Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 14:05:56 +00:00
parent aa5b739a87
commit 0631b8eeb6
1 changed files with 26 additions and 1 deletions

View File

@ -348,4 +348,29 @@ EPH 2 2 ab80 figs-metaphor ἐν αἷς ποτε περιεπατήσατε 1 i
EPH 2 2 ab9y figs-idiom τοῖς υἱοῖς τῆς ἀπειθείας 1 the sons of disobedience "ଯେଉଁମାନେ ନିୟମିତ ଭାବରେ ଈଶ୍ଵରଙ୍କୁ ଅବମାନନା କରନ୍ତି"[[rc://en/ta/man/translate/figs-idiom]])ଦେଖନ୍ତୁ)
EPH 2 4 abco grammar-connect-logic-contrast δὲ 1 But ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଈଶ୍ଵରଙ୍କ ପ୍ରେମ ଏବଂ ଦୟା ଏଫିସୀୟମାନେ ଈଶ୍ଵରଙ୍କୁ ବିଶ୍ଵାସ କରିବା ପୂର୍ବରୁ ବଞ୍ଚିଥିବା ମନ୍ଦ ମାର୍ଗର ସମ୍ପୂର୍ଣ୍ଣ ବିପରୀତ ଅଟେ ।[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 2 5 abkm figs-abstractnouns χάριτί ἐστε σεσῳσμένοι 1 by grace you have been saved **ଅନୁଗ୍ରହ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ତୁମ୍ଭ ପ୍ରତି ଅତି ଦୟାଳୁ ହୋଇ ଈଶ୍ଵର ତୁମ୍ଭକୁ ଉଦ୍ଧାର କଲେ" କିମ୍ବା "ଈଶ୍ଵର ତୁମ୍ଭକୁ ଏକ ମୁକ୍ତ ଉପହାର ଭାବରେ ଉଦ୍ଧାର କଲେ" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 2 6 abch figs-pastforfuture συνήγειρεν 1 raised us up with him ଏହାର ଅର୍ଥ ହୋଇପାରେ: (1) କାରଣ ଈଶ୍ଵର ଖ୍ରୀଷ୍ଟଙ୍କୁ ପୁନରୁତ୍ଥାନ କରିଛନ୍ତି, ଈଶ୍ଵର ପାଉଲ ଏବଂ ଏଫିସରେ ବିଶ୍ଵାସୀମାନଙ୍କୁ ନୂତନ ଆତ୍ମିକ ଜୀବନ ପ୍ରଦାନ କରିଛନ୍ତି । ବିକଳ୍ପ ଅନୁବାଦ: "ଈଶ୍ଵର ଆମ୍ଭମାନଙ୍କୁ ନୂତନ ଜୀବନ ଦେଇଛନ୍ତି କାରଣ ଆମ୍ଭେମାନେ ଖ୍ରୀଷ୍ଟଙ୍କର ଅଟୁ" (2) କାରଣ ଈଶ୍ଵର ଖ୍ରୀଷ୍ଟଙ୍କୁ ପୁନରୁତ୍ଥାନ କରିଛନ୍ତି, ଏଫିସରେ ବିଶ୍ଵାସୀମାନେ ଜାଣିପାରିବେ ଯେ ସେମାନେ ମୃତ୍ୟୁ ପରେ ଖ୍ରୀଷ୍ଟଙ୍କ ସହିତ ରହିବେ, ଏବଂ ପାଉଲ କହନ୍ତି ଯେ ବିଶ୍ଵାସୀମାନେ ପୁନର୍ବାର ଜୀବନଯାପନ କରୁଛନ୍ତି ଯେପରି ଏହା ପୂର୍ବରୁ ହୋଇସାରିଛି । ବିକଳ୍ପ ଅନୁବାଦ: "ଆମ୍ଭେମାନେ ନିଶ୍ଚିତ ହୋଇପାରିବା ଯେ ଈଶ୍ଵର ଖ୍ରୀଷ୍ଟଙ୍କୁ ପୁନରୁତ୍ଥିତ କରିଥିବାରୁ ଆମ୍ଭମାନଙ୍କୁ ଜୀବନ ପ୍ରଦାନ କରିବେ ।"[[rc://en/ta/man/translate/figs-pastforfuture]])ଦେଖନ୍ତୁ)
