Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-17 13:20:36 +00:00
parent 7f5988e007
commit 672b92d441
1 changed files with 7 additions and 7 deletions

View File

@ -82,7 +82,7 @@ EPH 2 7 y6cf ἐν τοῖς αἰῶσιν, τοῖς ἐπερχομένοι
EPH 2 8 t9pc figs-activepassive τῇ γὰρ χάριτί ἐστε σεσῳσμένοι διὰ πίστεως 1 For by grace you have been saved through faith ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ତାହାଙ୍କ ଉପରେ ତୁମ୍ଭମାନଙ୍କର ବିଶ୍ଵାସ ହେତୁ ଈଶ୍ଵର ତୁମ୍ଭମାନଙ୍କୁ ଅନୁଗ୍ରହ ଦ୍ୱାରା ଉଦ୍ଧାର କଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 2 8 r8u8 τοῦτο οὐκ 1 this did not **ଏହା/ଏହି** ଶବ୍ଦଟି ଅନୁଗ୍ରହରେ **ବିଶ୍ଵାସ ଦ୍ଵାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ” କୁ ବୁଝାଏ।**
EPH 2 9 al4s οὐκ ἐξ ἔργων, ἵνα μή τις καυχήσηται 1 not from works, so that no one may boast ଏଠାରେ ଆପଣ ଗୋଟିଏ ନୂଆ ବାକ୍ୟ ଆରମ୍ଭ କରିବାକୁ ଇଚ୍ଛା କରିପାରନ୍ତି। ବିକଳ୍ପ ଅନୁବାଦ: “ପରିତ୍ରାଣ କ୍ରିୟାକର୍ମରୁ ହୁଏ ନାହିଁ, ଯେପରି କେହି ଦର୍ପ ନ କରେ” କିମ୍ବା “ଜଣେ ଲୋକର କର୍ମ ସକାଶୁ ଈଶ୍ଵର ତାହାକୁ ଉଦ୍ଧାର/ପରିତ୍ରାଣ କରନ୍ତି ନାହିଁ, ଏଣୁ କେହି ଦର୍ପକରି କହିପାରିବ ନାହିଁ ଯେ ସେ ତାହାର ପରିତ୍ରାଣ ଅର୍ଜନ କରିଅଛି”
EPH 2 10 fa4l ἐν Χριστῷ Ἰησοῦ 1 in Christ Jesus "**ଖ୍ରୀଷ୍ଟ ଯୀଶୁଙ୍କଠାରେ** ଓ ସେହିପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I
EPH 2 10 fa4l ἐν Χριστῷ Ἰησοῦ 1 in Christ Jesus **ଖ୍ରୀଷ୍ଟ ଯୀଶୁଙ୍କଠାରେ** ଓ ସେହିପରି ଭାବଗୁଡିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡିକରେ ବାରମ୍ବାର ଦେଖିବାକୁ ମିଳେ। ସେଗୁଡ଼ିକ ଖ୍ରୀଷ୍ଟ ଓ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ
EPH 2 10 lws4 ἐν αὐτοῖς περιπατήσωμεν 1 we would walk in them **ଆଚରଣ** କରିବା ବିଷୟଟି ହେଉଛି ଗୋଟିଏ ରୂପକ ଯାହା ଜଣେ ଲୋକ କିପରି ଜୀବନ ଯାପନ କରୁଛି, ତା’କୁ ବୁଝାଏ I ଏଠାରେ “**ସେହିସବୁରେ**” “ସତ୍କର୍ମ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ନିରନ୍ତର ସେହି ସତ୍କର୍ମସବୁ କରିବା”"
EPH 2 11 diq1 0 Connecting Statement: ପାଉଲ ଏହି ବିଶ୍ଵାସୀମାନଙ୍କୁ ସ୍ମରଣ କରାଉଛନ୍ତି ଯେ ଖ୍ରୀଷ୍ଟ ଏବଂ ତାହାଙ୍କର କ୍ରୁଶ  ଦ୍ଵାରା ଈଶ୍ଵର ବିଜାତି ଏବଂ ଯିହୂଦୀମାନଙ୍କୁ ଏକ ଶରୀର କରିଅଛନ୍ତି I
