Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 14:25:13 +00:00
parent 85c49424aa
commit 5dbef947b1
1 changed files with 26 additions and 1 deletions

View File

@ -398,4 +398,29 @@ EPH 4 18 abdf grammar-connect-logic-result διὰ 1 because of ସଂଯୋଗ
EPH 4 18 abdg grammar-connect-logic-result διὰ 2 because of ସଂଯୋଗକାରୀ ଶବ୍ଦ **କାରଣ** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । ଦ୍ୱିତୀୟ କାରଣ ଏହା ଯେ ସେମାନଙ୍କର ହୃଦୟ କଠିନ । ଫଳାଫଳ ଏହା ଯେ ଅଣଯିହୁଦୀମାନେ ଈଶ୍ଵରଙ୍କଠାରୁ ପୃର୍ଥକ ଅଟନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 4 20 abdh grammar-connect-logic-contrast δὲ 1 But ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଅଣଯିହୁଦୀମାନଙ୍କ ପାପପୂର୍ଣ୍ଣ ଜୀବନ, ପାଉଲ ଏଫିସୀୟମାନଙ୍କୁ ଯୀଶୁଙ୍କ ସତ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ଶିଖାଇଥିବା ବିଷୟର ବିପରୀତ ଅଟେ । ଆପଣଙ୍କ ଭାଷାରେ ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କରନ୍ତୁ ଯାହା ଏଠାରେ ଏକ ଭିନ୍ନତାକୁ ଚିହ୍ନିତ କରେ ।[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 4 24 abc7 figs-metaphor ἐνδύσασθαι τὸν καινὸν ἄνθρωπον 1 to put on the new man ପାଉଲ ଜୀବନ ଯାପନ ବିଷୟରେ କହିବା ଜାରି ରଖନ୍ତି ଯେପରି ଏହା ଜଣେ ବ୍ୟକ୍ତି, ଏବଂ ଏହା ମଧ୍ୟ ପୋଷାକ, ଯାହା ଦ୍ଵାରା ଜଣେ **ନୂତନ** ବ୍ୟକ୍ତିଙ୍କୁ ପୋଷାକ **ପରିଧାନ** କରିପାରିବ । ବିକଳ୍ପ ଅନୁବାଦ: "ଏକ ନୂତନ ବ୍ୟକ୍ତି ହୁଅ" କିମ୍ବା "ଏକ ନୂତନ ଉପାୟରେ ଜୀବନଯାପନ କର" ।[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 4 25 abdi grammar-connect-logic-result διὸ 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ, ଈଶ୍ଵର ବିଶ୍ୱାସୀମାନଙ୍କୁ ନୂତନ, ପବିତ୍ର ଲୋକ ଭାବରେ ସୃଷ୍ଟି କରିଛନ୍ତି । ଫଳାଫଳ ଏହା ଯେ  ସେମାନେ ପୂର୍ବ ପରି ଅନୈତିକ ବ୍ୟବହାର କରିବା ବନ୍ଦ କରିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 4 25 abdi grammar-connect-logic-result διὸ 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ, ଈଶ୍ଵର ବିଶ୍ୱାସୀମାନଙ୍କୁ ନୂତନ, ପବିତ୍ର ଲୋକ ଭାବରେ ସୃଷ୍ଟି କରିଛନ୍ତି । ଫଳାଫଳ ଏହା ଯେ  ସେମାନେ ପୂର୍ବ ପରି ଅନୈତିକ ବ୍ୟବହାର କରିବା ବନ୍ଦ କରିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 4 25 ab23 figs-abstractnouns λαλεῖτε ἀλήθειαν ἕκαστος 1 let each of you speak truth **ସତ୍ୟ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ନିଶ୍ଚିତ ଭାବରେ ସତ୍ୟ କହିବା ଉଚିତ୍"[[rc://en/ta/man/translate/figs-abstractnouns]])