EPH 2 6 abch figs-pastforfuture συνήγειρεν 1 raised us up with him ଏହାର ଅର୍ଥ ହୋଇପାରେ: (1) କାରଣ ଈଶ୍ଵର ଖ୍ରୀଷ୍ଟଙ୍କୁ ପୁନରୁତ୍ଥାନ କରିଛନ୍ତି, ଈଶ୍ଵର ପାଉଲ ଏବଂ ଏଫିସରେ ବିଶ୍ଵାସୀମାନଙ୍କୁ ନୂତନ ଆତ୍ମିକ ଜୀବନ ପ୍ରଦାନ କରିଛନ୍ତି । ବିକଳ୍ପ ଅନୁବାଦ: "ଈଶ୍ଵର ଆମ୍ଭମାନଙ୍କୁ ନୂତନ ଜୀବନ ଦେଇଛନ୍ତି କାରଣ ଆମ୍ଭେମାନେ ଖ୍ରୀଷ୍ଟଙ୍କର ଅଟୁ" (2) କାରଣ ଈଶ୍ଵର ଖ୍ରୀଷ୍ଟଙ୍କୁ ପୁନରୁତ୍ଥାନ କରିଛନ୍ତି, ଏଫିସରେ ବିଶ୍ଵାସୀମାନେ ଜାଣିପାରିବେ ଯେ ସେମାନେ ମୃତ୍ୟୁ ପରେ ଖ୍ରୀଷ୍ଟଙ୍କ ସହିତ ରହିବେ, ଏବଂ ପାଉଲ କହନ୍ତି ଯେ ବିଶ୍ଵାସୀମାନେ ପୁନର୍ବାର ଜୀବନଯାପନ କରୁଛନ୍ତି ଯେପରି ଏହା ପୂର୍ବରୁ ହୋଇସାରିଛି । ବିକଳ୍ପ ଅନୁବାଦ: "ଆମ୍ଭେମାନେ ନିଶ୍ଚିତ ହୋଇପାରିବା ଯେ ଈଶ୍ଵର ଖ୍ରୀଷ୍ଟଙ୍କୁ ପୁନରୁତ୍ଥିତ କରିଥିବାରୁ ଆମ୍ଭମାନଙ୍କୁ ଜୀବନ ପ୍ରଦାନ କରିବେ ।"[[rc://en/ta/man/translate/figs-pastforfuture]])ଦେଖନ୍ତୁ)
EPH 2 6 ab11 figs-pastforfuture συνεκάθισεν 1 seated us with him ପାଉଲ ବିଶ୍ଵାସୀମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି, ଯେଉଁମାନେ ଖ୍ରୀଷ୍ଟଙ୍କ ସହିତ ସ୍ୱର୍ଗରେ ପୂର୍ବରୁ **ଉପବିଷ୍ଟ** ଅଛନ୍ତି, କାରଣ ଏହା ଭବିଷ୍ୟତରେ ଘଟିବ, ଅତୀତରେ ଖ୍ରୀଷ୍ଟଙ୍କ ଦ୍ୱାରା ନିଶ୍ଚିତ କରାଯାଇଅଛି । ବିକଳ୍ପ ଅନୁବାଦ: "ସତେ ଯେପରି ଈଶ୍ଵର ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହ ପୂର୍ବରୁ ଉପବିଷ୍ଟ କରିଅଛନ୍ତି"[[rc://en/ta/man/translate/figs-pastforfuture]])ଦେଖନ୍ତୁ)
EPH 2 7 abcp grammar-connect-logic-goal ἵνα 1 so that **ତେଣୁ ତାହା** ବାକ୍ୟାଂଶ ସଂଯୋଗ କରି ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ଈଶ୍ଵରଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ  ବିଶ୍ଵାସୀମାନଙ୍କୁ ଉନ୍ନତ କରିବା ଏବଂ ସେମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସ୍ୱର୍ଗରେ ରଖିବା, ଖ୍ରୀଷ୍ଟଙ୍କଠାରେ ତାଙ୍କର ଅନୁଗ୍ରହର ପରିମାଣ ପ୍ରକାଶ କରିବା ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 2 8 abcq grammar-connect-logic-result γὰρ 1 For ସଂଯୋଗକାରୀ ଶବ୍ଦ **ପାଇଁ**  ଏକ କାରଣ-ପ୍ରଭାବ ସମ୍ପର୍କକୁ ପରିଚିତ କରାଏ । ଏହାର କାରଣ ଏହା ଯେ ଏଫିସୀୟମାନେ ସେମାନଙ୍କର ଉତ୍ତମ କାର୍ଯ୍ୟ ଦ୍ୱାରା ନୁହେଁ, ଈଶ୍ଵରଙ୍କ ଦ୍ୱାରା ଉଦ୍ଧାର ହୋଇଥିଲେ । ଫଳାଫଳ ଏହା ଯେ ଲୋକମାନେ ଖ୍ରୀଷ୍ଟଙ୍କଠାରେ ଆମ ଉପରେ ଈଶ୍ଵରଙ୍କ ଅନୁଗ୍ରହ ଦେଖିବେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 2 8 abpc figs-abstractnouns τῇ γὰρ χάριτί ἐστε σεσῳσμένοι 1 For by