Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 14:49:45 +00:00
parent 5dbef947b1
commit cb92512b03
1 changed files with 26 additions and 1 deletions

View File

@ -423,4 +423,29 @@ EPH 5 8 abc9 figs-simile ὡς τέκνα φωτὸς 1 as children of light ଈ
EPH 5 9 abdv grammar-connect-logic-result γὰρ 1 for ସଂଯୋଗ ଶବ୍ଦ **ପାଇଁ** କାରଣ ଫଳାଫଳ ସମ୍ପର୍କର କାରଣକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ଆଲୋକର ଫଳ ହେଉଛି ଉତ୍ତମତା ଏବଂ ଧାର୍ମିକତା ଏବଂ ସତ୍ୟ । ଫଳାଫଳ ଏହା ଯେ  ଏଫିସୀୟ ବିଶ୍ୱାସୀମାନେ ଆଲୋକର ସନ୍ତାନ ପରି ଅଚରଣ କରିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ । [[rc://en/ta/man/translate/grammar-connect-logic-result]])
EPH 5 11 abc8 figs-metaphor τοῖς ἔργοις τοῖς ἀκάρποις τοῦ σκότους 1 in the unfruitful works of darkness **ଅନ୍ଧକାର** ଶବ୍ଦ ପ୍ରାୟତଃ ପାପର ପ୍ରତିନିଧିତ୍ୱ ପାଇଁ ବ୍ୟବହୃତ ହୁଏ । ଏହି ପରିପ୍ରେକ୍ଷୀରେ, ଏହି କାର୍ଯ୍ୟଗୁଡ଼ିକ ପାପପୂର୍ଣ୍ଣ ଉଦ୍ଦେଶ୍ୟରୁ ହୋଇଥାଏ । ବିକଳ୍ପ ଅନୁବାଦ: "କାର୍ଯ୍ୟଗୁଡ଼ିକ ମୂଲ୍ୟହୀନ କାରଣ ସେଗୁଡ଼ିକ ପାପପୂର୍ଣ୍ଣ ଉଦ୍ଦେଶ୍ୟରେ କରାଯାଇଥିଲା ।" [[rc://en/ta/man/translate/figs-metaphor]])
EPH 5 11 abdx grammar-connect-logic-contrast μᾶλλον δὲ 1 but rather ଏହି ସଂଯୋଗ ବାକ୍ୟାଂଶ ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଅନ୍ଧକାରର କାର୍ଯ୍ୟରେ ଅଂଶଗ୍ରହଣ କରିବା ସେମାନଙ୍କୁ ପ୍ରକାଶ କରିବାର ବିପରୀତ ଅଟେ ।[[rc://en/ta/man/translate/grammar-connect-logic-contrast]])
EPH 5 12 cd23 writing-pronouns αὐτῶν 1 them ଏଠାରେ, ସେ 5: 6 ରେ ଉଲ୍ଲେଖିତ "ଅବାଧ୍ୟତାର ସନ୍ତାନ" ମାନଙ୍କୁ ଏବଂ 5: 7 ରେ "ସେମାନଙ୍କୁ" ଭାବରେ ମଧ୍ୟ ଉଲ୍ଲେଖିତ । ଏହି ଶବ୍ଦ କେଉଁ ସ୍ଥାନକୁ ସୂଚିତ କରେ ତାହା ଯଦି ସ୍ପଷ୍ଟ ନୁହେଁ, "ଯେଉଁମାନେ ଈଶ୍ଵରଙ୍କୁ ଅବମାନନା କରନ୍ତି" କିମ୍ବା ସମାନ ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରନ୍ତୁ । [[rc://en/ta/man/translate/writing-pronouns]])
EPH 5 12 cd23 writing-pronouns αὐτῶν 1 them ଏଠାରେ, ସେ 5: 6 ରେ ଉଲ୍ଲେଖିତ "ଅବାଧ୍ୟତାର ସନ୍ତାନ" ମାନଙ୍କୁ ଏବଂ 5: 7 ରେ "ସେମାନଙ୍କୁ" ଭାବରେ ମଧ୍ୟ ଉଲ୍ଲେଖିତ । ଏହି ଶବ୍ଦ କେଉଁ ସ୍ଥାନକୁ ସୂଚିତ କରେ ତାହା ଯଦି ସ୍ପଷ୍ଟ ନୁହେଁ, "ଯେଉଁମାନେ ଈଶ୍ଵରଙ୍କୁ ଅବମାନନା କରନ୍ତି" କିମ୍ବା ସମାନ ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରନ୍ତୁ । [[rc://en/ta/man/translate/writing-pronouns]])
EPH 5 13 abdy grammar-connect-logic-contrast δὲ 1 But ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଅନ୍ଧକାରର ଲଜ୍ଜାଜନକ କାର୍ଯ୍ୟକୁ ଲୁଚାଇବା ବର୍ତ୍ତମାନ ଆଲୋକର ବିପରୀତ ଅଟେ ଯାହା ପରେ ସେଗୁଡ଼ିକୁ ପ୍ରକାଶ କରେ । [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 5 13 vqi7 figs-metaphor πᾶν…τὸ φανερούμενον φῶς ἐστιν 1 everything that is revealed is light ପାଉଲ ଏହି ସାଧାରଣ ବକ୍ତବ୍ୟରେ କହନ୍ତି ଯେ ଈଶ୍ଵରଙ୍କ ବାକ୍ୟ ଲୋକଙ୍କ କାର୍ଯ୍ୟକୁ ଭଲ ବା ଖରାପ ଦେଖାଏ । ବାଇବେଲ ପ୍ରାୟତଃ ଈଶ୍ଵରଙ୍କ ସତ୍ୟ ବିଷୟରେ ଏକ **ଆଲୋକ** ଭାବରେ ପ୍ରକାଶ କରେ ଯାହାକି କୌଣସି ବିଷୟର ଚରିତ୍ରକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: "ଯଦି ତୁମ୍ଭେ ଈଶ୍ଵର ଯାହା କହନ୍ତି ତାହା ସମସ୍ତ ବିଷୟରେ ତୁଳନା କର, ତୁମ୍ଭେ ଜାଣି ପାରିବ ଏହା ଭଲ କି ଖରାପ ଅଟେ" UST ଦେଖନ୍ତୁ  [[rc://en/ta/man/translate/figs-metaphor]]) ଦେଖନ୍ତୁ)
EPH 5 14 abdz grammar-connect-logic-result διὸ 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ସେମାନଙ୍କର ପାପ ଆଲୋକରେ ପ୍ରକାଶ ପାଇବ । ଫଳାଫଳ ଏହା ଯେ  ପାପୀମାନେ ଖ୍ରୀଷ୍ଟଙ୍କୁ ସେମାନଙ୍କ ଉପରେ ଆଲୋକିତ କରିବାକୁ ଅନୁମତି ଦେବା ଆବଶ୍ୟକ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 5 14 abcl figs-apostrophe ὁ καθεύδων 1 O sleeper ପାଉଲ ଏହି ମନ୍ତବ୍ୟକୁ ସିଧାସଳଖ ସୂଚାନ୍ତି (1) ବିଶ୍ୱାସୀଙ୍କୁ ସମ୍ବୋଧିତ କରନ୍ତି ଯେଉଁମାନେ ଏହି ପତ୍ରକୁ ପାଠ କରନ୍ତି କିମ୍ବା ଶୁଣନ୍ତି । (2) ଅବିଶ୍ୱାସୀମାନଙ୍କ ପାଇଁ ଯେଉଁମାନେ ନୁହନ୍ତି । [[rc://en/ta/man/translate/figs-apostrophe]])ଦେଖନ୍ତୁ)
EPH 5 15 abe0 grammar-connect-logic-result οὖν 1 therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ଖ୍ରୀଷ୍ଟ ତାଙ୍କ ଉପରେ ଏକ ଆଲୋକ ପ୍ରକାଶ କରଛନ୍ତି । ଫଳାଫଳ ଏହା ଯେ ପାପୀମାନେ ଆଲୋକରେ ଯତ୍ନର ସହ ଚାଲିବେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 5 15 abe1 grammar-connect-logic-contrast ἀλλ’ 1 but ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ନିର୍ବୋଧ ହେବା ବୁଦ୍ଧିମାନ ହେବାର ବିପରୀତ ଅଟେ । [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 5 15 abe2 figs-ellipsis ὡς σοφοί 1 as wise "ଆଚରଣ କରିବା" କ୍ରିୟାକୁ ବାଦ ଦିଆଯାଇଅଛି । ଏହାକୁ ସ୍ପଷ୍ଟ ଭାବରେ କୁହାଯାଇପାରେ । ବିକଳ୍ପ ଅନୁବାଦ: "ଜ୍ଞାନୀ ପରି ଆଚରଣ କର"  [[rc://en/ta/man/translate/figs-ellipsis]])ଦେଖନ୍ତୁ)
EPH 5 16 abe3 grammar-connect-logic-result ὅτι 1 because ସଂଯୋଗକାରୀ ଶବ୍ଦ **କାରଣ** ଏକ କାରଣ ଫଳାଫଳ ସମ୍ପର୍କ ପାଇଁ ଏକ କାରଣ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ଦିନଗୁଡ଼ିକ ମନ୍ଦ ଅଟେ । ଫଳାଫଳ ଏହା ଯେ ବିଶ୍ୱାସୀମାନଙ୍କୁ ସମୟ ନଷ୍ଟ ନକରିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 5 17 abe4 grammar-connect-logic-result διὰ τοῦτο 1 Because of this **ଏହି କାରଣରୁ** ସଂଯୋଗକାରୀ ବାକ୍ୟାଂଶ ଏହିପରି ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ଦିନଗୁଡ଼ିକ ମନ୍ଦ ଅଟେ । ଫଳାଫଳ ଏହା ଯେ ବିଶ୍ୱାସୀମାନେ ନିର୍ବୋଧ ହେବେ ନାହିଁ, କିନ୍ତୁ ଈଶ୍ଵରଙ୍କ ଇଚ୍ଛା ବୁଝିବେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 5 17 abe5 grammar-connect-logic-contrast ἀλλὰ 1 but ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ନିର୍ବୋଧ ହେବା ଈଶ୍ଵରଙ୍କ ଇଚ୍ଛା ବୁଝିବାର ବିପରୀତ ଅଟେ । [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 5 18 cd33 figs-abstractnouns ἐν ᾧ ἐστιν ἀσωτία 1 in which is recklessness **ଅସାବଧାନତା** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ଯାହା ବେପରୁଆ ଆଚରଣକୁ ନେଇଥାଏ" କିମ୍ବା "କାରଣ ଏହା ତୁମ୍ଭକୁ ବିନାଶ କରିବ" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 5 18 abe6 grammar-connect-logic-contrast ἀλλὰ 1 Instead **ଏହା ପରିବର୍ତ୍ତେ** ସଂଯୋଗ ଶବ୍ଦ ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ମଦ୍ୟପାନ କରିବା ଆତ୍ମାରେ ପରିପୂର୍ଣ୍ଣ ହେବାର ବିପରୀତ ଅଟେ ।  [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 5 20 abw5 τῷ Θεῷ καὶ Πατρί 1 to God, even the Father "ପରମେଶ୍ବରଙ୍କ ପାଇଁ, ଯିଏ ଆମ୍ଭର ପିତା ଅଟନ୍ତି"
EPH 5 23 abe7 grammar-connect-logic-result ὅτι 1 For **ପାଇଁ** ସଂଯୋଗକାରୀ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । ଏହାର କାରଣ ଏହା ଯେ ଖ୍ରୀଷ୍ଟ ସେହିଭଳି ଭାବରେ ମଣ୍ଡଳୀର ମୁଖ୍ୟ ଅଟନ୍ତି ଯେଭଳି ସ୍ଵାମୀ ପତ୍ନୀର ମୁଖ୍ୟ ଅଟନ୍ତି । ଫଳାଫଳ ଏହା ଯେ ପତ୍ନୀମାନେ ନିଜ ନିଜ ସ୍ୱାମୀଙ୍କ ଅଧୀନରେ ରହିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 5 23 abc1 τοῦ σώματος 1 of the body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କ **ଶରୀର** ବୋଲି କୁହାଯାଏ ।
EPH 5 26 abe9 grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ନିଜକୁ ମୃତ୍ୟୁରେ ସମର୍ପଣ କରିବାର ଖ୍ରୀଷ୍ଟଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ମଣ୍ଡଳୀକୁ ପବିତ୍ର କରିବା । [[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 5 27 abea grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଯାହା ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ଖ୍ରୀଷ୍ଟଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ଶବ୍ଦକୁ ମଣ୍ଡଳୀ ସହିତ ଶୁଦ୍ଧ କରିବା ହେଉଛି ମଣ୍ଡଳୀକୁ ଏକ ଗୌରବମୟ ବର ଭାବରେ ଉପସ୍ଥାପନ କରିବା । [[rc://en/ta/man/translate/grammar-connect-logic-goal]]) ଦେଖନ୍ତୁ)
EPH 5 27 abcm figs-doublet μὴ ἔχουσαν σπίλον, ἢ ῥυτίδα 1 not having stain or wrinkle ଏଠାରେ, **କଳଙ୍କ** ଏବଂ **ଦାଗକୁ** ଦୋଷର ସମାନ ଧାରଣାକୁ ଦୁଇଟି ଉପାୟରେ ଉପସ୍ଥାପନ କରେ ଯାହାକି ମଣ୍ଡଳୀର ପବିତ୍ରତାକୁ ଗୁରୁତ୍ୱ ଦେଇଥାଏ । ଯଦି ଆପଣଙ୍କର ଭାଷାରେ ଦୁଇଟି ଅଲଗା ଶବ୍ଦ ନାହିଁ, ତେବେ ଆପଣ ଏଥିପାଇଁ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ । [[rc://en/ta/man/translate/figs-doublet]])ଦେଖନ୍ତୁ)
