Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-21 05:53:18 +00:00
parent e39bd51368
commit 32a94bce26
1 changed files with 1 additions and 1 deletions

View File

@ -164,7 +164,7 @@ RUT 3 4 nn4g וְ⁠הוּא֙ יַגִּ֣יד 1 Then he, himself, will tell *
RUT 3 6 ab22 ଅଳଙ୍କାରିକ-ଘଟଣାଗୁଡ଼ିକ וַ⁠תַּ֕עַשׂ כְּ⁠כֹ֥ל אֲשֶׁר־צִוַּ֖תָּ⁠ה חֲמוֹתָֽ⁠הּ׃ 1 and did according to everything that her mother-in-law had instructed her. ରୂତ 7 ପଦରେ କରିବାକୁ ଥିବା କାର୍ଯ୍ୟଗୁଡ଼ିକୁ ଏହି ବାକ୍ୟ ସଂକ୍ଷିପ୍ତରେ ପ୍ରକାଶ କରେ**।** ଯଦି ରୂତ ଏହି କାର୍ଯ୍ୟଗୁଡ଼ିକୁ 6 ପଦରେ କରିଥିଲେ ପୁନର୍ବାର ସେଗୁଡ଼ିକୁ 7 ପଦରେ କରିବେ ବୋଲି ଲୋକମାନେ ବୁଝନ୍ତି, ତେବେ ଆପଣ ଏହି ବାକ୍ୟକୁ  **ଓ ସେ ତାଙ୍କ ଶାଶୁଙ୍କ ଆଦେଶକୁ** **ପାଳନ କଲେ** ବୋଲି ଅନୁବାଦ କରିପାରିବ **।** କିମ୍ବା ଯଦି ଏହା ଘଟଣାଗୁଡ଼ିକର କ୍ରମକୁ ଅଧିକ ସ୍ପଷ୍ଟ କରେ, ତେବେ ଆପଣ ଏହି ବାକ୍ୟକୁ 7 ପଦର ଶେଷରେ ଉଲ୍ଲେଖ କରିପାରିବେ, ତା’ପରେ ପଦ ସଂଖ୍ୟାଗୁଡ଼ିକୁ (6-7) ଭାବରେ ସଂଯୁକ୍ତ କରି ପାରିବେ  | [[rc://en/ta/man/translate/figs-events]])ଦେଖନ୍ତୁ)
RUT 3 7 fz7e ଅଳଙ୍କାରିକ-ଲକ୍ଷଣାତ୍ମକ ଶବ୍ଦ וַ⁠יִּיטַ֣ב לִבּ֔⁠וֹ 1 and his heart was good ଏଠାରେ **ହୃଦୟ** “ଭାବନା” କିମ୍ବା “ସ୍ୱଭାବ” ପାଇଁ ବ୍ୟବହାର କରାଯାଇଅଛି**।** ବୋୟଜଙ୍କ ଭାବନା କିମ୍ବା ଅନୁଭବଗୁଡ଼ିକ ଉତ୍ତମ ଥିଲା**।** ଏହାର ଅର୍ଥ ଏହା ନୁହେଁ ଯେ ବୋୟଜ ମଦ୍ୟପାନ କରିଥିଲେ**।** ବିକଳ୍ପ ଅନୁବାଦ: “ଓ ସେ ଆନନ୍ଦିତ ଥିଲେ” କିମ୍ବା “ଓ ସେ ଭଲ ମନୋଭାବରେ ଥିଲେ” [[rc://en/ta/man/translate/figs-metonymy]])ଦେଖନ୍ତୁ)
RUT 3 7 y6gk וַ⁠תָּבֹ֣א בַ⁠לָּ֔ט 1 Then she came quietly **ତା’ପରେ ସେ ଲୁଚି ଲୁଚି** **ଗଲେ** କିମ୍ବା **ଯେପରି କେହି ତାଙ୍କୁ ଶୁଣି ପାରିବେ ନାହିଁ** **ଏଥିପାଇଁ** **ସେ ଧିରେ ଧିରେ ଗଲେ**
RUT 3 7 eq2u וַ⁠תְּגַ֥ל מַרְגְּלֹתָ֖י⁠ו 1 and uncovered his feet **ଓ ଚରଣ ସମୀପସ୍ଥ ସ୍ଥାନ ଅନାବୃତ କଲେ**
RUT 3 7 eq2u וַ⁠תְּגַ֥ל מַרְגְּלֹתָ֖י⁠ו 1 and uncovered his feet **ଓ ଚରଣ ଅନାବୃତ କଲେ**
RUT 3 7 pb6l וַ⁠תִּשְׁכָּֽב 1 and lay down **ଓ ସେଠାରେ** **ଶୟନ କଲେ**
RUT 3 8 pz92 ନୂତନ ଘଟଣାଗୁଡ଼ିକୁ-ଲେଖିବା וַ⁠יְהִי֙ בַּ⁠חֲצִ֣י הַ⁠לַּ֔יְלָה 1 Then it happened in the middle of the night ଏହି ବାକ୍ୟାଂଶଟି କାହାଣୀରେ ଏକ ନୂତନ ଘଟଣାକୁ ପରିଚୟ କରାଏ, ବୋୟଜ କେତେବେଳେ ଉଠିଲେ ତାହା ସ୍ପଷ୍ଟ କରେ। [[rc://en/ta/man/translate/writing-newevent]])ଦେଖନ୍ତୁ)
RUT 3 8 xun6 וַ⁠יֶּחֱרַ֥ד 1 that … was startled ବୋୟଜ କାହିଁକି  ଚକିତ ହେଲେ ତାହା ସ୍ପଷ୍ଟ ନୁହେଁ। ସମ୍ଭବତଃ ସେ ତାଙ୍କ ପାଦରେ କିମ୍ବା ଗୋଡରେ ହଠାତ୍ ଥଣ୍ଡା ପବନକୁ ଅନୁଭବ କଲେ।

Can't render this file because it contains an unexpected character in line 36 and column 919.