EPH 4 25 abdj grammar-connect-logic-result ὅτι 1 because ସଂଯୋଗକାରୀ ଶବ୍ଦ **କାରଣ** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । ଏହାର କାରଣ ଏହା ଯେ ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କ ଶରୀରର ସଦସ୍ୟ ଅଟନ୍ତି । ପରିଣାମ ଏହା ଯେ ବିଶ୍ୱାସୀମାନେ ପରସ୍ପରକୁ ସତ୍ୟ କହିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])
EPH 4 28 abdk grammar-connect-logic-contrast μᾶλλον δὲ 1 But rather ଏହି ସଂଯୋଗ ବାକ୍ୟାଂଶ ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଜଣେ ପୂର୍ବତନ ଚୋର ଅନ୍ୟମାନଙ୍କ ସହିତ ଅଂଶୀଦାର କରିବାକୁ କିଛି ପାଇବା ପାଇଁ କଠିନ ପରିଶ୍ରମ କରିବା ଉଚିତ୍, ଯାହା ସେ ପୂର୍ବରୁ ନିଜ ପାଇଁ ଚୋରି କରିଥିବା କର୍ମର ବିପରୀତ ଅଟେ ।[[rc://en/ta/man/translate/grammar-connect-logic-contrast]])
EPH 4 28 abdl grammar-connect-logic-goal ἵνα 1 so that ବାକ୍ୟାଂଶ **ତେଣୁ ତାହା** ସଂଯୋଗ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ନିଜ ହାତରେ କଠିନ ପରିଶ୍ରମ କରିବାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ଅନ୍ୟମାନଙ୍କର ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବା ।[[rc://en/ta/man/translate/grammar-connect-logic-goal]])
EPH 4 29 abdm grammar-connect-logic-contrast ἀλλ’ 1 but ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଭ୍ରୋଷ୍ଟଗ୍ରସ୍ତ କଥା କହିବା ଉତ୍ତମ କଥା କହିବାର ବିପରୀତ ଅଟେ ଯାହା ଅନ୍ୟମାନଙ୍କୁ ଗଢ଼ିବ ।[[rc://en/ta/man/translate/grammar-connect-logic-contrast]])
EPH 4 29 abdn grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ଅନ୍ୟମାନଙ୍କୁ ସୁଧାରିବାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ଯେଉଁମାନେ ବାକ୍ୟ ଶୁଣନ୍ତି ସେମାନଙ୍କୁ ଅନୁଗ୍ରହ ଦେବା ।[[rc://en/ta/man/translate/grammar-connect-logic-goal]])
EPH 4 29 ab8a figs-abstractnouns ἵνα δῷ χάριν τοῖς ἀκούουσιν 1 so that it might give grace to the hearers **ଅନୁଗ୍ରହ** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ଯେଉଁମାନେ ତୁମ୍ଭକୁ ଶୁଣନ୍ତି ସେମାନେ ଆତ୍ମିକ ଭାବରେ ଉତ୍ସାହିତ ହୋଇପାରିବେ।" [[rc://en/ta/man/translate/figs-abstractnouns]])
