Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-14 17:57:00 +00:00
parent 5d663df9d4
commit c65d9f6282
1 changed files with 26 additions and 1 deletions

View File

@ -273,4 +273,29 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 1 11 p014 translate-unknown κῆρυξ 1 a herald ଜଣେ **ବାର୍ତ୍ତା** **ବାହକ** ଘୋଷଣା କରିବାକୁ ପଠାଯାଇଥିବା ଜଣେ ବ୍ୟକ୍ତି । ଯଦି ଆପଣଙ୍କର ଭାଷାର ସମାନ ଶବ୍ଦ ନାହିଁ ଏବଂ ଏହାର ଅର୍ଥ କ’ଣ ଆପଣଙ୍କର ପାଠକମାନେ ଜାଣିପାରିବେ ନାହିଁ, ଆପଣ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଜଣେ ଦୂତ" [[rc://en/ta/man/translate/translate-unknown]])ଦେଖନ୍ତୁ)
2TI 1 11 p015 figs-metaphor κῆρυξ 1 a herald ପାଉଲ ନିଜକୁ ଜଣେ **ଦୂତ** ସହିତ ତୁଳନା କରନ୍ତି କାରଣ ଈଶ୍ଵର ତାଙ୍କୁ ସୁସମାଚାର ବାର୍ତ୍ତା ଘୋଷଣା କରିବାକୁ ପଠାଇଛନ୍ତି । ବିକଳ୍ପ ଅନୁବାଦ: "ଜଣେ ପ୍ରଚାରକ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 1 12 hhu5 figs-possession τὴν παραθήκην μου 1 my deposit **ମୋର** ଶବ୍ଦ ଏଠାରେ ଧାରଣାକୁ ଦର୍ଶାଏ ଏବଂ **ସମର୍ପିତ** ପାଉଲ ସହିତ ସଂଯୁକ୍ତ ଅଟେ । ଏହାର ଅର୍ଥ: (1) ସମର୍ପଣ ପାଉଲ ସହିତ ଜଡିତ କାରଣ ଏହା ପାଉଲଙ୍କ ନିଜ ଜୀବନ କିମ୍ବା ଯୀଶୁଙ୍କ ଉପରେ ପାଉଲଙ୍କ ବିଶ୍ୱାସ ଅଟେ । ବିକଳ୍ପ ଅନୁବାଦ: "ତାଙ୍କ ପ୍ରତି ମୋର ବିଶ୍ୱସ୍ତତା" କିମ୍ବା (2) ସମର୍ପଣ ପାଉଲ ସହିତ ଜଡିତ କାରଣ ଏହା ପାଉଲ ପ୍ରଚାର କରୁଥିବା ସୁସମାଚାରର ବାର୍ତ୍ତା ଅଟେ । ବିକଳ୍ପ ଅନୁବାଦ: "ସେ ମୋତେ ସୁସମାଚାରର ବାର୍ତ୍ତା ପ୍ରଚାର କରିବାକୁ ମୋତେ ଦାୟିତ୍ଵ ଦେଲେ"
2TI 1 13 p016 figs-metonymy λόγων 1 of … words ଶବ୍ଦରେ ଖ୍ରୀଷ୍ଟିଆନ ବିଶ୍ଵାସର ଅଭିବ୍ୟକ୍ତି ବର୍ଣ୍ଣନା କରିବାକୁ ପାଉଲ ସାଙ୍କେତିକ ଭାବରେ **ଶବ୍ଦଗୁଡ଼ିକ** ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ବାର୍ତ୍ତାର ..."
2TI 1 13 p016 figs-metonymy λόγων 1 of … words ଶବ୍ଦରେ ଖ୍ରୀଷ୍ଟିଆନ ବିଶ୍ଵାସର ଅଭିବ୍ୟକ୍ତି ବର୍ଣ୍ଣନା କରିବାକୁ ପାଉଲ ସାଙ୍କେତିକ ଭାବରେ **ଶବ୍ଦଗୁଡ଼ିକ** ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ବାର୍ତ୍ତାର ..."
