Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-30 11:48:26 +00:00
parent aade3100c2
commit cc311c8d20
1 changed files with 30 additions and 1 deletions

View File

@ -414,4 +414,33 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:23 bh1m rc://*/ta/man/translate/figs-abstractnouns τὴν πίστιν 1 ଯଦି ଆପଣଙ୍କର ଭାଷା ବିଶ୍ଵାସର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ବାର୍ତ୍ତା”
1:23 lo0r rc://*/ta/man/translate/figs-metonymy τὴν πίστιν 1 ଏଠାରେ, **ବିଶ୍ଵାସ** ଯୀଶୁଙ୍କ ବିଷୟରେ ଏକ ସୁସମାଚାରକୁ ବୁଝାଏ, ଯେଉଁଥିରେ ଉଦ୍ଧାର ହେବା ପାଇଁ ଯୀଶୁଙ୍କ ଉପରେ ବିଶ୍ଵାସର ଆବଶ୍ୟକତା ଅନ୍ତର୍ଭୁକ୍ତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ସୁସମାଚାର”
1:23 y5ud rc://*/ta/man/translate/figs-explicit ἐπόρθει 1 ଏଠାରେ, **ଉଚ୍ଛିନ୍ନ** ଶବ୍ଦ ଖ୍ରୀଷ୍ଟିୟାନ ବାର୍ତ୍ତାର ପ୍ରସାର ବନ୍ଦ କରିବାକୁ ଚେଷ୍ଟା କରିବାକୁ ବୁଝାଏ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
1:24 qp4t rc://*/ta/man/translate/grammar-connect-logic-result ἐν ἐμοὶ 1
1:24 qp4t rc://*/ta/man/translate/grammar-connect-logic-result ἐν ἐμοὶ 1 ଏଠାରେ, **ମୋ ଭିତରେ** ବାକ୍ୟର ଅର୍ଥ “ମୋ ହେତୁ” ଏବଂ ଯିହୁଦିୟା ବିଶ୍ଵାସୀମାନେ ଈଶ୍ବରଙ୍କୁ ପ୍ରଶଂସା କରିବାର କାରଣ ପ୍ରଦାନ କରେ, ଯଥା ପାଉଲଙ୍କ ପରିବର୍ତ୍ତନ ଏବଂ ସୁସମାଚାର ପ୍ରଚାର କରିବାର କାର୍ଯ୍ୟ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋ ହେତୁ” କିମ୍ବା “ଈଶ୍ଵର ମୋ ଦ୍ବାରା ଯାହା କରୁଥିଲେ ସେହି କାରଣରୁ”
2:1 mtgj rc://*/ta/man/translate/grammar-connect-time-sequential ἔπειτα 1 ଏଠାରେ **ତା’ପରେ** ଶବ୍ଦ ସୂଚାଏ ଯେ ପାଉଲ ବର୍ତ୍ତମାନ ବର୍ଣ୍ଣନା କରୁଥିବା ଘଟଣାଗୁଡ଼ିକ ବର୍ତ୍ତମାନ ବର୍ଣ୍ଣିତ ଘଟଣାଗୁଡ଼ିକ ପରେ ଘଟିଛି । ଆପଣ **ତା’ପରେ** ଶବ୍ଦକୁ [1:18](../01/18.md) ରେ କିପରି ଅନୁବାଦ କରିଛନ୍ତି, ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ ।
