Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-27 05:40:49 +00:00
parent 0aaf2be2bd
commit 354cdae8d2
1 changed files with 1 additions and 1 deletions

View File

@ -385,5 +385,5 @@ JAS 1 18 j048 figs-abstractnouns λόγῳ ἀληθείας 1 by the word of tr
JAS 1 18 j049 figs-explicit λόγῳ ἀληθείας 1 by the word of truth ଯାକୁବ ଯୀଶୁଙ୍କ ବିଷୟରେ ବାର୍ତ୍ତା ବିଷୟରେ ସମ୍ପୂର୍ଣ୍ଣ ଭାବରେ ଉଲ୍ଲେଖ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ଆପଣ ଏହାକୁ ସ୍ପଷ୍ଟ ଭାବରେ କହିପାରିବେ । ବିକଳ୍ପ ଅନୁବାଦ: “ଯେତେବେଳେ ଆମ୍ଭେମାନେ ଯୀଶୁଙ୍କ ବିଷୟରେ ସତ୍ୟ ବାର୍ତ୍ତାକୁ ବିଶ୍ଵାସ କଲୁ” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 1 18 j346 grammar-connect-logic-goal εἰς τὸ εἶναι ἡμᾶς ἀπαρχήν τινα τῶν αὐτοῦ κτισμάτων 1 for us to be something like a firstfruits of his creatures ଏହା ଏକ ଉଦ୍ଦେଶ୍ୟ ବାକ୍ୟାଂଶ ଅଟେ । ଯାକୁବ ଯେଉଁ ଉଦ୍ଦେଶ୍ୟରେ ଈଶ୍ଵର ଆମ୍ଭମାନଙ୍କୁ ଜନ୍ମ ଦେବାକୁ ଚାହୁଁଥିଲେ ତାହା ଉଲ୍ଲେଖ କରନ୍ତି । ଆପଣଙ୍କ ଅନୁବାଦରେ, ଉଦ୍ଦେଶ୍ୟ ଧାରା ପାଇଁ ତୁମ୍ଭର ଭାଷାର ନିୟମାବଳୀ ଅନୁସରଣ କର । ବିକଳ୍ପ ଅନୁବାଦ (କମା ବିନା): “ଯାହା ଦ୍ଵାରା ଆମ୍ଭେମାନେ ତାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ପ୍ରଥମ ଫଳ ସ୍ୱରୂପ ହେଉ” (: [[rc://en/ta/man/translate/grammar-connect-logic-goal]]ଦେଖନ୍ତୁ)
JAS 1 18 j050 figs-explicit ἀπαρχήν τινα τῶν αὐτοῦ κτισμάτων 1 something like a firstfruits of his creatures ଯାକୁବ ଅନୁମାନ କରନ୍ତି ଯେ ତାଙ୍କ ପାଠକମାନେ ଜାଣିବେ ଯେ ସେ ପାରମ୍ପାରିକ ଇସ୍ରାଏଲ ବଳିଦାନ ଯାହା ପ୍ରଥମ ଫଳ ଭାବରେ ପରିଚିତ ବ୍ୟବହାର କରନ୍ତି । ମୋଶାଙ୍କ ବ୍ୟବସ୍ଥା ଇସ୍ରାଏଲୀୟମାନଙ୍କୁ ପ୍ରତିବର୍ଷ ଅମଳ କରୁଥିବା **ପ୍ରଥମ ଫସଲରୁ** ଈଶ୍ଵରଙ୍କୁ ଅର୍ପଣ କରିବାକୁ ଆଜ୍ଞା ଦିଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୁଏ, ଆପଣ ବିଶେଷ ଭାବରେ କହିପାରିବେ ଯେ ଏହା