Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-21 09:02:10 +00:00
parent 32a94bce26
commit cabb284dcc
1 changed files with 10 additions and 10 deletions

View File

@ -174,18 +174,18 @@ RUT 3 9 wj9e אֲמָתֶ֔⁠ךָ -1 your female servant ରୂତ ବୋୟ
RUT 3 9 xp1b ଅଳଙ୍କାରିକ-ରୂଢ଼ି וּ⁠פָרַשְׂתָּ֤ כְנָפֶ֨⁠ךָ֙ עַל־אֲמָ֣תְ⁠ךָ֔ 1 And you can spread the edge of your cloak over your female servant ବିବାହ ପାଇଁ ଏହା ଏକ ସାଂସ୍କୃତିକ ରୂଢ଼ି ଥିଲା। ବିକଳ୍ପ ଅନୁବାଦ "ଦୟାକରି ମୋତେ ବିବାହ କରନ୍ତୁ" [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 3 9 l5g4 גֹאֵ֖ל 1 a kinsman-redeemer 2:20 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
RUT 3 10 bjw9 הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן מִן־הָ⁠רִאשׁ֑וֹן 1 You have made your covenant faithfulness better at the end than at the beginning **ତୁମ୍ଭେ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ସ୍ନେହପୂର୍ଣ୍ଣ କରୁଣା** **ଦେଖାଇଅଛ**
RUT 3 10 e7ka הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן 1 You have made your covenant faithfulness better at the end ରୂତ ବୋୟଜଙ୍କୁ ତାଙ୍କୁ ବିବାହ କରିବାକୁ କହିବା କଥାକୁ ସୂଚାଏ। ବୋୟଜ ଦେଖିଲେ ଯେ ରୂତ ନୟମୀଙ୍କ ପ୍ରତି ନିସ୍ୱାର୍ଥ ଦୟା ଏବଂ ପରିବାର ପ୍ରତି ବିଶ୍ୱସ୍ତତା ଦେଖାଉଛନ୍ତି । ନୟମୀଙ୍କ ସମ୍ପର୍କୀୟଙ୍କୁ ବିବାହ କରି ରୂତ ନୟମୀଙ୍କୁ ମଧ୍ୟ ଯୋଗାଇଦେବେ, ନୟମୀଙ୍କ ପୁତ୍ରକୁ ସମ୍ମାନ ଦେବେ ଏବଂ ନୟମୀଙ୍କ ବଂଶକୁ ଜାରି ରଖିବେ।
RUT 3 10 cbd3 הָ⁠רִאשׁ֑וֹן 1 at the beginning ଏହା ସୂଚିତ କରେ ଯେ ରୂତ ତାଙ୍କ ଶାଶୁଙ୍କ ପାଇଁ ତାଙ୍କ ସହିତ ରହି ସେମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରି ଶସ୍ୟ ଯୋଗେଇଥିଲେ
RUT 3 10 n84d figs-idiom לְ⁠בִלְתִּי־לֶ֗כֶת אַחֲרֵי֙ 1 by not going after **କାରଣ ତୁମ୍ଭେ ବିବାହ ପାଇଁ ଖୋଜୁ ନାହଁ ।** ରୂତ ନୟମୀଙ୍କର ଆବଶ୍ୟକତାକୁ ଅଣଦେଖା କରିଥାନ୍ତେ ଏବଂ ନୟମୀଙ୍କ ସମ୍ପର୍କୀୟମାନଙ୍କ ବାହାରେ ନିଜ ପାଇଁ ଏକ ଯୁବକ ଏବଂ ସୁନ୍ଦର ସ୍ୱାମୀ ଖୋଜିଥାନ୍ତେ, କିନ୍ତୁ ସେ ତାହା କରିନଥିଲେ। [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 3 11 jdr6 grammar-connect-logic-result וְ⁠עַתָּ֗ה 1 Connecting Statement: ଏହି ବାକ୍ୟାଂଶ ସୂଚିତ କରେ ଯେ ପଦ 10 ରେ ପ୍ରଥମେ ଯାହା ଆସିଛି ତାହା ପଦ 11 ରେ ଯାହା ଦେଖାଯାଏ । ଏହାକୁ **ଏହିପରି** ଏକ ଶବ୍ଦ ବ୍ୟବହାର କରି ସୂଚିତ କରାଯାଇପାରେ । ଯଦି ଆପଣଙ୍କ ଭାଷାରେ ପରିଣାମ ପରେ କାରଣ ଦେବା ସ୍ପଷ୍ଟ, ତେବେ ବାକ୍ୟର୍ କ୍ରମ ଏହିପରି  ହେବ: ବୋୟଜ - ମୁକ୍ତିକର୍ତ୍ତା ଜ୍ଞାତି (ପଦ 11) ଭୂମିକା ପାଳନ କରିବାକୁ ଅନୁପ୍ରାଣିତ କାରଣ ରୂତ ନୟମୀଙ୍କୁ ଦୟା ଦେଖାଇବା ବିଷୟକୁ ସେ ଦେଖିଛନ୍ତି (ପଦ 10) । ଯଦି ଆପଣ ଏହି କ୍ରମକୁ ବାଛନ୍ତି, ତେବେ ଆପଣଙ୍କୁ ଏହି ପଦ ଏବଂ ପଦ ସଂଖ୍ୟା ଯୋଗ କରିବାକୁ ପଡିବ (10-11) । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
RUT 3 11 ei93 בִּתִּ⁠י֙ 1 my daughter ବୋୟଜ ଏହି ଅଭିବ୍ୟକ୍ତିକୁ ରୂତଙ୍କୁ ଏକ ଯୁବତୀ ମହିଳା ଭାବରେ ସମ୍ମାନର ସଙ୍କେତ ଭାବରେ ବ୍ୟବହାର କରିଥିଲେ । ଆପଣଙ୍କ ଭାଷାରେ ଉପଯୁକ୍ତ ବାକ୍ୟାଂଶକୁ ବ୍ୟବହାର କରନ୍ତୁ ।
RUT 3 10 e7ka הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן 1 You have made your covenant faithfulness better at the end ଏହା ରୂତ ବୋୟଜଙ୍କୁ ତାଙ୍କୁ ବିବାହ କରିବାକୁ ଅନୁରୋଧ କରିବା ବିଷୟକୁ ସୂଚାଏ। ବୋୟଜ ଦେଖନ୍ତି ଯେ  ରୂତ ନୟମୀଙ୍କ ପ୍ରତି ନିସ୍ୱାର୍ଥ ଦୟା ଏବଂ ପରିବାର ପ୍ରତି ବିଶ୍ୱସ୍ତତା ଦେଖାଉଛନ୍ତି । ନୟମୀଙ୍କ ସମ୍ପର୍କୀୟଙ୍କୁ ବିବାହ କରି ରୂତ ନୟମୀଙ୍କୁ ମଧ୍ୟ ଯୋଗାଇଦେବେ, ନୟମୀଙ୍କ ପୁତ୍ରଙ୍କୁ ସମ୍ମାନ ଦେବେ ଏବଂ ନୟମୀଙ୍କ ବଂଶକୁ ଜାରି ରଖିବେ।
RUT 3 10 cbd3 הָ⁠רִאשׁ֑וֹן 1 at the beginning ରୂତ ତାଙ୍କ ଶାଶୁଙ୍କ ପାଇଁ ତାଙ୍କ ସହିତ ରହି ସେମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରି ଶସ୍ୟ ଯୋଗେଇଥିବା ବିଷୟକୁ ଏହା ସୂଚିତ କରେ
