Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-27 07:40:30 +00:00
parent 8f1f542c29
commit cd94727be7
1 changed files with 26 additions and 1 deletions

View File

@ -398,4 +398,29 @@ JAS 1 23 j060 figs-hypo ὅτι εἴ τις ἀκροατὴς λόγου ἐσ
JAS 1 23 j061 figs-idiom ἀκροατὴς λόγου ἐστὶν, καὶ οὐ ποιητής 1 is a hearer of the word and not a doer ପୂର୍ବ ପଦରେ ଆପଣ ଏହି ଅଭିବ୍ୟକ୍ତିଗୁଡ଼ିକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “କେବଳ ବାକ୍ୟ ଶୁଣେ କିନ୍ତୁ ତାହା ପାଳନ କରେ ନାହିଁ” (: [[rc://en/ta/man/translate/figs-idiom]]ଦେଖନ୍ତୁ)
JAS 1 23 j062 figs-metonymy λόγου 1 of the word ଯାକୁବ ଯୀଶୁଙ୍କ ବିଷୟରେ ବାର୍ତ୍ତା ବର୍ଣ୍ଣନା କରିବା ପାଇଁ ସାଙ୍କେତିକ ଭାବରେ **ବାକ୍ୟ** ଶବ୍ଦକୁ ବ୍ୟବହାର କରନ୍ତି ଯାହା ଶବ୍ଦ ବ୍ୟବହାର କରି ଦିଆଯାଇଥିଲା । ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ବାର୍ତ୍ତାର” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 1 23 j063 figs-gendernotations ἀνδρὶ 1 a man ଯାକୁବ **ପୁରୁଷ** ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଜଣେ ବ୍ୟକ୍ତି” (: [[rc://en/ta/man/translate/figs-gendernotations]]ଦେଖନ୍ତୁ)
JAS 1 23 j064 translate-unknown ἐν ἐσόπτρῳ 1 in a mirror ଏକ **ଦର୍ପଣ** ଏକ ସମତଳ ବସ୍ତୁ ଅଟେ ଯାହାକି କିଛି ପ୍ରତିଫଳିତ ପଦାର୍ଥରେ ନିର୍ମିତ, ଯେପରିକି କାଚ କିମ୍ବା ମସୃଣକାରୀ ଉପାଦାନ, ଯାହାକୁ ଲୋକମାନେ ଦେଖିବା ପାଇଁ ବ୍ୟବହାର କରନ୍ତି । ଯଦି ଆପଣଙ୍କର ପାଠକମାନେ ଏକ **ଦର୍ପଣ** କ’ଣ ଅପରିଚିତ ଅଟନ୍ତି, ତେବେ ଆପଣ ଅନ୍ୟ କୌଣସି ବସ୍ତୁର ନାମ ବ୍ୟବହାର କରିପାରିବେ ଯାହାକି ଆପଣଙ୍କ ସଂସ୍କୃତିରେ ଏହି ଉଦ୍ଦେଶ୍ୟରେ ବ୍ୟବହାର ହୁଏ । ବିକଳ୍ପ ଅନୁବାଦ: “ଜଳରେ ପ୍ରତିଫଳିତ” (: [[rc://en/ta/man/translate/translate-unknown]]ଦେଖନ୍ତୁ)