EPH 4 30 abck figs-activepassive ἐν ᾧ ἐσφραγίσθητε εἰς ἡμέραν ἀπολυτρώσεως 1 by whom you were sealed for the day of redemption ଏହାକୁ କର୍ତ୍ତୁବଚ୍ୟରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "କାରଣ ସେ ମୁକ୍ତିର ଦିନ ପାଇଁ ତୁମ୍ଭକୁ ମୋହର ଦେଇଛନ୍ତି"[[rc://en/ta/man/translate/figs-activepassive]])
EPH 4 31 abgj figs-abstractnouns κακίᾳ 1 malice ମନ୍ଦ ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ ଯାହା ଏକ ବିଶେଷଣ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ଦୁଷ୍ଟ ହେବା"[[rc://en/ta/man/translate/figs-abstractnouns]])
EPH 4 32 abdo grammar-connect-logic-contrast δὲ 1 Instead ଏହା **ପରିବର୍ତ୍ତେ** ସଂଯୋଗ ଶବ୍ଦ ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । କ୍ରୋଧିତ ଏବଂ ହାନିକାରକ ବିଷୟ କହିବା ପରସ୍ପରକୁ ଦୟାଳୁ ଏବଂ ଭଦ୍ର କଥା କହିବାର ବିପରୀତ ଅଟେ । [[rc://en/ta/man/translate/grammar-connect-logic-contrast]])
EPH 5 1 abdp grammar-connect-logic-result οὖν 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ (<u>ଏଫିସୀୟ 4:</u><u>32</u> ରେ ବର୍ଣ୍ଣିତ) ହେଉଛି ଈଶ୍ଵର ଖ୍ରୀଷ୍ଟଙ୍କ ମାଧ୍ୟମରେ ଆମକୁ କ୍ଷମା କରିଛନ୍ତି । ଫଳାଫଳ (ଏଠାରେ ବର୍ଣ୍ଣିତ) ହେଉଛି ବିଶ୍ୱାସୀମାନେ ଈଶ୍ଵରଙ୍କୁ ତାଙ୍କ ପରି ଅନୁକରଣ କରିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])
EPH 5 3 abdq grammar-connect-logic-contrast δὲ 1 But ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଈଶ୍ଵରଙ୍କ ପାଇଁ ସୁଗନ୍ଧିତ ନୈବେଦ୍ୟ ଏବଂ ବଳି ପାପପୂର୍ଣ୍ଣ କାର୍ଯ୍ୟ ଏବଂ ଚିନ୍ତାଧାରାର ବିପରୀତ ଅଟେ ଯାହା ସାଧୁମାନଙ୍କ ପାଇଁ ଉପଯୁକ୍ତ ନୁହେଁ । ଏକ ସଂଯୋଜକ ଶବ୍ଦ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଏକ ଭିନ୍ନତାକୁ ସୂଚାଏ । [[rc://en/ta/man/translate/grammar-connect-logic-contrast]])
EPH 5 4 abdr grammar-connect-logic-contrast ἀλλὰ μᾶλλον 1 but instead ସଂଯୋଗ ବାକ୍ୟାଂଶ **କିନ୍ତୁ ଏହା ପରିବର୍ତ୍ତେ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ପାପପୂର୍ଣ୍ଣ କାର୍ଯ୍ୟ ଏବଂ ଚିନ୍ତାଧାରା ଈଶ୍ଵରଙ୍କୁ ଧନ୍ୟବାଦ ଦେବାର ବିପରୀତ ଅଟେ । ଏକ ସଂଯୋଜକ ଶବ୍ଦ ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଏକ ଭିନ୍ନତାକୁ ସୂଚାଏ ।[[rc://en/ta/man/translate/grammar-connect-logic-contrast]])
EPH 5 5 abc6 figs-metaphor ἀκάθαρτος 1 unclean ଏଠାରେ **ଅପରିଷ୍କାର** (ମଇଳା) ପାପୀ ହେବାର ଏକ ରୂପକ ଅଟେ ।[[rc://en/ta/man/translate/figs-metaphor]])