RUT 3 10 n84d figs-idiom לְ⁠בִלְתִּי־לֶ֗כֶת אַחֲרֵי֙ 1 by not going after **କାରଣ ତୁମ୍ଭେ ବିବାହ ପାଇଁ ଦେଖି ନାହଁ ।** ରୂତ ନୟମୀଙ୍କର ଆବଶ୍ୟକତାକୁ ଅଣଦେଖା କରି, ନୟମୀଙ୍କ ସମ୍ପର୍କୀୟମାନଙ୍କ ବ୍ୟତୀତ ନିଜ ପାଇଁ ଏକ ଯୁବକ ଏବଂ ସୁନ୍ଦର ସ୍ୱାମୀ ଖୋଜି ପାରିଥାନ୍ତେ, କିନ୍ତୁ ସେ ତାହା କରିନଥିଲେ। [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 3 11 jdr6 grammar-connect-logic-result וְ⁠עַתָּ֗ה 1 Connecting Statement: ଏହି ବାକ୍ୟାଂଶ ସୂଚିତ କରେ ଯେ ପଦ 10 ରେ ପ୍ରଥମେ ଯାହା ଆସିଛି ତାହା ପଦ 11 ରେ ଅନୁସରଣ କରେ । ଏହାକୁ **ଏହିପରି** ଏକ ଶବ୍ଦ ବ୍ୟବହାର କରି ସୂଚିତ କରାଯାଇପାରେ । ଯଦି ଆପଣଙ୍କ ଭାଷାରେ ପରିଣାମ ପରେ କାରଣ ଦେବା ସ୍ପଷ୍ଟ, ତେବେ ବାକ୍ୟର କ୍ରମ ଏହିପରି ରଖନ୍ତୁ ଯଥା: ବୋୟଜ - ମୁକ୍ତିକର୍ତ୍ତା ଜ୍ଞାତି (ପଦ 11) ଭୂମିକା ପାଳନ କରିବାକୁ ଅନୁପ୍ରାଣିତ **କାରଣ** ରୂତ ନୟମୀଙ୍କୁ (ପଦ 11) ଦୟା ଦେଖାଇବା ବିଷୟକୁ ସେ ଦେଖିଛନ୍ତି (ପଦ 10) । ଯଦି ଆପଣ ଏହି କ୍ରମକୁ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ଏହି ପଦ ଏବଂ ପଦ ସଂଖ୍ୟାକୁ ଯୋଗ କରିବାକୁ ପଡିବ (10-11) । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
RUT 3 11 ei93 בִּתִּ⁠י֙ 1 my daughter ବୋୟଜ ଏହି ଅଭିବ୍ୟକ୍ତିକୁ ରୂତଙ୍କୁ ଏକ ଯୁବତୀ ମହିଳା ଭାବରେ ସମ୍ମାନର ସଙ୍କେତ ଭାବରେ ବ୍ୟବହାର କରିଥିଲେ । ଆପଣଙ୍କ ଭାଷାରେ ଏହି ଅର୍ଥକୁ ପ୍ରକାଶ କରିବା ନିମନ୍ତେ ଉପଯୁକ୍ତ ବାକ୍ୟାଂଶକୁ ବ୍ୟବହାର କରନ୍ତୁ ।
RUT 3 11 ab08 figs-idiom כָּל־שַׁ֣עַר עַמִּ֔⁠י 1 the whole gate of my people ଫାଟକଟି ସହରର ଏକ ସ୍ଥାନ ଥିଲା ଯେଉଁଠାରେ ଲୋକମାନେ ବ୍ୟବସାୟ କରିବା ପାଇଁ ଏକତ୍ରିତ ହେଉଥିଲେ ଏବଂ ନେତାମାନେ ସେଠାରେ ନିଷ୍ପତ୍ତି ନେଉଥିଲେ। ତେଣୁ ଏହା ଏକ ରୂଢ଼ି ଅର୍ଥ ଥିଲା “ମୋହର ନଗରସ୍ଥ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି” । [[rc://en/ta/man/translate/figs-idiom]])ଦେଖାନ୍ତୁ)
RUT 3 11 ab31 אֵ֥שֶׁת חַ֖יִל 1 a woman of worth **ଜଣେ ଭଲ ଚରିତ୍ରର ନାରୀ_,_ ଜଣେ ସାଧ୍ଵୀ ।**
RUT 3 12 jdr7 וְ⁠עַתָּה֙ 1 Connecting Statement: ଏହି ବାକ୍ୟାଂଶ ସୂଚିତ କରେ ଯେ ରୂତ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ । ବିକଳ୍ପିକ ଅନୁବାଦ: "ତୁମ୍ଭକୁ ମଧ୍ୟ ଜାଣିବା ଆବଶ୍ୟକ" ବୋୟଜଙ୍କ ରୂତଙ୍କୁ ବିବାହ କରିବାର ଇଚ୍ଛା ଏବଂ ତା’ବଦଳରେ ଅନ୍ୟ ଏକ ବ୍ୟକ୍ତି ରୂତଙ୍କୁ ବିବାହ କରିବାର ସମ୍ଭାବନା ମଧ୍ୟରେ ଏକ ପାର୍ଥକ୍ୟ [[rc://en/ta/man/translate/grammar-connect-logic-contrast]])
