Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 12:44:03 +00:00
parent d0c893d27f
commit 32c43b20ad
1 changed files with 4 additions and 4 deletions

View File

@ -544,9 +544,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 24 j232 figs-metaphor μένει ἐν ἡμῖν 1 he remains in us 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହା ଶବ୍ଦର ଅର୍ଥ ପୂର୍ବ ପରି ସମାନ ଅର୍ଥକୁ ବୁଝାଏ। ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କର  ସହ ଏକ ଘନିଷ୍ଠ ସମ୍ପର୍କ ରଖିଛନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 1 j235 figs-metonymy ἐξεληλύθασιν εἰς τὸν κόσμον 1 have gone out into the world ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ ଜଗତ ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ ଏହା ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକମାନଙ୍କ ସହ କଥାବାର୍ତ୍ତା କରିବାକୁ ଯାଉଛନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 1 a7h4 checking/headings 0 ଯଦି ଆପଣ ପ୍ରସଙ୍ଗର ନାମଗୁଡ଼ିକ ବ୍ୟବହାର କରୁଛନ୍ତି,  ତେବେ ଆପଣ 7 ପର୍ବ ପୂର୍ବରୁ ଏଠାରେ ଗୋଟିଏ  ନାମକୁ ବ୍ୟବାହର କରିପାରିବେ । ପ୍ରସ୍ତାବିତ ନାମ: “ଈଶ୍ଵରଙ୍କ ଆତ୍ମାକୁ ଚିହ୍ନିବା” (See: [[rc://en/ta/man/checking/headings]])
1JN 4 1 j234 εἰ ἐκ τοῦ Θεοῦ ἐστιν 1 whether they are from God ଯୋହନ ଏହି ପତ୍ରରେ ଅନେକ ଅର୍ଥରେ ଈଶ୍ଵରଙ୍କଠାରୁ ଅଭିବ୍ୟକ୍ତିକୁ ବ୍ୟବହାର କରନ୍ତି | ଏଠାରେ ଏହା ଉତ୍ପତ୍ତିକୁ ବୁଝାଏ | ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ପଠାଇଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ନିମନ୍ତେ” କିମ୍ବା “ଈଶ୍ଵର ସେମାନଙ୍କୁ ପ୍ରେରଣ କରିଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ନିମନ୍ତେ”
1JN 4 1 j234 εἰ ἐκ τοῦ Θεοῦ ἐστιν 1 whether they are from God ଯୋହନ ଏହି ପତ୍ରରେ ଅନେକ ଅର୍ଥରେ ଈଶ୍ଵରଙ୍କଠାରୁ ଅଭିବ୍ୟକ୍ତିକୁ ବ୍ୟବହାର କରନ୍ତି । ଏଠାରେ ଏହା ଉତ୍ପତ୍ତିକୁ ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ପଠାଇଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ନିମନ୍ତେ” କିମ୍ବା “ଈଶ୍ଵର ସେମାନଙ୍କୁ ପ୍ରେରଣ କରିଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ନିମନ୍ତେ ।
1JN 4 2 j236 figs-idiom ἐν τούτῳ γινώσκετε 1 In this you know ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ତୁମ୍ଭେମାନେ ଜାଣି ପାରିବ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 1 x71q figs-ellipsis εἰ ἐκ τοῦ Θεοῦ ἐστιν 1 This sentence leaves out some of the words that a sentence would need in many languages to be complete. If it would be clearer in your language, you could supply these words. Alternate translation: “to see whether they are from God, or whether they are not from God” (See: [[rc://en/ta/man/translate/figs-ellipsis]])
