Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 16:01:13 +00:00
parent 1e0ead985a
commit c4127db15c
1 changed files with 7 additions and 7 deletions

View File

@ -242,13 +242,13 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 5 10 h96j παντὶ ἔργῳ ἀγαθῷ ἐπηκολούθησεν 1 has been devoted to every good work ପାଉଲ ଏଠାରେ **ପ୍ରତ୍ୟେକ** ଶବ୍ଦକୁ ଗୁରୁତ୍ୱ ଦେବା ପାଇଁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ସେ ଅନେକ ଉତ୍ତମ କାର୍ଯ୍ୟ କରିଛନ୍ତି"[[rc://en/ta/man/translate/figs-hyperbole]])\])ଦେଖନ୍ତୁ)
1TI 5 11 rv5h νεωτέρας δὲ χήρας παραιτοῦ 1 But as for younger widows, refuse to enroll them in the list ବିକଳ୍ପ ଅନୁବାଦ: "କିନ୍ତୁ ଷାଠିଏ ବର୍ଷରୁ କମ୍ ବିଧବାମାନଙ୍କ ନାମ ବିଧବା ତାଲିକାରେ ଅନ୍ତର୍ଭୁକ୍ତ କରେ ନାହିଁ।"
1TI 5 11 vqq9 ὅταν γὰρ καταστρηνιάσωσιν τοῦ Χριστοῦ, γαμεῖν θέλουσιν 1 For when they give in to bodily desires against Christ, they want to marry ଏହାର ଅର୍ଥ ଏହା  ଯେ ଯେତେବେଳେ ଜଣେ ବିଧବା ଏକ ପଦବୀ ଗ୍ରହଣ କଲେ, ସେତେବେଳେ ସେ ଅବିବାହିତ ରହିବାକୁ ପ୍ରତିଜ୍ଞା କରୂଥିଲେ ଏବଂ ଅନ୍ୟ ବିଶ୍ଵାସୀମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: "ଯେତେବେଳେ ସେମାନେ ଶାରୀରିକ ଇଚ୍ଛା ଅନୁଭବ କରନ୍ତି ଯାହା ସେମାନଙ୍କର ଶପଥ ପ୍ରତି ବିରୋଧ କରେ"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 5 12 nha7 τὴν πρώτην πίστιν ἠθέτησαν 1 revoke their first commitment ସେମାନଙ୍କର ପୂର୍ବ ପ୍ରତିଜ୍ଞାକୁ ରକ୍ଷା କରନ୍ତି ନାହିଁ କିମ୍ବା “ସେମାନେ ଯାହା ପୂର୍ବରୁ ପ୍ରତିଜ୍ଞା କରିଥିଲେ, ତାହା କରନ୍ତି ନାହିଁ”
1TI 5 12 k9nz πίστιν 1 commitment ଖ୍ରୀଷ୍ଟିୟ ସମ୍ପ୍ରଦାୟ ସେମାନଙ୍କ ପ୍ରୟୋଜନୀୟ ବିଷୟ ଯୋଗାଇଲେ, ସେମାନେ ସେମାନଙ୍କ ଅବଶିଷ୍ଟ ଜୀବନ ଖ୍ରୀଷ୍ଟିୟ ସମ୍ପ୍ରଦାୟର ସେବାରେ କଟାଇବା ହେଉଛି ବିଧମାନଙ୍କର ପ୍ରତିଜ୍ଞା I
1TI 5 13 t4iv ἀργαὶ μανθάνουσιν 1 learn to be lazy କୌଣସି କାର୍ଯ୍ୟ ନ କରିବାର ଅଭ୍ୟାସରେ ପଡନ୍ତି
1TI 5 13 nll4 φλύαροι καὶ περίεργοι, λαλοῦσαι τὰ μὴ δέοντα 1 talk nonsense and are busybodies, saying things they should not say ଏହି ତିନୋଟି ବାକ୍ୟାଂଶରେ ସମ୍ଭବତଃ ସମାନ କାର୍ଯ୍ୟକୁ ତିନି ପ୍ରକାରେ କୁହାଯାଇଛି I ଏହି ଲୋକମାନେ ଅନ୍ୟମାନଙ୍କର ବ୍ୟକ୍ତିଗତ ଜୀବନକୁ ଦେଖିବା ଓ ଯେଉଁମାନେ ସେସବୁ ଶୁଣି ଉପକାର ପାଇବେ ନାହିଁ, ସେମାନଙ୍କୁ କହିବା ଉଚିତ ନୁହେଁ I
1TI 5 13 cym5 φλύαροι 1 nonsense ଯେଉଁମାନେ ସେଗୁଡିକ ଶୁଣିବେ, ସେମାନଙ୍କ ଉପକାରରେ ଆସୁ ନ ଥିବା ବାକ୍ୟ
1TI 5 13 umk2 περίεργοι 1 busybodies ଅନ୍ୟ ଲୋକମାନଙ୍କ ଭଲପାଇଁ ନୁହେଁ, କିନ୍ତୁ ସେମାନଙ୍କ ନିଜର ଭଲପାଇଁ ଅନ୍ୟ ଲୋକମାନଙ୍କର ବ୍ୟକ୍ତିଗତ ଜୀବନକୁ ଦେଖୁଥିବା ଲୋକମାନେ
1TI 5 14 bh1q οἰκοδεσποτεῖν 1 to manage the household ଆପଣା ଗୃହରେ ଥିବା ସମସ୍ତଙ୍କ ଯତ୍ନ ନେବାକୁ