RUT 3 11 ab31 אֵ֥שֶׁת חַ֖יִל 1 a woman of worth **ଜଣେ ଉତ୍ତମ ଚରିତ୍ରର କନ୍ୟା_,_ ଉତ୍ତମ କନ୍ୟା**
RUT 3 12 jdr7 וְ⁠עַתָּה֙ 1 Connecting Statement: ଏହି ବାକ୍ୟାଂଶ ସୂଚିତ କରେ ଯେ ରୂତ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଯାହା ଘଟିବାକୁ ଯାଉଛି ତାହା ପ୍ରତି ଧ୍ୟାନ ଦେବା ଉଚିତ । ବିକଳ୍ପ ଅନୁବାଦ: "ତୁମ୍ଭକୁ ମଧ୍ୟ ତାହା ଜାଣିବା ଉଚିତ"  [[rc://en/ta/man/translate/grammar-connect-logic-contrast]])
RUT 3 12 ab30 grammar-connect-logic-contrast וְ⁠גַ֛ם יֵ֥שׁ 1 but there is ଏହି ବାକ୍ୟାଂଶ ବୋୟଜଙ୍କ ରୂତଙ୍କୁ ବିବାହ କରିବାକୁ ଇଚ୍ଛା (ପଦ 11) ଏବଂ ବଦଳରେ ଅନ୍ୟ ଏକ ବ୍ୟକ୍ତି ରୂତଙ୍କୁ ବିବାହ କରିବାର ସମ୍ଭାବନା ମଧ୍ୟରେ ଏକ ପାର୍ଥକ୍ୟ ଦର୍ଶାଏ (ପଦ 12) । ବିକଳ୍ପ ଅନୁବାଦ: "ତଥାପି, ସେଠାରେ ଅଛି" [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
RUT 3 12 fvq5 גֹּאֵ֖ל קָר֥וֹב מִמֶּֽ⁠נִּי 1 a kinsman-redeemer … nearer than I ଏହା ମୁକ୍ତିକର୍ତ୍ତା ଜ୍ଞାତିଙ୍କ କର୍ତ୍ତବ୍ୟ ଯିଏ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସହିତ ପାରିବାରିକ ସମ୍ପର୍କର ନିକଟତମ ଥିଲେ, ତାଙ୍କ ବିଧବାଙ୍କୁ ସାହାଯ୍ୟ କରିବେ । 2:20 ରେ ଆପଣ **ମୁକ୍ତିକର୍ତ୍ତା ଜ୍ଞାତି****ଙ୍କୁ** କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଏହା ମଧ୍ୟ ଏଠାରେ ଅର୍ଥପୂର୍ଣ୍ଣ ଅଟେ ।
RUT 3 13 gcl8 figs-explicit אִם־יִגְאָלֵ֥⁠ךְ 1 if he will redeem you ଏଠାରେ **ମୁକ୍ତି କରିବାର** ଅର୍ଥ " ଆମର ପ୍ରଥା ଅନୁଯାୟୀ ବିଧବାମାନଙ୍କୁ ବିବାହ କରିବା।" ବୋୟଜ ଏହି ଆଶା ବିଷୟରେ କହୁଛନ୍ତି ଯେ ରୂତଙ୍କ ମୃତ ସ୍ୱାମୀଙ୍କ ନିକଟତମ ପୁରୁଷ ସମ୍ପର୍କୀୟ ତାଙ୍କୁ ବିବାହ କରିବେ ଏବଂ ମୃତ ବ୍ୟକ୍ତିଙ୍କ ପରିବାର ନାମ ବହନ କରିବା ପାଇଁ ଏକ ପୁତ୍ର ଜନ୍ମ କରିବେ। [[rc://en/ta/man/translate/figs-explicit]])ଦେଖନ୍ତୁ)
RUT 3 13 tkz9 חַי־יְהוָ֑ה 1 as Yahweh lives **ସଦାପ୍ରଭୁଙ୍କ ନାମରେ** କିମ୍ବା **ସଦାପ୍ରଭୁଙ୍କ ଜୀବନରୁ** । ଏହା ଏକ ସାଧାରଣ ଏବ୍ରୀୟ ଶପଥ ଥିଲା ଯାହା ବକ୍ତା ଯାହା କହିଥିଲେ ତାହା କରିବାକୁ ବାଧ୍ୟ । ଆପଣଙ୍କ ଭାଷାରେ ଏହି ଶବ୍ଦ ପାଇଁ ଏକ ସାଧାରଣ ବାକ୍ୟାଂଶ ବ୍ୟବହାର କରନ୍ତୁ ।
