Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-18 15:56:15 +00:00
parent 70eb686fdc
commit 1e0ead985a
1 changed files with 5 additions and 5 deletions

View File

@ -237,11 +237,11 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 5 10 l8nm figs-activepassive ἐν ἔργοις καλοῖς μαρτυρουμένη 1 She must be known for good deeds ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ସକ୍ରିୟ ବାକ୍ୟାଂଶରେ ଅନୁବାଦ କରି, କିଏ କାର୍ଯ୍ୟ କରେ ତାହ ଆପଣ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: "ଲୋକମାନେ ତାଙ୍କର ଉତ୍ତମ କାର୍ଯ୍ୟକୁ ପ୍ରମାଣ କରିବାକୁ ସମର୍ଥ ହେବା ଉଚିତ୍" [[rc://en/ta/man/translate/figs-activepassive]])ଦେଖନ୍ତୁ)
1TI 5 10 mik7 ἐξενοδόχησεν 1 has been hospitable to strangers ବିକଳ୍ପ ଅନୁବାଦ: "ତୁମ ଗୃହରେ ଅପରିଚିତ ଲୋକଙ୍କୁ ସ୍ୱାଗତ କଲେ" କିମ୍ବା "ଅଭ୍ୟାସିତ ଆତିଥ୍ୟ" ।
1TI 5 10 ygl3 figs-metonymy ἁγίων πόδας ἔνιψεν 1 has washed the feet of the saints ଏହି ସଂସ୍କୃତିରେ, ଲୋକମାନେ ଧୂଳି କିମ୍ବା କାଦୁଅ ରାସ୍ତାରେ ଖାଲି ପାଦରେ କିମ୍ବା ଚପଲରେ ବୁଲୁଥିଲେ, ତେଣୁ ଗୃହରେ ପ୍ରବେଶ କରିବା ପରେ ପାଦ ଧୋଇବା ସେମାନଙ୍କୁ ଆରାମଦାୟକ ଏବଂ ପରିଷ୍କାର ରହିବାକୁ ସାହାଯ୍ୟ କରିବାର ଏକ ମାଧ୍ୟମ ଥିଲା । ଯଦି ଆପଣଙ୍କ ସଂସ୍କୃତିର ଲୋକମାନେ ଅଭ୍ୟାସ ସହିତ ପରିଚିତ ହେବେ ନାହିଁ, ଆପଣ ଏହା ବଦଳରେ ଏକ ସାଧାରଣ ଅଭିବ୍ୟକ୍ତିକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ତାଙ୍କୁ ଦେଖା କରିବାକୁ ଆସିଥିବା ବିଶ୍ଵାସୀମାନଙ୍କ ଯତ୍ନ ନେଇଅଛନ୍ତି" [[rc://en/ta/man/translate/figs-metonymy]])"ଦେଖନ୍ତୁ)
1TI 5 10 bw4h ἁγίων 1 saints କେତେକ ସଂସ୍କରଣ ଏହି ଶବ୍ଦକୁ “ବିଶ୍ବାସୀମାନେ” ବା “ଈଶ୍ବରଙ୍କ ପବିତ୍ର ଲୋକମାନେ” ବୋଲି ଅନୁବାଦ କରେ I ବାସ୍ତବିକ ଚିନ୍ତାଧାରା ହେଉଛି ଯେ ଏହା ସବୁ ଖ୍ରୀଷ୍ଟିୟ ବିଶ୍ବାସୀମାନଙ୍କୁ ବୁଝାଏ I
1TI 5 10 ey6i figs-nominaladj θλιβομένοις ἐπήρκεσεν 1 has relieved the afflicted ଏଠାରେ “ଦୁଃଖୀ” ଗୋଟିଏ ନାମବାଚକ ବିଶେଷଣ ଯାହାକୁ ଗୋଟିଏ ବିଶେଷଣଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ; “ଦୁଃଖଭୋଗ କରୁଥିବା ଲୋକମାନଙ୍କୁ ସାହାଯ୍ୟ କରିଅଛି” (ଦେଖ: [[rc://en/ta/man/translate/figs-nominaladj]])
1TI 5 10 h96j παντὶ ἔργῳ ἀγαθῷ ἐπηκολούθησεν 1 has been devoted to every good work ସବୁ ପ୍ରକାର ସତ୍କର୍ମରେ ଉଦ୍ଜୋଗୀ ହୋଇଅଛି
1TI 5 11 rv5h νεωτέρας δὲ χήρας παραιτοῦ 1 But as for younger widows, refuse to enroll them in the list "କିନ୍ତୁ ଏହି ତାଲିକାରେ ଯୁବତୀ ବିଧବାମାନଙ୍କୁ ଯୋଗ କର ନାହିଁ I ୬୦ ବର୍ଷରୁ ଅଧିକ ବୟସର ବିଧବାମାନଙ୍କୁ ତାଲିକାଭୁକ୍ତ କର, ଯେଉଁମାନଙ୍କୁ ଖ୍ରୀଷ୍ଟିୟ ସମ୍ପ୍ରଦାୟ ସାହାଯ୍ୟ କରିବ I