grace you have been saved **ଅନୁଗ୍ରହ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ଈଶ୍ଵର ତୁମ୍ଭକୁ ଏକ ମୁକ୍ତ ଉପହାର ଭାବରେ ଉଦ୍ଧାର କଲେ" କିମ୍ବା "ତାଙ୍କର ଅପାର ଦୟା ହେତୁ ଈଶ୍ଵର ତୁମ୍ଭକୁ ଉଦ୍ଧାର କଲେ" <u>ଏଫିସୀୟ 2:5</u> ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ତାହା ଦେଖନ୍ତୁ । [[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 2 9 abcr grammar-connect-logic-goal ἵνα 1 so that ବାକ୍ୟାଂଶ **ତେଣୁ ତାହା** ସଂଯୋଗ କରି ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ଈଶ୍ଵରଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ବିଶ୍ଵାସୀମାନଙ୍କୁ ସେମାନଙ୍କ କାର୍ଯ୍ୟ ଅପେକ୍ଷା ଅନୁଗ୍ରହ ଦ୍ୱାରା ବଞ୍ଚାଇବା, ଯାହା ଦ୍ଵାରା କେହି ଗର୍ବ କରିବା ଉଚିତ୍ ନୁହେଁ ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 2 10 abcs grammar-connect-logic-result γάρ 1 For ସଂଯୋଗକାରୀ ଶବ୍ଦ **ପାଇଁ** ଏକ କାରଣ-ପ୍ରଭାବ ସମ୍ପର୍କକୁ ପରିଚିତ କରାଏ । ଏହାର କାରଣ ଏହା ଈଶ୍ଵର ଯିଏ ଆମକୁ କୌଣସି ଉତ୍ତମ କାମ କରିବା ପାଇଁ ସୃଷ୍ଟି କରିଛନ୍ତି । ଫଳାଫଳ ଏହା ଯେ ଲୋକମାନେ ଗର୍ବ କରିପାରିବେ ନାହିଁ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 2 10 abd0 grammar-connect-logic-goal ἵνα 1 so that ସଂଯୋଗ  ବାକ୍ୟାଂଶ **ତେଣୁ ତାହା**  ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ଈଶ୍ଵର ଯେପରି ଆମ୍ଭକୁ ସୃଷ୍ଟି କରିଛନ୍ତି ତାହାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ଯେପରି ଆମେ ଉତ୍ତମ କାର୍ଯ୍ୟ କରିବା ଯାହା ସେ ଆମେ କରୂ ବୋଲି ଚାହାନ୍ତି ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 2 11 abct grammar-connect-logic-result διὸ 1 Therefore **ତେଣୁକରି** ସଂଯୋଗ  ଶବ୍ଦ ଏକ କାରଣ-ପ୍ରଭାବ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ସେମାନେ ସ୍ଵୟଂ କରିଥିବା କର୍ମ ଦ୍ୱାରା ନୁହେଁ ବରଂ ଈଶ୍ଵରଙ୍କ ଦ୍ୱାରା ଉଦ୍ଧାର ହୋଇଥିଲେ । ଫଳାଫଳ ଏହା ଯେ ଏଫିସୀୟମାନେ ମନେ ରଖିବେ ଯେ ସେମାନେ ଥରେ ଈଶ୍ଵରଙ୍କଠାରୁ ପୃଥକ ଥିଲେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 2 12 abcz grammar-connect-logic-result ὅτι 1 For ସଂଯୋଗକାରୀ ଶବ୍ଦ **ପାଇଁ** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । କାରଣ ସେମାନେ ସୁନ୍ନତ ହୋଇଥିବା ଯିହୁଦୀମାନଙ୍କର ଅଂଶ ନୁହଁନ୍ତି। ଏହାର ପରିଣାମ ଏହା ଯେ ଯେ ବିଜାତୀ ଏଫିସୀୟମାନେ ଈଶ୍ଵରଙ୍କଠାରୁ ପୃଥକ ଥିଲେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 2 13 abcw grammar-connect-logic-contrast δὲ 1 But ସଂଯୋଗକାରୀ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଏଫିସୀୟ ବିଜାତୀ ବିଶ୍ଵାସୀମାନଙ୍କ ବର୍ତ୍ତମାନର ସ୍ଥିତି, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି, ସେମାନେ ଈଶ୍ଵରଙ୍କ ନିକଟତର ଅଟନ୍ତି । ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ଈଶ୍ଵରଙ୍କଠାରୁ ପୃଥକ ଥିବା ସେମାନଙ୍କର ପୂର୍ବ ସ୍ଥିତିର ବିପରୀତ ଅଟେ ।[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 2 14 abcv grammar-connect-logic-result γάρ 1 For ସଂଯୋଗକାରୀ ଶବ୍ଦ **ପାଇଁ** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । ଏହାର କାରଣ ଏହା ଯେ ଖ୍ରୀଷ୍ଟ ସ୍ଵୟଂ ଯିହୁଦୀ ବିଶ୍ଵାସୀମାନଙ୍କ ସହିତ ଯୋଗ ଦେଇଥିଲେ । ଫଳାଫଳ ଏହା ଯେ ଏଫିସୀୟ ବିଜାତୀ ବିଶ୍ଵାସୀମାନେ ଈଶ୍ଵରଙ୍କ ନିକଟତର ଥିଲେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 2 15 abcx grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ଯିହୁଦୀ ଏବଂ ବିଜାତୀମାନଙ୍କୁ ଏକତ୍ର କରିବା ପାଇଁ ଖ୍ରୀଷ୍ଟଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଥିଲା ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 2 16 abc0 figs-metaphor ἐν ἑνὶ σώματι 1 as one body ମଣ୍ଡଳୀ ପ୍ରାୟତଃ ଖ୍ରୀଷ୍ଟଙ୍କ **ଶରୀରକୁ** ଏହାର ମସ୍ତକ ଭାବରେ ଚିତ୍ରଣ କରିଥାଏ । ଏଠାରେ ଏହା ଉଭୟ ଯିହୁଦୀ ଏବଂ ବିଜାତୀମାନଙ୍କୁ ନେଇ ଗଠିତ ।[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 2 18 abcu grammar-connect-logic-result ὅτι 1 for **ପାଇଁ** ସଂଯୋଗକାରୀ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । କାରଣ ସେ ସ୍ଵୟଂ ହିଁ ଯିହୁଦୀ ଏବଂ ଅଣଯିହୁଦୀମାନଙ୍କୁ ପିତାଙ୍କ ନିକଟକୁ ଆସିବାକୁ ସକ୍ଷମ କରାଇଲେ । ଫଳାଫଳ ଏହା ଯେ ଖ୍ରୀଷ୍ଟ ଉଭୟ ଯିହୁଦୀ ଏବଂ ଅଣଯିହୁଦୀମାନଙ୍କୁ ଶାନ୍ତି ଘୋଷଣା କରିଥିଲେ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 2 19 abcy grammar-connect-logic-result ἄρα οὖν 1 So then ସଂଯୋଗକାରୀ ବାକ୍ୟାଂଶ **ତା’ପରେ** ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । କାରଣ ଖ୍ରୀଷ୍ଟ ସେମାନଙ୍କୁ ଆତ୍ମା ​​ମାଧ୍ୟମରେ ଈଶ୍ଵରଙ୍କ ନିକଟରେ ପ୍ରବେଶ କରିବାକୁ ସୁଯୋଗ ଦେଇଥିଲେ । ଫଳାଫଳ ଏହା ଯେ ଯେ ଏଫିସୀୟ ବିଶ୍ଵାସୀମାନେ ଆଉ ଈଶ୍ଵରଙ୍କଠାରୁ ପୃଥକ ନୁହଁନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 2 19 abd1 figs-doublet ξένοι καὶ πάροικοι 1 strangers and foreigners **ଅପରିଚିତ** ଏବଂ **ବିଦେଶୀ** ଶବ୍ଦର ଅର୍ଥ ସମାନ ଅଟେ ଏବଂ ଏହାକୁ ଏକତ୍ର ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: "ଯେଉଁମାନଙ୍କର ଈଶ୍ଵରଙ୍କ ସହିତ କୌଣସି ସମ୍ପର୍କ ନଥିଲା"[[rc://en/ta/man/translate/figs-doublet]])ଦେଖନ୍ତୁ)
EPH 2 19 abd2 grammar-connect-logic-contrast ἀλλὰ 1 Instead ଏହା **ପରିବର୍ତ୍ତେ** ସଂଯୋଗ ଶବ୍ଦ ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଈଶ୍ଵରଙ୍କଠାରୁ ଏଫିସୀୟମାନଙ୍କର ଅତୀତର ପୃଥକତା ଈଶ୍ଵରଙ୍କ ରାଜ୍ୟର ନାଗରିକ ତଥା ତାଙ୍କ ପରିବାରର ସଦସ୍ୟ ଭାବରେ ସେମାନଙ୍କର ବର୍ତ୍ତମାନର ସ୍ଥିତି ସହିତ ଭିନ୍ନ ଅଟେ ।[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 3 1 abd6 figs-explicit τούτου χάριν 1 For this reason ଏହାର କାରଣ କ’ଣ ଆପଣ ତାହା ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: "ତୁମ୍ଭ ଉପରେ ଈଶ୍ଵରଙ୍କ ଅନୁଗ୍ରହ ହେତୁ" UST ପରି ଆପଣ ଏଠାରେ ଫଳାଫଳ ମଧ୍ୟ ସ୍ପଷ୍ଟ କରିପାରିବେ, ଯେହେତୁ ପାଉଲ 3:14 ପର୍ଯ୍ୟନ୍ତ ଫଳାଫଳ ଦର୍ଶାଇ ନାହାଁନ୍ତି, ଯେହେତୁ ସେ ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତି।[[rc://en/ta/man/translate/figs-explicit]])ଦେଖନ୍ତୁ)
EPH 3 10 abd3 grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ପାଉଲଙ୍କୁ ମଣ୍ଡଳୀର ରହସ୍ୟ ପ୍ରକାଶ କରିବା ପାଇଁ ଈଶ୍ଵରଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ସ୍ୱର୍ଗୀୟ ଶାସକମାନଙ୍କୁ ଈଶ୍ଵରଙ୍କ ଜ୍ଞାନ ଦେଖିବାରେ ସକ୍ଷମ କରିବା ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 3 12 ab6c figs-hendiadys τὴν παρρησίαν καὶ προσαγωγὴν 1 the boldness and access ଏହି ଦୁଇଟି ଶବ୍ଦ ଏକ ଧାରଣା ପ୍ରକାଶ କରିବାକୁ ଏକତ୍ର କାର୍ଯ୍ୟ କରେ: “ସାହସ ଅଧିକାର” କିମ୍ବା “ପ୍ରବେଶ କରିବାକୁ ସାହସ” ।[[rc://en/ta/man/translate/figs-hendiadys]])ଦେଖନ୍ତୁ)
