Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 14:15:04 +00:00
parent 0631b8eeb6
commit 85c49424aa
1 changed files with 26 additions and 1 deletions

View File

@ -373,4 +373,29 @@ EPH 3 13 abd4 grammar-connect-logic-result διὸ 1 Therefore **ତେଣୁକ
EPH 3 14 abd5 grammar-connect-logic-result τούτου χάριν 1 For this reason ସଂଯୋଗକାରୀ ବାକ୍ୟାଂଶ **ଏହି କାରଣରୁ** ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । କାରଣ ପାଉଲଙ୍କ ଦୁଃଖଭୋଗ ବିଶ୍ଵାସୀମାନଙ୍କ ପାଇଁ ଗୌରବ ଆଣିଲା । ଫଳାଫଳ ଏହା ଯେ ପାଉଲ ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 16 abd7 grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ପାଉଲଙ୍କ ପ୍ରାର୍ଥନାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ଏଫିସୀୟ ବିଶ୍ଵାସୀମାନେ ସେମାନଙ୍କ ବିଶ୍ୱାସ ଏବଂ ପ୍ରେମରେ ଈଶ୍ଵରଙ୍କ ଦ୍ୱାରା ଶକ୍ତିଶାଳୀ ହୁଅନ୍ତୁ ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 3 18 abd8 grammar-connect-logic-result ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ କାରଣ ପ୍ରଭାବ ସମ୍ପର୍କ ପରିଚିତ କରାଏ । କାରଣ ଖ୍ରୀଷ୍ଟ ସେମାନଙ୍କ ହୃଦୟରେ ବାସ କରିବେ । ଫଳାଫଳ ଏହା ଯେ ଏଫିସୀୟ ବିଶ୍ଵାସୀମାନେ ଈଶ୍ଵରଙ୍କ ପ୍ରେମକୁ ଅଧିକ ସଂପୂର୍ଣ୍ଣ ଭାବରେ ଜାଣିବେ ଏବଂ ଈଶ୍ଵରଙ୍କ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହେବେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 18 ef4s figs-metaphor τὸ πλάτος, καὶ μῆκος, καὶ ὕψος, καὶ βάθος 1 the width and length and height and depth ଏହି ରୂପକରେ ପାଉଲ ଏପରି କେତେକ ବିଷୟ ଚିତ୍ରଣ କରନ୍ତି ଯାହା ଶାରୀରିକ କିମ୍ବା ମାପଯୋଗ୍ୟ ନୁହେଁ ଯାହା ଶାରୀରିକ କିନ୍ତୁ ସମସ୍ତ ଦିଗରେ ବିସ୍ତାର ହୋଇଅଛି ଏବଂ ଏହିପରି ବହୁତ ବଡ ଅଟେ । ସମ୍ଭାବ୍ୟ ଅର୍ଥଗୁଡ଼ିକ ହେଲା: (1) ଏହି ଶବ୍ଦଗୁଡ଼ିକ ଆମ ପାଇଁ ଖ୍ରୀଷ୍ଟଙ୍କ ପ୍ରେମର ତୀବ୍ରତାକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଆମକୁ କେତେ ପ୍ରେମ କରନ୍ତି" (2) ଏହି ଶବ୍ଦଗୁଡ଼ିକ ଈଶ୍ଵରଙ୍କ ଜ୍ଞାନର ମହାନତାକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ଈଶ୍ଵର କେତେ ଜ୍ଞାନୀ ଅଟନ୍ତି"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 3 18 ef4s figs-metaphor τὸ πλάτος, καὶ μῆκος, καὶ ὕψος, καὶ βάθος 1 the width and length and height and depth ଏହି ରୂପକରେ ପାଉଲ ଏପରି କେତେକ ବିଷୟ ଚିତ୍ରଣ କରନ୍ତି ଯାହା ଶାରୀରିକ କିମ୍ବା ମାପଯୋଗ୍ୟ ନୁହେଁ ଯାହା ଶାରୀରିକ କିନ୍ତୁ ସମସ୍ତ ଦିଗରେ ବିସ୍ତାର ହୋଇଅଛି ଏବଂ ଏହିପରି ବହୁତ ବଡ ଅଟେ । ସମ୍ଭାବ୍ୟ ଅର୍ଥଗୁଡ଼ିକ ହେଲା: (1) ଏହି ଶବ୍ଦଗୁଡ଼ିକ ଆମ ପାଇଁ ଖ୍ରୀଷ୍ଟଙ୍କ ପ୍ରେମର ତୀବ୍ରତାକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଆମକୁ କେତେ ପ୍ରେମ କରନ୍ତି" (2) ଏହି ଶବ୍ଦଗୁଡ଼ିକ ଈଶ୍ଵରଙ୍କ ଜ୍ଞାନର ମହାନତାକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ଈଶ୍ଵର କେତେ ଜ୍ଞାନୀ ଅଟନ୍ତି"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 3 19 ab4z figs-metaphor ἵνα πληρωθῆτε εἰς πᾶν τὸ πλήρωμα τοῦ Θεοῦ 1 so that you may be filled with all the fullness of God ଏହି ରୂପକରେ, ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କୁ ଏକ ପାତ୍ର ଭାବରେ ଚିତ୍ରଣ କରନ୍ତି ଯେଉଁଥିରେ **ଈଶ୍ଵର** ସ୍ଵୟଂକୁ ଢ଼ାଳି ପାରିବେ । ବିକଳ୍ପ ଅନୁବାଦ: "ଯାହା ଈଶ୍ଵର ତୁମ୍ଭକୁ ଦେବାକୁ ଚାହିଁବା ସେ ତାହା ତୁମ୍ଭକୁ ଦେଇ ପାରିବେ ।"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 3 19 cd4z figs-activepassive ἵνα πληρωθῆτε 1 so that you may be filled ଆପଣ ଏହା କର୍ତ୍ତୁବାଚ୍ୟ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ଯାହାଫଳରେ ଈଶ୍ଵର ତୁମ୍ଭକୁ ପୂର୍ଣ୍ଣ କରିବେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 3 19 ef4z figs-abstractnouns εἰς πᾶν τὸ πλήρωμα τοῦ Θεοῦ 1 with all the fullness of God **ପୂର୍ଣ୍ଣତା** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ସମସ୍ତ ବିଷୟ ସହ ଈଶ୍ଵର ପରିପୂର୍ଣ୍ଣ ଅଟନ୍ତି"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 3 19 abd9 grammar-connect-logic-result ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । କାରଣ ଏଫିସୀୟର ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କ ପ୍ରେମ ଜାଣିବେ । ଫଳାଫଳ ଏହା ଯେ ସେମାନେ ଈଶ୍ଵରଙ୍କ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହେବେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 21 ab12 figs-abstractnouns αὐτῷ ἡ δόξα ἐν τῇ ἐκκλησίᾳ 1 to him be the glory in the church **ଗୌରବ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ। ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଲୋକମାନେ ତାଙ୍କୁ ଗୌରବାନ୍ୱିତ କରନ୍ତି" କିମ୍ବା "ଈଶ୍ଵରଙ୍କ ଲୋକମାନେ ତାଙ୍କ ମହାନତା ପାଇଁ ପ୍ରଶଂସା କରନ୍ତି" UST ଦେଖନ୍ତୁ ।