Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-27 07:31:23 +00:00
parent 354cdae8d2
commit 8f1f542c29
1 changed files with 13 additions and 1 deletions

View File

@ -386,4 +386,16 @@ JAS 1 18 j049 figs-explicit λόγῳ ἀληθείας 1 by the word of truth
JAS 1 18 j346 grammar-connect-logic-goal εἰς τὸ εἶναι ἡμᾶς ἀπαρχήν τινα τῶν αὐτοῦ κτισμάτων 1 for us to be something like a firstfruits of his creatures ଏହା ଏକ ଉଦ୍ଦେଶ୍ୟ ବାକ୍ୟାଂଶ ଅଟେ । ଯାକୁବ ଯେଉଁ ଉଦ୍ଦେଶ୍ୟରେ ଈଶ୍ଵର ଆମ୍ଭମାନଙ୍କୁ ଜନ୍ମ ଦେବାକୁ ଚାହୁଁଥିଲେ ତାହା ଉଲ୍ଲେଖ କରନ୍ତି । ଆପଣଙ୍କ ଅନୁବାଦରେ, ଉଦ୍ଦେଶ୍ୟ ଧାରା ପାଇଁ ତୁମ୍ଭର ଭାଷାର ନିୟମାବଳୀ ଅନୁସରଣ କର । ବିକଳ୍ପ ଅନୁବାଦ (କମା ବିନା): “ଯାହା ଦ୍ଵାରା ଆମ୍ଭେମାନେ ତାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ପ୍ରଥମ ଫଳ ସ୍ୱରୂପ ହେଉ” (: [[rc://en/ta/man/translate/grammar-connect-logic-goal]]ଦେଖନ୍ତୁ)
JAS 1 18 j050 figs-explicit ἀπαρχήν τινα τῶν αὐτοῦ κτισμάτων 1 something like a firstfruits of his creatures ଯାକୁବ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ଜାଣିବେ ଯେ ସେ ପାରମ୍ପାରିକ ଇସ୍ରାଏଲ ବଳିଦାନ ଯାହା ପ୍ରଥମ ଫଳ ଭାବରେ ପରିଚିତ ବ୍ୟବହାର କରନ୍ତି । ମୋଶାଙ୍କ ବ୍ୟବସ୍ଥା ଇସ୍ରାଏଲୀୟମାନଙ୍କୁ ପ୍ରତିବର୍ଷ ଅମଳ କରୁଥିବା **ପ୍ରଥମ ଫସଲରୁ** ଈଶ୍ଵରଙ୍କୁ ଅର୍ପଣ କରିବାକୁ ଆଜ୍ଞା ଦିଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ଆପଣ ବିଶେଷ ଭାବରେ କହିପାରିବେ ଯେ ଏହା ହେଉଛି ଏକ ବଳିଦାନ ନାମ ଅଟେ । ବିକଳ୍ପ ଅନୁବାଦ: “ତାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ପ୍ରଥମ ଫଳ ସ୍ୱରୂପ ବଳିଦାନ ହେଉ” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 1 19 j051 figs-metaphor ἀδελφοί μου ἀγαπητοί 1 my beloved brothers [1:16](https://create.translationcore.com/01/16.md)ରେ ଆପଣ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ପ୍ରିୟ ସହ ବିଶ୍ଵାସୀ” (: [[rc://en/ta/man/translate/figs-metaphor]])ଦେଖନ୍ତୁ)