EPH 5 27 abeb grammar-connect-logic-contrast ἀλλ’ 1 but ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଯେଉଁ ମଣ୍ଡଳୀରେ ପାପର ଦାଗ ଏବଂ କଳଙ୍କ ଅଛି, ତାହା ଏକ ମଣ୍ଡଳୀର ପବିତ୍ରତାର ବିପରୀତ ଅଟେ । [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 5 27 abec grammar-connect-logic-goal ἵνα 2 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଯାହା ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ଖ୍ରୀଷ୍ଟଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ମଣ୍ଡଳୀକୁ ପବିତ୍ର ଏବଂ ନିଖୁଣ କରିବା । [[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 5 29 abed grammar-connect-logic-contrast ἀλλὰ 1 but ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । କାହାରି ଶରୀରକୁ ଘୃଣା କରିବା ଏହାର ଯତ୍ନ ନେବାର ବିପରୀତ ଅଟେ । [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 5 31 yp24 0 General Information: **ତାହାଙ୍କର** ଏବଂ **ସେ ନିଜେ** ଶବ୍ଦଗୁଡ଼ିକ ଜଣେ ପୁରୁଷ ବିଶ୍ଵାସୀଙ୍କୁ ବୁଝାଏ ଯିଏ ବିବାହ କରନ୍ତି ।ଦେଖନ୍ତୁ)
EPH 5 30 abee grammar-connect-logic-result ὅτι 1 because ସଂଯୋଗକାରୀ ଶବ୍ଦ **କାରଣ** ଏକ କାରଣ ଫଳାଫଳ ସମ୍ପର୍କ କାରଣକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର । ଫଳାଫଳ ଏହା ଯେ  ଖ୍ରୀଷ୍ଟ ମଣ୍ଡଳୀର ଯତ୍ନ ନିଅନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 5 31 abef grammar-connect-logic-result ἀντὶ τούτου 1 For this reason **ଏହି କାରଣରୁ** ସଂଯୋଗକାରୀ ବାକ୍ୟାଂଶ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହି ପରିପ୍ରେକ୍ଷୀରେ, ବାକ୍ୟାଂଶ ଆଦିପୁସ୍ତକ 2:24 ର ଏକ ଉଦ୍ଧୃତିର ଅଂଶ ଅଟେ ଏବଂ ଏଠାରେ ଏଠାରେ ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ଆଦିପୁସ୍ତକ 2:23 ରେ ଦର୍ଶାଯାଇଛି ଯେ ସ୍ତ୍ରୀଜଣକ ପୁରୁଷଠାରୁ ସୃଷ୍ଟି ହୋଇଅଛି। ଫଳାଫଳ ଏହା ଯେ  ଜଣେ ପୁରୁଷ ନିଜ ପିତାମାତାଙ୍କୁ ଛାଡି ତାଙ୍କ ପତ୍ନୀଙ୍କ ସହ ମିଶିବେ । ଯଦି କୌଣସି କାରଣ ନ ଦେବା ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ଆପଣ ଏହାକୁ ଏକ ପାଦଟିକାରେ ଅନ୍ତର୍ଭୂକ୍ତ କରିପାରିବେ, ଯେପରି “ଏହାର କାରଣ ଏହା ଯେ ସ୍ତ୍ରୀ ପୁରୁଷଠାରୁ ସୃଷ୍ଟି” ଆଦିପୁସ୍ତକ 2:23 ଦେଖନ୍ତୁ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 6 1 abeg grammar-connect-logic-result γάρ 1 for ପାଇଁ ସଂଯୋଗ ଶବ୍ଦ କାରଣ ଫଳାଫଳ ସମ୍ପର୍କର କାରଣ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ପିଲାମାନେ ଯାହା ଠିକ୍ ତାହା କରିବା ଉଚିତ୍ । ଫଳାଫଳ ଏହା ଯେ ପିଲାମାନେ ସେମାନଙ୍କର ପିତାମାତାଙ୍କୁ ମାନିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
Can't render this file because it contains an unexpected character in line 2 and column 4496.