[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 1 abda grammar-connect-logic-result οὖν 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ଈଶ୍ଵର ସମସ୍ତ ପିଢ଼ି ପାଇଁ ମଣ୍ଡଳୀରେ ଗୌରବାନ୍ୱିତ ହେବେ । ଫଳାଫଳ ଏହା ଯେ ବିଶ୍ଵାସୀମାନେ ପ୍ରଭୁଙ୍କ ଉପଯୁକ୍ତ ପଥ ଅନୁସରଣ କରିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 4 1 abc5 τῆς κλήσεως ἧς ἐκλήθητε 1 of the calling by which you were called ଏଠାରେ, **ଆହ୍ୱାନ** ଈଶ୍ଵର ସେମାନଙ୍କୁ ତାଙ୍କର ଲୋକ ହେବାକୁ ମନୋନୀତ କଲେକୁ ସୂଚିତ କରେ । ବିକଳ୍ପ ଅନୁବାଦ: "କାରଣ ଈଶ୍ଵର ତୁମ୍ଭକୁ ତାଙ୍କର ଲୋକ ହେବାକୁ ମନୋନୀତ କରିଛନ୍ତି ।"
EPH 4 3 ab5c figs-abstractnouns τηρεῖν τὴν ἑνότητα τοῦ Πνεύματος ἐν τῷ συνδέσμῳ τῆς εἰρήνης 1 to keep the unity of the Spirit in the bond of peace **ଏକତା** ଏବଂ **ଶାନ୍ତି** ଶବ୍ଦଗୁଡ଼ିକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ପରସ୍ପର ସହିତ ଶାନ୍ତିରେ ବଞ୍ଚିବା ଏବଂ ଆତ୍ମାଙ୍କ ଅନୁସାରେ ଏକତାରେ ବଞ୍ଚିବା"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 7 abbw figs-abstractnouns ἑνὶ…ἑκάστῳ ἡμῶν ἐδόθη ἡ χάρις 1 to each one of us grace has been given **ଅନୁଗ୍ରହ** ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ ଯାହା ଏଠାରେ ଈଶ୍ଵରଙ୍କର ଉପହାରକୁ ସୂଚିତ କରେ । ବିକଳ୍ପ ଅନୁବାଦ: "ଈଶ୍ଵର ପ୍ରତ୍ୟେକ ବିଶ୍ଵାସୀମାନଙ୍କୁ ଏକ ଉପହାର ଦେଇଛନ୍ତି"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 8 abdb grammar-connect-logic-result διὸ 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । କାରଣ ପ୍ରତ୍ୟେକ ବିଶ୍ୱାସୀମାନଙ୍କୁ ଆତ୍ମିକ ଉପହାର ଦିଆଯାଇଛି । ଏହାର ଫଳାଫଳ ଏହା ଯେ  ଶାସ୍ତ୍ର କହେ ଯେ ଯୀଶୁ ମନୁଷ୍ୟମାନଙ୍କୁ ଉପହାର ଦେଇଥିଲେ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 4 13 ab6a figs-abstractnouns καταντήσωμεν οἱ πάντες εἰς τὴν ἑνότητα τῆς πίστεως 1 we all reach to the unity of the faith **ବିଶ୍ୱାସ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ବିଶ୍ୱାସୀ ଭାବରେ ଏକତ୍ର"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 13 cd6a figs-abstractnouns τῆς ἐπιγνώσεως τοῦ Υἱοῦ τοῦ Θεοῦ 1 the knowledge of the Son of God **ଜ୍ଞାନ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ପୁତ୍ରଙ୍କୁ ସମସ୍ତେ ଜାଣନ୍ତି"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 14 abdc grammar-connect-logic-goal ἵνα 1 so that ବାକ୍ୟାଂଶ **ତେଣୁ ତାହା** ସଂଯୋଗ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ମଣ୍ଡଳୀରେ ଥିବା ପ୍ରତିଭାପ୍ରାପ୍ତ ଲୋକମାନଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ସମସ୍ତ ବିଶ୍ୱାସୀମାନଙ୍କୁ ଆତ୍ମିକ ପରିପକ୍ୱତା ଆଣିବା ଅଟେ ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 4 15 abdd grammar-connect-logic-contrast δὲ 1 Instead ଏହା **ପରିବର୍ତ୍ତେ** ସଂଯୋଗ ଶବ୍ଦ ଏକ ପରବର୍ତ୍ତୀ ସମ୍ପର୍କକୁ ଉପସ୍ଥାପନ କରେ । ପ୍ରତ୍ୟେକ ପରିବର୍ତ୍ତନଶୀଳ ଶିକ୍ଷା ଅନୁସରଣ କରିବା ଖ୍ରୀଷ୍ଟଙ୍କ ପରିପକ୍ୱତା ଏବଂ ତାଙ୍କ ଶରୀରରେ ଗଢିବାର ବିପରୀତ ଅଟେ । ଆପଣଙ୍କ ଭାଷାରେ ଏକ ଶବ୍ଦ ବ୍ୟବହାର କରନ୍ତୁ ଯାହା ବିପରୀତକୁ ସୂଚିତ କରେ ।[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 4 15 ab88 figs-abstractnouns ἀληθεύοντες 1 speaking the truth **ସତ୍ୟ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ସତ୍ୟ କହିବା"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 16 ab7f grammar-connect-logic-goal εἰς οἰκοδομὴν ἑαυτοῦ ἐν ἀγάπῃ 1 for building up itself in love **ପାଇଁ** ଶବ୍ଦଟି ଏକ ଉଦ୍ଦେଶ୍ୟପୂର୍ଣ୍ଣ ଧାରାକୁ ସୂଚିତ କରେ । ସମସ୍ତ ବିଶ୍ୱାସୀମାନଙ୍କ ଉଦ୍ଦେଶ୍ୟ, ଗୋଟିଏ ମାନବ ଶରୀରର ସଦସ୍ୟ ଭାବରେ, ପରସ୍ପରକୁ ଭଲ ପାଇବା ଏବଂ ଈଶ୍ଵରଙ୍କୁ ପ୍ରେମ କରିବାର କ୍ଷମତା ବୃଦ୍ଧି କରିବା । ଆପଣଙ୍କ ଭାଷାରେ ଏକ ଶବ୍ଦ ବ୍ୟବହାର କରନ୍ତୁ ଯାହା ଏହାକୁ ଏକ ଉଦ୍ଦେଶ୍ୟପୂର୍ଣ୍ଣ ଧାରା ଭାବରେ ଚିହ୍ନିତ କରେ ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 4 16 abff figs-abstractnouns ἐν ἀγάπῃ 1 in love **ପ୍ରେମ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ସଦସ୍ୟମାନେ ପରସ୍ପରକୁ ଭଲ ପାଆନ୍ତି" କିମ୍ବା "ପରସ୍ପରକୁ ଅଧିକ ଭଲ ପାଇବାକୁ ସକ୍ଷମ ହେବା"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 17 abde grammar-connect-logic-result οὖν 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । କାରଣ ଖ୍ରୀଷ୍ଟ ଚାହାଁନ୍ତି ଯେ ପ୍ରତ୍ୟେକ ବିଶ୍ଵାସୀ ଆତ୍ମିକ ପରିପକ୍ୱ ହୁଅନ୍ତୁ ଏବଂ ଅନ୍ୟ ବିଶ୍ୱାସୀମାନଙ୍କ ସେବା କରନ୍ତୁ । ଫଳାଫଳ ଏହା ଯେ  ଏଫିସୀୟ ବିଶ୍ୱାସୀମାନେ ଆଉ ଅଣଯିହୁଦୀମାନଙ୍କ କାର୍ଯ୍ୟ ଭାବରେ କାର୍ଯ୍ୟ କରିବା ଉଚିତ୍ ନୁହେଁ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 4 17 abr8 ἐν Κυρίῳ 1 in the Lord ଏହାର ଅର୍ଥ ହୋଇପାରେ: (1) ଏହା ପ୍ରଭୁଙ୍କ ଅଧିକାରକୁ ବୁଝାଏ । (2) ଏହାର ଅର୍ଥ ହୋଇପାରେ ଯେ ଆମେ ସମସ୍ତେ ପ୍ରଭୁଙ୍କର ଅଟୁ ।
