Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 15:31:58 +00:00
parent 74e01eacc6
commit becaad7e39
1 changed files with 1 additions and 0 deletions

View File

@ -623,3 +623,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 19 j292 grammar-connect-logic-result ἡμεῖς ἀγαπῶμεν, ὅτι αὐτὸς πρῶτος ἠγάπησεν ἡμᾶς 1 We love because he first loved us ଏହି ପର୍ବଟି [10](https://create.translationcore.com/04/10.md) ପର୍ବର ବାକ୍ୟାଂଶକୁ ସାରାଂଶିତ କରେ | ସେଠାରେ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ | ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ପରିଣାମର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ ବର୍ଣ୍ଣନା କରେ | ବିକଳ୍ପ ଅନୁବାଦ: “କାରଣ ଈଶ୍ଵର ପ୍ରଥମେ ଆମ୍ଭମାନଙ୍କୁ ପ୍ରେମ କଲେ, ତେଣୁ ଆମ୍ଭେମାନେ ପ୍ରେମକରୁ” (See: [[rc://en/ta/man/translate/grammar-connect-logic-result]])
1JN 4 19 j293 figs-explicit ἡμεῖς ἀγαπῶμεν 1 We love ଆମ୍ଭେମାନେ କାହାକୁ ପ୍ରେମକରୁ ତାହା ପ୍ରକାଶ କରିବା ଯଦି ଆପଣଙ୍କ ପାଇଁ ଆବଶ୍ୟକ ଅଟେ, ଏଠାରେ ଦୁଇଟି ସମ୍ଭାବନା ଅଛି, ଏବଂ ଯୋହନ ବୋଧହୁଏ ଉଭୟ ଏଠାରେ ପ୍ରକାଶ କରନ୍ତି । ଯଦି ଆପଣ ପ୍ରକାଶ, ତେବେ ଆମେ ନିମ୍ନରେ ବିକଳ୍ପ ସୁପାରିଶ କରୁ (1) କିନ୍ତୁ ଯଦି ଆପଣଙ୍କ ଅନୁବାଦ UST ପରି ଉଭୟ ସମ୍ଭାବନାକୁ ଅନ୍ତର୍ଭୂକ୍ତ କରିପାରିବ, ତାହା ସର୍ବୋତ୍ତମ ହେବ । ବିକଳ୍ପ ଅନୁବାଦ: (1) “ଆମ୍ଭେମାନେ ଈଶ୍ଵରଙ୍କୁ ପ୍ରେମ କରୁ” କିମ୍ବା (2) “ଆମ୍ଭେମାନେ ଅନ୍ୟମାନଙ୍କୁ ପ୍ରେମକରୁ” (See: [[rc://en/ta/man/translate/figs-explicit]])
1JN 4 19 j294 writing-pronouns αὐτὸς πρῶτος ἠγάπησεν ἡμᾶς 1 he first loved us ସର୍ବନାମ ସେ ଈଶ୍ଵରଙ୍କୁ ବୁଝାଏ | ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରଥମେ ଆମ୍ଭମାନଙ୍କୁ ପ୍ରେମ କଲେ” (See: [[rc://en/ta/man/translate/writing-pronouns]])
1JN 4 20 j295 figs-hypo ἐάν τις εἴπῃ, ὅτι ἀγαπῶ τὸν Θεόν, καὶ τὸν ἀδελφὸν αὐτοῦ μισῇ, ψεύστης ἐστίν 1 If anyone says, “I love God,” and hates his brother, he is a liar ଯୋହନ ତାଙ୍କ ପାଠକମାନଙ୍କୁ ସେମାନଙ୍କ ବାକ୍ୟ ଏବଂ କର୍ମ ମଧ୍ୟରେ ସ୍ଥିରତାର ଗୁରୁତ୍ଵକୁ ଚିହ୍ନିବାରେ ସାହାଯ୍ୟ କରିବାକୁ ଏକ ଉପକଳ୍ପିତ ପରିସ୍ଥିତିକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯଦି କେହି କହେ, 'ମୁଁ ଈଶ୍ଵଙ୍କୁ ପ୍ରେମ କରେ', କିନ୍ତୁ ସେ ନିଜ ଭାଇକୁ ଘୃଣା କରେ । ତେବେ ସେ ଜଣେ ମିଥ୍ୟାବାଦୀ ଅଟେ ।” (See: [[rc://en/ta/man/translate/figs-hypo]])

Can't render this file because it contains an unexpected character in line 2 and column 3771.