JAS 1 23 j064 translate-unknown ἐν ἐσόπτρῳ 1 in a mirror ଏକ **ଦର୍ପଣ** ଏକ ସମତଳ ବସ୍ତୁ ଅଟେ ଯାହାକି କିଛି ପ୍ରତିଫଳିତ ପଦାର୍ଥରେ ନିର୍ମିତ, ଯେପରିକି କାଚ କିମ୍ବା ମସୃଣକାରୀ ଉପାଦାନ, ଯାହାକୁ ଲୋକମାନେ ଦେଖିବା ପାଇଁ ବ୍ୟବହାର କରନ୍ତି । ଯଦି ଆପଣଙ୍କର ପାଠକମାନେ ଏକ **ଦର୍ପଣ** କ’ଣ ଅପରିଚିତ ଅଟନ୍ତି, ତେବେ ଆପଣ ଅନ୍ୟ କୌଣସି ବସ୍ତୁର ନାମ ବ୍ୟବହାର କରିପାରିବେ ଯାହାକି ଆପଣଙ୍କ ସଂସ୍କୃତିରେ ଏହି ଉଦ୍ଦେଶ୍ୟରେ ବ୍ୟବହାର ହୁଏ । ବିକଳ୍ପ ଅନୁବାଦ: “ଜଳରେ ପ୍ରତିଫଳିତ” (: [[rc://en/ta/man/translate/translate-unknown]]ଦେଖନ୍ତୁ)
JAS 1 24 j065 figs-explicit γὰρ 1 For ଆଶା କରାଯାଇଥିବା ବିଷୟ ପରି ଏକ କାରଣ ଶବ୍ଦ କାରଣକୁ ଉପସ୍ଥାପନ କରେ, କିନ୍ତୁ ଏହା ଏପରି ଏକ ବିଷୟର କାରଣ ଯାହାକି ପ୍ରସଙ୍ଗରୁ ଅନୁମାନ କରାଯିବା ଆବଶ୍ୟକ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଯାକୁବ ଏହାର କାରଣ କ’ଣ ଦେଉଛନ୍ତି ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହା ପ୍ରକୃତରେ ତାକୁ ଲାଭ ଦିଏ ନାହିଁ, କାରଣ” (: [[rc://en/ta/man/translate/figs-explicit]] ଦେଖନ୍ତୁ)
JAS 1 24 j066 writing-pronouns κατενόησεν…ἑαυτὸν 1 he beheld himself ଯାକୁବ ପୂର୍ବ ପଦରେ ଆରମ୍ଭ କରିଥିବା ଉପମାଳଙ୍କାରକୁ ଜାରି ରଖିଛନ୍ତି, ତେଣୁ ସେ ଏବଂ ନିଜେ ସର୍ବନାମଗୁଡ଼ିକ ଦର୍ପଣରେ ଦେଖୁଥିବା ଉପକଳ୍ପିତ  ବ୍ୟକ୍ତିକୁ ସୂଚିତ କରନ୍ତି । ବିକଳ୍ପ ଅନୁବାଦ (ବର୍ତ୍ତମାନ କାଳ ବ୍ୟବହାର କରି): “ଏପରି ବ୍ୟକ୍ତି ନିଜକୁ ଦର୍ପଣରେ ଦେଖେ” କିମ୍ବା, ଯଦି ଆପଣ ବର୍ତ୍ତମାନ କାଳ ବ୍ୟବହାର କରନ୍ତି, “ଏହିପରି ବ୍ୟକ୍ତି ନିଜକୁ ଦର୍ପଣରେ ଦେଖେ” । (: [[rc://en/ta/man/translate/writing-pronouns]]ଦେଖନ୍ତୁ)
JAS 1 24 j067 figs-explicit καὶ ἀπελήλυθεν, καὶ εὐθέως ἐπελάθετο ὁποῖος ἦν 1 and went away and immediately forgot of what sort he was ଯାକୁବ ସମ୍ପୂର୍ଣ୍ଣ ଭାବରେ କହନ୍ତି  ଯେ ଏହା ଜଣେ ବ୍ୟକ୍ତି ଯିଏ ଦେଖନ୍ତି କିନ୍ତୁ କରନ୍ତି ନାହିଁ, ଠିକ୍ ସେହିଭଳି ଯିଏ ଈଶ୍ଵରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ତାହା ପାଳନ କରନ୍ତି ନାହିଁ । ଏହାର ଅର୍ଥ ଏହା ଯେ ସେ ଦର୍ପଣରେ ଦେଖନ୍ତି ଯେ ସେ କିଛି କରିବା ଆବଶ୍ୟକ ଅଟେ ଯେପରିକି ମୁହଁ ଧୋଇବା କିମ୍ବା କେଶ ଠିକ୍ କରିବା ଅଟେ । କିନ୍ତୁ ସେ ଦର୍ପଣକୁ ଦେଖି ଯେବେ ସେ ତାହା କରେ ନାହିଁ, ଏବଂ ଯେତେବେଳେ ସେ ଚାଲିଯାଏ, ସେତେବେଳେ ସେ ତାହା କରିବା ଭୁଲିଯାଏ । ଏଥିରେ ତୁଳନାକରାଯାଇଥିବା ବିଷୟ ଏହା ଯେ ଜଣେ ବ୍ୟକ୍ତି ଈଶ୍ଵରଙ୍କ ବାକ୍ୟ ପାଳନ କରେ ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ଆପଣ ଏହାକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ସେ ଯାହା କରିବା ଉଚିତ ତାହା ତୁରନ୍ତ କରିନଥିଲା, ଯେତେବେଳେ ସେ ଦର୍ପଣରେ ଦେଖି ଚାଲିଗଲା, ସେ ଯାହା ଦେଖିଲା ତାହା ଭୁଲିଗଲା ଏବଂ ସେ ଏହି ବିଷୟରେ କିଛି କଲା ନାହିଁ” କିମ୍ବା, ଯଦି ଆପଣ ବର୍ତ୍ତମାନ କାଳ ବ୍ୟବହାର କରନ୍ତି, “ କିନ୍ତୁ ସେ ଯାହା କରିବା ଉଚିତ ତାହା ତୁରନ୍ତ କରେ ନାହିଁ, ଯେତେବେଳେ ସେ ଦର୍ପଣରୁ ଦୂରେଇ ଯାଏ, ସେ ଯାହା ଦେଖିଲା ତାହା ଭୁଲିଯାଏ ଏବଂ ତେଣୁ ସେ ଏ ବିଷୟରେ କିଛି କରେ ନାହିଁ । (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 1 24 j068 ὁποῖος ἦν 1 of what sort he was ବିକଳ୍ପ ଅନୁବାଦ: “ସେ ତାର ରୂପ ବିଷୟରେ କ’ଣ କରିବା ଆବଶ୍ୟକ କରେ” କିମ୍ବା, ଯଦି ଆପଣ ବର୍ତ୍ତମାନ କାଳ ବ୍ୟବହାର କରନ୍ତି, “ତାର ରୂପ ବିଷୟରେ ସେ କଣ କରିବା ଆବଶ୍ୟକ କରେ”
JAS 1 25 j069 figs-hypo ὁ δὲ παρακύψας εἰς νόμον τέλειον, τὸν τῆς ἐλευθερίας, καὶ παραμείνας…οὗτος μακάριος…ἔσται 1 But the one having gazed into the perfect law of freedom and having continued … this one will be blessed ଯାକୁବ ଶିକ୍ଷାଦେବା ପାଇଁ ଏକ ଉପକଳ୍ପିତ ପରିସ୍ଥିତିକୁ ବ୍ୟବହାର କରନ୍ତି । ଏହି ଦୃଷ୍ଟାନ୍ତ 1: 23:ରେ ଥିବା ତୁଳନାର ଭିନ୍ନ ଅଟେ । ବିକଳ୍ପ ଅନୁବାଦ: “କିନ୍ତୁ ଧରାଯାଉ କେହି ସ୍ୱାଧୀନତାର ସିଦ୍ଧ ବ୍ୟବସ୍ଥାକୁ ଦେଖେ ଏବଂ ପାଳନ କରେ…। ତେବେ ସେହି ବ୍ୟକ୍ତି ଆଶୀର୍ବାଦ ପ୍ରାପ୍ତ ହୁଏ” (: [[rc://en/ta/man/translate/figs-hypo]]ଦେଖନ୍ତୁ)
JAS 1 25 j070 figs-possession νόμον τέλειον, τὸν τῆς ἐλευθερίας 1 the perfect law of freedom ସ୍ୱାଧୀନତା ଆଣିଥିବା ଏକ ନିୟମକୁ ବର୍ଣ୍ଣନା ବ୍ୟବସ୍ଥାକୁ ଯାକୁବ ସମ୍ବନ୍ଧବାଚକ ଶବ୍ଦକୁ ବ୍ୟବହାର କରନ୍ତି । ସ୍ୱାଧୀନତାର ବ୍ୟବସ୍ଥା କହିବାରେ ଯାକୁବଙ୍କର ଅର୍ଥ କ’ଣ ଏହାର ଅଧିକ ବ୍ୟାଖ୍ୟା ପାଇଁ ଟିପ୍ପଣୀଗୁଡ଼ିକୁ 2:12 ରେ ଦେଖନ୍ତୁ । ବିକଳ୍ପ ଅନୁବାଦ: “ସିଦ୍ଧ ବ୍ୟବସ୍ଥା ଯାହା ସ୍ୱାଧୀନତା ଆଣିଥାଏ” (: [[rc://en/ta/man/translate/figs-possession]]ଦେଖନ୍ତୁ)
