Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-28 19:35:51 +00:00
parent 0dc0a339f3
commit aade3100c2
1 changed files with 16 additions and 0 deletions

View File

@ -399,3 +399,19 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:15 iyc1 rc://*/ta/man/translate/figs-idiom ἐκ κοιλίας μητρός μου 1 **ମାତାଙ୍କ ଉଦରରୁ** ବାକ୍ୟାଂଶ ଏକ ଏବ୍ରୀ ଉପମା ଅଟେ ଯାହାର ଅର୍ଥ “ମୋର ଜନ୍ମ ଦିନରୁ” କିମ୍ବା “ଜନ୍ମ ପୂର୍ବରୁ” ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ଉପମା ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଜନ୍ମ ହେବା ଦିନଠାରୁ” କିମ୍ବା “ମୋର ଜନ୍ମ ହେବା ପୂର୍ବରୁ”
1:15 wlph rc://*/ta/man/translate/figs-abstractnouns τῆς χάριτος αὐτοῦ 1 ଯଦି ଆପଣଙ୍କର ଭାଷା **ଅନୁଗ୍ରହର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ କେତେ ଦୟାଳୁ ଅଟନ୍ତି”
1:16 z800 rc://*/ta/man/translate/grammar-connect-logic-goal ἵνα 1 **ଯେପରି** ବାକ୍ୟାଂଶ ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରେ । **ଯେପରି** ବାକ୍ୟାଂଶ ପରେ ପାଉଲ ଉଦ୍ଦେଶ୍ୟ ବିଷୟରେ କହିଥିଲେ ଯାହା ଈଶ୍ବର ତାହାଙ୍କ ପୁତ୍ରଙ୍କୁ ପାଉଲଙ୍କ ନିକଟରେ ପ୍ରକାଶ କରିଥିଲେ, ଯେପରି ସେ **ଅଣଯିହୂଦୀମାନଙ୍କ ମଧ୍ୟରେ ତାହାଙ୍କୁ ପ୍ରଚାର କରିପାରନ୍ତି** । ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯାହାଦ୍ବାରା”
1:17 w82a rc://*/ta/man/translate/grammar-connect-logic-contrast ἀλλὰ 1 ଏଠାରେ **ପରିବର୍ତ୍ତେ** ଶବ୍ଦ ଆଶା କରାଯାଉଥିବା ବିଷୟର\r ବିପରୀତ ବିଷୟକୁ ବୁଝାଏ । ଏକ ବିପରୀତ ବିଷୟର ପରିଚୟ ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ ।
1:17 zqih rc://*/ta/man/translate/figs-go ἀπῆλθον εἰς 1 ଏହି ପରି ପ୍ରସଙ୍ଗରେ **ଗଲି** ପରିବର୍ତ୍ତେ ଆପଣଙ୍କର ଭାଷା “ଆସିଲି” କହିପାରେ । ଯାହା ଅଧିକ ସ୍ୱାଭାବିକ ତାହା ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ଆସିଥିଲି”
1:18 c7gb rc://*/ta/man/translate/grammar-connect-time-sequential ἔπειτα 1 ଏଠାରେ **ତା’ପରେ** ଶବ୍ଦ ସୂଚାଏ ଯେ ପାଉଲ ବର୍ତ୍ତମାନ ବର୍ଣ୍ଣନା କରୁଥିବା ଘଟଣାଗୁଡ଼ିକ ବର୍ତ୍ତମାନ ବର୍ଣ୍ଣିତ ଘଟଣାଗୁଡ଼ିକ ଘଟିଛି । ଏହାକୁ ସୂଚାଇବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ।
