Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 12:20:06 +00:00
parent 0df6dc91f6
commit d0c893d27f
1 changed files with 8 additions and 8 deletions

View File

@ -522,7 +522,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 19 j212 figs-metaphor ἔμπροσθεν αὐτοῦ 1 before him **ପୂର୍ବରେ** ଶବ୍ଦର ଅର୍ଥ “ସାମ୍ନାରେ” କିମ୍ବା “ଉପସ୍ଥିତିରେ” ଅଟେ। ଏହାର ଅର୍ଥ ଈଶ୍ଵର ବିଶ୍ଵାସୀମାନଙ୍କ ସହ ଉପସ୍ଥିତ ରହିବେ ଯାହାକୁ ଆଶ୍ୱାସନା ଆବଶ୍ୟକ ହୁଏ ଏବଂ ସେହି ବିଶ୍ଵାସୀମାନଙ୍କୁ ଆଶ୍ୱାସନା ପାଇବାରେ ସାହାଯ୍ୟ କରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସାହାଯ୍ୟରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 20 j213 figs-hypo ὅτι ἐὰν καταγινώσκῃ ἡμῶν ἡ καρδία, ὅτι μείζων ἐστὶν ὁ Θεὸς τῆς καρδίας ἡμῶν, καὶ γινώσκει πάντα 1 that if our heart condemns us, that God is greater than our heart and knows everything ଯୋହନ  ତାହାଙ୍କ   ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଏକ ଉପକଳ୍ପିତ  ପରିସ୍ଥିତି ବିଷୟରେ ଆଲୋଚନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି ଆମ୍ଭମାନଙ୍କର ହୃଦୟ ଆମ୍ଭମାନଙ୍କୁ ନିନ୍ଦା କରେ । ତେବେ ଆମ୍ଭେମାନେ  ମନେ ରଖିବା ଉଚିତ୍ ଯେ ଈଶ୍ଵର  ଆମ୍ଭମାନଙ୍କର  ହୃଦୟଠାରୁ ମହାନ୍ ଏବଂ ସମସ୍ତ ବିଷୟ ଜାଣନ୍ତି । ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 3 20 j214 figs-explicit ἐὰν καταγινώσκῃ ἡμῶν ἡ καρδία 1 if our heart condemns us ଏଠାରେ ଉଲ୍ଲେଖ ଥିବା ବିଷୟ, [3:19](https://create.translationcore.com/03/19.md) ରୁ ଜାରିରହେ, “ଆମ୍ଭେମାନେ  ସତ୍ୟର ଅଟୁ,” ଏହା ହୁଏତ  ଏହି ବିଷୟରେ ଆଶ୍ୱାସନା ପାଇବା ବିଷୟରେ ଜାଣିବାକୁ ବୁଝାଏ  । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ  ଈଶ୍ଵରଙ୍କର ନୁହଁ ବୋଲି ମନେକରୁ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 20 j215 figs-possession ἡμῶν ἡ καρδία…τῆς καρδίας ἡμῶν 1 our heart … our heart ଯଦି ଗୋଟିଏ **ହୃଦୟ** ଅନେକ ଲୋକଙ୍କର ଅଟେ ବୋଲି କହିବା ଆପଣଙ୍କ ଭାଷାରେ ଅସ୍ୱାଭାବିକ ହେବ ଏବଂ ଯଦି ଆପଣ  **ହୃଦୟ** ଶବ୍ଦକୁ ଆପଣଙ୍କ ଅନୁବାଦରେ ରୂପକ ଭାବରେ ଅନୁବାଦ କରିପାରିବେ, ଆପଣ ଏହାକୁ ବହୁବଚନ କରିପାରିବେ। ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ହୃଦୟ… ଆମ୍ଭମାନଙ୍କର ହୃଦୟ”<br><br>( [[rc://en/ta/man/translate/figs-possession]]ଦେଖନ୍ତୁ)