RUT 3 12 fvq5 גֹּאֵ֖ל קָר֥וֹב מִמֶּֽ⁠נִּי 1 a kinsman-redeemer … nearer than I ଏହା ମୁକ୍ତିକର୍ତ୍ତା ଜ୍ଞାତିଙ୍କ କର୍ତ୍ତବ୍ୟ ଯିଏ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାରିବାରିକ ସମ୍ପର୍କରେ ନିକଟତମ ଥିଲେ, ଯିଏ ସେହି ବିଧବାଙ୍କୁ ସାହାଯ୍ୟ କରିବେ । [2:20](https://create.translationcore.com/02/20/zu5f) ରେ ଆପଣ **ମୁକ୍ତିକର୍ତ୍ତା ଜ୍ଞାତି****ଙ୍କୁ** କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଏହା ମଧ୍ୟ ଏଠାରେ ଅର୍ଥପୂର୍ଣ୍ଣ ଅଟେ ।
RUT 3 13 gcl8 figs-explicit אִם־יִגְאָלֵ֥⁠ךְ 1 if he will redeem you ଏଠାରେ **ମୁକ୍ତି କରିବାର** ଅର୍ଥ " ଆମର ପ୍ରଥା ଅନୁଯାୟୀ ବିଧବାମାନଙ୍କୁ ବିବାହ କର।" ବୋୟଜ ଏହି ଆଶାରେ କହୁଛନ୍ତି ଯେ ରୂତଙ୍କ ମୃତ ସ୍ୱାମୀଙ୍କ ନିକଟତମ ପୁରୁଷ ସମ୍ପର୍କୀୟ ତାଙ୍କୁ ବିବାହ କରିବେ ଏବଂ ମୃତ ବ୍ୟକ୍ତିଙ୍କ ପରିବାର ନାମ ବହନ କରିବା ପାଇଁ ଏକ ପୁତ୍ର ଜନ୍ମ କରିବେ। [[rc://en/ta/man/translate/figs-explicit]])ଦେଖନ୍ତୁ)
RUT 3 13 tkz9 חַי־יְהוָ֑ה 1 as Yahweh lives **ଜୀବିତ ଯିହୋବାଙ୍କ ହେତୁ** କିମ୍ବା **ସଦାପ୍ରଭୁ** **ଯିହୋବାଙ୍କ  ଜୀବନରୁ** । ଏହା ଏକ ସାଧାରଣ ଏବ୍ରୀୟ ଶପଥ ଥିଲା ଯାହା ବକ୍ତା ଯାହା କହିଛନ୍ତି ତାହା କରିବାକୁ ବାଧ୍ୟ । ଆପଣଙ୍କ ଭାଷାରେ ଏହି ଶବ୍ଦ ପାଇଁ ଏକ ସାଧାରଣ ବାକ୍ୟାଂଶ ବ୍ୟବହାର କରନ୍ତୁ ।
RUT 3 14 vn8p וַ⁠תִּשְׁכַּ֤ב מַרְגְּלוֹתָיו֙ 1 So she lay at his feet ରୂତ ବୋୟଜଙ୍କ ପାଦ ନିକଟରେ ଶୋଇଥିଲେ। ସେମାନେ ଶାରୀରିକ ସମ୍ପର୍କ ରଖିନଥିଲେ।.
RUT 3 14 dwx1 figs-idiom בְּטֶ֛רֶם יַכִּ֥יר אִ֖ישׁ אֶת־רֵעֵ֑⁠הוּ 1 before a man could recognize his friend ଏହା ଏକ ରୂଢ଼ି ଅଟେ ଯାହା ଅନ୍ଧକାରର ଏକ ଅବସ୍ଥାକୁ ସୂଚିତ କରେ। ବିକଳ୍ପ ଅନୁବାଦ: “ଯେତେବେଳେ ଅନ୍ଧାର ଥିଲା” [[rc://en/ta/man/translate/figs-idiom]]) ଦେଖନ୍ତୁ)
RUT 3 15 hj1e הַ⁠מִּטְפַּ֧חַת 1 the cloak ଉଷ୍ମତା ପାଇବା ପାଇଁ କାନ୍ଧରେ ପିନ୍ଧାଯାଉଥିବା ଏକ ମୋଟା କପଡା।

Can't render this file because it contains an unexpected character in line 36 and column 919.