JAS 1 25 j071 figs-explicit νόμον τέλειον, τὸν τῆς ἐλευθερίας 1 the perfect law of freedom ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ତେବେ ଏହି ବ୍ୟବସ୍ଥା ଲୋକମାନଙ୍କୁ କ’ଣ କରିବାକୁ ସ୍ୱାଧୀନତା ଦେଇଥାଏ ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁ ବ୍ୟବସ୍ଥା ଲୋକମାନଙ୍କୁ ଈଶ୍ଵରଙ୍କ ଆଜ୍ଞା ପାଳନ କରିବାକୁ ମୁକ୍ତ କରେ” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 1 25 j072 νόμον τέλειον, τὸν τῆς ἐλευθερίας 1 the perfect law of freedom [1:4](https://create.translationcore.com/01/04.md) ଏବଂ [1:17](https://create.translationcore.com/01/17.md) ପରି, ସିଦ୍ଧ ଶବ୍ଦଟି ଏପରି ବିଷୟକୁ ସୂଚାଏ ଯାହାକି ବିକଶିତ ହୁଏ ଏବଂ ଏହା ଏହାର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ସାଧନ କରେ । ସେହି ପଦଗୁଡ଼ିକରେ ଆପଣ କିପରି ଏହି ଶବ୍ଦର ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ବ୍ୟବସ୍ଥା ଯାହା ଲୋକମାନଙ୍କୁ ପାପରୁ ମୁକ୍ତ କରିବା ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ଅଟେ”
JAS 1 25 j073 figs-ellipsis καὶ παραμείνας 1 and having continued ଯାକୁବ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଏହି ଶବ୍ଦଗୁଡ଼ିକ ପ୍ରସଙ୍ଗରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ଯିଏ ସେହି ବ୍ୟବସ୍ଥାକୁ ନିରନ୍ତର ପାଳନ କରି ଆସୁଛି” (: [[rc://en/ta/man/translate/figs-ellipsis]]ଦେଖନ୍ତୁ)
JAS 1 25 j074 figs-possession ἀκροατὴς ἐπιλησμονῆς 1 a hearer of forgetfulness ଯାକୁବ ଏକ ଶ୍ରୋତାକୁ ବର୍ଣ୍ଣନା କରିବା ପାଇଁ ସମ୍ବନ୍ଧବାଚକ ଶବ୍ଦକୁ ବ୍ୟବହାର କରନ୍ତି ଯିଏ ବିସ୍ମରଣକାରୀ ଶବ୍ଦ ଦ୍ୱାରା ବର୍ଣ୍ଣିତ ଅଟେ । ବିକଳ୍ପ ଅନୁବାଦ: “ଜଣେ ଶ୍ରୋତା ଯିଏ ଭୁଲିଯାଏ” (: [[rc://en/ta/man/translate/figs-possession]]ଦେଖନ୍ତୁ)
JAS 1 25 j075 figs-abstractnouns ἀκροατὴς ἐπιλησμονῆς 1 a hearer of forgetfulness ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ତେବେ ଆପଣ “ଭୁଲିଯିବା” ପରି କ୍ରିୟା ସହିତ ଭାବ ବାଚକ ବିଶେଷ୍ୟ ବିସ୍ମରଣକାରୀ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଜଣେ ଶ୍ରୋତା ଯିଏ ଭୁଲିଯାଏ” କିମ୍ବା “ଯିଏ ଯାହା ଶୁଣେ ତାହା