1:18 rej5 rc://*/ta/man/translate/figs-go ἀνῆλθον εἰς Ἱεροσόλυμα 1 ଇସ୍ରାଏଲର ଅନ୍ୟ ସ୍ଥାନ ଅପେକ୍ଷା **ଯିରୂଶାଲମ** ଉଚ୍ଚ ଥିଲା, ତେଣୁ ଲୋକମାନେ ଯିରୁଶାଲମକୁ **ଯିବା** ଏବଂ ସେଠାରୁ ଓହ୍ଲାଇବା କଥା କହିବା ସ୍ୱାଭାବିକ ଥିଲା । ଏହି ପରି ପ୍ରସଙ୍ଗରେ ଯିବା ପରିବର୍ତ୍ତେ ଆପଣଙ୍କର ଭାଷା “ଆସିଲି” କହିପାରେ । ଯାହା ଅଧିକ ସ୍ୱାଭାବିକ ତାହା ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ଯିରୂଶାଲମକୁ ଆସିଥିଲି”
1:20 d9yv rc://*/ta/man/translate/figs-exclamations ἰδοὺ 1 ଏଠାରେ **ଦେଖ** ଶବ୍ଦଟି ଏକ ବିସ୍ମୟକର ଶବ୍ଦ ଯାହା ଧ୍ୟାନ ଆକର୍ଷଣ କରିବା ପାଇଁ ବ୍ୟବହୃତ ହୁଏ । ଏହି ପ୍ରସଙ୍ଗରେ ବ୍ୟବହାର କରିବାକୁ ଆପଣଙ୍କ ଭାଷାରେ ଏକ ସ୍ଵାଭାବିକ ଶବ୍ଦ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଧ୍ୟାନଦିଅ”
1:20 pp11 rc://*/ta/man/translate/figs-explicit ἐνώπιον τοῦ Θεοῦ 1 ଏଠାରେ, **ଈଶ୍ବରଙ୍କ ସାକ୍ଷାତରେ** ବାକ୍ୟାଂଶ ଏକ ଶପଥ ଅଟେ । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କ ଭାଷାରୁ ଏକ ଶପଥ ବ୍ୟବହାର କରିପାରିବ ଯାହା ଏହି ପ୍ରସଙ୍ଗରେ ଉପଯୁକ୍ତ ହେବ, କିମ୍ବା ଆପଣ ଆପଣଙ୍କ ଅନୁବାଦରେ ଏହା ସ୍ପଷ୍ଟ କରି ପାରିବ ଯେ ପାଉଲ ଏକ ଶପଥ କରୁଛନ୍ତି । ବିକଳ୍ପ ଅନୁବାଦ: “ମୁଁ ଈଶ୍ୱରଙ୍କ ସମ୍ମୁଖରେ ସାକ୍ଷ୍ୟ ଦିଏ” କିମ୍ବା “ଈଶ୍ବରଙ୍କ ଉପସ୍ଥିତିରେ ମୁଁ ସାକ୍ଷ୍ୟ ଦିଏ” କିମ୍ବା “ମୁଁ ମୋର ସାକ୍ଷୀ ଭାବରେ ଈଶ୍ବରଙ୍କ ନିକଟରେ ଶପଥ କରେ” କିମ୍ବା “ମୁଁ ଈଶ୍ଵରଙ୍କ ନିକଟରେ ଶପଥ କରେ”
1:21 ny6z rc://*/ta/man/translate/grammar-connect-time-sequential ἔπειτα ἦλθον εἰς 1 ଏଠାରେ **ତା’ପରେ** ଶବ୍ଦ ସୂଚାଏ ଯେ ପାଉଲ ବର୍ତ୍ତମାନ ଘଟୁଥିବା ଘଟଣାଗୁଡ଼ିକ ସେ [1:18-19](../01/18.md) ରେ ବର୍ଣ୍ଣନା କରିଥିବା ଘଟଣାଗୁଡ଼ିକ ପରେ ଘଟିଛି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହି ସମ୍ପର୍କକୁ ଏକ ପୂର୍ଣ୍ଣ ବାକ୍ୟାଂଶ ବ୍ୟବହାର କରି କିମ୍ବା ଅନ୍ୟ କୌଣସି ଉପାୟରେ ଅର୍ଥ ପ୍ରକାଶ କରି ଆପଣଙ୍କ ପାଠକମାନଙ୍କ ପାଇଁ ସ୍ୱାଭାବିକ ଭାବରେ ଦର୍ଶାଇପାରିବେ । ବିକଳ୍ପ ଅନୁବାଦ: “ମୁଁ ଯିରୂଶାଲମରୁ ଗଲାପରେ, ମୁଁ ଯାଇଥିଲି” କିମ୍ବା “ଏହା ପରେ ମୁଁ ଯାଇଥିଲି” କିମ୍ବା “ପରେ ମୁଁ ଯାଇଥିଲି”
1:22 wleq rc://*/ta/man/translate/figs-synecdoche ἤμην & ἀγνοούμενος τῷ προσώπῳ ταῖς ἐκκλησίαις τῆς Ἰουδαίας, ταῖς ἐν Χριστῷ 1 ପାଉଲ ନିଜକୁ ଦର୍ଶାଇବାକୁ ତାଙ୍କ **ମୂଖ** ଶବ୍ଦକୁ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଆପଣଙ୍କ ସଂସ୍କୃତି କିମ୍ବା ସରଳ ଭାଷାରୁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ।
1:22 sr0y rc://*/ta/man/translate/figs-metaphor ἐν Χριστῷ 1 ଏଠାରେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସୀମାନଙ୍କ ଥିବା ଏକତାକୁ ବର୍ଣ୍ଣନା କରିବାକୁ ପାଉଲ **ଖ୍ରୀଷ୍ଟଙ୍କଠାରେ** ସ୍ଥାନିକ ରୂପକ ବ୍ୟବହାର କରନ୍ତି । ଏଠାରେ, ଏହି ବାକ୍ୟଟି **ଯିହୁଦାର ମଣ୍ଡଳୀଗୁଡ଼ିକୁ** ବିଶେଷ ଭାବରେ ବର୍ଣ୍ଣନା କରେ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ “ଖ୍ରୀଷ୍ଟଙ୍କଠାରେ” ବାକ୍ୟର ଅର୍ଥ ଏଠାରେ ବର୍ଣ୍ଣନା କରିବାକୁ ଏକ ପୂର୍ଣ୍ଣ ବାକ୍ୟାଂଶ ବ୍ୟବହାର କରିପାରିବେ । ଭାଗ 3 ରେ ଏହି ବାକ୍ୟର ଆଲୋଚନା: ଗାଲାତୀୟ ପୁସ୍ତକର ପରିଚୟରେ ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ସହ ମିଳିତ”
1:23 bdmz rc://*/ta/man/translate/grammar-connect-logic-contrast δὲ 1 ଏଠାରେ, **କିନ୍ତୁ** ଶବ୍ଦ ଯିହୂଦିୟାର ବିଶ୍ଵାସୀମାନେ ପାଉଲଙ୍କ ବିଷୟରେ ଯାହା ଜାଣିଥିଲେ (ସେମାନେ ଶୁଣୁଥିଲେ ଯେ **ସେ ଏବେ ବିଶ୍ୱାସ ପ୍ରଚାର କରୁଛନ୍ତି**) ଏବଂ ପାଉଲଙ୍କ ବିଷୟରେ ଯାହା ଜାଣି ନ ଥିଲେ ଯେ (ସେ କିପରି [1:22](../01/22.md)) ଦେଖାଯାଉଥିଲେ) । ଏକ ବିପରୀତ ବିଷୟର ପରିଚୟ ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ବରଂ,”
1:23 hw08 μόνον & ἀκούοντες ἦσαν 1 ବିକଳ୍ପ ଅନୁବାଦ: “ଯିହୂଦିୟା ଅଞ୍ଚଳର ସମସ୍ତ ବିଶ୍ଵାସୀମାନେ ମୋ ବିଷୟରେ ଯାହା ଜାଣିଥିଲେ ତାହା ଲୋକମାନେ କହୁଥିଲେ” କିମ୍ବା “ଯିହୂଦା ଅଞ୍ଚଳର ମଣ୍ଡଳୀଗୁଡ଼ିକର ଲୋକମାନେ ମୋ ବିଷୟରେ ଜାଣିଥିଲେ ଯାହା ଲୋକମାନେ କହୁଥିଲେ”
1:23 ss1e rc://*/ta/man/translate/figs-explicit ὁ 1 ଏଠାରେ, **ଯେଉଁ ବ୍ୟକ୍ତି** ବାକ୍ୟଟି ପାଉଲଙ୍କୁ ବୁଝାଏ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
1:23 bh1m rc://*/ta/man/translate/figs-abstractnouns τὴν πίστιν 1 ଯଦି ଆପଣଙ୍କର ଭାଷା ବିଶ୍ଵାସର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ବାର୍ତ୍ତା”
1:23 lo0r rc://*/ta/man/translate/figs-metonymy τὴν πίστιν 1 ଏଠାରେ, **ବିଶ୍ଵାସ** ଯୀଶୁଙ୍କ ବିଷୟରେ ଏକ ସୁସମାଚାରକୁ ବୁଝାଏ, ଯେଉଁଥିରେ ଉଦ୍ଧାର ହେବା ପାଇଁ ଯୀଶୁଙ୍କ ଉପରେ ବିଶ୍ଵାସର ଆବଶ୍ୟକତା ଅନ୍ତର୍ଭୁକ୍ତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ ସୁସମାଚାର”
1:23 y5ud rc://*/ta/man/translate/figs-explicit ἐπόρθει 1 ଏଠାରେ, **ଉଚ୍ଛିନ୍ନ** ଶବ୍ଦ ଖ୍ରୀଷ୍ଟିୟାନ ବାର୍ତ୍ତାର ପ୍ରସାର ବନ୍ଦ କରିବାକୁ ଚେଷ୍ଟା କରିବାକୁ ବୁଝାଏ । ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
1:24 qp4t rc://*/ta/man/translate/grammar-connect-logic-result ἐν ἐμοὶ 1

Can't render this file because it contains an unexpected character in line 71 and column 1453.