Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-08-03 12:34:45 +00:00
parent 34b9c35728
commit ce07e3bcd6
1 changed files with 6 additions and 6 deletions

View File

@ -366,17 +366,17 @@ EPH 2 19 abcy grammar-connect-logic-result ἄρα οὖν 1 So then ସଂଯ
EPH 2 19 abd1 figs-doublet ξένοι καὶ πάροικοι 1 strangers and foreigners **ଅପରିଚିତ** ଏବଂ **ବିଦେଶୀ** ଶବ୍ଦର ଅର୍ଥ ସମାନ ଅଟେ ଏବଂ ଏହାକୁ ଏକତ୍ର ଅନୁବାଦ କରାଯାଇପାରେ। ବିକଳ୍ପ ଅନୁବାଦ: “ଯେଉଁମାନଙ୍କର ଈଶ୍ଵରଙ୍କ ସହିତ କୌଣସି ସମ୍ପର୍କ ନ ଥିଲା” (ଦେଖନ୍ତୁ: [[rc://en/ta/man/translate/figs-doublet]])
EPH 2 19 abd2 grammar-connect-logic-contrast ἀλλὰ 1 Instead **ଏହା ପରିବର୍ତ୍ତେ** ସଂଯୋଗକାରୀ ଶବ୍ଦ ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ। ଈଶ୍ଵରଙ୍କଠାରୁ ଏଫିସୀୟମାନଙ୍କର ଅତୀତର ପୃଥକତା ଈଶ୍ଵରଙ୍କ ରାଜ୍ୟର ନାଗରିକ ତଥା ତାଙ୍କ ପରିବାରର ସଦସ୍ୟ ଭାବରେ ସେମାନଙ୍କର ବର୍ତ୍ତମାନର ସ୍ଥିତି ସହିତ ଭିନ୍ନ ଅଟେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-contrast]])
EPH 3 1 abd6 figs-explicit τούτου χάριν 1 For this reason ଏହାର କାରଣ କ’ଣ ଆପଣ ତାହା ସ୍ପଷ୍ଟ କରିପାରିବେ। ବିକଳ୍ପ ଅନୁବାଦ: “ତୁମ୍ଭ ଉପରେ ଈଶ୍ଵରଙ୍କ ଅନୁଗ୍ରହ ହେତୁ” UST ପରି ଆପଣ ଏଠାରେ ଫଳାଫଳ ମଧ୍ୟ ସ୍ପଷ୍ଟ କରିପାରିବେ, ଯେହେତୁ ପାଉଲ ୩:୧୪ ପର୍ଯ୍ୟନ୍ତ ଫଳାଫଳ ଦର୍ଶାଇ ନାହାଁନ୍ତି, ଯେହେତୁ ସେ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତି। (ଦେଖନ୍ତୁ: [[rc://en/ta/man/translate/figs-explicit]])
EPH 3 10 abd3 grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ପାଉଲଙ୍କୁ ମଣ୍ଡଳୀର ରହସ୍ୟ ପ୍ରକାଶ କରିବା ପାଇଁ ଈଶ୍ଵରଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ସ୍ୱର୍ଗୀୟ ଶାସକମାନଙ୍କୁ ଈଶ୍ଵରଙ୍କ ଜ୍ଞାନ ଦେଖିବାରେ ସକ୍ଷମ କରିବା ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 3 10 abd3 grammar-connect-logic-goal ἵνα 1 so that ସଂଯୋଗକାରୀ ବାକ୍ୟାଂଶ **ଯେପରି** ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ। ପାଉଲଙ୍କୁ ମଣ୍ଡଳୀର ରହସ୍ୟ ପ୍ରକାଶ କରିବା ପାଇଁ ଈଶ୍ଵରଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ସ୍ୱର୍ଗୀୟ ଶାସକମାନଙ୍କୁ ଈଶ୍ଵରଙ୍କ ଜ୍ଞାନ ଦେଖିବାରେ ସକ୍ଷମ କରିବା ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 3 12 ab6c figs-hendiadys τὴν παρρησίαν καὶ προσαγωγὴν 1 the boldness and access ଏହି ଦୁଇଟି ଶବ୍ଦ ଏକ ଧାରଣା ପ୍ରକାଶ କରିବାକୁ ଏକତ୍ର କାର୍ଯ୍ୟ କରେ: “ଅତ୍ୟନ୍ତ ସାହସ” କିମ୍ବା “ପ୍ରବେଶ କରିବାକୁ ସାହସ”। (ଦେଖନ୍ତୁ: [[rc://en/ta/man/translate/figs-hendiadys]])