1JN 3 20 j215 figs-possession ἡμῶν ἡ καρδία…τῆς καρδίας ἡμῶν 1 our heart … our heart ଯଦି ଗୋଟିଏ **ହୃଦୟ** ଅନେକ ଲୋକଙ୍କର ଅଟେ ବୋଲି କହିବା ଆପଣଙ୍କ ଭାଷାରେ ଅସ୍ୱାଭାବିକ ହେବ ଏବଂ ଯଦି ଆପଣ  **ହୃଦୟ** ଶବ୍ଦକୁ ଆପଣଙ୍କ ଅନୁବାଦରେ ରୂପକ ଭାବରେ ଅନୁବାଦ କରିପାରିବେ, ଆପଣ ଏହାକୁ ବହୁବଚନ କରିପାରିବେ। ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କର ହୃଦୟ… ଆମ୍ଭମାନଙ୍କର ହୃଦୟ” ( [[rc://en/ta/man/translate/figs-possession]]ଦେଖନ୍ତୁ)
1JN 3 20 j216 figs-parallelism μείζων ἐστὶν ὁ Θεὸς τῆς καρδίας ἡμῶν, καὶ γινώσκει πάντα 1 God is greater than our heart and knows everything କାରଣ ଯୋହନ  ଭାବନା ଏବଂ ଅନୁଭବକୁ ପ୍ରକାଶ ଲାରିବକୁ **ହୃଦୟ** ଶବ୍ଦକୁ ରୂପକ ଭାବରେ ବ୍ୟବହାର କରନ୍ତି , **ଈଶ୍ଵର ଆମ୍ଭମାନଙ୍କର  ହୃଦୟଠାରୁ ମହାନ** ବାକ୍ୟାଂଶର ଅର୍ଥ  ଈଶ୍ଵର  ଆମ୍ଭମାନଙ୍କର  ଅପେକ୍ଷା ଅଧିକ ଜାଣନ୍ତି ଏବଂ ବୁଝନ୍ତି ଏବଂ ଆମ୍ଭମାନଙ୍କ ପାଇଁ ଈଶ୍ଵର ଅଧିକ ଦୟା ଦେଖାନ୍ତି । ସେହି କ୍ଷେତ୍ରରେ, **ଆମ୍ଭମାନଙ୍କର  ହୃଦୟଠାରୁ ମହାନ ଏବଂ ସମସ୍ତ ବିଷୟ ଜାଣନ୍ତି ବା**କ୍ୟାଂଶଗୁଡ଼ିକ ଗୋଟିଏ ଅର୍ଥକୁ ପ୍ରକାଶ କରେ । ଆପଣ  ଏହି ବାକ୍ୟାଂଶଗୁଡ଼ିକୁ  ଏକ ଗୁତୁତ୍ଵ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ ଯଦି ତାହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ଈଶ୍ଵର  ନିଶ୍ଚିତ ଭାବରେ  ଜାଣନ୍ତି ଯେ ଆମ୍ଭେମାନେ  ତାହାଙ୍କର ଅଟୁ” ( [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 3 21 j217 figs-hypo ἐὰν ἡ καρδία μὴ καταγινώσκῃ, παρρησίαν ἔχομεν πρὸς τὸν Θεόν, 1 if the heart does not condemn, we have confidence toward God ଯୋହନ  ତାହାଙ୍କ   ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଆଉ ଏକ ଉପକଳ୍ପିତ  ପରିସ୍ଥିତିକୁ  ଆଲୋଚନା କରନ୍ତି। ବିକଳ୍ପ ଅନୁବାଦ: “ଯଦି ଆମ୍ଭମାନଙ୍କ ହୃଦୟ ଆମ୍ଭମାନଙ୍କୁ ଦୋଷ କରେ ନାହିଁ । ତେବେ ଆମ୍ଭମାନଙ୍କର ଭରସା ଈଶ୍ଵରଙ୍କ ଉପରେ ଅଛି ” ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 3 21 j218 figs-explicit ἐὰν ἡ καρδία μὴ καταγινώσκῃ 1 if the heart does not condemn ଆପଣ  [3:20](https://create.translationcore.com/03/20.md) ରେ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ    ଈଶ୍ଵରଙ୍କର ଅଟୁ ବୋଲି ମନେନ କରୁ” କିମ୍ବା, ସକରାତ୍ମକ ଭାବରେ, “ଯଦି ଆମ୍ଭେମାନେ ଈଶ୍ଵରଙ୍କର ଅଟୁ ବୋଲି ନିଶ୍ଚିତ ଅଟୁ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
@ -533,18 +533,18 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 22 j223 figs-idiom τὰς ἐντολὰς αὐτοῦ τηροῦμεν 1 we keep his commandments ଯେପରି,  [2:3](https://create.translationcore.com/02/03.md) ରେ **ପାଳନ କରିବା** ଶବ୍ଦ ଏକ ରୂଢ଼ି ଅଟେ ଯାହାର ଅର୍ଥ  “ମାନିବା” ଅଟେ  ବିକଳ୍ପ ଅନୁବାଦ: “ଆମ୍ଭେମାନେ  ତାହାଙ୍କ   ଆଜ୍ଞା ପାଳନ କରୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 22 j224 figs-nominaladj