Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 12:50:07 +00:00
parent 32c43b20ad
commit bebc6b7ff2
1 changed files with 4 additions and 4 deletions

View File

@ -563,8 +563,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 5 j252 writing-pronouns αὐτοὶ 1 They ସର୍ବନାମ  **ସେମାନେ** ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ବୁଝାଏ ଯାହାକୁ ଯୋହନ [4:1](https://create.translationcore.com/04/01.md) ରେ ବର୍ଣ୍ଣନା କରନ୍ତି । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକଗଣ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 4 5 j253 figs-idiom ὁ κόσμος αὐτῶν ἀκούει 1 the world listens to them ******ଶୁଣିବା** ଶବ୍ଦ ଏକ ରୂଢ଼ି ଅଟେ  ଯାହାର ଅର୍ଥ “ବିଶ୍ୱାସ କରିବା” କିମ୍ବା “ବିଶ୍ୱାସ କରାଏ” ଅଟେ । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନେ ସେମାନଙ୍କୁ ବିଶ୍ୱାସ କରନ୍ତି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 j254 figs-exclusive ἡμεῖς…ἡμῶν…ἡμῶν 1 We … us … us ଏହି ପର୍ବର ପ୍ରଥମ ତିନୋଟି ବାକ୍ୟରେ ଏହି ସର୍ବନାମଗୁଡ଼ିକ ବୋଧହୁଏ ସ୍ୱତନ୍ତ୍ର ଅଟେ, ଏବଂ ଯଦି ଆପଣଙ୍କର ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣ ଆପଣଙ୍କ ଅନୁବାଦରେ ସ୍ୱତନ୍ତ୍ର ଗଠନ ବ୍ୟବହାର କରନ୍ତୁ । ଯୋହନ ଏଠାରେ ନିଜ ବିଷୟରେ ଏବଂ ପୁନରୁତ୍ଥାନର ତାହାଙ୍କ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କ ବିଷୟରେ ସତ୍ୟର ଶିକ୍ଷକ ବୋଲି କହନ୍ତି | ସେ ଯେଉଁ ବିଶ୍ଵାସୀମନଙ୍କୁ ଏହି ପତ୍ର ଲେଖୁଛନ୍ତି, ସେମାନେ ଈଶ୍ଵରଙ୍କଠାରୁ ବୋଲି ସେ [4:4](https://create.translationcore.com/04/04.md) ରେ କହିଛନ୍ତି । (( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 4 6 j328 figs-idiom ἡμεῖς ἐκ τοῦ Θεοῦ ἐσμεν 1 We are from God ଏଠାରେ, ଈଶ୍ଵରଙ୍କଠାରୁ ବାକ୍ୟାଂଶର ଅର୍ଥ ହୋଇପାରେ: (1) ଏହାର ଅର୍ଥ [4:4](https://create.translationcore.com/04/04.md) ଏବଂ [4:1-3](https://create.translationcore.com/04/01.md) ର ଅର୍ଥ ସହ ସମାନ  ଅଟେ । ଏହାକୁ UST ମଧ୍ୟ ସେହିପରି ବ୍ୟାଖ୍ୟା କରେ। ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କର ଅଟୁ” (2) ଯୋହନ ହୁଏତ ତାହାଙ୍କ ସହ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କ ବିଷୟରେ ସତ୍ୟର ଶିକ୍ଷା ଦିଅନ୍ତି ବୋଲି କହନ୍ତି କାରଣ ଈଶ୍ଵର ସେମାନଙ୍କୁ ତାହା କରିବାକୁ ପଠାଇଛନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରର ଆମ୍ଭମାନଙ୍କୁ ପଠାଇଛନ୍ତି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 j256 figs-idiom ἡμεῖς ἐκ τοῦ Θεοῦ ἐσμεν 1 We are from God ଆମ୍ଭେମାନେ ଈଶ୍ଵରଙ୍କଠାରୁ ବାକ୍ୟାଂଶର ଅର୍ଥକୁ ଯଦି ଆପଣ "ଈଶ୍ଵର ଆମ୍ଭମାନଙ୍କୁ ପଠାଇଛନ୍ତି," ବୋଲି ଅନୁବାଦ କରିବାକୁ ନିର୍ଣ୍ଣୟ କରିଛନ୍ତି ଏବଂ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଈଶ୍ଵର ଯୋହନ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ପଠାଇଛନ୍ତି ବୋଲି ଆପଣ ଏଠାରେ କିମ୍ବା ପାଦଟୀକାରେ ଉଲ୍ଲେଖ କରିପାରିବେ |  ବିକଳ୍ପ ଅନୁବାଦ: "ଈଶ୍ଵର ଆମ୍ଭମାନଙ୍କୁ ପୃଥିବୀରେ ତାହାଙ୍କ ଜୀବନର ପ୍ରତ୍ୟକ୍ଷଦର୍ଶୀ ଭାବରେ ଯୀଶୁଙ୍କ ବିଷୟରେ ସତ୍ୟ ଶିକ୍ଷା ଦେବାକୁ ପଠାଇଲେ" (See:[[rc://en/ta/man/translate/figs-idiom]])
1JN 4 6 j328 figs-idiom ἡμεῖς ἐκ τοῦ Θεοῦ ἐσμεν 1 We are from God ଏଠାରେ, **ଈଶ୍ଵରଙ୍କଠାରୁ** ବାକ୍ୟାଂଶର ଅର୍ଥ ହୋଇପାରେ: (1) ଏହାର ଅର୍ଥ [4:4](https://create.translationcore.com/04/04.md) ଏବଂ [4:1-3](https://create.translationcore.com/04/01.md) ର ଅର୍ଥ ସହ ସମାନ  ଅଟେ । ଏହାକୁ UST ମଧ୍ୟ ସେହିପରି ବ୍ୟାଖ୍ୟା କରେ। ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କର ଅଟୁ” (2) ଯୋହନ ହୁଏତ ତାହାଙ୍କ ସହ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କ ବିଷୟରେ ସତ୍ୟର ଶିକ୍ଷା ଦିଅନ୍ତି ବୋଲି କହନ୍ତି କାରଣ ଈଶ୍ଵର ସେମାନଙ୍କୁ ତାହା କରିବାକୁ ପଠାଇଛନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରର ଆମ୍ଭମାନଙ୍କୁ ପଠାଇଛନ୍ତି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 j256 figs-idiom ἡμεῖς ἐκ τοῦ Θεοῦ ἐσμεν 1 We are from God **ଆମ୍ଭେମାନେ ଈଶ୍ଵରଙ୍କଠାରୁ** ବାକ୍ୟାଂଶର ଅର୍ଥକୁ ଯଦି ଆପଣ "ଈଶ୍ଵର ଆମ୍ଭମାନଙ୍କୁ ପଠାଇଛନ୍ତି," ବୋଲି ଅନୁବାଦ କରିବାକୁ ନିର୍ଣ୍ଣୟ କରିଛନ୍ତି ଏବଂ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଈଶ୍ଵର ଯୋହନ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ପଠାଇଛନ୍ତି ବୋଲି ଆପଣ ଏଠାରେ କିମ୍ବା ପାଦଟୀକାରେ ଉଲ୍ଲେଖ କରିପାରିବେ |  ବିକଳ୍ପ ଅନୁବାଦ: "ଈଶ୍ଵର ଆମ୍ଭମାନଙ୍କୁ ପୃଥିବୀରେ ତାହାଙ୍କ ଜୀବନର ପ୍ରତ୍ୟକ୍ଷଦର୍ଶୀ ଭାବରେ ଯୀଶୁଙ୍କ ବିଷୟରେ ସତ୍ୟ ଶିକ୍ଷା ଦେବାକୁ ପଠାଇଲେ" (See:[[rc://en/ta/man/translate/figs-idiom]])