ହେଉଛି ଏକ ବଳିଦାନ ନାମ ଅଟେ । ବିକଳ୍ପ ଅନୁବାଦ: “ତାଙ୍କ ସୃଷ୍ଟ ବିଷୟମାନଙ୍କ ମଧ୍ୟରୁ ପ୍ରଥମ ଫଳ ସ୍ୱରୂପ ବଳିଦାନ ହେଉ” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 1 19 j051 figs-metaphor ἀδελφοί μου ἀγαπητοί 1 my beloved brothers [1:16](https://create.translationcore.com/01/16.md)ରେ ଆପଣ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ପ୍ରିୟ ସହ ବିଶ୍ଵାସୀ”
JAS 1 19 j051 figs-metaphor ἀδελφοί μου ἀγαπητοί 1 my beloved brothers [1:16](https://create.translationcore.com/01/16.md)ରେ ଆପଣ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ପ୍ରିୟ ସହ ବିଶ୍ଵାସୀ” (: [[rc://en/ta/man/translate/figs-metaphor]])ଦେଖନ୍ତୁ)
JAS 1 19 j052 grammar-connect-logic-contrast δὲ 1 But କିନ୍ତୁ ଶବ୍ଦର ଅର୍ଥ ହୋଇପାରେ: (1) ଯଦି ଜ୍ଞାତ ଏକ ଆଦେଶ ସୂଚକ ବାଚ୍ୟ ଅଟେ, ତେବେ ଯାକୁବ ଏହି ଶବ୍ଦକୁ ବ୍ୟବହାର କରନ୍ତି କିନ୍ତୁ ଏକ ସାମୟିକ ଅବ୍ୟୟ ଶବ୍ଦ ଭାବରେ ଯାହା ଏକ ଭିନ୍ନତାକୁ ସୂଚାଇବ ନାହିଁ । ଯଦି ଆପଣ ଜ୍ଞାତ ଶବ୍ଦକୁ ଏକ ଆଦେଶ ସୂଚକ ବାଚ୍ୟ ବୋଲି ଅନୁବାଦ କରିବାକୁ ସ୍ଥିର କରିଛନ୍ତି, ଆପଣଙ୍କ ଭାଷାରେ ଏକ ସମାନ ଶବ୍ଦ ଥାଇପାରେ ଯାହାକୁ ଆପଣ ଏହି ଉଦ୍ଦେଶ୍ୟରେ ବ୍ୟବହାର କରିପାରିବେ । ଅନ୍ୟଥା, ଆପଣଙ୍କୁ ଶବ୍ଦର ଅନୁବାଦ କରିବା ଆବଶ୍ୟକ ନାହିଁ । (2) ଯଦି ଜ୍ଞାତ ଶବ୍ଦ ଆଦେଶ ସୂଚକ ବାଚ୍ୟ ଅଟେ, ତେବେ ଯାକୁବ ଏହି ଶବ୍ଦ ବ୍ୟବହାର କରନ୍ତି କିନ୍ତୁ ଏକ ସାମାନ୍ୟ ବିପରୀତ ପରିଚୟ ଦେବା ପାଇଁ । ସେ କହନ୍ତି  ଯଦିଓ ତାଙ୍କ ପାଠକମାନେ ଜାଣିଛନ୍ତି ସେ କ’ଣ କହିବାକୁ ଯାଉଛନ୍ତି, ତଥାପି ସେ ଏହାକୁ ଗୁରୁତ୍ୱ ଦେବାକୁ ଚାହୁଁଛନ୍ତି । ଯଦି ଆପଣ ଜ୍ଞାତ ଶବ୍ଦକୁ ଏକ ସୂଚକ ଭାବରେ ଅନୁବାଦ କରିବାକୁ ସ୍ଥିର କରିଛନ୍ତି, ଆପଣ ଆପଣଙ୍କ ଭାଷାରେ ଏକ ଶବ୍ଦ ବ୍ୟବହାର କରିପାରିବେ ଯାହା ସାମାନ୍ୟ ବିପରୀତ ସୂଚାଏ । (: [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)
Can't render this file because it contains an unexpected character in line 2 and column 3842.