τὰ ἀρεστὰ ἐνώπιον αὐτοῦ 1 we do the pleasing things before him ଯୋହନ  ବିଶେଷଣ ଭାବରେ **ପ୍ରସନ୍ନ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବାକୁ ULT **ବିଷୟ** ଶବ୍ଦକୁ ଯୋଗ କରେ । (ଏହି ଶବ୍ଦଟି ବହୁବଚନ ଅଟେ ।) ଆପଣଙ୍କ ଭାଷା ଏହିପରି ବିଶେଷଣ ବ୍ୟବହାର କରିପାରେ । ଯଦି କରେ ନାହିଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ତାହାଙ୍କୁ ସନ୍ତୁଷ୍ଟ କରେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 3 23 j225 figs-metonymy τῷ ὀνόματι τοῦ Υἱοῦ αὐτοῦ, Ἰησοῦ Χριστοῦ 1 in the name of his Son Jesus Christ ଏଠାରେ ଯୋହନ [2:12](https://create.translationcore.com/02/12.md) ପରି ଯୀଶୁଙ୍କ ନାମକୁ, ସେ କିଏ ଏବଂ ସେ କ’ଣ କରିଛନ୍ତି ତାହା ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଏବଂ ସେ ଆମ୍ଭମାନଙ୍କର  ପାଇଁ ଯାହା କରିଛନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 3 23 sip4 writing-pronouns ἔδωκεν 1 The pronoun **he** here may refer to: (1) Jesus or (2) God. (See: [[rc://en/ta/man/translate/writing-pronouns]]
1JN 3 23 sip4 writing-pronouns ἔδωκεν 1 ସର୍ବନାମ **ସେ** ଏଠାରେ : (1) ଯୀଶୁ କିମ୍ବା (2) ଈଶ୍ଵରଙ୍କୁ ସୂଚାଇପାରେ  ।(See: [[rc://en/ta/man/translate/writing-pronouns]]
1JN 3 24 j226 writing-pronouns ὁ τηρῶν τὰς ἐντολὰς αὐτοῦ, ἐν αὐτῷ μένει 1 the one who keeps his commandments remains in him, and he in him ସର୍ବନାମ **ତାହାଙ୍କ** ଏବଂ **ତାହାଙ୍କୁ ଈଶ୍ଵରଙ୍କୁ** ସୂଚାଏ ବିକଳ୍ପ ଅନୁବାଦ:  “ଯିଏ ଈଶ୍ଵରଙ୍କ ଆଜ୍ଞା ପାଳନ କରେ ସେ ଈଶ୍ଵରଙ୍କଠାରେ ଥାଏ, ଏବଂ ଈଶ୍ଵର  ସେହି ବ୍ୟକ୍ତିଠାରେ ଥାଆନ୍ତି”। ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 24 j227 figs-idiom ὁ τηρῶν τὰς ἐντολὰς αὐτοῦ 1 the one who keeps his commandments **ପାଳନ କରିବା** ଶବ୍ଦ ଏକ ରୂଢ଼ି ଅଟେ ଯାହାର ଅର୍ଥ “ମାନିବା” ଅଟେ । ବିକଳ୍ପ ଅନୁବାଦ: “ଯେଉଁ ବ୍ୟକ୍ତି ଈଶ୍ଵରଙ୍କ ଆଜ୍ଞା ପାଳନ କରେ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 24 j228 figs-metaphor ἐν αὐτῷ μένει 1 remains in him ଯେପରି ବିଶ୍ଵାସୀମାନେ ଈଶ୍ଵରଙ୍କ ମଧ୍ୟରେ ରହିପାରନ୍ତି ତାହା ଯୋହନ ଆଳଙ୍କାରିକ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ତାହାଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ନିରନ୍ତର ରଖେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 24 j229 figs-ellipsis καὶ αὐτὸς ἐν αὐτῷ 1 and he in him ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ବାକ୍ୟ ପୂର୍ବରୁ ଉଲ୍ଲେଖ କରାଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ଈଶ୍ଵର  