1JN 4 6 j257 ὁ γινώσκων τὸν Θεὸν 1 The one who knows God ଯୋହନ  [2:34](https://create.translationcore.com/02/03.md) ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କରେ ଅଛି”
1JN 4 6 j258 figs-idiom ἀκούει ἡμῶν…οὐκ ἀκούει ἡμῶν 1 listens to us … does not listen to us [4:5](https://create.translationcore.com/04/05.md) ପରି, **ଶୁଣିବା** ଶବ୍ଦ ଏକ ରୂଢ଼ି ଅଟେ  ଯାହାର ଅର୍ଥ “ବିଶ୍ୱାସ କରେ” କିମ୍ବା “ଦ୍ୱାରା ପ୍ରବର୍ତ୍ତାଇବା ।” ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଯାହା ଶିକ୍ଷା ଦେଉ ତାହା ବିଶ୍ଵାସ କରେ….ଆମ୍ଭେମାନେ ଯାହା ଶିକ୍ଷାଦେଉ ତାହା ବିଶ୍ଵାସ  କରେ ନାହିଁ … ( [[rc://en/ta/man/translate/figs-idiom]]ଦେଖନ୍ତୁ
1JN 4 6 j259 figs-idiom ὃς οὐκ ἔστιν ἐκ τοῦ Θεοῦ 1 Whoever is not from God ଏହି ପର୍ବରେ **ଈଶ୍ଵରଙ୍କଠାରୁ** ବାକ୍ୟାଂଶର ଅର୍ଥ [4:4](https://create.translationcore.com/04/05.md) ପରି ସମାନ ଅଟେ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵରଙ୍କର ନୁହେଁ” କିମ୍ବା “ଯେ କେହି ଈଶ୍ଵରଙ୍କ ସହ ସମ୍ପର୍କରେ ବାସ କରେ ନାହିଁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
@ -573,12 +573,12 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 6 j261 figs-exclusive γινώσκομεν 1 we know କାରଣ ଯୋହନ  ପୁଣି ଥରେ ନିଜ ବିଷୟରେ ଏବଂ ସେ ଲେଖୁଥିବା ବିଶ୍ଵାସୀମାନଙ୍କ ବିଷୟରେ କହନ୍ତି, **ଆମ୍ଭେମାନେ** ସର୍ବନାମ ଏହି ପଦର ଶେଷ ବାକ୍ୟରେ ଅନ୍ତର୍ଭୂକ୍ତ କରେ, ଏବଂ ଯଦି ଆପଣଙ୍କ  ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣ ଆପଣଙ୍କ  ଅନୁବାଦରେ ଏହାକୁ ଅନ୍ତର୍ଭୂକ୍ତ କରିପାରିବେ । ଏହା [4:13](https://create.translationcore.com/04/13.md) ରେ ମଧ୍ୟ ଜାରିରହେ। ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 4 6 j262 figs-metonymy τὸ πνεῦμα τῆς ἀληθείας καὶ τὸ πνεῦμα τῆς πλάνης 1 the spirit of truth and the spirit of error ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ ଆତ୍ମା ​​ଶବ୍ଦର ଆଲୋଚନା ଦେଖନ୍ତୁ । ଏହି ଉଦାହରଣଗୁଡ଼ିକରେ,ଏହା ହୁଏତ: (1) ଆତ୍ମା ​​ଯାହା ଏକ ନିର୍ଦ୍ଦିଷ୍ଟ ପ୍ରକାରର ବାର୍ତ୍ତାକୁ ପ୍ରେରଣ କରେ । ଏହି କ୍ଷେତ୍ରରେ, ସତ୍ୟର ଆତ୍ମା ଈଶ୍ଵରଙ୍କ ଆତ୍ମାକୁ ଏବଂ ତ୍ରୁଟିର ଆତ୍ମା ​​ଶୟତାନକୁ ସୂଚାଏ । ଯୋହନ [4:4](https://create.translationcore.com/04/4.md) ରେ "ତୁମ୍ଭମାନଙ୍କ ମଧ୍ୟରୁ ଜଣେ" ଏବଂ "ଜଗତର ଜଣେ" ଭାବରେ ଉଲ୍ଲେଖ କରିଥିବା ବିଷୟକୁ ମଧ୍ୟ ବୁଝାଏ । UST ଦେଖନ୍ତୁ | (2) କୌଣସି ବିଷୟର ଚରିତ୍ର ଅଟେ । ଏହି ପରିପ୍ରେକ୍ଷୀରେ, ଯୋହନ ଆତ୍ମାକୁ ସାଙ୍କେତିକ ଭାବରେ ବ୍ୟବହାର କରି ସେହି ଲୋକମାନଙ୍କୁ ବୁଝାନ୍ତି ଯାହାର ଶିକ୍ଷାଗୁଡ଼ିକରେ ଏକ ନିର୍ଦ୍ଦିଷ୍ଟ ଚରିତ୍ର ଅଛି । ବିକଳ୍ପ ଅନୁବାଦ: "ଯେଉଁମାନଙ୍କର ଶିକ୍ଷା ସତ୍ୟ ଅଟେ ଏବଂ ଯେଉଁମାନଙ୍କର ଶିକ୍ଷା ମିଥ୍ୟା ଅଟେ" (See: [[rc://en/ta/man/translate/figs-metonymy]])
