Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 10:58:27 +00:00
parent 4380291d61
commit beac13c2c0
1 changed files with 1 additions and 1 deletions

View File

@ -48,7 +48,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 4 qt4e τὰς ἐντολὰς αὐτοῦ 1 his commandments
1JN 2 4 cj84 figs-metaphor ἐν τούτῳ ἡ ἀλήθεια οὐκ ἔστιν 1 the truth is not in him ଯୋହନ  ଆଳଙ୍କାରିକ ଭାବରେ **ସତ୍ୟ**କୁ ଏକ ବ୍ୟକ୍ତି ମଧ୍ୟରେ ଥିବା ଏକ ବିଷୟ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏବଂ ଏପରି ବ୍ୟକ୍ତି ସତ୍ୟ କହେନାହିଁ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 5 aqa4 figs-idiom τηρῇ αὐτοῦ τὸν λόγον 1 keeps his word ଏହି ଉଦାହରଣରେ, **ପାଳନ** କରିବା ବାକ୍ୟାଂଶ ଏକ ରୂଢ଼ି ଅଟେ  ଯାହାର ଅର୍ଥ  “ମାନିବା” ଅଟେ । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ପାଳନ କରେ” [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 5 x88p figs-possession ἀληθῶς ἐν τούτῳ ἡ ἀγάπη τοῦ Θεοῦ τετελείωται 1 in him truly the love of God has been perfected ଈଶ୍ଵରଙ୍କ  ପ୍ରେମ ବାକ୍ୟାଂଶର ଅର୍ଥ ହୋଇପାରେ: (1) ଏହା ଈଶ୍ଵରଙ୍କୁ  ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ସୂଚିତ କରିପାରେ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରେମ କରେ” (2 ) ଏହା ହୁଏତ ଈଶ୍ଵରଙ୍କୁ  ପ୍ରେମ କରୁଥିବା ଲୋକଙ୍କୁ ସୂଚିତ କରିପାରେ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିର ଜୀବନରେ ଈଶ୍ଵରଙ୍କ ପ୍ରେମ ଏହାର ଉଦ୍ଦେଶ୍ୟ ପ୍ରାପ୍ତ କରିଅଛି”[[rc://en/ta/man/translate/figs-possession]]ଦେଖନ୍ତୁ)
1JN 2 5 x88p figs-possession ἀληθῶς ἐν τούτῳ ἡ ἀγάπη τοῦ Θεοῦ τετελείωται 1 in him truly the love of God has been perfected **ଈଶ୍ଵରଙ୍କ ପ୍ରେମ** ବାକ୍ୟାଂଶର ଅର୍ଥ ହୋଇପାରେ: (1) ଏହା ଈଶ୍ଵରଙ୍କୁ  ପ୍ରେମ କରୁଥିବା ବ୍ୟକ୍ତିଙ୍କୁ ସୂଚିତ କରିପାରେ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କୁ ସମ୍ପୂର୍ଣ୍ଣ ଭାବରେ ପ୍ରେମ କରେ” (2 ) ଏହା ହୁଏତ ଈଶ୍ଵରଙ୍କୁ  ପ୍ରେମ କରୁଥିବା ଲୋକଙ୍କୁ ସୂଚିତ କରିପାରେ । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତିର ଜୀବନରେ ଈଶ୍ଵରଙ୍କ ପ୍ରେମ ଏହାର ଉଦ୍ଦେଶ୍ୟ ପ୍ରାପ୍ତ କରିଅଛି”[[rc://en/ta/man/translate/figs-possession]]ଦେଖନ୍ତୁ)
1JN 2 5 b688 figs-metaphor ἐν τούτῳ ... γινώσκομεν ὅτι ἐν αὐτῷ ἐσμεν 1 By this we know that we are in him ଯୋହନ ଆଳଙ୍କାରିକ ଭାବରେ କହନ୍ତି  ଯେପରି ବିଶ୍ଵାସୀମାନେ ଈଶ୍ଵରଙ୍କ  ଭିତରେ ରହିପାରନ୍ତି । ଏହି ଅଭିବ୍ୟକ୍ତି ଏକ ଘନିଷ୍ଠ ସମ୍ପର୍କ ଥିବା ବିଷୟକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ଆମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 6 u6lu figs-metaphor 0 remains in God ଏହି ପୁସ୍ତକର ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଈଶ୍ଵରଙ୍କ ଠାରେ ରହିବାର ଅର୍ଥ [1:3](https://create.translationcore.com/01/03.md) ଏବଂ [1:6](https://create.translationcore.com/01/06.md) ରେ “ଈଶ୍ଵରଙ୍କ ସହ ସହଭାଗିତା” ରେ ରହିବା ସହ ସମାନ ଅଟେ । ବିକଳ୍ପ ଅନୁବାଦ: “ସେ ଈଶ୍ଵରଙ୍କ ଘନିଷ୍ଠ ବନ୍ଧୁ ଅଟେ” କିମ୍ବା “ଈଶ୍ଵରଙ୍କ ସହିତ ତାହାଙ୍କର ଘନିଷ୍ଠ ସମ୍ପର୍କ ଅଛି”[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 6 x5n1 figs-metaphor ὀφείλει καθὼς ἐκεῖνος περιεπάτησεν, καὶ αὐτὸς περιπατεῖν 1 should himself also walk just as he walked [1:6](https://create.translationcore.com/01/06.md) ଏବଂ [1:7](https://create.translationcore.com/01/07.md) ପରି, ଜଣେ ବ୍ୟକ୍ତି କିପରି ଜୀବନଯାପନ କରେ ତାହା ବୁଝାଇବାକୁ ଯୋହନ ଆଳଙ୍କାରିକ ଭାବରେ **ଆଚରଣ** କରିବା ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଯୀଶୁ ଯେପରି ଜୀବନଯାପନ କଲେ ସେହିପରି ଜୀବନଯାପନ କରିବା ଉଚିତ୍” କିମ୍ବା “ଯୀଶୁଙ୍କ ପରି ଈଶ୍ଵରଙ୍କୁ ମାନିବା ଉଚିତ୍”[[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.