EPH 2 11 p7m2 figs-metaphor τὰ ἔθνη ἐν σαρκί 1 Gentiles in the flesh ଏହା ଯିହୂଦୀଭାବରେ ଜନ୍ମ ହୋଇ ନ ଥିବା ଲୋକମାନଙ୍କୁ ବୁଝାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
@ -90,15 +90,15 @@ EPH 2 11 e76g figs-metonymy ἀκροβυστία 1 uncircumcision ଅଣଯି
EPH 2 11 nlf2 figs-metonymy περιτομῆς 1 circumcision ଏହା ଯିହୂଦୀମାନଙ୍କ ନିମନ୍ତେ ଆଉ ଗୋଟିଏ ନାମ, କାରଣ ସବୁ ପୁରୁଷ ଶିଶୁମାନେ **ସୁନ୍ନତ** ହେଉଥିଲେ I ବିକଳ୍ପ ଅନୁବାଦ: “ସୁନ୍ନତ ଲୋକମାନେ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 2 11 fb4r τῆς λεγομένης περιτομῆς ἐν σαρκὶ χειροποιήτου 1 "what is called the ""circumcision"" in the flesh made by human hands" ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “ଯିହୂଦୀମାନେ. ଯେଉଁମାନେ ମନୁଷ୍ୟମାନଙ୍କ  ଦ୍ଵାରା ସୁନ୍ନତ ହେଉଥିଲେ” କିମ୍ବା (2) “ଯିହୂଦୀମାନେ, ଯେଉଁମାନେ ପାର୍ଥିବ ଶରୀରକୁ ସୁନ୍ନତ କରୁଥିଲେ I”
EPH 2 11 tf9i figs-activepassive ὑπὸ τῆς λεγομένης 1 by what is called ଏହାକୁ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ବୋଲି ଲୋକମାନେ ଡାକନ୍ତି” କିମ୍ବା “ଯାହାଙ୍କର ବୋଲି ଲୋକମାନେ ଡାକନ୍ତି” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 2 12 u3vu χωρὶς Χριστοῦ 1 separated from Christ ଅବିଶ୍ବାସୀମାନେ
EPH 2 12 sti2 figs-metaphor ξένοι τῶν διαθηκῶν τῆς ἐπαγγελίας 1 strangers to the covenants of the promise ପାଉଲ ବିଜାତି ବିଶ୍ଵାସୀମାନଙ୍କୁ କହନ୍ତି ଯେ ସତେ ଯେପରି ସେମାନେ ବିଦେଶୀ ହୋଇ ଈଶ୍ଵରଙ୍କ **ନିୟମ** ଏବଂ **ପ୍ରତିଜ୍ଞାର** ଦେଶରୁ ଦୂରରେ ରଖାଯାଇଥିଲେ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 12 u3vu χωρὶς Χριστοῦ 1 separated from Christ ବିକଳ୍ପ ଅନୁବାଦ: ଅବିଶ୍ଵାସୀମାନେ
EPH 2 12 sti2 figs-metaphor ξένοι τῶν διαθηκῶν τῆς ἐπαγγελίας 1 strangers to the covenants of the promise ପାଉଲ ବିଜାତି ବିଶ୍ଵାସୀମାନଙ୍କୁ କହନ୍ତି ଯେ ସତେ ଯେପରି ସେମାନେ ବିଦେଶୀ ହୋଇ ଈଶ୍ଵରଙ୍କ **ନିୟମ** ଏବଂ **ପ୍ରତିଜ୍ଞାର** ଦେଶରୁ ଦୂରରେ ରଖାଯାଇଥିଲେ (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 13 quq4 νυνὶ δὲ ἐν Χριστῷ Ἰησοῦ 1 But now in Christ Jesus