EPH 4 18 abci figs-activepassive ἐσκοτωμένοι τῇ διανοίᾳ 1 They have been darkened in their understanding ଏହାକୁ କର୍ତ୍ତୁବଚ୍ୟରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ସେମାନଙ୍କର ଚିନ୍ତାଧାରାର ଅନ୍ଧକାର ହୋଇଯାଇଛି" କିମ୍ବା "ସେମାନେ ଆଉ ସ୍ପଷ୍ଟ ଭାବରେ ଚିନ୍ତା କରନ୍ତି ନାହିଁ” କିମ୍ବା “ସ୍ପଷ୍ଟ ଭାବରେ ଯୁକ୍ତି କରନ୍ତି ନାହିଁ" କିମ୍ବା "ସେମାନେ ବୁଝିବାକୁ ସକ୍ଷମ ନୁହଁନ୍ତି" [[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 4 18 abdf grammar-connect-logic-result διὰ 1 because of ସଂଯୋଗକାରୀ ଶବ୍ଦ **କାରଣ** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । ପ୍ରଥମ କାରଣ ଏହା ଯେ ସେମାନେ ଏହି ବିଷୟରେ ଅବଗତ ନୁହଁନ୍ତି । ଫଳାଫଳ ଏହା ଯେ ଅଣଯିହୁଦୀମାନେ ଈଶ୍ଵରଙ୍କଠାରୁ ପୃର୍ଥକ ଅଟନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 4 18 abdg grammar-connect-logic-result διὰ 2 because of ସଂଯୋଗକାରୀ ଶବ୍ଦ **କାରଣ** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । ଦ୍ୱିତୀୟ କାରଣ ଏହା ଯେ ସେମାନଙ୍କର ହୃଦୟ କଠିନ । ଫଳାଫଳ ଏହା ଯେ ଅଣଯିହୁଦୀମାନେ ଈଶ୍ଵରଙ୍କଠାରୁ ପୃର୍ଥକ ଅଟନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 4 20 abdh grammar-connect-logic-contrast δὲ 1 But ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଅଣଯିହୁଦୀମାନଙ୍କ ପାପପୂର୍ଣ୍ଣ ଜୀବନ, ପାଉଲ ଏଫିସୀୟମାନଙ୍କୁ ଯୀଶୁଙ୍କ ସତ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ଶିଖାଇଥିବା ବିଷୟର ବିପରୀତ ଅଟେ । ଆପଣଙ୍କ ଭାଷାରେ ଏକ ସଂଯୋଗକାରୀ ଶବ୍ଦ ବ୍ୟବହାର କରନ୍ତୁ ଯାହା ଏଠାରେ ଏକ ଭିନ୍ନତାକୁ ଚିହ୍ନିତ କରେ ।[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 4 24 abc7 figs-metaphor ἐνδύσασθαι τὸν καινὸν ἄνθρωπον 1 to put on the new man ପାଉଲ ଜୀବନ ଯାପନ ବିଷୟରେ କହିବା ଜାରି ରଖନ୍ତି ଯେପରି ଏହା ଜଣେ ବ୍ୟକ୍ତି, ଏବଂ ଏହା ମଧ୍ୟ ପୋଷାକ, ଯାହା ଦ୍ଵାରା ଜଣେ **ନୂତନ** ବ୍ୟକ୍ତିଙ୍କୁ ପୋଷାକ **ପରିଧାନ** କରିପାରିବ । ବିକଳ୍ପ ଅନୁବାଦ: "ଏକ ନୂତନ ବ୍ୟକ୍ତି ହୁଅ" କିମ୍ବା "ଏକ ନୂତନ ଉପାୟରେ ଜୀବନଯାପନ କର" ।[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 4 25 abdi grammar-connect-logic-result διὸ 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ, ଈଶ୍ଵର ବିଶ୍ୱାସୀମାନଙ୍କୁ ନୂତନ, ପବିତ୍ର ଲୋକ ଭାବରେ ସୃଷ୍ଟି କରିଛନ୍ତି । ଫଳାଫଳ ଏହା ଯେ  ସେମାନେ ପୂର୍ବ ପରି ଅନୈତିକ ବ୍ୟବହାର କରିବା ବନ୍ଦ କରିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
Can't render this file because it contains an unexpected character in line 2 and column 4496.