ତାହାଠାରେ ବାସ କରନ୍ତି” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 3 24 j230 figs-metaphor καὶ αὐτὸς ἐν αὐτῷ 1 and he in him ଯେପରି ଈଶ୍ଵର  ବିଶ୍ଵାସୀମାନଙ୍କ ମଧ୍ୟରେ ରହିପାରନ୍ତି ତାହା ଯୋହନ ଆଳଙ୍କାରିକ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ଏବଂ ଈଶ୍ଵର ସେହି ବ୍ୟକ୍ତି ସହ ଘନିଷ୍ଠ ସମ୍ପର୍କ ରଖନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 24 j231 figs-idiom ἐν τούτῳ γινώσκομεν ὅτι 1 in this we know that ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ  ଜାଣୁ ଯେ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 24 fz4g figs-gendernotations καὶ αὐτὸς ἐν αὐτῷ 1 Although the term **him** here is masculine, John is using the word in a generic sense that includes both men and women. Alternate translation: “and God continues to have a close relationship with that person” (See: [[rc://en/ta/man/translate/figs-gendernotations]])
1JN 3 24 fz4g figs-gendernotations καὶ αὐτὸς ἐν αὐτῷ 1 ଯଦିଓ ତାଙ୍କୁ ଶବ୍ଦ ଏଠାରେ ପୁରୁଷ ସମ୍ବନ୍ଧିତ ଅଟେ,  ଯୋହନ ଏହି ଶବ୍ଦକୁ ଏଠାରେ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯାହା ଉଭୟ ପୁରୁଷ ଏବଂ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରେ |  ବିକଳ୍ପ ଅନୁବାଦ: “ଏବଂ ସେହି ବ୍ୟକ୍ତି ସହ ଈଶ୍ଵର ଏକ ଘନିଷ୍ଠ ସମ୍ପର୍କ ସ୍ଥାପନ କରନ୍ତି” (See: [[rc://en/ta/man/translate/figs-gendernotations]])
1JN 3 24 j232 figs-metaphor μένει ἐν ἡμῖν 1 he remains in us 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହା ଶବ୍ଦର ଅର୍ଥ ପୂର୍ବ ପରି ସମାନ ଅର୍ଥକୁ ବୁଝାଏ। ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କର  ସହ ଏକ ଘନିଷ୍ଠ ସମ୍ପର୍କ ରଖିଛନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 1 j235 figs-metonymy ἐξεληλύθασιν εἰς τὸν κόσμον 1 have gone out into the world ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ ଜଗତ ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ ଏହା ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକମାନଙ୍କ ସହ କଥାବାର୍ତ୍ତା କରିବାକୁ ଯାଉଛନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 1 a7h4 checking/headings 0 If you are using section headings, you could put one here before verse 1. Suggested heading: “Recognizing the Spirit of God” (See: [[rc://en/ta/man/checking/headings]])