ଭୁଲିଯାଏ” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 1 25 j076 figs-metonymy ποιητὴς ἔργου 1 a doer of the work ଯାହା ଈଶ୍ଵର ଯାହା ଆଜ୍ଞା କରନ୍ତି ତାହା ସୂଚାଇବାକୁ ଈଶ୍ଵରଙ୍କ ଆଜ୍ଞା  ପାଳନ କରିବା ପାଇଁ ଆବଶ୍ୟକ କରୁଥିବା କର୍ମ ସହିତ ମିଳିତ ହୋଇ, ଯାକୁବ କର୍ମ ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵର ଯାହା ଆଜ୍ଞା କରନ୍ତି ତାହା କରେ” (: [[rc://en/ta/man/translate/figs-metonymy]])ଦେଖନ୍ତୁ)
JAS 1 25 j077 figs-abstractnouns ἐν τῇ ποιήσει αὐτοῦ 1 in his doing ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ “କରିବା” ପରି କ୍ରିୟା ସହିତ ଭାବ ବାଚକ ବିଶେଷ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ଯାହା କରେ” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 1 26 j078 figs-hypo εἴ τις δοκεῖ θρησκὸς εἶναι, μὴ χαλιναγωγῶν γλῶσσαν αὐτοῦ, ἀλλὰ ἀπατῶν καρδίαν αὐτοῦ, τούτου μάταιος ἡ θρησκεία 1 If anyone thinks to be religious, not bridling his tongue, but deceiving his heart, the religion of that one is worthless ଯାକୁବ ଶିକ୍ଷା ଦେବା ପାଇଁ ଏକ ଉପକଳ୍ପିତ ପରିସ୍ଥିତି ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଧରାଯାଉ ଯଦି କେହି ଭାବେ ଯେ ସେ ଧାର୍ମିକ ଅଟେ, କିନ୍ତୁ ସେ ଜିହ୍ୱାକୁ ନିୟନ୍ତ୍ରଣ କରେ ନାହିଁ, ତେଣୁ ସେ ନିଜ ହୃଦୟକୁ ପ୍ରତାରଣା କରେ । ତେବେ ତାହାର ଧାର୍ମିକତା ମୂଲ୍ୟହୀନ ଅଟେ” (: [[rc://en/ta/man/translate/figs-hypo]]ଦେଖନ୍ତୁ)
JAS 1 26 j079 figs-metaphor μὴ χαλιναγωγῶν γλῶσσαν αὐτοῦ 1 not bridling his tongue ଯାକୁବ ସାଙ୍କେତିକ ଭାବରେ ଜଣେ ବ୍ୟକ୍ତି ଆପଣା ଜିହ୍ୱାକୁ ବଶୀଭୂତ କରୁଥିବା ପରି କହନ୍ତି  ଯେପରି ସେ ଘୋଡାକୁ ଏକ ଲଗାମ ସହିତ ନିୟନ୍ତ୍ରଣ କରେ । ବିକଳ୍ପ ଅନୁବାଦ: “କିନ୍ତୁ ସେ ନିଜ ଜିହ୍ୱାକୁ ନିୟନ୍ତ୍ରଣ କରେ ନାହିଁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 1 26 j080 translate-unknown μὴ χαλιναγωγῶν γλῶσσαν αὐτοῦ 1 not bridling his tongue ଏକ ଲଗାମ, ଘୋଡାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହୃତ ହୁଏ । ଯଦି ଆପଣଙ୍କ ପାଠକମାନେ ଏକ ଲଗାମ  କ’ଣ ଜାଣନ୍ତି ନାହିଁ, ଆପଣ ସେମାନେ ଜାଣିଥିବା ଏକ ଉପକରଣ ବ୍ୟବହାର କରନ୍ତୁ ଯାହାକି ପଶୁମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆପଣଙ୍କ  ସଂସ୍କୃତିରେ ବ୍ୟବହୃତ ହୁଏ । (: [[rc://en/ta/man/translate/translate-unknown]]ଦେଖନ୍ତୁ)