2:2 e8xu rc://*/ta/man/translate/grammar-connect-time-background δὲ 1 ଏଠାରେ, **ବର୍ତ୍ତମାନ** ଶବ୍ଦ ପୃଷ୍ଠଭୂମି ସୂଚନା ଉପସ୍ଥାପନ କରେ । ପୃଷ୍ଠଭୂମି ସୂଚନା ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ ।
2:2 ll4j rc://*/ta/man/translate/figs-go ἀνέβην 1 ଆପଣ [2:1](../02/01.md) ରେ **ମୁଁ ଗଲି** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
2:2 szwl κατὰ ἀποκάλυψιν 1 ବିକଳ୍ପ ଅନୁବାଦ: “କାରଣ ଈଶ୍ବର ମୋତେ କହିଥିଲେ” କିମ୍ବା “କାରଣ ଈଶ୍ବର ମୋତେ ପ୍ରକାଶ କରିଛନ୍ତି ଯେ ମୁଁ କରିବା ଉଚିତ” କିମ୍ବା “ଏକ ପ୍ରକାଶନର ଉତ୍ତରରେ”
2:2 zvkg rc://*/ta/man/translate/figs-abstractnouns κατὰ ἀποκάλυψιν 1 ଯଦି ଆପଣଙ୍କର ଭାଷା **ପ୍ରକାଶନର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ପ୍ରକାଶିତ” ପରି କ୍ରିୟାରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଅନ୍ୟ ଉପାୟରେ ଅର୍ଥ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ ।
2:2 g384 rc://*/ta/man/translate/figs-explicit ἀνεθέμην αὐτοῖς 1 ଏଠାରେ, **ମଧ୍ୟରେ** ବାକ୍ୟର ଅର୍ଥ ଏହା ବିଷୟରେ ଲୋକମାନଙ୍କଙ୍କ ମତାମତ ଗ୍ରହଣ କରିବା ଉଦ୍ଦେଶ୍ୟରେ କାହାକୁ କିଛି ପ୍ରକାଶ କରିବା ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ସହ ଯୋଗାଯୋଗ” କିମ୍ବା “ସେମାନଙ୍କ ସହ ଜଡିତ”
2:2 rhps rc://*/ta/man/translate/figs-extrainfo αὐτοῖς 1 ଅଧିକାଂଶ ବାଇବଲ ବିଦ୍ୱାନ ବ୍ୟକ୍ତିମାନେ ଭାବନ୍ତି ଯେ ଏଠାରେ **ସେମାନେ** ଦୁଇଟି ଭିନ୍ନ ଗୋଷ୍ଠୀର ଲୋକମାନଙ୍କ ସହ ସାକ୍ଷାତ ବିଷୟରେ ବୁଝାଏ, ଯେଉଁମାନଙ୍କ ସହ ପାଉଲ ଯିରୂଶାଲମରେ ଥିବା ସମୟରେ ସାକ୍ଷାତ କରିଥିଲେ, ଯିରୂଶାଲମର ବହୁ ସଂଖ୍ୟକ ଖ୍ରୀଷ୍ଟିୟାନମାନଙ୍କ ସହ ଗୋଟିଏ ସାକ୍ଷାତ ଏବଂ କେବଳ ପ୍ରେରିତମାନଙ୍କ ସହିତ ଏକ ଛୋଟ ସାକ୍ଷାତ କରିଥିଲେ । **କିନ୍ତୁ ଯେଉଁମାନେ ସମ୍ମାନ ଯୋଗ୍ୟ ଥିଲେ ସେମାନଙ୍କୁ ବ୍ୟକ୍ତିଗତ ଭାବରେ** ବାକ୍ୟ କେବଳ ପରବର୍ତ୍ତୀ ସାକ୍ଷାତକୁ ବୁଝାଏ ଯାହା ଏଠାରେ ଗୁରୁତ୍ଵପୂର୍ଣ୍ଣ ଅଟେ ଯାହା ପାଉଲ ଏଠାରେ ପ୍ରକାଶ କରିବାକୁ ଚେଷ୍ଟା କରୁଛନ୍ତି। **ସେମାନଙ୍କୁ** ଶବ୍ଦର ଅନୁବାଦ କରିବାବେଳେ, ନିଶ୍ଚିତ କରନ୍ତୁ ଯେ ଆପଣ ଏକ ଶବ୍ଦ କିମ୍ବା ବାକ୍ୟାଂଶ ବ୍ୟବହାର କରନ୍ତି ଯାହା ଉଭୟ ସଭାକୁ ଅନ୍ତର୍ଭୂକ୍ତ କରିବାକୁ ଅନୁମତି ଦିଏ ।