EPH 3 13 abd4 grammar-connect-logic-result διὸ 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ବିଶ୍ଵାସୀମାନେ ବିଶ୍ଵାସ ସହିତ ଖ୍ରୀଷ୍ଟଙ୍କ ନିକଟରେ ପ୍ରବେଶ କରନ୍ତି । ଫଳାଫଳ ଏହା ଯେ ବିଶ୍ଵାସୀମାନେ ନିରାଶ ହେବେ ନାହିଁ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 13 abd4 grammar-connect-logic-result διὸ 1 Therefore ସଂଯୋଗକାରୀ ଶବ୍ଦ **ଏହେତୁ** ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ। ଏହାର କାରଣ ଏହା ଯେ ବିଶ୍ଵାସୀମାନେ ବିଶ୍ଵାସ ସହିତ ଖ୍ରୀଷ୍ଟଙ୍କ ନିକଟରେ ପ୍ରବେଶ କରନ୍ତି। ଫଳାଫଳ ଏହା ଯେ ବିଶ୍ଵାସୀମାନେ ନିରାଶ ହେବେ ନାହିଁ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 3 14 abd5 grammar-connect-logic-result τούτου χάριν 1 For this reason ସଂଯୋଗକାରୀ ବାକ୍ୟାଂଶ **ଏହି କାରଣରୁ** ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ। କାରଣ ପାଉଲଙ୍କ ଦୁଃଖଭୋଗ ବିଶ୍ଵାସୀମାନଙ୍କ ପାଇଁ ଗୌରବ ଆଣିଲା। ଫଳାଫଳ ଏହା ଯେ ପାଉଲ ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 3 16 abd7 grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ପାଉଲଙ୍କ ପ୍ରାର୍ଥନାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ଏଫିସୀୟ ବିଶ୍ଵାସୀମାନେ ସେମାନଙ୍କ ବିଶ୍ୱାସ ଏବଂ ପ୍ରେମରେ ଈଶ୍ଵରଙ୍କ ଦ୍ୱାରା ଶକ୍ତିଶାଳୀ ହୁଅନ୍ତୁ[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 3 18 abd8 grammar-connect-logic-result ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ କାରଣ ପ୍ରଭାବ ସମ୍ପର୍କ ପରିଚିତ କରାଏ । କାରଣ ଖ୍ରୀଷ୍ଟ ସେମାନଙ୍କ ହୃଦୟରେ ବାସ କରିବେ । ଫଳାଫଳ ଏହା ଯେ ଏଫିସୀୟ ବିଶ୍ଵାସୀମାନେ ଈଶ୍ଵରଙ୍କ ପ୍ରେମକୁ ଅଧିକ ସଂପୂର୍ଣ୍ଣ ଭାବରେ ଜାଣିବେ ଏବଂ ଈଶ୍ଵରଙ୍କ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହେବେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 16 abd7 grammar-connect-logic-goal ἵνα 1 so that ସଂଯୋଗକାରୀ ବାକ୍ୟାଂଶ **ଯେପରି** ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ। ପାଉଲଙ୍କ ପ୍ରାର୍ଥନାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ଏଫିସୀୟ ବିଶ୍ଵାସୀମାନେ ସେମାନଙ୍କ ବିଶ୍ୱାସ ଏବଂ ପ୍ରେମରେ ଈଶ୍ଵରଙ୍କ ଦ୍ୱାରା ଶକ୍ତିଶାଳୀ ହୁଅନ୍ତୁ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-goal]])
EPH 3 18 abd8 grammar-connect-logic-result ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ କାରଣ ପ୍ରଭାବ ସମ୍ପର୍କ ପରିଚିତ କରାଏ। କାରଣ ଖ୍ରୀଷ୍ଟ ସେମାନଙ୍କ ହୃଦୟରେ ବାସ କରିବେ। ଫଳାଫଳ ଏହା ଯେ ଏଫିସୀୟ ବିଶ୍ଵାସୀମାନେ ଈଶ୍ଵରଙ୍କ ପ୍ରେମକୁ ଅଧିକ ସଂପୂର୍ଣ୍ଣ ଭାବରେ ଜାଣିବେ ଏବଂ ଈଶ୍ଵରଙ୍କ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହେବେ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 18 ef4s figs-metaphor τὸ πλάτος, καὶ μῆκος, καὶ ὕψος, καὶ βάθος 1 the width and length and height and depth ଏହି ରୂପକରେ ପାଉଲ ଏପରି କେତେକ ବିଷୟ ଚିତ୍ରଣ କରନ୍ତି ଯାହା ଶାରୀରିକ କିମ୍ବା ମାପଯୋଗ୍ୟ ନୁହେଁ ଯାହା ଶାରୀରିକ କିନ୍ତୁ ସମସ୍ତ ଦିଗରେ ବିସ୍ତାର ହୋଇଅଛି ଏବଂ ଏହିପରି ବହୁତ ବଡ ଅଟେ । ସମ୍ଭାବ୍ୟ ଅର୍ଥଗୁଡ଼ିକ ହେଲା: (1) ଏହି ଶବ୍ଦଗୁଡ଼ିକ ଆମ ପାଇଁ ଖ୍ରୀଷ୍ଟଙ୍କ ପ୍ରେମର ତୀବ୍ରତାକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଆମକୁ କେତେ ପ୍ରେମ କରନ୍ତି" (2) ଏହି ଶବ୍ଦଗୁଡ଼ିକ ଈଶ୍ଵରଙ୍କ ଜ୍ଞାନର ମହାନତାକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ଈଶ୍ଵର କେତେ ଜ୍ଞାନୀ ଅଟନ୍ତି"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 3 19 ab4z figs-metaphor ἵνα πληρωθῆτε εἰς πᾶν τὸ πλήρωμα τοῦ Θεοῦ 1 so that you may be filled with all the fullness of God ଏହି ରୂପକରେ, ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କୁ ଏକ ପାତ୍ର ଭାବରେ ଚିତ୍ରଣ କରନ୍ତି ଯେଉଁଥିରେ **ଈଶ୍ଵର** ସ୍ଵୟଂକୁ ଢ଼ାଳି ପାରିବେ । ବିକଳ୍ପ ଅନୁବାଦ: "ଯାହା ଈଶ୍ଵର ତୁମ୍ଭକୁ ଦେବାକୁ ଚାହିଁବା ସେ ତାହା ତୁମ୍ଭକୁ ଦେଇ ପାରିବେ ।"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 3 19 cd4z figs-activepassive ἵνα πληρωθῆτε 1 so that you may be filled ଆପଣ ଏହା କର୍ତ୍ତୁବାଚ୍ୟ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ଯାହାଫଳରେ ଈଶ୍ଵର ତୁମ୍ଭକୁ ପୂର୍ଣ୍ଣ କରିବେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 3 19 ef4z figs-abstractnouns εἰς πᾶν τὸ πλήρωμα τοῦ Θεοῦ 1 with all the fullness of God **ପୂର୍ଣ୍ଣତା** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ସମସ୍ତ ବିଷୟ ସହ ଈଶ୍ଵର ପରିପୂର୍ଣ୍ଣ ଅଟନ୍ତି"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 3 19 abd9 grammar-connect-logic-result ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । କାରଣ ଏଫିସୀୟର ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କ ପ୍ରେମ ଜାଣିବେ । ଫଳାଫଳ ଏହା ଯେ ସେମାନେ ଈଶ୍ଵରଙ୍କ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହେବେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 19 abd9 grammar-connect-logic-result ἵνα 1 so that ସଂଯୋଗକାରୀ ବାକ୍ୟାଂଶ **ଯେପରି** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । କାରଣ ଏଫିସୀୟର ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କ ପ୍ରେମ ଜାଣିବେ । ଫଳାଫଳ ଏହା ଯେ ସେମାନେ ଈଶ୍ଵରଙ୍କ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହେବେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 21 ab12 figs-abstractnouns αὐτῷ ἡ δόξα ἐν τῇ ἐκκλησίᾳ 1 to him be the glory in the church **ଗୌରବ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ। ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଲୋକମାନେ ତାଙ୍କୁ ଗୌରବାନ୍ୱିତ କରନ୍ତି" କିମ୍ବା "ଈଶ୍ଵରଙ୍କ ଲୋକମାନେ ତାଙ୍କ ମହାନତା ପାଇଁ ପ୍ରଶଂସା କରନ୍ତି" UST ଦେଖନ୍ତୁ ।[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 1 abda grammar-connect-logic-result οὖν 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ଈଶ୍ଵର ସମସ୍ତ ପିଢ଼ି ପାଇଁ ମଣ୍ଡଳୀରେ ଗୌରବାନ୍ୱିତ ହେବେ । ଫଳାଫଳ ଏହା ଯେ ବିଶ୍ଵାସୀମାନେ ପ୍ରଭୁଙ୍କ ଉପଯୁକ୍ତ ପଥ ଅନୁସରଣ କରିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 4 1 abc5 τῆς κλήσεως ἧς ἐκλήθητε 1 of the calling by which you were called ଏଠାରେ, **ଆହ୍ୱାନ** ଈଶ୍ଵର ସେମାନଙ୍କୁ ତାଙ୍କର ଲୋକ ହେବାକୁ ମନୋନୀତ କଲେକୁ ସୂଚିତ କରେ । ବିକଳ୍ପ ଅନୁବାଦ: "କାରଣ ଈଶ୍ଵର ତୁମ୍ଭକୁ ତାଙ୍କର ଲୋକ ହେବାକୁ ମନୋନୀତ କରିଛନ୍ତି ।"