JAS 1 19 j052 grammar-connect-logic-contrast δὲ 1 But କିନ୍ତୁ ଶବ୍ଦର ଅର୍ଥ ହୋଇପାରେ: (1) ଯଦି ଜ୍ଞାତ ଏକ ଆଦେଶ ସୂଚକ ବାଚ୍ୟ ଅଟେ, ତେବେ ଯାକୁବ ଏହି ଶବ୍ଦକୁ ବ୍ୟବହାର କରନ୍ତି କିନ୍ତୁ ଏକ ସାମୟିକ ଅବ୍ୟୟ ଶବ୍ଦ ଭାବରେ ଯାହା ଏକ ଭିନ୍ନତାକୁ ସୂଚାଇବ ନାହିଁ । ଯଦି ଆପଣ ଜ୍ଞାତ ଶବ୍ଦକୁ ଏକ ଆଦେଶ ସୂଚକ ବାଚ୍ୟ ବୋଲି ଅନୁବାଦ କରିବାକୁ ସ୍ଥିର କରିଛନ୍ତି, ଆପଣଙ୍କ ଭାଷାରେ ଏକ ସମାନ ଶବ୍ଦ ଥାଇପାରେ ଯାହାକୁ ଆପଣ ଏହି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ । ଅନ୍ୟଥା, ଆପଣଙ୍କୁ ଶବ୍ଦର ଅନୁବାଦ କରିବା ଆବଶ୍ୟକ ନାହିଁ । (2) ଯଦି ଜ୍ଞାତ ଶବ୍ଦ ଆଦେଶ ସୂଚକ ବାଚ୍ୟ ଅଟେ, ତେବେ ଯାକୁବ ଏହି ଶବ୍ଦ ବ୍ୟବହାର କରନ୍ତି କିନ୍ତୁ ଏକ ସାମାନ୍ୟ ବିପରୀତ ପରିଚୟ ଦେବା ପାଇଁ । ସେ କହନ୍ତି  ଯଦିଓ ତାଙ୍କ ପାଠକମାନେ ଜାଣିଛନ୍ତି ସେ କ’ଣ କହିବାକୁ ଯାଉଛନ୍ତି, ତଥାପି ସେ ଏହାକୁ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି । ଯଦି ଆପଣ ଜ୍ଞାତ ଶବ୍ଦକୁ ଏକ ସୂଚକ ଭାବରେ ଅନୁବାଦ କରିବାକୁ ସ୍ଥିର କରିଛନ୍ତି, ଆପଣ ଆପଣଙ୍କ ଭାଷାରେ ଏକ ଶବ୍ଦ ବ୍ୟବହାର କରିପାରିବେ ଯାହା ସାମାନ୍ୟ ବିପରୀତ ସୂଚାଏ । (: [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)
JAS 1 19 j052 grammar-connect-logic-contrast δὲ 1 But କିନ୍ତୁ ଶବ୍ଦର ଅର୍ଥ ହୋଇପାରେ: (1) ଯଦି ଜ୍ଞାତ ଏକ ଆଦେଶ ସୂଚକ ବାଚ୍ୟ ଅଟେ, ତେବେ ଯାକୁବ ଏହି ଶବ୍ଦକୁ ବ୍ୟବହାର କରନ୍ତି କିନ୍ତୁ ଏକ ସାମୟିକ ଅବ୍ୟୟ ଶବ୍ଦ ଭାବରେ ଯାହା ଏକ ଭିନ୍ନତାକୁ ସୂଚାଇବ ନାହିଁ । ଯଦି ଆପଣ ଜ୍ଞାତ ଶବ୍ଦକୁ ଏକ ଆଦେଶ ସୂଚକ ବାଚ୍ୟ ବୋଲି ଅନୁବାଦ କରିବାକୁ ସ୍ଥିର କରିଛନ୍ତି, ଆପଣଙ୍କ ଭାଷାରେ ଏକ ସମାନ ଶବ୍ଦ ଥାଇପାରେ ଯାହାକୁ ଆପଣ ଏହି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ । ଅନ୍ୟଥା, ଆପଣଙ୍କୁ ଶବ୍ଦର ଅନୁବାଦ କରିବା ଆବଶ୍ୟକ ନାହିଁ । (2) ଯଦି ଜ୍ଞାତ ଶବ୍ଦ ଆଦେଶ ସୂଚକ ବାଚ୍ୟ ଅଟେ, ତେବେ ଯାକୁବ ଏହି ଶବ୍ଦ ବ୍ୟବହାର କରନ୍ତି କିନ୍ତୁ ଏକ ସାମାନ୍ୟ ବିପରୀତ ପରିଚୟ ଦେବା ପାଇଁ । ସେ କହନ୍ତି  ଯଦିଓ ତାଙ୍କ ପାଠକମାନେ ଜାଣିଛନ୍ତି ସେ କ’ଣ କହିବାକୁ ଯାଉଛନ୍ତି, ତଥାପି ସେ ଏହାକୁ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି । ଯଦି ଆପଣ ଜ୍ଞାତ ଶବ୍ଦକୁ ଏକ ସୂଚକ ଭାବରେ ଅନୁବାଦ କରିବାକୁ ସ୍ଥିର କରିଛନ୍ତି, ଆପଣ ଆପଣଙ୍କ ଭାଷାରେ ଏକ ଶବ୍ଦ ବ୍ୟବହାର କରିପାରିବେ ଯାହା ସାମାନ୍ୟ ବିପରୀତ ସୂଚାଏ । (: [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)
JAS 1 20 j053 grammar-connect-logic-result γὰρ 1 For ପୂର୍ବ ପଦରେ ଯାକୁବ ଯେପରି କହିଥିଲେ, ଲୋକମାନେ କାହିଁକି କ୍ରୋଧିତ ନ ହେବା ଉଚିତ ଏହାର ସେ କାରଣ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ କ୍ରୋଧ କରିବା ଉଚିତ ନୁହେଁ, କାରଣ” (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