1TI 5 12 nha7 τὴν πρώτην πίστιν ἠθέτησαν 1 revoke their first commitment ଏଠାରେ **ପ୍ରତିଶ୍ରୁତି** ଶବ୍ଦ ଏକ ପ୍ରତିବଦ୍ଧତାକୁ ବୁଝାଏ ଯାହା ବିଧବାମାନେ କରିଥିବା [5:11](https://create.translationcore.com/05/11.md)ର ଅନ୍ତିମ ଟିପ୍ପଣୀରେ ଉଲ୍ଲେଖ କରାଯାଇଛି ଯେ ସେମାନେ ଜୀବନସାରା ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ସେବା କରିବେ ଏବଂ ସମ୍ପ୍ରଦାୟ ସେମାନଙ୍କର ଆବଶ୍ୟକତା ପୂରଣ କଲେ ପୁନର୍ବାର ବିବାହ କରିବେ ନାହିଁ। ବିକଳ୍ପ ଅନୁବାଦ: "ସେମାନେ ସେମାନଙ୍କର ପୂର୍ବ ପ୍ରତିବଦ୍ଧତା ପାଳନ କରିନାହାଁନ୍ତି" କିମ୍ବା "ସେମାନେ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା କରିନାହାଁନ୍ତି।"
1TI 5 12 k9nz πίστιν 1 commitment
1TI 5 13 t4iv ἀργαὶ μανθάνουσιν 1 learn to be lazy ବିକଳ୍ପ ଅନୁବାଦ: "ସେମାନେ କିଛି ନକରିବାର ଅଭ୍ୟାସରେ ପ୍ରବେଶ କରନ୍ତି"
1TI 5 13 nll4 φλύαροι καὶ περίεργοι, λαλοῦσαι τὰ μὴ δέοντα 1 talk nonsense and are busybodies, saying things they should not say ଏହି ତିନୋଟି ବାକ୍ୟାଂଶ ସମାନ କାର୍ଯ୍ୟକଳାପ ବିଷୟରେ କହିବାର ଉପାୟ ହୋଇପାରେ । ପାଉଲ ପୁନରାବୃତ୍ତି ବ୍ୟବହାର କରି କହିଥିଲେ ଯେ ଏହି ମହିଳାମାନେ ଅନ୍ୟମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଅନ୍ୟମାନଙ୍କୁ କହିବା ଉଚିତ୍ ନୁହେଁ କାରଣ ସେମାନେ ଏହି ଏବିଷୟ ଶୁଣିବା ପରେ ଭଲ ହୋଇପାରିବେ ନାହିଁ । ଯଦି ଆପଣ ଭାବୁଛନ୍ତି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକୁ ଗୋଟିଏରେ ବାକ୍ୟାଂଶରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ଯେଉଁମାନେ ସିଧାସଳଖ ଅନ୍ୟ ଲୋକଙ୍କ ଜୀବନରେ ହସ୍ତକ୍ଷେପ କରନ୍ତି"  (ଏକ ଡବଲ୍ଟରେ ଦୁଇରୁ ଅଧିକ ଶବ୍ଦ ଅନ୍ତର୍ଭୁକ୍ତ କରିପାରେ ।)[[rc://en/ta/man/translate/figs-doublet]])ଦେଖନ୍ତୁ)
1TI 5 13 cym5 φλύαροι 1 nonsense ବିକଳ୍ପ ଅନୁବାଦ: "ଯେଉଁମାନେ ବ୍ୟର୍ଥ ବାର୍ତାଳାପ କରନ୍ତି"
1TI 5 13 umk2 περίεργοι 1 busybodies
1TI 5 14 bh1q οἰκοδεσποτεῖν 1 to manage the household
1TI 5 14 u94k τῷ ἀντικειμένῳ 1 the enemy ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏହା ଶୟତାନକୁ ବୁଝାଏ କିମ୍ବା ) ଏହା ଖ୍ରୀଷ୍ଟିୟାନମାନଙ୍କ ବିରୋଧୀ ଥିବା ଅବିଶ୍ବାସୀମାନଙ୍କୁ ବୁଝାଏ I
1TI 5 14 a1w5 figs-inclusive λοιδορίας χάριν 1 to slander us ଏଠାରେ “ଆମ୍ଭମାନଙ୍କୁ” ଶବ୍ଦଟି ତୀମଥିଙ୍କୁ ମିଶାଇ ସମଗ୍ର ଖ୍ରୀଷ୍ଟିୟ ସମ୍ପ୍ରଦାୟକୁ ବୁଝାଏ I (ଦେଖ: [[rc://en/ta/man/translate/figs-inclusive]])
1TI 5 15 fy54 figs-metaphor ἐξετράπησαν ὀπίσω τοῦ Σατανᾶ 1 turned aside after Satan ଖ୍ରୀଷ୍ଟଙ୍କ ପ୍ରତି ବିଶ୍ବସ୍ତତାରେ ଜୀବନ କାଟିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଚାଲିବା ନିମନ୍ତେ ଗୋଟିଏ ପଥ I ଏହାର ଅର୍ଥ ହେଉଛି ଯେ ସ୍ତ୍ରୀ ଲୋକଟି ଯୀଶୁଙ୍କ ଆଜ୍ଞା ପାଳନ ବନ୍ଦ କରିଦେଇଛି ଓ ଶୟତାନର ଆଜ୍ଞା ପାଳନ ଆରମ୍ଭ କରିଦେଇଛି I ବିକଳ୍ପ ଅନୁବାଦ: “ଶୟତାନର ଅନୁଗମନ କରିବା ପାଇଁ ଖ୍ରୀଷ୍ଟଙ୍କ ପଥକୁ ପରିତ୍ୟାଗ କରିଛି” କିମ୍ବା “ଖ୍ରୀଷ୍ଟଙ୍କ ପରିବର୍ତ୍ତେ ଶୟତାନର ବାଧ୍ୟ ହେବାକୁ ସ୍ଥିର କରିଛି” (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 7882.