JAS 1 27 j081 figs-metaphor θρησκεία καθαρὰ καὶ ἀμίαντος 1 Pure and undefiled religion ଯାକୁବ ଧର୍ମପରାୟଣତା ବିଷୟରେ ସାଙ୍କେତିକ ଭାବରେ କହନ୍ତି  ଯେପରି ଏହା ଶାରୀରିକ ବିଶୁଦ୍ଧତା ଓ ନିର୍ମଳତା ହୋଇପାରେ । ବିକଳ୍ପ ଅନୁବାଦ: “ଧାର୍ମିକତା ଯାହା ଆନନ୍ଦଦାୟକ ଏବଂ ଗ୍ରହଣୀୟ ଅଟେ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 1 27 j082 figs-hendiadys τῷ Θεῷ καὶ Πατρί 1 God and the Father ଯାକୁବ ଦୁଇଟି ଭିନ୍ନ ଲୋକମାନଙ୍କ ବିଷୟରେ କହୁନାହାଁନ୍ତି । ଏବଂ ଶବ୍ଦ ସହିତ ସଂଯୁକ୍ତ ଦୁଇଟି ବିଶେଷ୍ୟ ବ୍ୟବହାର କରି ସେ ଗୋଟିଏ ଧାରଣା ପ୍ରକାଶ କରନ୍ତି । ପିତା ବିଶେଷ୍ୟ ଈଶ୍ଵରଙ୍କୁ ପରିଚିତ କରାଏ । ବିକଳ୍ପ ଅନୁବାଦ: “ପିତା ଈଶ୍ୱର” (: [[rc://en/ta/man/translate/figs-hendiadys]]ଦେଖନ୍ତୁ)
JAS 1 27 j083 guidelines-sonofgodprinciples Πατρί 1 the Father ଈଶ୍ଵରଙ୍କ ପାଇଁ **ପିତା** ଏକ ଗୁରୁତ୍ୱପୂର୍ଣ୍ଣ ଆଖ୍ୟା ଅଟେ । (: [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
JAS 1 27 j084 ἄσπιλον ἑαυτὸν τηρεῖν ἀπὸ τοῦ κόσμου 1 to keep oneself unstained by the world ଏହା ଏକ ଉଦ୍ଦେଶ୍ୟ କିମ୍ବା ଫଳାଫଳ ବାକ୍ୟାଂଶ ନୁହେଁ । ଯାକୁବ ତାଙ୍କ ପାଠକମାନଙ୍କୁ ଅନାଥ ଓ ବିଧବାମାନଙ୍କୁ ସାହାଯ୍ୟ କରିବା ଉଚିତ ଯାହା ଦ୍ଵାରା ସେମାନେ ସଂସାରରେ ନିଷ୍କଳଙ୍କ ରହିବେ କିମ୍ବା ଯଦି ସେମାନେ ସେମାନଙ୍କୁ ସାହାଯ୍ୟ କରନ୍ତି ତେବେ ଏହା ଫଳାଫଳ ହେବ ବୋଲି କହନ୍ତି ନାହିଁ । ବରଂ, ଯାକୁବ କହନ୍ତି  ଯେ ଏହା ହେଉଛି ଦ୍ୱିତୀୟ ବିଷୟ ଯାହା ଈଶ୍ଵରଙ୍କୁ ପ୍ରସନ୍ନ କରେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ଆପଣ ଏହାକୁ ସ୍ପଷ୍ଟ କରିବାକୁ ଏହି ବାକ୍ୟାଂଶର ପୂର୍ବରୁ “ଏବଂ” ଶବ୍ଦ ବ୍ୟବହାର କରି ପାରିବେ ।