EPH 5 6 abds grammar-connect-logic-result γὰρ 1 for **ପାଇଁ** ସଂଯୋଗକାରୀ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । ଫଳାଫଳ ପୂର୍ବରୁ କୁହାଯାଇଛି: ଏଫିସୀୟ ବିଶ୍ୱାସୀମାନେ କାହାକୁ ବ୍ୟର୍ଥ ବାକ୍ୟରେ ପ୍ରତାରଣା କରିବାକୁ ନଦିଅନ୍ତୁ । ତା’ପରେ ଏହାର କାରଣ ଦିଆଯାଇଅଛି: ଈଶ୍ଵରଙ୍କ କ୍ରୋଧ ସେହି ବିଷୟଗୁଡ଼ିକର ବିଚାର କରିବେ । ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ, ଏବଂ ସେଗୁଡ଼ିକୁ କ୍ରମରେ ଉଲ୍ଲେଖ କରନ୍ତୁ ଯାହା ଆପଣଙ୍କ ଭାଷାରେ ସବୁଠାରୁ ସ୍ଵାଭାବିକ ଅଟେ । [[rc://en/ta/man/translate/grammar-connect-logic-result]])
EPH 5 6 ab16 figs-abstractnouns ἔρχεται ἡ ὀργὴ τοῦ Θεοῦ ἐπὶ 1 the wrath of God is coming upon **କ୍ରୋଧ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ଈଶ୍ଵର ନିଶ୍ଚିତ ଭାବରେ ଦଣ୍ଡ ଦେବେ"[[rc://en/ta/man/translate/figs-abstractnouns]])
EPH 5 6 ab73 figs-idiom τοὺς υἱοὺς τῆς ἀπειθείας 1 the sons of disobedience ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ହେଉଛି "ଯେଉଁମାନେ ଅଭ୍ୟାସଗତ ଭାବରେ ଅନାଜ୍ଞାକାରୀ ହୁଅନ୍ତି" କିମ୍ବା "ଯେଉଁମାନେ ଅବମାନନା ଦ୍ୱାରା ବର୍ଣ୍ଣିତ" ବିକଳ୍ପ ଅନୁବାଦ: "ଯେଉଁମାନେ ଈଶ୍ଵରଙ୍କୁ ଅବମାନନା କରନ୍ତି" [[rc://en/ta/man/translate/figs-idiom]])
EPH 5 7 abdt grammar-connect-logic-result οὖν 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । କାରଣ ପରମେଶ୍ୱର ସେହି ଲୋକମାନଙ୍କୁ କ୍ରୋଧରେ ବିଚାର କରିବେ। ଫଳାଫଳ ଏହା ଯେ  ଏଫିସୀୟ ବିଶ୍ୱାସୀମାନେ ଦୁଷ୍ଟ ଲୋକମାନଙ୍କ ସହ ଜଡିତ ହେବା ଉଚିତ୍ ନୁହେଁ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])
EPH 5 8 abdw grammar-connect-logic-result γάρ 1 because ସଂଯୋଗକାରୀ ଶବ୍ଦ **କାରଣ** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । କାରଣ ପୂର୍ବରେ ବର୍ଣ୍ଣିତ (ପଦ.7): ଏଫିସୀୟ ବିଶ୍ୱାସୀମାନେ ମନ୍ଦ ଲୋକମାନଙ୍କ ସହିତ ଜଡିତ ହେବା ଉଚିତ୍ ନୁହେଁ । ଦ୍ୱିତୀୟ କାରଣ ଦିଆଯାଇଛି (ପଦ 8): ଏଫିସୀୟ ବିଶ୍ୱାସୀମାନେ ଆଉ ଅନ୍ଧକାରରେ ନାହାନ୍ତି, କିନ୍ତୁ ବର୍ତ୍ତମାନ ଆଲୋକରେ ଅଛନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହାକି ଆପଣଙ୍କ ଭାଷାରେ ଅତି ସ୍ଵାଭାବିକ କ୍ରମକୁ ବ୍ୟବହାର କରି ଏକ ଫଳାଫଳ ସହିତ ଏକ କାରଣକୁ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])