2TI 1 13 p017 figs-abstractnouns ἐν πίστει καὶ ἀγάπῃ τῇ ἐν Χριστῷ Ἰησοῦ 1 in the faith and love that are in Christ Jesus ତୀମଥି କରିଥିବା କାର୍ଯ୍ୟକୁ ସୂଚାଇବା ପାଇଁ ପାଉଲ ଦୁଇଟି ଗୁଣ ବାଚକ ବିଶେଷ୍ୟ, **ବିଶ୍ୱାସ ଏବଂ ପ୍ରେମ** ବ୍ୟବହାର କରନ୍ତି । ଆପଣଙ୍କ ଭାଷାରେ ଏହି ଧାରଣାଗୁଡ଼ିକୁ ପ୍ରକାଶ କରିବାର ଏକ ବିଶେଷ ଉପାୟ ଥାଇପାରେ, ଯେପରିକି ଏକ କ୍ରିୟା ସହିତ । ଯଦି ଅଛି, ଆପଣ ସେଗୁଡ଼ିକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁଙ୍କ ଉପରେ ବିଶ୍ଵାସ କର ଏବଂ ଅନ୍ୟମାନଙ୍କୁ ଭଲ ପାଅ କାରଣ ତୁମ୍ଭେ ତାଙ୍କର" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
2TI 1 13 ix6w figs-metaphor ἐν Χριστῷ Ἰησοῦ 1 in Christ Jesus ପାଉଲ ସାଙ୍କେତିକ ଭାବରେ **ବିଶ୍ଵାସ ଏବଂ ପ୍ରେମ** ବିଷୟରେ କହନ୍ତି ଯେପରି ସେଗୁଡ଼ିକ ଖ୍ରୀଷ୍ଟ ଯୀଶୁଙ୍କ ଭିତରେ କିଛି ବିଷୟ ଅଟନ୍ତି । ଏହା ବିଶ୍ଵାସ ଏବଂ ପ୍ରେମକୁ ବୁଝାଏ ଯାହା ଆମେ ଯୀଶୁଙ୍କ ସହିତ ଥିବାବେଳେ ଗ୍ରହଣ କରିବାକୁ ସକ୍ଷମ କରନ୍ତି । <u>1: 9</u> ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁଙ୍କ ସହିତ ଆମର ସମ୍ପର୍କ" [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 1 15 p018 figs-hyperbole πάντες οἱ ἐν τῇ Ἀσίᾳ 1 all who are in Asia **ସମସ୍ତ** ଶବ୍ଦର ଅର୍ଥ: (1) ପାଉଲ **ସମସ୍ତ** ଶବ୍ଦକୁ କଠୋର ଅର୍ଥରେ ବ୍ୟବହାର କରନ୍ତି, “ଅନେକ, କିନ୍ତୁ ସମସ୍ତେ ନୁହଁନ୍ତି”, କାରଣ ତୀମଥି ଏବଂ ଅନୀସିଫର ତାଙ୍କଠାରୁ ଦୂରେଇ ନଥିଲେ । ତେଣୁ ଏହା ଅତିଶୟୋକ୍ତି ଅଳଙ୍କାରର ଏକ ଉଦାହରଣ ହେବ । (2) ପାଉଲ ଏସିଆ ପ୍ରଦେଶରୁ ରୋମୀୟକୁ ଆସିଥିବା ଲୋକଙ୍କୁ ସୂଚାଇବା ପାଇଁ **ସମସ୍ତ** ଶବ୍ଦ ବ୍ୟବହାର କରିଥିବେ । ବିକଳ୍ପ ଅନୁବାଦ: "ଯେଉଁମାନେ ମୋ ସହିତ ଏସିଆରୁ ଆସିଥିଲେ" [[rc://en/ta/man/translate/figs-hyperbole]])ଦେଖନ୍ତୁ)
2TI 1 15 p019 translate-names Ἀσίᾳ 1 Asia ଏହା ଏକ ରୋମୀୟ ପ୍ରଦେଶର, ଏସିଆ ପ୍ରଦେଶର ନାମ ଅଟେ, ଏହାର ରାଜଧାନୀ ଏଫିସରେ ଥିଲା, ଯେଉଁଠାରେ ତୀମଥି ଏହି ପତ୍ର ଲେଖିବା ସମୟରେ ରହୁଥିଲେ । ଏହା ବର୍ତ୍ତମାନ ଆଧୁନିକ ତୁର୍କୀର ଏକ ଅଞ୍ଚଳ ଅଟେ ।  [[rc://en/ta/man/translate/translate-names]])ଦେଖନ୍ତୁ)