1JN 4 6 j263 figs-abstractnouns τὸ πνεῦμα τῆς ἀληθείας καὶ τὸ πνεῦμα τῆς πλάνης 1 the spirit of truth and the spirit of error ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ସତ୍ୟ” ଏବଂ “ମିଥ୍ୟା” ବିଶେଷଣ ସହ ଭାବ ବାଚକ ବିଶେଷ୍ୟ ସତ୍ୟ ଏବଂ ଭୁଲ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାର ଶିକ୍ଷା ସତ୍ୟ ଏବଂ ଯାହାର ଶିକ୍ଷା ମିଥ୍ୟା ଅଟେ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 4 7 bse1 checking/headings 0 If you are using section headings, you could put one here before verse 7. Suggested heading: “Love Comes from God” (See: [[rc://en/ta/man/checking/headings]])
1JN 4 7 bse1 checking/headings 0 ଯଦି ଆପଣ ପ୍ରସଙ୍ଗର ନାମଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ଆପଣ 7 ପର୍ବ ପୂର୍ବରୁ ଏଠାରେ ଗୋଟିଏ  ନାମକୁ ବ୍ୟବାହର କରିପାରିବେ । ପ୍ରସ୍ତାବିତ ନାମ: "ପ୍ରେମ ଈଶ୍ଵରଙ୍କଠାରୁ ଆସେ" (See: [[rc://en/ta/man/checking/headings]])
1JN 4 7 j264 καὶ γινώσκει τὸν Θεόν 1 and knows God ଯୋହନ 2:4 ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କ ନାହିଁ”
1JN 4 8 j265 grammar-connect-logic-result ὁ μὴ ἀγαπῶν, οὐκ ἔγνω τὸν Θεόν, ὅτι ὁ Θεὸς ἀγάπη ἐστίν 1 The one who does not love does not know God, for God is love ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ପରିଣାମରର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ଵର  ପ୍ରେମ ଅଟନ୍ତି, ଯିଏ ପ୍ରେମ କରେ ନାହିଁ ସେ ଈଶ୍ଵରଙ୍କୁ  ଜାଣେ ନାହିଁ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 4 8 j266 οὐκ ἔγνω τὸν Θεόν 1 does not know God ଯୋହନ [2:4](https://create.translationcore.com/02/04.md) ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣିବା ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କ ନାହିଁ”