2:2 ypg1 rc://*/ta/man/translate/figs-ellipsis κατ’ ἰδίαν δὲ τοῖς 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ଏକ ବାକ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ବ୍ୟକ୍ତିଗତ ଭାବରେ ମୁଁ ଏହାକୁ ସେହିମାନଙ୍କ ନିକଟରେ ପ୍ରଚାର କଲି”
2:2 ik4f rc://*/ta/man/translate/figs-explicit μή πως εἰς κενὸν τρέχω ἢ ἔδραμον 1 **ମୋହର ପୂର୍ବ ଅବା ବର୍ତ୍ତମାନ ପରିଶ୍ରମ ଯେପରି ବିଫଳ ନ ହୁଏ** ବାକ୍ୟାଂଶକୁ ଏଠାରେ ପାଉଲ ଯୀଶୁଙ୍କ ବିଷୟରେ ପ୍ରଚାର କରିଥିବା ବାର୍ତ୍ତାର ବୈଧତା କିମ୍ବା ସଠିକତା ଉପରେ ସନ୍ଦେହ ପ୍ରକାଶ କରୁନାହାଁନ୍ତି । ବରଂ, ସେ ସମ୍ଭାବନାକୁ ସୂଚାଉଛନ୍ତି ଯେ ଯଦି ଯୀଶୁଙ୍କ ପ୍ରେରିତମାନେ ତାଙ୍କ ବାର୍ତ୍ତା ସହ ସର୍ବସାଧାରଣରେ ସହମତ ନ ହୁଅନ୍ତି, ତେବେ ଏହା ଲୋକମାନେ ଏହା ବିଶ୍ଵାସ କରିବେ ନାହିଁ ଯାହା ଫଳରେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ ବାର୍ତ୍ତା ଶିଖାଇବା ତାଙ୍କର କାର୍ଯ୍ୟର ସ୍ଥାୟୀ ଫଳାଫଳ ରହିବ ନାହିଁ । ଏହି ବାକ୍ୟାଂଶକୁ ଏପରି ଭାବରେ ଅନୁବାଦ କରନ୍ତୁ ଯାହା ପାଉଲ ପ୍ରଚାର କରୁଥିବା ବାର୍ତ୍ତାର ବିଷୟବସ୍ତୁ କିମ୍ବା ବୈଧତା ଉପରେ ପ୍ରଶ୍ନ କରିବାକୁ ବୁଝାଇବ ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହି ବାକ୍ୟର ଅର୍ଥ ଆପଣ ଅଧିକ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ।
2:2 svvy εἰς κενὸν 1 ବିକଳ୍ପ ଅନୁବାଦ: “ବିନା ଉଦ୍ଦେଶ୍ୟରେ” କିମ୍ବା “ସକରାତ୍ମକ ଫଳାଫଳ ବିନା” କିମ୍ବା “ବିନା ମୂଲ୍ୟରେ”
2:3 wyrr rc://*/ta/man/translate/grammar-connect-logic-contrast ἀλλ’ 1 ଏଠାରେ, **କିନ୍ତୁ** ଶବ୍ଦ ଏକ ଧାରଣା ଉପସ୍ଥାପନ କରେ ଯାହା ଏକ ଧାରଣାର ବିପରୀତ ଅଟେ ଯାହା 2:2 ରେ ଉଲ୍ଲେଖ ଅଛି । ପାଉଲ ବୋଧହୁଏ ଏହା ଉପସ୍ଥାପନ କରୁଛନ୍ତି ଯେ **ତୀତସ ... ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲେ** ଯାହା 2: 2 ରେ ଥିବା ଧାରଣାର ବିପରୀତ ଭାବରେ “ବୃଥାରେ ଦୌଡ଼ିଲେ” (ବୃଥା ପରିଶ୍ରମ କରିଥିଲେ) । ଏକ ବିପରୀତ ପରିଚୟ ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ବିପରୀତରେ,”
