Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-08-03 12:28:26 +00:00
parent 0527b4e20e
commit 34b9c35728
1 changed files with 1 additions and 1 deletions

View File

@ -369,7 +369,7 @@ EPH 3 1 abd6 figs-explicit τούτου χάριν 1 For this reason ଏହା
EPH 3 10 abd3 grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ପାଉଲଙ୍କୁ ମଣ୍ଡଳୀର ରହସ୍ୟ ପ୍ରକାଶ କରିବା ପାଇଁ ଈଶ୍ଵରଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ସ୍ୱର୍ଗୀୟ ଶାସକମାନଙ୍କୁ ଈଶ୍ଵରଙ୍କ ଜ୍ଞାନ ଦେଖିବାରେ ସକ୍ଷମ କରିବା ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 3 12 ab6c figs-hendiadys τὴν παρρησίαν καὶ προσαγωγὴν 1 the boldness and access ଏହି ଦୁଇଟି ଶବ୍ଦ ଏକ ଧାରଣା ପ୍ରକାଶ କରିବାକୁ ଏକତ୍ର କାର୍ଯ୍ୟ କରେ: “ଅତ୍ୟନ୍ତ ସାହସ” କିମ୍ବା “ପ୍ରବେଶ କରିବାକୁ ସାହସ”। (ଦେଖନ୍ତୁ: [[rc://en/ta/man/translate/figs-hendiadys]])
EPH 3 13 abd4 grammar-connect-logic-result διὸ 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ବିଶ୍ଵାସୀମାନେ ବିଶ୍ଵାସ ସହିତ ଖ୍ରୀଷ୍ଟଙ୍କ ନିକଟରେ ପ୍ରବେଶ କରନ୍ତି । ଫଳାଫଳ ଏହା ଯେ ବିଶ୍ଵାସୀମାନେ ନିରାଶ ହେବେ ନାହିଁ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 14 abd5 grammar-connect-logic-result τούτου χάριν 1 For this reason ସଂଯୋଗକାରୀ ବାକ୍ୟାଂଶ **ଏହି କାରଣରୁ** ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ। କାରଣ ପାଉଲଙ୍କ ଦୁଃଖଭୋଗ ବିଶ୍ଵାସୀମାନଙ୍କ ପାଇଁ ଗୌରବ ଆଣିଲା। ଫଳାଫଳ ଏହା ଯେ ପାଉଲ ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 14 abd5 grammar-connect-logic-result τούτου χάριν 1 For this reason ସଂଯୋଗକାରୀ ବାକ୍ୟାଂଶ **ଏହି କାରଣରୁ** ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ। କାରଣ ପାଉଲଙ୍କ ଦୁଃଖଭୋଗ ବିଶ୍ଵାସୀମାନଙ୍କ ପାଇଁ ଗୌରବ ଆଣିଲା। ଫଳାଫଳ ଏହା ଯେ ପାଉଲ ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 3 16 abd7 grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ପାଉଲଙ୍କ ପ୍ରାର୍ଥନାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ଏଫିସୀୟ ବିଶ୍ଵାସୀମାନେ ସେମାନଙ୍କ ବିଶ୍ୱାସ ଏବଂ ପ୍ରେମରେ ଈଶ୍ଵରଙ୍କ ଦ୍ୱାରା ଶକ୍ତିଶାଳୀ ହୁଅନ୍ତୁ ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 3 18 abd8 grammar-connect-logic-result ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ କାରଣ ପ୍ରଭାବ ସମ୍ପର୍କ ପରିଚିତ କରାଏ । କାରଣ ଖ୍ରୀଷ୍ଟ ସେମାନଙ୍କ ହୃଦୟରେ ବାସ କରିବେ । ଫଳାଫଳ ଏହା ଯେ ଏଫିସୀୟ ବିଶ୍ଵାସୀମାନେ ଈଶ୍ଵରଙ୍କ ପ୍ରେମକୁ ଅଧିକ ସଂପୂର୍ଣ୍ଣ ଭାବରେ ଜାଣିବେ ଏବଂ ଈଶ୍ଵରଙ୍କ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହେବେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 18 ef4s figs-metaphor τὸ πλάτος, καὶ μῆκος, καὶ ὕψος, καὶ βάθος 1 the width and length and height and depth ଏହି ରୂପକରେ ପାଉଲ ଏପରି କେତେକ ବିଷୟ ଚିତ୍ରଣ କରନ୍ତି ଯାହା ଶାରୀରିକ କିମ୍ବା ମାପଯୋଗ୍ୟ ନୁହେଁ ଯାହା ଶାରୀରିକ କିନ୍ତୁ ସମସ୍ତ ଦିଗରେ ବିସ୍ତାର ହୋଇଅଛି ଏବଂ ଏହିପରି ବହୁତ ବଡ ଅଟେ । ସମ୍ଭାବ୍ୟ ଅର୍ଥଗୁଡ଼ିକ ହେଲା: (1) ଏହି ଶବ୍ଦଗୁଡ଼ିକ ଆମ ପାଇଁ ଖ୍ରୀଷ୍ଟଙ୍କ ପ୍ରେମର ତୀବ୍ରତାକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଆମକୁ କେତେ ପ୍ରେମ କରନ୍ତି" (2) ଏହି ଶବ୍ଦଗୁଡ଼ିକ ଈଶ୍ଵରଙ୍କ ଜ୍ଞାନର ମହାନତାକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ଈଶ୍ଵର କେତେ ଜ୍ଞାନୀ ଅଟନ୍ତି"[[rc://en/ta/man/translate/figs-metaphor]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.