2TI 1 15 p020 figs-explicit ἀπεστράφησάν με 1 turned away from me ପାଉଲ ଅନୁମାନ କରିଛନ୍ତି ଯେ ତୀମଥି ଜାଣିବେ ଯେ ଏସିଆର ବିଶ୍ଵାସୀମାନେ ତାଙ୍କୁ ପରିତ୍ୟାଗ କରିଛନ୍ତି କାରଣ କର୍ତ୍ତୃପକ୍ଷ ତାଙ୍କୁ କାରାଗାରରେ ରଖିଥିଲେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ କହିପାରିବେ । ବିକଳ୍ପ ଅନୁବାଦ: "ମୁଁ ବନ୍ଦିରେ ଥିବାରୁ ମୋତେ ପରିତ୍ୟାଗ କରିଛନ୍ତି"<br><br>[[rc://en/ta/man/translate/figs-explicit]])ଦେଖନ୍ତୁ)
2TI 1 15 p021 translate-names Ἑρμογένης 1 Hermogenes ଏହା ଏକ ପୁରୁଷର ନାମ । [[rc://en/ta/man/translate/translate-names]])ଦେଖନ୍ତୁ)
2TI 1 16 izk9 translate-blessing δῴη ἔλεος ὁ Κύριος τῷ Ὀνησιφόρου οἴκῳ 1 May the Lord grant mercy to the household of Onesiphorus ପାଉଲ ଅନୀସିଫରଙ୍କ ପରିବାରକୁ ଆଶୀର୍ବାଦ କରିବାକୁ ଈଶ୍ଵରଙ୍କୁ ପ୍ରାର୍ଥନା କରୁଛି । ଆପଣ ଏହାକୁ ଆଶୀର୍ବାଦ କିମ୍ବା ପ୍ରାର୍ଥନା ଭାବରେ ପ୍ରକାଶ କରିପାରିବେ, ଯାହା ଆପଣଙ୍କ ଭାଷାରେ ଅଧିକ ସ୍ଵାଭାବିକ ତାହା ଅନୁସରଣ କରନ୍ତୁ । ବିକଳ୍ପ ଅନୁବାଦ: "ମୁଁ ପ୍ରାର୍ଥନା କରେ ଯେ ପ୍ରଭୁ ଅନୀସିଫରଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ" କିମ୍ବା "ପ୍ରଭୁ ଅନୀସିଫରଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ" । [[rc://en/ta/man/translate/translate-blessing]])ଦେଖନ୍ତୁ)
2TI 1 17 xfg1 grammar-connect-logic-contrast ἀλλὰ 1 but ଏଠାରେ, **କିନ୍ତୁ** ପୂର୍ବ ପଦ ଏବଂ ଏହି ପଦ ମଧ୍ୟରେ ଏକ ପାର୍ଥକ୍ୟକୁ ସୂଚାଏ । ପାଉଲ ବନ୍ଦୀ ଥିବା ହେତୁ ଲଜ୍ଜାଜନକ ହେବା ପରିବର୍ତ୍ତେ ଅନୀସିଫର ପାଉଲଙ୍କୁ ଖୋଜି ସେଠାରେ ପାଇଲେ। ଏହି ଭିନ୍ନତା ଦେଖାଇବା ପାଇଁ ଆପଣଙ୍କ ଭାଷାରେ ଯେକୌଣସି ଗଠନ ସ୍ଵାଭାବିକ ଅଟେ ତାହା ଅନୁସରଣ କରନ୍ତୁ । [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
2TI 1 17 p022 translate-names Ῥώμῃ 1 Rome ଏହା ଏକ ସହରର ନାମ, ଯାହା ରୋମୀୟ ସାମ୍ରାଜ୍ୟର ରାଜଧାନୀ ଥିଲା । [[rc://en/ta/man/translate/translate-names]])ଦେଖନ୍ତୁ)
2TI 1 18 x0eo grammar-connect-logic-result (δῴη αὐτῷ ὁ Κύριος, εὑρεῖν ἔλεος παρὰ Κυρίου ἐν ἐκείνῃ τῇ ἡμέρᾳ), καὶ ὅσα ἐν Ἐφέσῳ διηκόνησεν, βέλτιον σὺ γινώσκεις 1 May the Lord grant to him to find mercy from the Lord in that day. And how much he served in Ephesus, you know very well ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟଗୁଡ଼ିକର କ୍ରମକୁ ଓଲଟାଇ ପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟଟି ପ୍ରଥମ ବାକ୍ୟ ବର୍ଣ୍ଣନା କରୁଥିବା କାର୍ଯ୍ୟର କାରଣକୁ ଦର୍ଶାଏ । UST ଦେଖନ୍ତୁ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