2:3 ybww rc://*/ta/man/translate/figs-distinguish οὐδὲ Τίτος ὁ σὺν ἐμοί, Ἕλλην ὤν 1 **ମୋହର ସଙ୍ଗୀ** ବାକ୍ୟାଂଶ ଏବଂ **ଗ୍ରୀକ୍ ହୋଇ** ଶବ୍ଦଟି **ତିତସ** ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ଏହି ବାକ୍ୟାଂଶଗୁଡ଼ିକ ମଧ୍ୟରୁ କୌଣସି ବାକ୍ୟ **ତିତସ** ଏବଂ ଅନ୍ୟ କିଛି ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରେ ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ସେବାରେ ମୋର ଅଣ-ଯିହୁଦୀ ସହଯୋଗୀ ତିତସକୁ ମଧ୍ୟ ନୁହେଁ”
2:4 kwoz rc://*/ta/man/translate/figs-explicit διὰ δὲ 1 ଏଠାରେ **କିନ୍ତୁ** ସୂଚାଇପାରେ: (1) କାହିଁକି କେତେକ ଲୋକ ତୀତସଙ୍କୁ ସୁନ୍ନତ ହେବାକୁ ଦାବି କରୁଥିଲେ ଏହି ବିଷୟରେ 2:3 ସହ ସଂଯୁକ୍ତ ହେବାକୁ ଏବଂ ଏହାର କାରଣ ଦର୍ଶାଇବାକୁ । ବିକଳ୍ପ ଅନୁବାଦ: “କିନ୍ତୁ ଏହି ଅସୁବିଧା ହେଲା” (2) ପାଉଲ “ପୁନର୍ବାର ଯିରୂଶାଲମକୁ ଗଲେ” ଏବଂ ବ୍ୟକ୍ତିଗତ ଭାବରେ “ମଧ୍ୟରେ” ମଣ୍ଡଳୀର ନେତାମାନଙ୍କ (ବାର୍ତ୍ତାଳାପ କଲେ) ଯାହା ସେ ଯିରୂଶାଲମ ଅଣଯିହୂଦୀମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିଥିଲେ, ଏହାକୁ 2:1-2 ସହ ସଂଯୁକ୍ତ କରିବାକୁ ଏବଂ ଏହାର ଏକ କାରଣ ଉପସ୍ଥାନ କରିବାକୁ । ବିକଳ୍ପ ଅନୁବାଦ: “କିନ୍ତୁ ମୁଁ ସେମାନଙ୍କ ସହ ବ୍ୟକ୍ତିଗତ ଭାବରେ ବାର୍ତ୍ତାଳାପ କଲି” କିମ୍ବା “କିନ୍ତୁ ଆମ୍ଭେମାନେ ଯିରୂଶାଲମକୁ ଯଗକୁ କାରଣ”
2:4 jx0q rc://*/ta/man/translate/figs-explicit παρεισάκτους 1 ମୂଳ ଭାଷାରେ ଅର୍ଥାତ ଯେଉଁ ଭାଷାରେ ପାଉଲ ଏହି ପତ୍ର ଲେଖିଥିଲେ, **ପ୍ରବେଶ କରିଥିଲେ** ULT ଅନୁବାଦ କରିଥିବା ଶବ୍ଦର ଅର୍ଥ ହୋଇପାରେ: (1) ଯେ ଏହି **ଭଣ୍ଡ ଭ୍ରାତା** ମାନଙ୍କୁ କେହି ନିମନ୍ତ୍ରଣ କରିଥିଲେ । ବିକଳ୍ପ ଅନୁବାଦ: “ଗୁପ୍ତ ଭାବରେ ଆମନ୍ତ୍ରିତ” କିମ୍ବା (2) ଯେ ସେମାନେ ନିଜ ଉଦ୍ୟମରେ ବିଶ୍ଵାସୀମାନଙ୍କ ମଧ୍ୟରେ ପ୍ରବେଶ କଲେ । ବିକଳ୍ପ ଅନୁବାଦ: “ପ୍ରତାରଣାକାରୀ ପ୍ରବେଶର”