EPH 3 13 abd4 grammar-connect-logic-result διὸ 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ବିଶ୍ଵାସୀମାନେ ବିଶ୍ଵାସ ସହିତ ଖ୍ରୀଷ୍ଟଙ୍କ ନିକଟରେ ପ୍ରବେଶ କରନ୍ତି । ଫଳାଫଳ ଏହା ଯେ ବିଶ୍ଵାସୀମାନେ ନିରାଶ ହେବେ ନାହିଁ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 14 abd5 grammar-connect-logic-result τούτου χάριν 1 For this reason ସଂଯୋଗକାରୀ ବାକ୍ୟାଂଶ **ଏହି କାରଣରୁ** ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । କାରଣ ପାଉଲଙ୍କ ଦୁଃଖଭୋଗ ବିଶ୍ଵାସୀମାନଙ୍କ ପାଇଁ ଗୌରବ ଆଣିଲା । ଫଳାଫଳ ଏହା ଯେ ପାଉଲ ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 16 abd7 grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ପାଉଲଙ୍କ ପ୍ରାର୍ଥନାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ଏଫିସୀୟ ବିଶ୍ଵାସୀମାନେ ସେମାନଙ୍କ ବିଶ୍ୱାସ ଏବଂ ପ୍ରେମରେ ଈଶ୍ଵରଙ୍କ ଦ୍ୱାରା ଶକ୍ତିଶାଳୀ ହୁଅନ୍ତୁ ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 3 18 abd8 grammar-connect-logic-result ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ କାରଣ ପ୍ରଭାବ ସମ୍ପର୍କ ପରିଚିତ କରାଏ । କାରଣ ଖ୍ରୀଷ୍ଟ ସେମାନଙ୍କ ହୃଦୟରେ ବାସ କରିବେ । ଫଳାଫଳ ଏହା ଯେ ଏଫିସୀୟ ବିଶ୍ଵାସୀମାନେ ଈଶ୍ଵରଙ୍କ ପ୍ରେମକୁ ଅଧିକ ସଂପୂର୍ଣ୍ଣ ଭାବରେ ଜାଣିବେ ଏବଂ ଈଶ୍ଵରଙ୍କ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହେବେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 18 ef4s figs-metaphor τὸ πλάτος, καὶ μῆκος, καὶ ὕψος, καὶ βάθος 1 the width and length and height and depth ଏହି ରୂପକରେ ପାଉଲ ଏପରି କେତେକ ବିଷୟ ଚିତ୍ରଣ କରନ୍ତି ଯାହା ଶାରୀରିକ କିମ୍ବା ମାପଯୋଗ୍ୟ ନୁହେଁ ଯାହା ଶାରୀରିକ କିନ୍ତୁ ସମସ୍ତ ଦିଗରେ ବିସ୍ତାର ହୋଇଅଛି ଏବଂ ଏହିପରି ବହୁତ ବଡ ଅଟେ । ସମ୍ଭାବ୍ୟ ଅର୍ଥଗୁଡ଼ିକ ହେଲା: (1) ଏହି ଶବ୍ଦଗୁଡ଼ିକ ଆମ ପାଇଁ ଖ୍ରୀଷ୍ଟଙ୍କ ପ୍ରେମର ତୀବ୍ରତାକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଆମକୁ କେତେ ପ୍ରେମ କରନ୍ତି" (2) ଏହି ଶବ୍ଦଗୁଡ଼ିକ ଈଶ୍ଵରଙ୍କ ଜ୍ଞାନର ମହାନତାକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ଈଶ୍ଵର କେତେ ଜ୍ଞାନୀ ଅଟନ୍ତି"[[rc://en/ta/man/translate/figs-metaphor]])ଦେଖନ୍ତୁ)
Can't render this file because it contains an unexpected character in line 2 and column 4496.