1JN 4 1 x71q figs-ellipsis εἰ ἐκ τοῦ Θεοῦ ἐστιν 1 ଏହି ବାକ୍ୟଟି କେତେକ ଶବ୍ଦ ଉଲ୍ଲେଖ କରେ ନାହିଁ ଯାହା ଏକ ବାକ୍ୟ ସଂପୂର୍ଣ୍ଣ ହେବା ପାଇଁ ଅନେକ ଭାଷାରେ ଆବଶ୍ୟକ ହେଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ,  ଆପଣ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଈଶ୍ଵରଙ୍କଠାରୁ ଆସିଛନ୍ତି କି ନାହିଁ,  ତାହା ଜାଣିବା ପାଇଁ ।”  (See: [[rc://en/ta/man/translate/figs-ellipsis]])
1JN 4 2 j237 figs-metonymy πᾶν πνεῦμα ὃ ὁμολογεῖ 1 Every spirit that confesses ଯୋହନ **ଆତ୍ମା** ଶବ୍ଦକୁ ସମ୍ପୃକ୍ତ କରି ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି  ଯାହା ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିବାକୁ ପ୍ରେରଣା ପ୍ରଦାନ କରେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା ଯିଏ ଶିକ୍ଷାଦାନ କରେ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 2 j238 ἐκ τοῦ Θεοῦ ἐστιν 1 is from God ଆପଣ [4:1](https://create.translationcore.com/04/01.md) ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କଲେ ତାହା ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ  ଦ୍ଵାରା ପ୍ରେରିତ” କିମ୍ବା, ଯଦି ଆପଣଙ୍କ ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ,  ସେହି ବାକ୍ୟାଂଶ ପୂର୍ବରୁ “**ପ୍ରତ୍ୟେକ ଆତ୍ମା**” କିମ୍ବା “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା” ଉଲ୍ଲେଖ କରି “ଈଶ୍ଵର ପ୍ରେରିତ କରନ୍ତି” ବୋଲି ଅନୁବାଦ କରିପାରିବେ । ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 3 j239 figs-metonymy πᾶν πνεῦμα ὃ μὴ ὁμολογεῖ 1 every spirit that does not confess ଆପଣ [4:2](https://create.translationcore.com/04/02.md) ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କଲେ ଦେଖନ୍ତୁ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା ଯିଏ ଶିକ୍ଷାଦାନ କରେ ନାହିଁ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
@ -554,12 +554,12 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 3 j241 figs-metonymy τὸν Ἰησοῦν 1 Jesus ଯଦି ଆପଣ “ଯୀଶୁ ଖ୍ରୀଷ୍ଟ ଶରୀରରେ ଆସିଲେ” ବିଭିନ୍ନ ପଠନକୁ ଅନୁସରଣ କରନ୍ତି, ତେବେ ଆପଣ  କିପରି ସେହି ବାକ୍ୟାଂଶକୁ ପୂର୍ବ ପଦରେ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯୀଶୁଖ୍ରୀଷ୍ଟଙ୍କର ପ୍ରକୃତ ମନୁଷ୍ୟ ଶରୀର ଥିଲା” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 3 j242 figs-explicit τὸν Ἰησοῦν 1 Jesus ଯଦିଓ ଆପଣ ଏକ ପାଠ୍ୟ ପ୍ରକାର ଆଧାରରେ ସେହିପରି କରନ୍ତି ନାହିଁ, ତେବେ ଆପଣ ସୂଚନାକୁ ସ୍ପଷ୍ଟ କରିବା ପାଇଁ **ଯୀଶୁ** ବୋଲି ଉଲ୍ଲେଖ କରିବା ଉଦ୍ଦେଶ୍ୟକୁ ଯୋହନଙ୍କ ଅର୍ଥ କ’ଣ ତାହା ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟଙ୍କର ପ୍ରକୃତ ମାନବ ଶରୀର ଥିଲା” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 4 3 j243 ἐκ τοῦ Θεοῦ οὐκ ἔστιν 1 is not from God ଆପଣ ପୂର୍ବ ପର୍ବରେ ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କରିଛ ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଦ୍ଵାରା ପ୍ରେରିତ ନୁହେଁ” କିମ୍ବା, ଯଦି ଆପଣଙ୍କ  ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, “ଈଶ୍ଵର  ପ୍ରେରିତ କରନ୍ତି ନାହିଁ,” ବୋଲି ଅନୁବାଦ କରି  ସେହି ବାକ୍ୟାଂଶକୁ **ପ୍ରତ୍ୟେକ ଆତ୍ମା** କିମ୍ବା “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା” ବାକ୍ୟାଂଶକୁ ପୂର୍ବରେ ଉଲ୍ଲେଖ କରିପାରିବେ । ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 3 j244 τοῦτό ἐστιν τὸ τοῦ ἀντιχρίστου 1 this is that of the Antichrist
1JN 4 3 j244 τοῦτό ἐστιν τὸ τοῦ ἀντιχρίστου 1 this is that of the Antichrist ଏହି ଶବ୍ଦର ଅର୍ଥ  “ଆତ୍ମା” ଅଟେ ବୋଲି ମନେକରି, ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ “ଆତ୍ମା” ଶବ୍ଦର ଆଲୋଚନା ଦେଖନ୍ତୁ । ଏହି ପରିପ୍ରେକ୍ଷୀରେ, ଯୋହନ ଉଭୟକୁ ସୂଚାଉଛନ୍ତି: (1) କୌଣସି ବିଷୟର ଚରିତ୍ରଗତ ମନୋଭାବକୁ, କିମ୍ବା (2) ଏକ ଅଲୈକିକ ପ୍ରାଣୀ ଯିଏ ସେହି ମନୋଭାବକୁ ପ୍ରେରଣା ଦିଏ । ଆପଣ ଭଣ୍ଡଖ୍ରୀଷ୍ଟ ଶବ୍ଦକୁ [2:18](https://create.translationcore.com/02/18.md)ରେ କିପରି ଅନୁବାଦ କରିଛନ୍ତି ତାହା ଦେଖନ୍ତୁ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷାଗୁଡ଼ିକ ଯୀଶୁଙ୍କ ବିରୋଧୀ ଅଟେ ।”
1JN 4 3 j245 writing-pronouns ὃ ἀκηκόατε ὅτι ἔρχεται, καὶ νῦν ἐν τῷ κόσμῳ ἐστὶν ἤδη 1 which you have heard about, that it is coming, and it is now already in the world ଯାହା  ଶବ୍ଦ “ଭଣ୍ଡଖ୍ରୀଷ୍ଟର” ଆତ୍ମାକୁ ବୁଝାଏ, ଯାହା ଯୋହନ ଏହି ପତ୍ର ଲେଖିବା ସମୟରେ ଜଗତରେ ଉପସ୍ଥିତ ଥିଲା, ଏବଂ ନିଜେ “ଭଣ୍ଡଖ୍ରୀଷ୍ଟ”ଜଗତରେରେ ନଥିଲେ। ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଶୁଣିଅଛ ଯେ ଏହି ମିଥ୍ୟା ଶିକ୍ଷା ଆସୁଛି, ଏବଂ ଏହା ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ପ୍ରଚାର ହୋଇସାରିଛି” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 4 3 j246 figs-metonymy ἐν τῷ κόσμῳ 1 in the world ଯୋହନ ଏହି ପତ୍ରର  ବିଭିନ୍ନ ଅର୍ଥରେ **ଜଗତ** ଶବ୍ଦ ବ୍ୟବହାର କରନ୍ତି। ଏଠାରେ, ଏହା ହୁଏତ  ପୃଥିବୀକୁ ବୁଝାଇପାରେ (ତେଣୁ ଏହି ଅଭିବ୍ୟକ୍ତିର ଅର୍ଥ “ଏହି ପୃଥିବୀରେ”), ଏହା ହୁଏତ  ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ  ବୁଝାଏ। ବିକଳ୍ପ ଅନୁବାଦ: “ଲୋକମାନଙ୍କ ମଧ୍ୟରେ ପ୍ରଚାରିତ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 4 j247 figs-idiom ὑμεῖς ἐκ τοῦ Θεοῦ ἐστε 1 You are from God ଏହି ପର୍ବରେ **ଈଶ୍ଵରଙ୍କଠାରୁ** ଅଭିବ୍ୟକ୍ତିର ଅର୍ଥ ପୂର୍ବ ତିନୋଟି ପର୍ବ ଅପେକ୍ଷା ଭିନ୍ନ ହୋଇପାରେ, ଯେହେତୁ ଏହା ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ପ୍ରେରଣା ଦେଉଥିବା ଆତ୍ମା ଅପେକ୍ଷା ବିଶ୍ଵାସୀମାନଙ୍କୁ ସୂଚାଏ । ଏହାର ଅର୍ଥ [3:10](https://create.translationcore.com/03/10.md) ପରି ସମାନ ଅଟେ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ  ଈଶ୍ଵରଙ୍କର ଅଟ” କିମ୍ବା “ତୁମ୍ଭେମାନେ ଈଶ୍ଵରଙ୍କ ସହ ସମ୍ପର୍କରେ ଅଛ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 4 j248 writing-pronouns αὐτούς 1 them ସର୍ବନାମ ସେମାନଙ୍କର  ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ବୁଝାଏ ଯାହାକୁ ଯୋହନ [4:1](https://create.translationcore.com/04/01.md) ରେ ବର୍ଣ୍ଣନା କରନ୍ତି । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକଗଣ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 4 4 j249 μείζων…ἢ 1 greater than If it would be clearer in your language, for this context you can use a more specific word than **greater**. Alternate translation: “stronger than
1JN 4 4 j249 μείζων…ἢ 1 greater than ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଏହି ପ୍ରସଙ୍ଗ ପାଇଁ ଆପଣ ମହାନ ଅପେକ୍ଷା ଏକ ବିଶେଷ ଶବ୍ଦ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଏହାଠାରୁ ଅଧିକ ଶକ୍ତିଶାଳୀ ।"
1JN 4 5 j252 writing-pronouns αὐτοὶ 1 They ସର୍ବନାମ  **ସେମାନେ** ମିଥ୍ୟା ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ବୁଝାଏ ଯାହାକୁ ଯୋହନ [4:1](https://create.translationcore.com/04/01.md) ରେ ବର୍ଣ୍ଣନା କରନ୍ତି । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକଗଣ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 4 5 j253 figs-idiom ὁ κόσμος αὐτῶν ἀκούει 1 the world listens to them ******ଶୁଣିବା** ଶବ୍ଦ ଏକ ରୂଢ଼ି ଅଟେ  ଯାହାର ଅର୍ଥ “ବିଶ୍ୱାସ କରିବା” କିମ୍ବା “ବିଶ୍ୱାସ କରାଏ” ଅଟେ । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନେ ସେମାନଙ୍କୁ ବିଶ୍ୱାସ କରନ୍ତି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 j254 figs-exclusive ἡμεῖς…ἡμῶν…ἡμῶν 1 We … us … us ଏହି ପର୍ବର ପ୍ରଥମ ତିନୋଟି ବାକ୍ୟରେ ଏହି ସର୍ବନାମଗୁଡ଼ିକ ବୋଧହୁଏ ସ୍ୱତନ୍ତ୍ର ଅଟେ, ଏବଂ ଯଦି ଆପଣଙ୍କର ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣ ଆପଣଙ୍କ ଅନୁବାଦରେ ସ୍ୱତନ୍ତ୍ର ଗଠନ ବ୍ୟବହାର କରନ୍ତୁ । ଯୋହନ ଏଠାରେ ନିଜ ବିଷୟରେ ଏବଂ ପୁନରୁତ୍ଥାନର ତାହାଙ୍କ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କ ବିଷୟରେ ସତ୍ୟର ଶିକ୍ଷକ ବୋଲି କହନ୍ତି | ସେ ଯେଉଁ ବିଶ୍ଵାସୀମନଙ୍କୁ ଏହି ପତ୍ର ଲେଖୁଛନ୍ତି, ସେମାନେ ଈଶ୍ଵରଙ୍କଠାରୁ ବୋଲି ସେ [4:4](https://create.translationcore.com/04/04.md) ରେ କହିଛନ୍ତି । (( [[rc://en/ta/man/translate/figs-exclusive]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.