2:4 fpkc rc://*/ta/man/translate/figs-explicit ψευδαδέλφους 1 ଏଠାରେ, **ଭ୍ରାତା** ଶବ୍ଦ ଯୀଶୁଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କୁ ସୂଚାଏ । **ଭଣ୍ଡ ଭ୍ରାତା** ବାକ୍ୟ ସେହିମାନଙ୍କୁ ବୁଝାଏ ଯେଉଁମାନେ କେବଳ ଯୀଶୁଙ୍କର ବିଶ୍ଵାସୀ ବୋଲି ଦର୍ଶାଇଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ ।
2:4 etlo rc://*/ta/man/translate/figs-abstractnouns κατασκοπῆσαι τὴν ἐλευθερίαν ἡμῶν, ἣν ἔχομεν ἐν Χριστῷ Ἰησοῦ 1 ଯଦି ଆପଣଙ୍କର ଭାଷା **ସ୍ୱାଧୀନତାର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ **ମୁକ୍ତ** କିମ୍ବା “ସ୍ୱାଧୀନ” ଭଳି ବିଶେଷଣରେ ପ୍ରକାଶ କରିପାରିବେ ।
2:4 lyqj rc://*/ta/man/translate/figs-exclusive ἔχομεν 1 ଯେତେବେଳେ ପାଉଲ **ଆମ୍ଭେମାନେ** କହନ୍ତି, ସେ ନିଜ ବିଷୟରେ, ତାଙ୍କର ଭ୍ରମଣକାରୀ ସାଥୀ ଏବଂ ଗାଲାତୀୟ ବିଶ୍ଵାସୀମାନଙ୍କ ବିଷୟରେ କହୁଛନ୍ତି, ତେଣୁ **ଆମ୍ଭେମାନେ** ଅନ୍ତର୍ଭୂକ୍ତ କରେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ସ୍ପଷ୍ଟ କରିବାକୁ ଆବଶ୍ୟକ କରିପାରେ ।
2:4 uvjw rc://*/ta/man/translate/figs-metaphor ἵνα ἡμᾶς καταδουλώσουσιν 1 ଏହି ଲୋକମାନେ କିପରି ଗାଲାତୀୟ ବିଶ୍ଵାସୀମାନଙ୍କୁ ଯିହୁଦୀ ରୀତିନୀତି ପାଳନ କରିବାକୁ ବାଧ୍ୟ କରିବାକୁ ଚାହୁଁଥିଲେ, ପାଉଲ ଏଠାରେ ଉଲ୍ଲେଖ କରନ୍ତି। ସେ ବ୍ୟବସ୍ଥାକୁ ପାଳନ କରିବା ବିଷୟରେ କହୁଛନ୍ତି ଯେପରି ଏହା ଦାସତ୍ୱ ଅଟେ। ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବ୍ୟବସ୍ଥାକୁ ପାଳନ କରିବାକୁ ଆମ୍ଭମାନଙ୍କୁ ବାଧ୍ୟ କରିବା” କିମ୍ବା “ଆମ୍ଭମାନଙ୍କୁ ବ୍ୟବସ୍ଥାର ଦାସ କରିବାକୁ”
2:5 pow3 rc://*/ta/man/translate/figs-exclusive εἴξαμεν 1 ଯେତେବେଳେ ପାଉଲ **ଆମ୍ଭେମାନେ** କୁହନ୍ତି ସେ ଗାଲାତୀୟ ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରୁ ନାହାଁନ୍ତି, ତେଣୁ **ଆମ୍ଭେ** ବହିର୍ଭୂତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବା ଆବଶ୍ୟକ କରିପାରେ ।
2:5 w6dm rc://*/ta/man/translate/figs-explicit οἷς οὐδὲ & εἴξαμεν τῇ ὑποταγῇ 1 ଏଠାରେ, **ବଶବର୍ତ୍ତୀ ହୋଇ ନ ... ଥିଲୁ** ବାକ୍ୟ ସେହି ଲୋକମାନଙ୍କ ଦାବିକୁ ସହମତ ନହେବା ଏବଂ ତିତସ ସୁନ୍ନତ ହେବା ଆବଶ୍ୟକ ନ ଥିବା ବିଷୟକୁ ବୁଝାଏ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ସେମାନଙ୍କ ଦାବିକୁ ଧ୍ୟାନ ଦେଇନାହୁଁ” କିମ୍ବା “ସେମାନେ ଯାହା କରିବାକୁ ଚାହାଁନ୍ତି ଆମ୍ଭେମାନେ ତାହା ପାଳନ କରିନାହୁଁ”