JAS 1 20 j054 figs-gendernotations ὀργὴ…ἀνδρὸς 1 the anger of man ଯାକୁବ **ପୁରୁଷ** ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ମନୁଷ୍ୟର କ୍ରୋଧ” (: [[rc://en/ta/man/translate/figs-gendernotations]]ଦେଖନ୍ତୁ)
JAS 1 21 j055 grammar-connect-logic-result διὸ 1 Therefore ଏଠାରେ ଯାକୁବ ତାଙ୍କ ପାଠକମାନଙ୍କୁ ପୂର୍ବ ପଦରେ ଯାହା ବୁଝାଇଥିଲେ ତାହାର ପରିଣାମ ସ୍ୱରୂପ ସେମାନେ କଣ କରିବା ଉଚିତ ସେ ବିଷୟରେ କହନ୍ତି । ବିକଳ୍ପ ଅନୁବାଦ: “ଫଳସ୍ୱରୂପ” (: [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
JAS 1 21 j056 figs-abstractnouns περισσείαν κακίας 1 abundance of wickedness ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ତେବେ ଆପଣ “ଭୁଲ” ଭଳି ଏକ ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ **ଦୁଷ୍ଟତା** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅନେକ ଭୁଲ କର୍ମ ଯାହା ଲୋକମାନେ କରନ୍ତି” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 1 21 j057 figs-metonymy δέξασθε τὸν ἔμφυτον λόγον 1 receive the implanted word ଯାକୁବ ଯୀଶୁଙ୍କ ବିଷୟରେ ବାର୍ତ୍ତା ବର୍ଣ୍ଣନା କରିବା ପାଇଁ ସାଙ୍କେତିକ ଭାବରେ **ବାକ୍ୟ** ଶବ୍ଦ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଶୁଣିଥିବା ଯୀଶୁଙ୍କ ବିଷୟରେ ବାର୍ତ୍ତା ପାଳନ କର” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 1 22 j058 grammar-connect-logic-contrast δὲ 1 But କିନ୍ତୁ ଯାକୁବ ଯାହା କହିଛନ୍ତି ତାହାର ଏକ ସମ୍ଭାବ୍ୟ ଭୁଲ ବୁଝାମଣା ସହି ଏକ ଭିନ୍ନତା ପ୍ରକାଶ କରେ । ସେ ସ୍ପଷ୍ଟ କରିବାକୁ ଚାହାଁନ୍ତି ଯେ “ରୋପିତ ବାକ୍ୟ ଗ୍ରହଣ କର” ଦ୍ୱାରା ସେ କେବଳ ଏହାକୁ ବିଶ୍ଵାସ କରିବା ନୁହେଁ, ବରଂ ଏହାକୁ କାର୍ଯ୍ୟରେ ଲାଗୁ କରିବାକୁ କହନ୍ତି । ଏହି ଶବ୍ଦକୁ ଅନୁବାଦ କରିବା ଆପଣଙ୍କ ଭାଷାରେ ଉପଯୁକ୍ତ ହୋଇପାରେ କିନ୍ତୁ ଏକ ଅଭିବ୍ୟକ୍ତି ଯାହା ଏକ ସ୍ପଷ୍ଟୀକରଣ ପ୍ରଦାନ କରେ ତାହା ବ୍ୟବହାର କରନ୍ତୁ। ବିକଳ୍ପ ଅନୁବାଦ: “ବର୍ତ୍ତମାନ” (: [[rc://en/ta/man/translate/grammar-connect-logic-contrast]] ଦେଖନ୍ତୁ)
JAS 1 22 j059 figs-ellipsis γίνεσθε δὲ ποιηταὶ λόγου, καὶ μὴ μόνον ἀκροαταὶ 1 be doers of the word and not only hearers ଏହି ବାକ୍ୟାଂଶର ଶେଷରେ, ଯାକୁବ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ବାକ୍ୟକୁ ସମ୍ପୂର୍ଣ୍ଣ କରିବାକୁ  ଆବଶ୍ୟକ ହେଇପାରେ । ଏହି ଶବ୍ଦଗୁଡ଼ିକ ବାକ୍ୟାଂଶ ପୂର୍ବରେ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ବାକ୍ୟର କାର୍ଯ୍ୟକର୍ତ୍ତା ହୁଅ ଏବଂ କେବଳ ବାକ୍ୟର ଶ୍ରୋତା ନୁହଁ” (: [[rc://en/ta/man/translate/figs-ellipsis]]ଦେଖନ୍ତୁ)