1JN 4 1 j234 εἰ ἐκ τοῦ Θεοῦ ἐστιν 1 whether they are from God John uses the expression **from God** in various ways in this letter. Here it refers to origin. Alternate translation: “in order to determine whether God has sent them” or “in order to determine whether God is inspiring them
1JN 4 1 a7h4 checking/headings 0 ଯଦି ଆପଣ ପ୍ରସଙ୍ଗର ନାମଗୁଡ଼ିକ ବ୍ୟବହାର କରୁଛନ୍ତି,  ତେବେ ଆପଣ 7 ପର୍ବ ପୂର୍ବରୁ ଏଠାରେ ଗୋଟିଏ  ନାମକୁ ବ୍ୟବାହର କରିପାରିବେ । ପ୍ରସ୍ତାବିତ ନାମ: “ଈଶ୍ଵରଙ୍କ ଆତ୍ମାକୁ ଚିହ୍ନିବା” (See: [[rc://en/ta/man/checking/headings]])
1JN 4 1 j234 εἰ ἐκ τοῦ Θεοῦ ἐστιν 1 whether they are from God ଯୋହନ ଏହି ପତ୍ରରେ ଅନେକ ଅର୍ଥରେ ଈଶ୍ଵରଙ୍କଠାରୁ ଅଭିବ୍ୟକ୍ତିକୁ ବ୍ୟବହାର କରନ୍ତି | ଏଠାରେ ଏହା ଉତ୍ପତ୍ତିକୁ ବୁଝାଏ | ବିକଳ୍ପ ଅନୁବାଦ: “ଈଶ୍ଵର ସେମାନଙ୍କୁ ପଠାଇଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ନିମନ୍ତେ” କିମ୍ବା “ଈଶ୍ଵର ସେମାନଙ୍କୁ ପ୍ରେରଣ କରିଛନ୍ତି କି ନାହିଁ ତାହା ନିଶ୍ଚିତ କରିବା ନିମନ୍ତେ
1JN 4 2 j236 figs-idiom ἐν τούτῳ γινώσκετε 1 In this you know ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ତୁମ୍ଭେମାନେ ଜାଣି ପାରିବ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 1 x71q figs-ellipsis εἰ ἐκ τοῦ Θεοῦ ἐστιν 1 This sentence leaves out some of the words that a sentence would need in many languages to be complete. If it would be clearer in your language, you could supply these words. Alternate translation: “to see whether they are from God, or whether they are not from God” (See: [[rc://en/ta/man/translate/figs-ellipsis]])
1JN 4 2 j237 figs-metonymy πᾶν πνεῦμα ὃ ὁμολογεῖ 1 Every spirit that confesses ଯୋହନ **ଆତ୍ମା** ଶବ୍ଦକୁ ସମ୍ପୃକ୍ତ କରି ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି  ଯାହା ଜଣେ ଭବିଷ୍ୟ‌ଦ୍‌ବକ୍ତାଙ୍କୁ କହିବାକୁ ପ୍ରେରଣା ପ୍ରଦାନ କରେ । ବିକଳ୍ପ ଅନୁବାଦ: “ପ୍ରତ୍ୟେକ ଭବିଷ୍ୟ‌ଦ୍‌ବକ୍ତା ଯିଏ ଶିକ୍ଷାଦାନ କରେ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
@ -564,14 +564,14 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 5 j253 figs-idiom ὁ κόσμος αὐτῶν ἀκούει 1 the world listens to them ******ଶୁଣିବା** ଶବ୍ଦ ଏକ ରୂଢ଼ି ଅଟେ  ଯାହାର ଅର୍ଥ “ବିଶ୍ୱାସ କରିବା” କିମ୍ବା “ବିଶ୍ୱାସ କରାଏ” ଅଟେ । ବିକଳ୍ପ ଅନୁବାଦ: “ଅଧାର୍ମିକ ଲୋକମାନେ ସେମାନଙ୍କୁ ବିଶ୍ୱାସ କରନ୍ତି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 j254 figs-exclusive ἡμεῖς…ἡμῶν…ἡμῶν 1 We … us … us ଏହି ପର୍ବର ପ୍ରଥମ ତିନୋଟି ବାକ୍ୟରେ ଏହି