2:5 smpn rc://*/ta/man/translate/figs-idiom ὥραν 1 ଏଠାରେ, **ଦଣ୍ଡେମାତ୍ର** ବାକ୍ୟାଂଶ ଏକ ସ୍ୱଳ୍ପ ସମୟକୁ ବୁଝାଏ । ଯଦି ଆପଣଙ୍କର ସଂସ୍କୃତିରେ ଆପଣଙ୍କର ସମାନ ଅଭିବ୍ୟକ୍ତି ଅଛି, ଆପଣ ତାହା ବ୍ୟବହାର କରିପାରିବେ, କିମ୍ବା ଯଦି ଏହା ଆପଣଙ୍କର ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ସରଳ ଭାଷାରେ ପାଉଲଙ୍କ ଅର୍ଥ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଏକ ସ୍ୱଳ୍ପ ସମୟ” କିମ୍ବା “ଅଳ୍ପ ସମୟ”
2:5 a3hr rc://*/ta/man/translate/grammar-connect-logic-goal ἵνα 1 **ଏଥିପାଇଁ** ବାକ୍ୟାଂଶ ଯାହା ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରେ । ପାଉଲ ଯେଉଁ ଉଦ୍ଦେଶ୍ୟରେ ପାଉଲ ଏବଂ ତାଙ୍କର ସେବାର ଅଂଶୀଦାରମାନେ ମଧ୍ୟ ସୁନ୍ନତ ହେବା ଆବଶ୍ୟକ ବୋଲି ଶିକ୍ଷା ଦେଇଥିଲେ ସେମାନଙ୍କ ନିକଟରେ **ବଶୀଭୂତ ହୋଇନଥିଲେ**। ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯେଉଁ କାରଣରୁ”
1:intro k61r rc://*/ta/man/translate/figs-abstractnouns ἡ ἀλήθεια τοῦ εὐαγγελίου 1 ଯଦି ଆପଣଙ୍କର ଭାଷା **ସତ୍ୟ** ର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ସତ୍ୟ” କିମ୍ବା “ସଠିକ” ଭଳି ବିଶେଷଣରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ବାଭାବିକ ଅଟେ ।
2:5 bqqq rc://*/ta/man/translate/figs-possession ἡ ἀλήθεια τοῦ εὐαγγελίου 1 ଏଠାରେ, **ସୁସମାଚାର** ବାର୍ତ୍ତା ମଧ୍ୟରେ ଥିବା **ସତ୍ୟକୁ** ବର୍ଣ୍ଣନା କରିବା ପାଇଁ ଧାରଣକାରୀ ବାକ୍ୟାଂଶ ବ୍ୟବହୃତ ହୁଏ । ଏହା ମଧ୍ୟ ପ୍ରକୃତ ଏବଂ ସତ୍ୟ ସୁସମାଚାରକୁ ମିଥ୍ୟା ସୁସମାଚାର ସହ ତୁଳନା କରିବା ପାଇଁ ବ୍ୟବହୃତ ହୁଏ ଯେପରିକି ପାଉଲ ଏହି ପତ୍ରରେ ପ୍ରତ୍ୟାଖ୍ୟାନ କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଆପଣଙ୍କର ପାଠକମାନଙ୍କ ପାଇଁ ସମ୍ପର୍କକୁ ସ୍ପଷ୍ଟ କରିପାରିବେ ।