EPH 2 13 uf8m figs-metaphor ὑμεῖς οἵ ποτε ὄντες μακρὰν, ἐγενήθητε ἐγγὺς ἐν τῷ αἵματι τοῦ Χριστοῦ 1 you who once were far away from God have been brought near by the blood of Christ ପାପ ସକାଶୁ ଈଶ୍ଵରଙ୍କର ନୋହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଈଶ୍ଵରଙ୍କଠାରୁ ଦୂରରେ ଅଛନ୍ତି I ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ଵରଙ୍କର ହୋଇଥିବା ବିଷୟରେ କୁହାଯାଏ ଯେ ସତେ ଯେପରି ଈଶ୍ଵରଙ୍କ ନିକଟକୁ ଅଣାଯାଇଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପୂର୍ବେ ଈଶ୍ଵରଙ୍କର ନ ଥିଲ, ବର୍ତ୍ତମାନ ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ଵରଙ୍କର ହୋଇଅଛ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 13 tth1 figs-metonymy ἐν τῷ αἵματι τοῦ Χριστοῦ 1 by the blood of Christ **ଖ୍ରୀଷ୍ଟଙ୍କର ରକ୍ତ** ଗୋଟିଏ ରୂପକ, ଯାହା ତାହାଙ୍କର ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ମୃତ୍ୟୁ  ଦ୍ଵାରା” କିମ୍ବା “ଖ୍ରୀଷ୍ଟ ଆମ୍ଭମାନଙ୍କ ସକାଶେ ମୃତ୍ୟୁଭୋଗ କରିବା ସମୟରେ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 2 13 uf8m figs-metaphor ὑμεῖς οἵ ποτε ὄντες μακρὰν, ἐγενήθητε ἐγγὺς ἐν τῷ αἵματι τοῦ Χριστοῦ 1 you who once were far away from God have been brought near by the blood of Christ ପାପ ସକାଶୁ ଈଶ୍ଵରଙ୍କର ନୋହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଈଶ୍ଵରଙ୍କଠାରୁ ଦୂରରେ ଅଛନ୍ତି I ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ଵରଙ୍କର ହୋଇଥିବା ବିଷୟରେ କୁହାଯାଏ ଯେ ସତେ ଯେପରି ଈଶ୍ଵରଙ୍କ ନିକଟକୁ ଅଣାଯାଇଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପୂର୍ବେ ଈଶ୍ଵରଙ୍କର ନ ଥିଲ, ବର୍ତ୍ତମାନ ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ଵରଙ୍କର ହୋଇଅଛ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 13 tth1 figs-metonymy ἐν τῷ αἵματι τοῦ Χριστοῦ 1 by the blood of Christ **ଖ୍ରୀଷ୍ଟଙ୍କର ରକ୍ତ** ଗୋଟିଏ ରୂପକ, ଯାହା ତାହାଙ୍କର ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ମୃତ୍ୟୁ  ଦ୍ଵାରା” କିମ୍ବା “ଖ୍ରୀଷ୍ଟ ଆମ୍ଭମାନଙ୍କ ସକାଶେ ମୃତ୍ୟୁଭୋଗ କରିବା ସମୟରେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 2 14 ue4u αὐτὸς … ἐστιν ἡ εἰρήνη ἡμῶν 1 he is our peace ଯୀଶୁ ତାହାଙ୍କର ଶାନ୍ତି ଆମ୍ଭମାନଙ୍କୁ ଦିଅନ୍ତି