1TI 5 11 vqq9 ὅταν γὰρ καταστρηνιάσωσιν τοῦ Χριστοῦ, γαμεῖν θέλουσιν 1 For when they give in to bodily desires against Christ, they want to marry କାରଣ ଯେତେବେଳେ ସେମାନେ ସେମାନଙ୍କ କାମାଭିଳାଷକୁ ପୂରଣ କରିବାପାଇଁ ବିବାହ କରିବାକୁ ଚାହାନ୍ତି, ସେମାନେ ବିଧବାଭାବରେ ଖ୍ରୀଷ୍ଟଙ୍କ ସେବା କରିବାର ପ୍ରତିଜ୍ଞାକୁ ଲଂଘନ କରନ୍ତି"
1TI 5 10 bw4h ἁγίων 1 saints ଏହି ଅଭିବ୍ୟକ୍ତି ଯୀଶୁଙ୍କଠାରେ ବିଶ୍ଵାସୀମାନଙ୍କୁ ଦର୍ଶାଏ ଯେଉଁମାନେ ଈଶ୍ଵରଙ୍କ ପାଇଁ “ପବିତ୍ର” କିମ୍ବା “ପୃଥକ” ଅଟନ୍ତି । ବିକଳ୍ପ ଅନୁବାଦ: "ବିଶ୍ଵାସୀ" କିମ୍ବା "ଈଶ୍ଵରଙ୍କ ପବିତ୍ର ଲୋକ" ।[[rc://en/ta/man/translate/figs-idiom]])ଦେଖନ୍ତୁ)
1TI 5 10 ey6i figs-nominaladj θλιβομένοις ἐπήρκεσεν 1 has relieved the afflicted ସେ ବର୍ଣ୍ଣନା କରୁଥିବା ଏକ ଶ୍ରେଣୀକୁ ସୂଚାଇବା ପାଇଁ ପାଉଲ ବିଶେଷଣ **ଯନ୍ତ୍ରଣାକୁ** ବିଶେଷ୍ୟ ଭାବରେ ବ୍ୟବହାର କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ଏହାକୁ ଏକ ବିଶେଷ୍ୟ ବାକ୍ୟାଂଶ ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ଯେଉଁ ଲୋକମାନେ ଯନ୍ତ୍ରଣା ଭୋଗୁଛନ୍ତି ସେମାନଙ୍କୁ ସାହାଯ୍ୟ କରିଛନ୍ତି" [[rc://en/ta/man/translate/figs-nominaladj]])ଦେଖନ୍ତୁ)
1TI 5 10 h96j παντὶ ἔργῳ ἀγαθῷ ἐπηκολούθησεν 1 has been devoted to every good work ପାଉଲ ଏଠାରେ **ପ୍ରତ୍ୟେକ** ଶବ୍ଦକୁ ଗୁରୁତ୍ୱ ଦେବା ପାଇଁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: "ସେ ଅନେକ ଉତ୍ତମ କାର୍ଯ୍ୟ କରିଛନ୍ତି"[[rc://en/ta/man/translate/figs-hyperbole]])\])ଦେଖନ୍ତୁ)
1TI 5 11 rv5h νεωτέρας δὲ χήρας παραιτοῦ 1 But as for younger widows, refuse to enroll them in the list ବିକଳ୍ପ ଅନୁବାଦ: "କିନ୍ତୁ ଷାଠିଏ ବର୍ଷରୁ କମ୍ ବିଧବାମାନଙ୍କ ନାମ ବିଧବା ତାଲିକାରେ ଅନ୍ତର୍ଭୁକ୍ତ କରେ ନାହିଁ।"
1TI 5 11 vqq9 ὅταν γὰρ καταστρηνιάσωσιν τοῦ Χριστοῦ, γαμεῖν θέλουσιν 1 For when they give in to bodily desires against Christ, they want to marry ଏହାର ଅର୍ଥ ଏହା  ଯେ ଯେତେବେଳେ ଜଣେ ବିଧବା ଏକ ପଦବୀ ଗ୍ରହଣ କଲେ, ସେତେବେଳେ ସେ ଅବିବାହିତ ରହିବାକୁ ପ୍ରତିଜ୍ଞା କରୂଥିଲେ ଏବଂ ଅନ୍ୟ ବିଶ୍ଵାସୀମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: "ଯେତେବେଳେ ସେମାନେ ଶାରୀରିକ ଇଚ୍ଛା ଅନୁଭବ କରନ୍ତି ଯାହା ସେମାନଙ୍କର ଶପଥ ପ୍ରତି ବିରୋଧ କରେ"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 5 12 nha7 τὴν πρώτην πίστιν ἠθέτησαν 1 revoke their first commitment ସେମାନଙ୍କର ପୂର୍ବ ପ୍ରତିଜ୍ଞାକୁ ରକ୍ଷା କରନ୍ତି ନାହିଁ କିମ୍ବା “ସେମାନେ ଯାହା ପୂର୍ବରୁ ପ୍ରତିଜ୍ଞା କରିଥିଲେ, ତାହା କରନ୍ତି ନାହିଁ”
1TI 5 12 k9nz πίστιν 1 commitment ଖ୍ରୀଷ୍ଟିୟ ସମ୍ପ୍ରଦାୟ ସେମାନଙ୍କ ପ୍ରୟୋଜନୀୟ ବିଷୟ ଯୋଗାଇଲେ, ସେମାନେ ସେମାନଙ୍କ ଅବଶିଷ୍ଟ ଜୀବନ ଖ୍ରୀଷ୍ଟିୟ ସମ୍ପ୍ରଦାୟର ସେବାରେ କଟାଇବା ହେଉଛି ବିଧମାନଙ୍କର ପ୍ରତିଜ୍ଞା I
1TI 5 13 t4iv ἀργαὶ μανθάνουσιν 1 learn to be lazy କୌଣସି କାର୍ଯ୍ୟ ନ କରିବାର ଅଭ୍ୟାସରେ ପଡନ୍ତି

Can't render this file because it contains an unexpected character in line 2 and column 7882.