2TI 1 18 r54t writing-pronouns δῴη αὐτῷ ὁ Κύριος, εὑρεῖν ἔλεος παρὰ Κυρίου 1 May the Lord grant to him to find mercy from the Lord ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ତେବେ କିଏ ଦୟା ଗ୍ରହଣ କରୁଛନ୍ତି ତାହା ସ୍ପଷ୍ଟ କରିବାକୁ ଆପଣ ସର୍ବାନାମ ପରିବର୍ତ୍ତେ “ଅନୀସିଫର” ନାମ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: " ଅନୀସିଫର ପ୍ରଭୁଙ୍କଠାରୁ ଦୟା ପ୍ରାପ୍ତ କରନ୍ତୁ"  [[rc://en/ta/man/translate/writing-pronouns]])ଦେଖାନ୍ତୁ)
2TI 1 18 p024 translate-names Ἐφέσῳ 1 Ephesus ଏହା ହେଉଛି ସହରର ନାମ, ଯେଉଁଠାରେ ପତ୍ର ଗ୍ରହଣ କରୁଥିବା ବ୍ୟକ୍ତି ତୀମଥି ଥିଲେ । [[rc://en/ta/man/translate/translate-names]])ଦେଖନ୍ତୁ)
2TI 1 18 p025 figs-explicit ὅσα ἐν Ἐφέσῳ διηκόνησεν, βέλτιον σὺ γινώσκεις 1 how much he served in Ephesus, you know very well This becomes clear when we understand what this king was to face.  Normally, a kings enemy is another king from an opposing nation, or another army, or rebellion from his people, or people who are against him.  But the prophet Zechariah wrote that the King revealed on a donkey was going to free the prisoners from the waterless pit (v11).  The pit was the Hebrew way of referring to the grave, or death.  This Coming King was going to free those who were prisoners, not of dictators, corrupt politicians, evil kings, or trapped in jails, but those who were prisoners of death. [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 2 1 p026 figs-activepassive ἐνδυναμοῦ 1 be strengthened ଆପଣ ଏହାକୁ ସକ୍ରିୟ ଭାବରେ କହିପାରିବେ, ଏବଂ ଆପଣ କହିପାରିବେ କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ବିକଳ୍ପ ଅନୁବାଦ: "ଈଶ୍ଵର ତୁମ୍ଭକୁ ଶକ୍ତିଶାଳୀ କରନ୍ତୁ" [[rc://en/ta/man/translate/figs-activepassive]])ଦେଖନ୍ତୁ)
2TI 2 2 p027 figs-gendernotations πιστοῖς ἀνθρώποις 1 to faithful men ଏଠାରେ **ପୁରୁଷ** ଶବ୍ଦର ଏକ ସାଧାରଣ ଅର୍ଥ ଅଛି ଯାହା ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିପାରେ । ବିକଳ୍ପ ଅନୁବାଦ: "ବିଶ୍ୱସ୍ତ ଲୋକମାନଙ୍କ ପାଇଁ" [[rc://en/ta/man/translate/figs-gendernotations]])ଦେଖନ୍ତୁ)
2TI 2 4 p028 figs-activepassive ἐμπλέκεται ταῖς τοῦ βίου πραγματίαις 1 gets entangled in the affairs of life ଯଦି ଆପଣଙ୍କ ଭାଷାରେ ମୌଖିକ ଗଠନ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣା ପ୍ରକାଶ କରିବାକୁ ଏକ ସକ୍ରିୟ ଗଠନ ବ୍ୟବହାର କରିପାରିବ । ବିକଳ୍ପ ଅନୁବାଦ: "ଜୀବନର କାର୍ଯ୍ୟ ତାଙ୍କୁ ବିଭ୍ରାନ୍ତ କରିବାକୁ ଅନୁମତି ଦିଏ ।" [[rc://en/ta/man/translate/figs-activepassive]]) ଦେଖନ୍ତୁ)
2TI 2 4 p029 figs-explicit τοῦ βίου 1 of life **ଜୀବନ** ଦ୍ଵାରା, ଏହି ପ୍ରସଙ୍ଗରେ ପାଉଲଙ୍କ ଅର୍ଥ, "ନାଗରିକ ଜୀବନ" । ଏହାର ଅର୍ଥ ତୀମଥି ଏବଂ ସମସ୍ତ ବିଶ୍ଵାସୀମାନେ ପ୍ରତିଯୋଗୀ ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ସେବା ନକରିବାକୁ ଅନୁମତି ଦେବା ଉଚିତ୍ ନୁହେଁ । ବିକଳ୍ପ ଅନୁବାଦ: "ଦୈନନ୍ଦିନ ଜୀବନର"  [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 2 5 p031 figs-hypo ἐὰν…ἀθλῇ τις, οὐ στεφανοῦται, ἐὰν μὴ νομίμως ἀθλήσῃ 1 if anyone competes, he is not crowned if he has not competed lawfully ତୀମଥିଙ୍କୁ ଶିକ୍ଷା ଦେବା ପାଇଁ ପାଉଲ ଏକ କଳ୍ପିତ ପରିସ୍ଥିତି ମଧ୍ୟ ବ୍ୟବହାର କରୁଛନ୍ତି । ବିକଳ୍ପ ଅନୁବାଦ: "ଧରାଯାଉ ଜଣେ ଖେଳାଳୀ ନିୟମ ଅନୁଯାୟୀ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ। ତା’ପରେ ସେ ମୁକୁଟ ପିନ୍ଧିବେ ନାହିଁ।" [[rc://en/ta/man/translate/figs-hypo]])ଦେଖନ୍ତୁ)
2TI 2 5 p032 ἐὰν…ἀθλῇ τις 1 if anyone competes ଏଠାରେ, **ପ୍ରତିଯୋଗିତାର** ଅର୍ଥ ଏକ କ୍ରୀଡା ପ୍ରତିଯୋଗିତାକୁ ସୂଚାଏ । ବିକଳ୍ପ ଅନୁବାଦ: "ଯଦି ଜଣେ ଖେଳାଳୀ ଏକ ଖେଳରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି"