2:6 xcdh rc://*/ta/man/translate/grammar-connect-logic-contrast δὲ 1 ଏଠାରେ, ପାଉଲ **କିନ୍ତୁ** ଶବ୍ଦ ବ୍ୟବହାର କରନ୍ତି କିନ୍ତୁ [2:4](../02/04.md) ରେ ମିଥ୍ୟା ଭାଇମାନେ ଯାହା କରିବାକୁ ଚାହୁଁଥିଲେ ଏହାର ବିପରୀତ ଅଟେ । ଭଣ୍ଡ ଭ୍ରାତା ସୁସମାଚାର ବାର୍ତ୍ତାରେ ସୁନ୍ନତର ଆବଶ୍ୟକତା ଯୋଡି ବିଶ୍ଵାସୀମାନଙ୍କୁ ଦାସ କରିବାକୁ ଚାହୁଁଥିଲେ । ଏହି ପଦରୁ ଆରମ୍ଭ କରି [2:6-10](../02/06.md) ରେ ପାଉଲ ବ୍ୟାଖ୍ୟା କରିଛନ୍ତି ଯେ ଭଣ୍ଡ ଭ୍ରାତାମାନଙ୍କ କାର୍ଯ୍ୟକଳାପର ବିପରୀତରେ, ଯିରୂଶାଲମ ମଣ୍ଡଳୀର ନେତାମାନେ ପାଉଲଙ୍କୁ ତାଙ୍କ ସୁସମାଚାରର ବିଷୟବସ୍ତୁରେ କିଛି ଯୋଗ କରିବା ଆବଶ୍ୟକ କରନ୍ତି ନାହିଁ । ଏକ ବିପରୀତ ପରିଚୟ ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ବରଂ”
2:6 rfvs rc://*/ta/man/translate/figs-explicit τῶν δοκούντων εἶναί τι 1 **ଯେଉଁମାନେ ଗଣ୍ୟମାନ୍ୟ ମନେହେଉଥିବା** ବାକ୍ୟଟି “ଗୁରୁତ୍ୱପୂର୍ଣ୍ଣ” ଶବ୍ଦକୁ ସୂଚାଏ ଏବଂ ଏହି ପଦର ଶେଷରେ **ଗଣ୍ୟମାନ୍ୟ ମନେହେଉଥିବା** ବାକ୍ୟାଂଶ ସହ ସମାନ ଅର୍ଥ ପ୍ରକାଶ କରେ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ସୂଚିତ ଶବ୍ଦକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ କିଛି ଗଣ୍ୟମାନ୍ୟ ଥିଲେ”
2:6 flz3 ὁποῖοί ποτε ἦσαν, οὐδέν μοι διαφέρει, πρόσωπον ὁ Θεὸς ἀνθρώπου οὐ λαμβάνει 1 **ସେମାନେ କି ପ୍ରକାର ଲୋକ ଥିଲେ, ସେଥିରେ ମୋହର ଯାଏ ଆସେ ନାହିଁ; ଈଶ୍ବର ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ** ଏକ ଅନ୍ତର୍ନିବିଷ୍ଟ ବାକ୍ୟ ଅଟେ । ଏକ ବକ୍ତବ୍ୟର ପରିଚୟ ଏବଂ / କିମ୍ବା ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଅକ୍ୟଂଶ ବ୍ୟବହାର କରନ୍ତୁ ।
2:6 zrw5 rc://*/ta/man/translate/figs-explicit ὁποῖοί 1 **କି ପ୍ରକାରର** ଶବ୍ଦ “ଲୋକମାନଙ୍କର” ଶବ୍ଦକୁ ବୁଝାଏ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “କେଉଁ ପ୍ରକାରର ଲୋକ”
2:6 st6l rc://*/ta/man/translate/figs-explicit ὁποῖοί ποτε ἦσαν, οὐδέν μοι διαφέρει 1

Can't render this file because it contains an unexpected character in line 71 and column 1453.