EPH 2 14 ccy8 figs-inclusive ἡ εἰρήνη ἡμῶν 1 our peace “**ଆମ୍ଭମାନଙ୍କ’** ଶବ୍ଦଟି ପାଉଲ ଏବଂ ତାହାଙ୍କ ପାଠକଗଣକୁ ବୁଝାଏ, ଆଉ ସେଥିପାଇଁ ଏହା ଅନ୍ତର୍ଭୁକ୍ତକାରୀ ଶବ୍ଦ ଅଟେ I ([[rc://en/ta/man/translate/figs-inclusive]]ଦେଖନ୍ତୁ)
EPH 2 14 ccy8 figs-inclusive ἡ εἰρήνη ἡμῶν 1 our peace “**ଆମ୍ଭମାନଙ୍କ’** ଶବ୍ଦଟି ପାଉଲ ଏବଂ ତାହାଙ୍କ ପାଠକଗଣକୁ ବୁଝାଏ, ଆଉ ସେଥିପାଇଁ ଏହା ଅନ୍ତର୍ଭୁକ୍ତକାରୀ ଶବ୍ଦ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 2 14 t9zn ὁ ποιήσας τὰ ἀμφότερα ἓν 1 He made the two one ସେ ଯିହୂଦୀ ଓ ବିଜାତିମାନଙ୍କୁ ଏକ କଲେ
EPH 2 14 t6rd figs-metonymy ἐν τῇ σαρκὶ αὐτοῦ 1 By his flesh “**ତାହାଙ୍କ ଶରୀର**” ଏବଂ ତାହାଙ୍କ ପାର୍ଥିବ ଶରୀର” ରୂପକ ଅଟନ୍ତି, ଯାହା ତାହାଙ୍କ ମୃତ୍ୟୁଭୋଗ କରୁଥିବା ଶରୀରକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ତାହାଙ୍କ ଶରୀରର ମୃତ୍ୟୁ  ଦ୍ଵାରା” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 2 14 t6rd figs-metonymy ἐν τῇ σαρκὶ αὐτοῦ 1 By his flesh “**ତାହାଙ୍କ ଶରୀର**” ଏବଂ ତାହାଙ୍କ ପାର୍ଥିବ ଶରୀର” ରୂପକ ଅଟନ୍ତି, ଯାହା ତାହାଙ୍କ ମୃତ୍ୟୁଭୋଗ କରୁଥିବା ଶରୀରକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ତାହାଙ୍କ ଶରୀରର ମୃତ୍ୟୁ  ଦ୍ଵାରା” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 2 14 d7uf τὸ μεσότοιχον ... τὴν ἔχθραν 1 the wall of hostility ଯିହୁଦୀ ଏବଂ ଅଣଯିହୁଦୀମାନଙ୍କ ମଧ୍ୟରେ **ଘୃଣାର ପ୍ରାଚୀରକୁ** ଏକ **କାନ୍ଥ** ସହିତ ତୁଳନା କରାଯାଏ I ବିକଳ୍ପ ଅନୁବାଦ: "ଘୃଣାର ପ୍ରାଚୀର ଯାହା ସେମାନଙ୍କୁ ପୃଥକ କରୁଥିବା କାନ୍ଥ ପରି ଥିଲା" (See: [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 15 bn71 τὸν νόμον τῶν ἐντολῶν ἐν δόγμασιν καταργήσας 1 he abolished the law of commandments and regulations ଯୀଶୁଙ୍କର ରକ୍ତ ମୋଶାଙ୍କ ବ୍ୟବସ୍ଥାର ସନ୍ତୋଷର କାରଣ ହୁଏ, ଯେପରି ଉଭୟ ଯିହୁଦୀ ଏବଂ ବିଜାତିମାନେ ଈଶ୍ଵରଙ୍କଠାରେ ଶାନ୍ତିରେ ବାସ କରିପାରିବେ I ବିକଳ୍ପ ଅନୁବାଦ: "ସେ ମୋଶାଙ୍କ ବ୍ୟବସ୍ଥାର ଆବଶ୍ୟକତାକୁ ପୁରଣ କଲେ"
EPH 2 15 sr2r figs-metaphor ἕνα καινὸν ἄνθρωπον 1 one new man ଯୀଶୁଙ୍କର ରକ୍ତ ମୋଶାଙ୍କ ବ୍ୟବସ୍ଥାର ସନ୍ତୋଷର କାରଣ ହୁଏ, ଯେପରି ଉଭୟ ଯିହୁଦୀ ଏବଂ ବିଜାତିମାନେ ଈଶ୍ଵରଙ୍କଠାରେ ଶାନ୍ତିରେ ବାସ କରିପାରିବେ I ବିକଳ୍ପ ଅନୁବାଦ: "ସେ ମୋଶାଙ୍କ ବ୍ୟବସ୍ଥାର ଆବଶ୍ୟକତାକୁ ପୁରଣ କଲେ"[[rc://en/ta/man/translate/figs-metaphor]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.