ସର୍ବନାମଗୁଡ଼ିକ ବୋଧହୁଏ ସ୍ୱତନ୍ତ୍ର ଅଟେ, ଏବଂ ଯଦି ଆପଣଙ୍କର ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣ ଆପଣଙ୍କ ଅନୁବାଦରେ ସ୍ୱତନ୍ତ୍ର ଗଠନ ବ୍ୟବହାର କରନ୍ତୁ । ଯୋହନ ଏଠାରେ ନିଜ ବିଷୟରେ ଏବଂ ପୁନରୁତ୍ଥାନର ତାହାଙ୍କ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କ ବିଷୟରେ ସତ୍ୟର ଶିକ୍ଷକ ବୋଲି କହନ୍ତି | ସେ ଯେଉଁ ବିଶ୍ଵାସୀମନଙ୍କୁ ଏହି ପତ୍ର ଲେଖୁଛନ୍ତି, ସେମାନେ ଈଶ୍ଵରଙ୍କଠାରୁ ବୋଲି ସେ [4:4](https://create.translationcore.com/04/04.md) ରେ କହିଛନ୍ତି । (( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 4 6 j328 figs-idiom ἡμεῖς ἐκ τοῦ Θεοῦ ἐσμεν 1 We are from God ଏଠାରେ, ଈଶ୍ଵରଙ୍କଠାରୁ ବାକ୍ୟାଂଶର ଅର୍ଥ ହୋଇପାରେ: (1) ଏହାର ଅର୍ଥ [4:4](https://create.translationcore.com/04/04.md) ଏବଂ [4:1-3](https://create.translationcore.com/04/01.md) ର ଅର୍ଥ ସହ ସମାନ  ଅଟେ । ଏହାକୁ UST ମଧ୍ୟ ସେହିପରି ବ୍ୟାଖ୍ୟା କରେ। ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଈଶ୍ଵରଙ୍କର ଅଟୁ” (2) ଯୋହନ ହୁଏତ ତାହାଙ୍କ ସହ ପ୍ରତ୍ୟକ୍ଷଦର୍ଶୀମାନେ ଯୀଶୁଙ୍କ ବିଷୟରେ ସତ୍ୟର ଶିକ୍ଷା ଦିଅନ୍ତି ବୋଲି କହନ୍ତି କାରଣ ଈଶ୍ଵର ସେମାନଙ୍କୁ ତାହା କରିବାକୁ ପଠାଇଛନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରର ଆମ୍ଭମାନଙ୍କୁ ପଠାଇଛନ୍ତି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 j256 figs-idiom ἡμεῖς ἐκ τοῦ Θεοῦ ἐσμεν 1 We are from God If you have decided that **We are from God** means “God has sent us,” and if it would be helpful to your readers, you could say explicitly what God has sent John and the other eyewitnesses to do, either here or in a footnote. Alternate translation: “God has sent us to teach the truth about Jesus as eyewitnesses to his life on earth” (See: [[rc://en/ta/man/translate/figs-idiom]])
1JN 4 6 j256 figs-idiom ἡμεῖς ἐκ τοῦ Θεοῦ ἐσμεν 1 We are from God ଆମ୍ଭେମାନେ ଈଶ୍ଵରଙ୍କଠାରୁ ବାକ୍ୟାଂଶର ଅର୍ଥକୁ ଯଦି ଆପଣ "ଈଶ୍ଵର ଆମ୍ଭମାନଙ୍କୁ ପଠାଇଛନ୍ତି," ବୋଲି ଅନୁବାଦ କରିବାକୁ ନିର୍ଣ୍ଣୟ କରିଛନ୍ତି ଏବଂ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଈଶ୍ଵର ଯୋହନ ଏବଂ ଅନ୍ୟ ପ୍ରତ୍ୟକ୍ଷଦର୍ଶୀମାନଙ୍କୁ ପଠାଇଛନ୍ତି ବୋଲି ଆପଣ ଏଠାରେ କିମ୍ବା ପାଦଟୀକାରେ ଉଲ୍ଲେଖ କରିପାରିବେ |  ବିକଳ୍ପ ଅନୁବାଦ: "ଈଶ୍ଵର ଆମ୍ଭମାନଙ୍କୁ ପୃଥିବୀରେ ତାହାଙ୍କ ଜୀବନର ପ୍ରତ୍ୟକ୍ଷଦର୍ଶୀ ଭାବରେ ଯୀଶୁଙ୍କ ବିଷୟରେ ସତ୍ୟ ଶିକ୍ଷା ଦେବାକୁ ପଠାଇଲେ" (See:[[rc://en/ta/man/translate/figs-idiom]])