2TI 2 5 p033 figs-activepassive οὐ στεφανοῦται 1 he is not crowned ଯଦି ଆପଣଙ୍କ ଭାଷା ମୌଖିକ ଗଠନ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣା ପ୍ରକାଶ କରିବାକୁ ଏକ ସକ୍ରିୟ ଗଠନ ବ୍ୟବହାର କରିପାରିବ । ବିକଳ୍ପ ଅନୁବାଦ: "କର୍ତ୍ତୃପକ୍ଷ ତାଙ୍କୁ ମୁକୁଟ ପିନ୍ଧିବାକୁ ଦେବେ ନାହିଁ" [[rc://en/ta/man/translate/figs-activepassive]]) ଦେଖନ୍ତୁ)
2TI 2 5 p034 figs-explicit οὐ στεφανοῦται 1 he is not crowned ପାଉଲ ଅନୁମାନ କରନ୍ତି ଯେ ତୀମଥି ଜାଣିବେ ଯେ ଏହି ସଂସ୍କୃତିରେ ମୁକୁଟ ଏକ ପ୍ରତିଯୋଗିତାର ବିଜେତାକୁ ସୂଚାଇଥାଏ । ବିକଳ୍ପ ଅନୁବାଦ: "କର୍ତ୍ତୃପକ୍ଷ ତାଙ୍କୁ ବିଜେତା ଭାବରେ ମୁକୁଟ ପିନ୍ଧିବାକୁ ଦେବେ ନାହିଁ" [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 2 6 p035 figs-explicit πρῶτον τῶν καρπῶν μεταλαμβάνειν 1 first to receive of the crops ଏହି ଦୃଷ୍ଟାନ୍ତରେ, ପରିଶ୍ରମୀ କୃଷକ ଅନ୍ୟ ଚାଷୀଙ୍କ ସହ କାମ କରୁଛନ୍ତି, ଯେଉଁମାନେ ଅମଳ ପରେ ଫସଲର ଅଂଶ ପାଇବେ । କିନ୍ତୁ ଯେହେତୁ ଏହି କୃଷକ ଅନ୍ୟମାନଙ୍କ ଅପେକ୍ଷା ଅଧିକ ପରିଶ୍ରମ କରନ୍ତି, ତେଣୁ ସେ ଏହାକୁ ଅନ୍ୟମାନେ ପାଇବା ପୂର୍ବରୁ ପାଇବା ଉଚିତ୍ । ଏହା ସୂଚିତ କରେ ଯେ ଏହା ପାଇବା ଉତ୍ତମ ବିଷୟ ଅଟେ, ସମ୍ଭବତଃ ଫସଲର ଗୁଣ ଉତ୍ତମ ଅଟେ । ବିକଳ୍ପ ଅନୁବାଦ: "ଫସଲର ସର୍ବୋତ୍ତମ ଅଂଶ ପାଅ" [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 2 7 p036 figs-metonymy ὃ λέγω 1 what I am saying କ୍ରିୟା ସହିତ ପ୍ରକାଶ କରିବାର ଧାରଣା ପ୍ରକାଶ କରିବାକୁ ପାଉଲ ତାଙ୍କ ପତ୍ରରେ ଯାହା ଲେଖିଛନ୍ତି ତାହା ସୂଚିତ କରେ । ବିକଳ୍ପ ଅନୁବାଦ: "ମୁଁ ଯାହା ତୁମ୍ଭକୁ କହିଲି" [[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 2 8 p037 translate-names Δαυείδ 1 of David ଏହା ଇସ୍ରାଏଲର ଜଣେ ମହାନ ରାଜାଙ୍କର ନାମ।  [[rc://en/ta/man/translate/translate-names]])ଦେଖନ୍ତୁ)
2TI 2 8 p038 figs-activepassive ἐγηγερμένον ἐκ νεκρῶν 1 raised from the dead ଯଦି ଆପଣଙ୍କ ଭାଷା ମୌଖିକ ଫର୍ମ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣା ପ୍ରକାଶ କରିବାକୁ ଏକ ସକ୍ରିୟ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ଯାହାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କଲେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
Can't render this file because it contains an unexpected character in line 2 and column 8087.