JAS 1 23 j060 figs-hypo ὅτι εἴ τις ἀκροατὴς λόγου ἐστὶν, καὶ οὐ ποιητής, οὗτος ἔοικεν ἀνδρὶ κατανοοῦντι τὸ πρόσωπον τῆς γενέσεως αὐτοῦ ἐν ἐσόπτρῳ 1 For if anyone is a hearer of the word and not a doer, he is like a man beholding the face of his birth in a mirror ଯାକୁବ ଶିକ୍ଷା ଦେବା  ପାଇଁ ଏକ ଉପକଳ୍ପିତ ପରିସ୍ଥିତିକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଧରାଯାଉ କେହି ବାକ୍ୟର ଶ୍ରୋତା ଏବଂ କାର୍ଯ୍ୟକର୍ତ୍ତା ନୁହେଁ । ତା’ପରେ ସେ ଦର୍ପଣରେ ନିଜ ଜନ୍ମର ମୁଖ ଦେଖୁଥିବା ବ୍ୟକ୍ତି ପରି ଅଟେ” (: [[rc://en/ta/man/translate/figs-hypo]]ଦେଖନ୍ତୁ)
JAS 1 23 j061 figs-idiom ἀκροατὴς λόγου ἐστὶν, καὶ οὐ ποιητής 1 is a hearer of the word and not a doer ପୂର୍ବ ପଦରେ ଆପଣ ଏହି ଅଭିବ୍ୟକ୍ତିଗୁଡ଼ିକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “କେବଳ ବାକ୍ୟ ଶୁଣେ କିନ୍ତୁ ତାହା ପାଳନ କରେ ନାହିଁ” (: [[rc://en/ta/man/translate/figs-idiom]]ଦେଖନ୍ତୁ)
JAS 1 23 j062 figs-metonymy λόγου 1 of the word ଯାକୁବ ଯୀଶୁଙ୍କ ବିଷୟରେ ବାର୍ତ୍ତା ବର୍ଣ୍ଣନା କରିବା ପାଇଁ ସାଙ୍କେତିକ ଭାବରେ **ବାକ୍ୟ** ଶବ୍ଦକୁ ବ୍ୟବହାର କରନ୍ତି ଯାହା ଶବ୍ଦ ବ୍ୟବହାର କରି ଦିଆଯାଇଥିଲା । ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ବାର୍ତ୍ତାର” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 1 23 j063 figs-gendernotations ἀνδρὶ 1 a man ଯାକୁବ **ପୁରୁଷ** ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଜଣେ ବ୍ୟକ୍ତି” (: [[rc://en/ta/man/translate/figs-gendernotations]]ଦେଖନ୍ତୁ)
JAS 1 23 j064 translate-unknown ἐν ἐσόπτρῳ 1 in a mirror ଏକ **ଦର୍ପଣ** ଏକ ସମତଳ ବସ୍ତୁ ଅଟେ ଯାହାକି କିଛି ପ୍ରତିଫଳିତ ପଦାର୍ଥରେ ନିର୍ମିତ, ଯେପରିକି କାଚ କିମ୍ବା ମସୃଣକାରୀ ଉପାଦାନ, ଯାହାକୁ ଲୋକମାନେ ଦେଖିବା ପାଇଁ ବ୍ୟବହାର କରନ୍ତି । ଯଦି ଆପଣଙ୍କର ପାଠକମାନେ ଏକ **ଦର୍ପଣ** କ’ଣ ଅପରିଚିତ ଅଟନ୍ତି, ତେବେ ଆପଣ ଅନ୍ୟ କୌଣସି ବସ୍ତୁର ନାମ ବ୍ୟବହାର କରିପାରିବେ ଯାହାକି ଆପଣଙ୍କ ସଂସ୍କୃତିରେ ଏହି ଉଦ୍ଦେଶ୍ୟରେ ବ୍ୟବହାର ହୁଏ । ବିକଳ୍ପ ଅନୁବାଦ: “ଜଳରେ ପ୍ରତିଫଳିତ” (: [[rc://en/ta/man/translate/translate-unknown]]ଦେଖନ୍ତୁ)
Can't render this file because it contains an unexpected character in line 2 and column 3842.