1JN 4 6 j257 ὁ γινώσκων τὸν Θεὸν 1 The one who knows God ଯୋହନ  [2:34](https://create.translationcore.com/02/03.md) ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କରେ ଅଛି”
1JN 4 6 j258 figs-idiom ἀκούει ἡμῶν…οὐκ ἀκούει ἡμῶν 1 listens to us … does not listen to us [4:5](https://create.translationcore.com/04/05.md) ପରି, **ଶୁଣିବା** ଶବ୍ଦ ଏକ ରୂଢ଼ି ଅଟେ  ଯାହାର ଅର୍ଥ “ବିଶ୍ୱାସ କରେ” କିମ୍ବା “ଦ୍ୱାରା ପ୍ରବର୍ତ୍ତାଇବା ।” ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଯାହା ଶିକ୍ଷା ଦେଉ ତାହା ବିଶ୍ଵାସ କରେ….ଆମ୍ଭେମାନେ ଯାହା ଶିକ୍ଷାଦେଉ ତାହା ବିଶ୍ଵାସ  କରେ ନାହିଁ … ( [[rc://en/ta/man/translate/figs-idiom]]ଦେଖନ୍ତୁ
1JN 4 6 j259 figs-idiom ὃς οὐκ ἔστιν ἐκ τοῦ Θεοῦ 1 Whoever is not from God ଏହି ପର୍ବରେ **ଈଶ୍ଵରଙ୍କଠାରୁ** ବାକ୍ୟାଂଶର ଅର୍ଥ [4:4](https://create.translationcore.com/04/05.md) ପରି ସମାନ ଅଟେ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯିଏ ଈଶ୍ଵରଙ୍କର ନୁହେଁ” କିମ୍ବା “ଯେ କେହି ଈଶ୍ଵରଙ୍କ ସହ ସମ୍ପର୍କରେ ବାସ କରେ ନାହିଁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 j260 figs-idiom ἐκ τούτου γινώσκομεν 1 From this we know ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ । ଏହାର ଅର୍ଥ “ଏଥିରେ ଆମ୍ଭେମାନେ  ଜାଣୁ” ଅଭିବ୍ୟକ୍ତି ସହ ସମାନ ଅଟେ ଯାହା ଯୋହନ ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ  ଜାଣି ପାରିବା” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 6 arsa writing-pronouns ἐκ τούτου γινώσκομεν 1 Here, **this** refers back to what John has just written in the previous two sentences. We can know if someone is teaching a true message if it agrees with what John and the other apostles teach, and that it is a false message if it does not. John may have intended for **this** to also include what he said in [4:23](https://create.translationcore.com/04/02.md). (See: [[rc://en/ta/man/translate/writing-pronouns]]
1JN 4 6 arsa writing-pronouns ἐκ τούτου γινώσκομεν 1 ଏଠାରେ, ଯୋହନ ପୂର୍ବ ଦୁଇଟି ବାକ୍ୟରେ ଯାହା ଲେଖିଛନ୍ତି ତାହାକୁ ସୂଚାଏ  ଯଦି କେହି ଯୋହନ ଏବଂ ଅନ୍ୟ ପ୍ରେରିତମାନେ ଯାହା ଶିକ୍ଷା ଦେଇଛନ୍ତି ତାହା ସହ ସହମତ ହୁଏ ତେବେ ଏହା ସତ୍ୟ ଅଟେ  ଏବଂ ଯଦି ଏହା ନହୁଏ ତେବେ ଏହା ଏକ ମିଥ୍ୟା ବାର୍ତ୍ତା ଅଟେ ବୋଲି ଆମ୍ଭେମାନେ ଜାଣିପାରିବା । ଯୋହନ 4:23ରେ ଯାହା କହିଥିଲେ ତାହା ମଧ୍ୟ ହୁଏତ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଥିଲେ ।(See: [[rc://en/ta/man/translate/writing-pronouns]])