JAS 1 27 j085 figs-metonymy ἄσπιλον ἑαυτὸν τηρεῖν ἀπὸ τοῦ κόσμου 1 to keep oneself unstained by the world ଯାକୁବ ସାଙ୍କେତିକ ଭାବରେ ସଂସାର ଶବ୍ଦକୁ ବ୍ୟବହାର କରନ୍ତି, ଯେଉଁମାନେ ଈଶ୍ଵରଙ୍କୁ ସମ୍ମାନ କରନ୍ତି ନାହିଁ, ସେହି ଲୋକମାନଙ୍କ ସହିତ ସଂସାରରେ, ସେହି ଲୋକମାନଙ୍କ ଦ୍ୱାରା ଦିଆଯାଉଥିବା ମୂଲ୍ୟବୋଧର ପ୍ରଣାଳୀକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନଙ୍କର ମୂଲ୍ୟ ପ୍ରଣାଳୀ ଦ୍ୱାରା ନିଜକୁ ନିଷ୍କଳଙ୍କ ରଖିବାକୁ” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 2 2 j086 figs-gendernotations ἀνὴρ 1 man ଯାକୁବ **ପୁରୁଷ** ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯାହାର ଅର୍ଥ ପୁରୁଷ କିମ୍ବା ସ୍ତ୍ରୀ ହୋଇପାରେ । ବିକଳ୍ପ ଅନୁବାଦ: “ବ୍ୟକ୍ତି” (: [[rc://en/ta/man/translate/figs-gendernotations]]ଦେଖନ୍ତୁ)
JAS 2 2 j087 translate-unknown συναγωγὴν 1 synagogue ଏକ ଆରଧନାଳୟ ଉପାସନା ପାଇଁ ଏକ ଯିହୁଦୀ ସଭା ସ୍ଥାନ ଅଟେ । ଯାକୁବ ଏହି ଶବ୍ଦ ବ୍ୟବହାର କରନ୍ତି କାରଣ ସେ ମୁଖ୍ୟତଃ ଯିହୁଦୀମାନଙ୍କୁ ଏହି ପତ୍ର ଲେଖୁଛନ୍ତି, ଯେଉଁମାନେ ଯୀଶୁଙ୍କ ଉପରେ ସେମାନଙ୍କର ଖ୍ରୀଷ୍ଟ ଭାବରେ ବିଶ୍ଵାସ  କରନ୍ତି । (ଯାକୁବଙ୍କ ପରିଚୟର ଭାଗ 1 ରେ ବିବରଣୀ ଦେଖନ୍ତୁ) ଆପଣଙ୍କର ଅନୁବାଦରେ ଆପଣ ଏକ ସାଧାରଣ ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସଭା ସ୍ଥାନ” (: [[rc://en/ta/man/translate/translate-unknown]]ଦେଖନ୍ତୁ)
JAS 2 2 j088 figs-nominaladj πτωχὸς 1 a poor one ଯାକୁବ ଏକ ପ୍ରକାରର ବ୍ୟକ୍ତିକୁ ସୂଚାଇବା ପାଇଁ ଦରିଦ୍ର ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି । (ULT ଏହାକୁ ସୂଚାଇବା ପାଇଁ ଜଣେ ଶବ୍ଦକୁ ଯୋଗ କରେ) ଆପଣଙ୍କର ଭାଷା ସମାନ ଭାବରେ ବିଶେଷଣ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ବାକ୍ୟାଂଶ ସହିତ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଜଣେ ଗରିବ ଲୋକ” (: [[rc://en/ta/man/translate/figs-nominaladj]]ଦେଖନ୍ତୁ)
JAS 2 3 j089 figs-hypo δὲ 1 and ଯାକୁବ ପୂର୍ବ ପଦରେ ଉପସ୍ଥାପିତ କରିଥିବା ଉପକଳ୍ପିତ ସ୍ଥିତିର ଅବସ୍ଥା ବର୍ଣ୍ଣନା କରିବା ଜାରି ରଖନ୍ତି । UST ପରି ବିକଳ୍ପ ଅନୁବାଦ: “ଓ ଧରିନିଅ” (: [[rc://en/ta/man/translate/figs-hypo]]ଦେଖନ୍ତୁ)
Can't render this file because it contains an unexpected character in line 2 and column 3842.