@ -385,7 +385,7 @@ EPH 4 7 abbw figs-abstractnouns ἑνὶ…ἑκάστῳ ἡμῶν ἐδόθη
EPH 4 8 abdb grammar-connect-logic-result διὸ 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । କାରଣ ପ୍ରତ୍ୟେକ ବିଶ୍ୱାସୀମାନଙ୍କୁ ଆତ୍ମିକ ଉପହାର ଦିଆଯାଇଛି । ଏହାର ଫଳାଫଳ ଏହା ଯେ  ଶାସ୍ତ୍ର କହେ ଯେ ଯୀଶୁ ମନୁଷ୍ୟମାନଙ୍କୁ ଉପହାର ଦେଇଥିଲେ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 4 13 ab6a figs-abstractnouns καταντήσωμεν οἱ πάντες εἰς τὴν ἑνότητα τῆς πίστεως 1 we all reach to the unity of the faith **ବିଶ୍ୱାସ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ବିଶ୍ୱାସୀ ଭାବରେ ଏକତ୍ର"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 13 cd6a figs-abstractnouns τῆς ἐπιγνώσεως τοῦ Υἱοῦ τοῦ Θεοῦ 1 the knowledge of the Son of God **ଜ୍ଞାନ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ପୁତ୍ରଙ୍କୁ ସମସ୍ତେ ଜାଣନ୍ତି"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 14 abdc grammar-connect-logic-goal ἵνα 1 so that ବାକ୍ୟାଂଶ **ତେଣୁ ତାହା** ସଂଯୋଗ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ମଣ୍ଡଳୀରେ ଥିବା ପ୍ରତିଭାପ୍ରାପ୍ତ ଲୋକମାନଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ସମସ୍ତ ବିଶ୍ୱାସୀମାନଙ୍କୁ ଆତ୍ମିକ ପରିପକ୍ୱତା ଆଣିବା ଅଟେ ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 4 14 abdc grammar-connect-logic-goal ἵνα 1 so that ସଂଯୋଗକାରୀ ବାକ୍ୟାଂଶ **ଯେପରି** ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ମଣ୍ଡଳୀରେ ଥିବା ପ୍ରତିଭାପ୍ରାପ୍ତ ଲୋକମାନଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ସମସ୍ତ ବିଶ୍ୱାସୀମାନଙ୍କୁ ଆତ୍ମିକ ପରିପକ୍ୱତା ଆଣିବା ଅଟେ ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 4 15 abdd grammar-connect-logic-contrast δὲ 1 Instead ଏହା **ପରିବର୍ତ୍ତେ** ସଂଯୋଗ ଶବ୍ଦ ଏକ ପରବର୍ତ୍ତୀ ସମ୍ପର୍କକୁ ଉପସ୍ଥାପନ କରେ । ପ୍ରତ୍ୟେକ ପରିବର୍ତ୍ତନଶୀଳ ଶିକ୍ଷା ଅନୁସରଣ କରିବା ଖ୍ରୀଷ୍ଟଙ୍କ ପରିପକ୍ୱତା ଏବଂ ତାଙ୍କ ଶରୀରରେ ଗଢିବାର ବିପରୀତ ଅଟେ । ଆପଣଙ୍କ ଭାଷାରେ ଏକ ଶବ୍ଦ ବ୍ୟବହାର କରନ୍ତୁ ଯାହା ବିପରୀତକୁ ସୂଚିତ କରେ ।[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 4 15 ab88 figs-abstractnouns ἀληθεύοντες 1 speaking the truth **ସତ୍ୟ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ସତ୍ୟ କହିବା"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 16 ab7f grammar-connect-logic-goal εἰς οἰκοδομὴν ἑαυτοῦ ἐν ἀγάπῃ 1 for building up itself in love **ପାଇଁ** ଶବ୍ଦଟି ଏକ ଉଦ୍ଦେଶ୍ୟପୂର୍ଣ୍ଣ ଧାରାକୁ ସୂଚିତ କରେ । ସମସ୍ତ ବିଶ୍ୱାସୀମାନଙ୍କ ଉଦ୍ଦେଶ୍ୟ, ଗୋଟିଏ ମାନବ ଶରୀରର ସଦସ୍ୟ ଭାବରେ, ପରସ୍ପରକୁ ଭଲ ପାଇବା ଏବଂ ଈଶ୍ଵରଙ୍କୁ ପ୍ରେମ କରିବାର କ୍ଷମତା ବୃଦ୍ଧି କରିବା । ଆପଣଙ୍କ ଭାଷାରେ ଏକ ଶବ୍ଦ ବ୍ୟବହାର କରନ୍ତୁ ଯାହା ଏହାକୁ ଏକ ଉଦ୍ଦେଶ୍ୟପୂର୍ଣ୍ଣ ଧାରା ଭାବରେ ଚିହ୍ନିତ କରେ ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.