1JN 4 6 j261 figs-exclusive γινώσκομεν 1 we know କାରଣ ଯୋହନ  ପୁଣି ଥରେ ନିଜ ବିଷୟରେ ଏବଂ ସେ ଲେଖୁଥିବା ବିଶ୍ଵାସୀମାନଙ୍କ ବିଷୟରେ କହନ୍ତି, **ଆମ୍ଭେମାନେ** ସର୍ବନାମ ଏହି ପଦର ଶେଷ ବାକ୍ୟରେ ଅନ୍ତର୍ଭୂକ୍ତ କରେ, ଏବଂ ଯଦି ଆପଣଙ୍କ  ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣ ଆପଣଙ୍କ  ଅନୁବାଦରେ ଏହାକୁ ଅନ୍ତର୍ଭୂକ୍ତ କରିପାରିବେ । ଏହା [4:13](https://create.translationcore.com/04/13.md) ରେ ମଧ୍ୟ ଜାରିରହେ। ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 4 6 j262 figs-metonymy τὸ πνεῦμα τῆς ἀληθείας καὶ τὸ πνεῦμα τῆς πλάνης 1 the spirit of truth and the spirit of error
1JN 4 6 j262 figs-metonymy τὸ πνεῦμα τῆς ἀληθείας καὶ τὸ πνεῦμα τῆς πλάνης 1 the spirit of truth and the spirit of error ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ ଆତ୍ମା ​​ଶବ୍ଦର ଆଲୋଚନା ଦେଖନ୍ତୁ । ଏହି ଉଦାହରଣଗୁଡ଼ିକରେ,ଏହା ହୁଏତ: (1) ଆତ୍ମା ​​ଯାହା ଏକ ନିର୍ଦ୍ଦିଷ୍ଟ ପ୍ରକାରର ବାର୍ତ୍ତାକୁ ପ୍ରେରଣ କରେ । ଏହି କ୍ଷେତ୍ରରେ, ସତ୍ୟର ଆତ୍ମା ଈଶ୍ଵରଙ୍କ ଆତ୍ମାକୁ ଏବଂ ତ୍ରୁଟିର ଆତ୍ମା ​​ଶୟତାନକୁ ସୂଚାଏ । ଯୋହନ [4:4](https://create.translationcore.com/04/4.md) ରେ "ତୁମ୍ଭମାନଙ୍କ ମଧ୍ୟରୁ ଜଣେ" ଏବଂ "ଜଗତର ଜଣେ" ଭାବରେ ଉଲ୍ଲେଖ କରିଥିବା ବିଷୟକୁ ମଧ୍ୟ ବୁଝାଏ । UST ଦେଖନ୍ତୁ | (2) କୌଣସି ବିଷୟର ଚରିତ୍ର ଅଟେ । ଏହି ପରିପ୍ରେକ୍ଷୀରେ, ଯୋହନ ଆତ୍ମାକୁ ସାଙ୍କେତିକ ଭାବରେ ବ୍ୟବହାର କରି ସେହି ଲୋକମାନଙ୍କୁ ବୁଝାନ୍ତି ଯାହାର ଶିକ୍ଷାଗୁଡ଼ିକରେ ଏକ ନିର୍ଦ୍ଦିଷ୍ଟ ଚରିତ୍ର ଅଛି । ବିକଳ୍ପ ଅନୁବାଦ: "ଯେଉଁମାନଙ୍କର ଶିକ୍ଷା ସତ୍ୟ ଅଟେ ଏବଂ ଯେଉଁମାନଙ୍କର ଶିକ୍ଷା ମିଥ୍ୟା ଅଟେ" (See: [[rc://en/ta/man/translate/figs-metonymy]])
1JN 4 6 j263 figs-abstractnouns τὸ πνεῦμα τῆς ἀληθείας καὶ τὸ πνεῦμα τῆς πλάνης 1 the spirit of truth and the spirit of error ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ସତ୍ୟ” ଏବଂ “ମିଥ୍ୟା” ବିଶେଷଣ ସହ ଭାବ ବାଚକ ବିଶେଷ୍ୟ ସତ୍ୟ ଏବଂ ଭୁଲ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହାର ଶିକ୍ଷା ସତ୍ୟ ଏବଂ ଯାହାର ଶିକ୍ଷା ମିଥ୍ୟା ଅଟେ” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 4 7 bse1 checking/headings 0 If you are using section headings, you could put one here before verse 7. Suggested heading: “Love Comes from God” (See: [[rc://en/ta/man/checking/headings]])
1JN 4 7 j264 καὶ γινώσκει τὸν Θεόν 1 and knows God ଯୋହନ 2:4 ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କ ନାହିଁ”

Can't render this file because it contains an unexpected character in line 2 and column 3771.