯେ ଖ୍ରୀଷ୍ଟ ଏବଂ ତାହାଙ୍କର କ୍ରୁଶ  ଦ୍ଵାରା ଈଶ୍ଵର ବିଜାତି ଏବଂ ଯିହୂଦୀମାନଙ୍କୁ ଏକ ଶରୀର କରିଅଛନ୍ତି I
EPH 2 11 p7m2 figs-metaphor τὰ ἔθνη ἐν σαρκί 1 Gentiles in the flesh ଏହା ଯିହୂଦୀଭାବରେ ଜନ୍ମ ହୋଇ ନ ଥିବା ଲୋକମାନଙ୍କୁ ବୁଝାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 11 e76g figs-metonymy ἀκροβυστία 1 uncircumcision ଅଣଯିହୂଦୀ ଲୋକମାନେ ଶିଶୁ ଅବସ୍ଥାରେ ସୁନ୍ନତ ହେଉ ନ ଥିଲେ ଏବଂ ସେଥିପାଇଁ ଯିହୂଦୀମାନେ ସେମାନଙ୍କୁ ଈଶ୍ଵରଙ୍କ ବ୍ୟବସ୍ଥା ପାଳନ ନ କରିବା ଲୋକମାନେ ବୋଲି ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଅସୁନ୍ନତ ବିଜାତି” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 2 11 nlf2 figs-metonymy περιτομῆς 1 circumcision ଏହା ଯିହୂଦୀମାନଙ୍କ ନିମନ୍ତେ ଆଉ ଗୋଟିଏ ନାମ, କାରଣ ସବୁ ପୁରୁଷ ଶିଶୁମାନେ **ସୁନ୍ନତ** ହେଉଥିଲେ I ବିକଳ୍ପ ଅନୁବାଦ: “ସୁନ୍ନତ ଲୋକମାନେ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 2 10 lws4 ἐν αὐτοῖς περιπατήσωμεν 1 we would walk in them **ଆଚରଣ** କରିବା ବିଷୟଟି ହେଉଛି ଗୋଟିଏ ରୂପକ ଯାହା ଜଣେ ଲୋକ କିପରି ଜୀବନ ଯାପନ କରୁଛି, ତା’କୁ ବୁଝାଏ। ଏଠାରେ **ସେହିସବୁରେ** “ସତ୍କର୍ମ”କୁ ବୁଝାଏ। ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ନିରନ୍ତର ସେହି ସତ୍କର୍ମସବୁ କରିବା” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 11 diq1 0 Connecting Statement: ପାଉଲ ଏହି ବିଶ୍ଵାସୀମାନଙ୍କୁ ସ୍ମରଣ କରାଉଛନ୍ତି ଯେ ଖ୍ରୀଷ୍ଟ ଏବଂ ତାହାଙ୍କର କ୍ରୁଶ  ଦ୍ଵାରା ଈଶ୍ଵର ବିଜାତି ଏବଂ ଯିହୂଦୀମାନଙ୍କୁ ଏକ ଶରୀର କରିଅଛନ୍ତି
EPH 2 11 p7m2 figs-metaphor τὰ ἔθνη ἐν σαρκί 1 Gentiles in the flesh ଏହା ଯିହୂଦୀଭାବରେ ଜନ୍ମ ହୋଇ ନ ଥିବା ଲୋକମାନଙ୍କୁ ବୁଝାଏ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 11 e76g figs-metonymy ἀκροβυστία 1 uncircumcision ଅଣଯିହୂଦୀ ଲୋକମାନେ ଶିଶୁ ଅବସ୍ଥାରେ ସୁନ୍ନତ ହେଉ ନ ଥିଲେ ଏବଂ ସେଥିପାଇଁ ଯିହୂଦୀମାନେ ସେମାନଙ୍କୁ ଈଶ୍ଵରଙ୍କ ବ୍ୟବସ୍ଥା ପାଳନ ନ କରିବା ଲୋକମାନେ ବୋଲି ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଅସୁନ୍ନତ ବିଜାତି” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 2 11 nlf2 figs-metonymy περιτομῆς 1 circumcision ଏହା ଯିହୂଦୀମାନଙ୍କ ନିମନ୍ତେ ଆଉ ଗୋଟିଏ ନାମ, କାରଣ ସବୁ ପୁରୁଷ ଶିଶୁମାନେ **ସୁନ୍ନତ** ହେଉଥିଲେ I ବିକଳ୍ପ ଅନୁବାଦ: “ସୁନ୍ନତ ଲୋକମାନେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 2 11 fb4r τῆς λεγομένης περιτομῆς ἐν σαρκὶ χειροποιήτου 1 "what is called the ""circumcision"" in the flesh made by human hands" ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “ଯିହୂଦୀମାନେ. ଯେଉଁମାନେ ମନୁଷ୍ୟମାନଙ୍କ  ଦ୍ଵାରା ସୁନ୍ନତ ହେଉଥିଲେ” କିମ୍ବା (2) “ଯିହୂଦୀମାନେ, ଯେଉଁମାନେ ପାର୍ଥିବ ଶରୀରକୁ ସୁନ୍ନତ କରୁଥିଲେ I”
EPH 2 11 tf9i figs-activepassive ὑπὸ τῆς λεγομένης 1 by what is called ଏହାକୁ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ବୋଲି ଲୋକମାନେ ଡାକନ୍ତି” କିମ୍ବା “ଯାହାଙ୍କର ବୋଲି ଲୋକମାନେ ଡାକନ୍ତି” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 2 11 tf9i figs-activepassive ὑπὸ τῆς λεγομένης 1 by what is called ଏହାକୁ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ବୋଲି ଲୋକମାନେ ଡାକନ୍ତି” କିମ୍ବା “ଯାହାଙ୍କର ବୋଲି ଲୋକମାନେ ଡାକନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 2 12 u3vu χωρὶς Χριστοῦ 1 separated from Christ ବିକଳ୍ପ ଅନୁବାଦ: ଅବିଶ୍ଵାସୀମାନେ
EPH 2 12 sti2 figs-metaphor ξένοι τῶν διαθηκῶν τῆς ἐπαγγελίας 1 strangers to the covenants of the promise ପାଉଲ ବିଜାତି ବିଶ୍ଵାସୀମାନଙ୍କୁ କହନ୍ତି ଯେ ସତେ ଯେପରି ସେମାନେ ବିଦେଶୀ ହୋଇ ଈଶ୍ଵରଙ୍କ **ନିୟମ** ଏବଂ **ପ୍ରତିଜ୍ଞାର** ଦେଶରୁ ଦୂରରେ ରଖାଯାଇଥିଲେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 13 quq4 νυνὶ δὲ ἐν Χριστῷ Ἰησοῦ 1 But now in Christ Jesus

Can't render this file because it contains an unexpected character in line 2 and column 4525.