1JN 4 8 j267 figs-abstractnouns ὁ Θεὸς ἀγάπη ἐστίν 1 God is love ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “**ପ୍ରେମ**” ଭଳି ଏକ ବିଶେଷଣ ସହ ଭାବ ବାଚକ ବିଶେଷ୍ୟ ପ୍ରେମ ପଛରେ ଥିବା  ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର  ସଂପୂର୍ଣ୍ଣ ଭାବେପ୍ରେମ କରନ୍ତି” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 4 9 j268 figs-activepassive ἐφανερώθη ἡ ἀγάπη τοῦ Θεοῦ ἐν ἡμῖν 1 the love of God appeared among us
1JN 4 9 j268 figs-activepassive ἐφανερώθη ἡ ἀγάπη τοῦ Θεοῦ ἐν ἡμῖν 1 the love of God appeared among us 1 ଯୋହନଙ୍କ ପରିଚୟର ଭାଗ 3 ରେ “ପ୍ରକାଶ” ଶବ୍ଦର ଆଲୋଚନା ଦେଖନ୍ତୁ | ଏହା ଏକ ଗ୍ରୀକ୍ କର୍ମବାଚ୍ୟସୂଚକ ଶବ୍ଦ ଅଟେ ଯାହାର ଏକ ସକ୍ରିୟ ଅର୍ଥ ଥାଇପାରେ, ତେଣୁ ଏହାକୁ “ପ୍ରକାଶ ପାଇଲା” କିମ୍ବା “ପ୍ରକାଶ କରାଗଲା” ବୋଲି ଅନୁବାଦ କରାଯାଇପାରେ | ଯଦି ଆପଣଙ୍କ ଭାଷା କର୍ମବାଚ୍ୟସୂଚକ ଶବ୍ଦ ବ୍ୟବହାର କରେ ନାହିଁ, ଆପଣ ଏକ ସକ୍ରିୟ କ୍ରିୟା ବ୍ୟବହାର କରି କିଏ କାର୍ଯ୍ୟ କରେ ତାହା ପ୍ରକାଶ କରିପାରିବେ | ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି ତାହା ପ୍ରକାଶ କଲେ” (See: [[rc://en/ta/man/translate/figs-activepassive]])
1JN 4 9 j269 figs-exclusive ἡμῖν 1 us **ଆମ୍ଭମାନଙ୍କ ମଧ୍ୟରେ** ଅଭିବ୍ୟକ୍ତି ହୁଏତ ସମସ୍ତ ମାନବିକତାକୁ ବୁଝାଏ, ଏହା କେବଳ ସେହି ଲୋକମାନଙ୍କୁ ଯେଉଁମାନେ ଯୀଶୁଙ୍କୁ ଜୀବିତ ଥିବା ସମୟରେ ଦେଖିଥିଲେ ଏବଂ ଶୁଣିଥିଲେ ବୁଝାଏ ନାହିଁ, ତେଣୁ ଆମ୍ଭମାନଙ୍କ  ଶବ୍ଦ ଯୋହନ ଲେଖୁଥିବା ବିଶ୍ଵାସୀମାନଙ୍କୁ ମଧ୍ୟ ବୁଝାଏ । ଯୋହନ ପରେ ଏହି ପର୍ବରେ ଯୀଶୁ ଆସିଲେ ଯେପରି ଆମ୍ଭେମାନେ ତାହାଙ୍କ ମାଧ୍ୟମରେ ଜୀବିତ ହେବା ବୋଲି କହିଲେ, ଏବଂ ଏଠାରେ “ଆମ୍ଭେମାନେ” ଶବ୍ଦ ଏହି ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ । ତେଣୁ ଏହା ହୁଏତ ସେହି ଆମ୍ଭମାନଙ୍କ ଶବ୍ଦ ଅଟେ ଯାହା ପୂର୍ବରୁ ମଧ୍ୟ ସେମାନଙ୍କୁ ଅନ୍ତର୍ଭୁକ୍ତ କରେ । ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 4 9 mhuo writing-pronouns ἐν τούτῳ 1 Here, **this** refers forward to what John will say in the rest of the sentence. God demonstrated that he loves us by sending his Son. (See: [[rc://en/ta/man/translate/writing-pronouns]])
1JN 4 9 j270 guidelines-sonofgodprinciples τὸν Υἱὸν αὐτοῦ 1 his Son **ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ । ବିକଳ୍ପ ଅନୁବାଦ: “ତାହାଙ୍କ  ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.