EPH 5 8 abdu grammar-connect-logic-contrast δὲ 1 but ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଏଫିସୀୟ ବିଶ୍ୱାସୀମାନେ ପୂର୍ବରୁ ଅନ୍ଧକାରରେ ଥିଲେ ଏହା ବର୍ତ୍ତମାନ ଆଲୋକରେ ଅଛନ୍ତି ଯାହା ବର୍ତ୍ତମାନ ସତ୍ୟତାର ବିପରୀତ ଅଟେ ।[[rc://en/ta/man/translate/grammar-connect-logic-contrast]])
EPH 5 8 abc9 figs-simile ὡς τέκνα φωτὸς 1 as children of light ଈଶ୍ଵର ଚାହାଁନ୍ତି ଯେ ଆମେ ତାଙ୍କୁ ଅନୁକରଣ କରିବା କିମ୍ବା ଅନୁସରଣ କରିବା କାରଣ ଆମେ ତାଙ୍କର ଆତ୍ମିକ **ସନ୍ତାନ** ଅଟୁ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ସନ୍ତାନ ଭାବରେ ଯେଉଁମାନେ ସତ୍ୟ ଜାଣନ୍ତି" କିମ୍ବା "କାରଣ ତୁମ୍ଭେ ଈଶ୍ଵରଙ୍କ ସନ୍ତାନ ଏବଂ ସତ୍ୟକୁ ଦେଖ ।"[[rc://en/ta/man/translate/figs-simile]])
EPH 5 9 abdv grammar-connect-logic-result γὰρ 1 for ସଂଯୋଗ ଶବ୍ଦ **ପାଇଁ** କାରଣ ଫଳାଫଳ ସମ୍ପର୍କର କାରଣକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ଆଲୋକର ଫଳ ହେଉଛି ଉତ୍ତମତା ଏବଂ ଧାର୍ମିକତା ଏବଂ ସତ୍ୟ । ଫଳାଫଳ ଏହା ଯେ  ଏଫିସୀୟ ବିଶ୍ୱାସୀମାନେ ଆଲୋକର ସନ୍ତାନ ପରି ଅଚରଣ କରିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ । [[rc://en/ta/man/translate/grammar-connect-logic-result]])
EPH 5 11 abc8 figs-metaphor τοῖς ἔργοις τοῖς ἀκάρποις τοῦ σκότους 1 in the unfruitful works of darkness **ଅନ୍ଧକାର** ଶବ୍ଦ ପ୍ରାୟତଃ ପାପର ପ୍ରତିନିଧିତ୍ୱ ପାଇଁ ବ୍ୟବହୃତ ହୁଏ । ଏହି ପରିପ୍ରେକ୍ଷୀରେ, ଏହି କାର୍ଯ୍ୟଗୁଡ଼ିକ ପାପପୂର୍ଣ୍ଣ ଉଦ୍ଦେଶ୍ୟରୁ ହୋଇଥାଏ । ବିକଳ୍ପ ଅନୁବାଦ: "କାର୍ଯ୍ୟଗୁଡ଼ିକ ମୂଲ୍ୟହୀନ କାରଣ ସେଗୁଡ଼ିକ ପାପପୂର୍ଣ୍ଣ ଉଦ୍ଦେଶ୍ୟରେ କରାଯାଇଥିଲା ।" [[rc://en/ta/man/translate/figs-metaphor]])
EPH 5 11 abdx grammar-connect-logic-contrast μᾶλλον δὲ 1 but rather ଏହି ସଂଯୋଗ ବାକ୍ୟାଂଶ ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଅନ୍ଧକାରର କାର୍ଯ୍ୟରେ ଅଂଶଗ୍ରହଣ କରିବା ସେମାନଙ୍କୁ ପ୍ରକାଶ କରିବାର ବିପରୀତ ଅଟେ ।[[rc://en/ta/man/translate/grammar-connect-logic-contrast]])
EPH 5 12 cd23 writing-pronouns αὐτῶν 1 them ଏଠାରେ, ସେ 5: 6 ରେ ଉଲ୍ଲେଖିତ "ଅବାଧ୍ୟତାର ସନ୍ତାନ" ମାନଙ୍କୁ ଏବଂ 5: 7 ରେ "ସେମାନଙ୍କୁ" ଭାବରେ ମଧ୍ୟ ଉଲ୍ଲେଖିତ । ଏହି ଶବ୍ଦ କେଉଁ ସ୍ଥାନକୁ ସୂଚିତ କରେ ତାହା ଯଦି ସ୍ପଷ୍ଟ ନୁହେଁ, "ଯେଉଁମାନେ ଈଶ୍ଵରଙ୍କୁ ଅବମାନନା କରନ୍ତି" କିମ୍ବା ସମାନ ବାକ୍ୟାଂଶ ବ୍ୟବହାର କରି ଅନୁବାଦ କରନ୍ତୁ । [[rc://en/ta/man/translate/writing-pronouns]])
Can't render this file because it contains an unexpected character in line 2 and column 4496.