Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 10:57:44 +00:00
parent fc39d439c1
commit 4380291d61
1 changed files with 2 additions and 2 deletions

View File

@ -37,13 +37,13 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 1 w9ji 0 Connecting Statement:
1JN 2 1 v57g figs-metaphor τεκνία 1 Children ଯୋହନ **ବତ୍ସଗଣ** ଶବ୍ଦକୁ ସେ ଲେଖୁଥିବା ବିଶ୍ଵାସୀମାନଙ୍କୁ ବୁଝାଇବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ସେମାନେ ତାହାଙ୍କ  ର ଆତ୍ମିକ ଯତ୍ନରେ ଅଛନ୍ତି, ତେଣୁ ସେ ସେମାନଙ୍କୁ ନିଜ ସନ୍ତାନ ପରି ମନେ କରନ୍ତି । ଆପଣ ଏହାକୁ ଏକ ଅଣ-ଆଳଙ୍କାରିକ ଉପାୟରେ ଅନୁବାଦ କରିପାରନ୍ତି, କିମ୍ବା UST ପରି ଆପଣ ରୂପକକୁ ଏକ ଉପମା ଭାବରେ ଉପସ୍ଥାପନ କରିପାରିବ । ବିକଳ୍ପ ଅନୁବାଦ: “ଯେଉଁ ପ୍ରିୟ ବିଶ୍ଵାସୀମାନେ, ମୋ ଯତ୍ନରେ ଅଛ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 1 p49e ταῦτα γράφω 1 I am writing these things
1JN 2 1 bi4g καὶ ἐάν τις ἁμάρτῃ 1 But if anyone sins ଯୋହନ ତାହାଙ୍କ   ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଏକ ଉପକଳ୍ପିତ ପରିସ୍ଥିତି ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି କେହି ପାପ କରେ ତେବେ ପିତାହାଙ୍କ   ନିକଟରେ ଆମ୍ଭମାନଙ୍କର ଜଣେ ଓକିଲ ଅଛନ୍ତି”[[rc://en/ta/man/translate/figs-hypo]]ଦେଖନ୍ତୁ)
1JN 2 1 bi4g καὶ ἐάν τις ἁμάρτῃ 1 But if anyone sins ଯୋହନ ତାହାଙ୍କ ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଏକ ଉପକଳ୍ପିତ ପରିସ୍ଥିତି ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି କେହି ପାପ କରେ ତେବେ ପିତାହାଙ୍କ   ନିକଟରେ ଆମ୍ଭମାନଙ୍କର ଜଣେ ଓକିଲ ଅଛନ୍ତି”[[rc://en/ta/man/translate/figs-hypo]]ଦେଖନ୍ତୁ)
1JN 2 1 stj2 figs-explicit Παράκλητον ἔχομεν πρὸς τὸν Πατέρα, Ἰησοῦν Χριστὸν δίκαιον 1 we have an advocate with the Father, Jesus Christ, the one who is righteous ଜଣେ **ଓକିଲ** ଜଣେ ବ୍ୟକ୍ତିଙ୍କ ପକ୍ଷ ନେଇ ତାହାଙ୍କ   ତରଫରୁ ନିବେଦନ କରନ୍ତି ବୋଲି ତାହାଙ୍କ   ପାଠକଗଣ ଜାଣିବେ ବୋଲି ଯୋହନ  ଅନୁମାନ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର  ସପକ୍ଷ ହେବେ ଏବଂ ଆମ୍ଭମାନଙ୍କୁ କ୍ଷମା କରିବାକୁ ପିତା ଈଶ୍ଵରଙ୍କୁ ପ୍ରାର୍ଥନା କରିବେ” [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 2 h8fg αὐτὸς ἱλασμός ἐστιν περὶ τῶν ἁμαρτιῶν ἡμῶν 1 He is the propitiation for our sins ଭାବ ବାଚକ ବିଶେଷ୍ୟ ପ୍ରାୟଶ୍ଚିତ୍ତ ଏପରି ଏକ ବିଷୟକୁ ବୁଝାଏ ଯାହାକି କେହି ଅନ୍ୟମାନଙ୍କ ପାଇଁ କରେ କିମ୍ବା ଅନ୍ୟକୁ ଦେଇଥାଏ ଯାହା ଦ୍ଵାରା ସେ ଆଉ କ୍ରୋଧିତ ହୁଏ ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ହେତୁ, ଈଶ୍ଵର ଆଉ ଆମ୍ଭମାନଙ୍କର ପାପ ହେତୁ କ୍ରୋଧିତ ନୁହଁନ୍ତି, କେବଳ ଆମ୍ଭମାନଙ୍କର ନୁହେଁ, ସମସ୍ତ  ଜଗତର ଲୋକମାନଙ୍କ ପାପ ନିମନ୍ତେ ମଧ୍ୟ କ୍ରୋଧିତ ନାହାନ୍ତି”[[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 2 3 el7q γινώσκομεν ὅτι ἐγνώκαμεν αὐτόν 1 We know that we have come to know him ଯୋହନ  ଦୁଇଟି ଭିନ୍ନ ଅର୍ଥରେ  **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି  । 1 ଯୋହନ ପରିଚୟର ଭାଗ 3 ରେ **ଜାଣିବା** ଶବ୍ଦ ବିଷୟରେ ଆଲୋଚନା ଦେଖନ୍ତୁ । ଏହି ଭିନ୍ନ ଅର୍ଥ ପାଇଁ ଯଦି ଆପଣଙ୍କର ଭାଷାର ଭିନ୍ନ ଶବ୍ଦ ଅଛି, ତେବେ ସେହି ଶବ୍ଦଗୁଡ଼ିକୁ ଏଠାରେ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ ସହ ଆମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି ବୋଲି ଆମ୍ଭେମାନେ ନିଶ୍ଚିତ ହୋଇପାରିବା”
1JN 2 3 qn85 ἐὰν τὰς ἐντολὰς αὐτοῦ τηρῶμεν 1 if we keep his commandments ଏଠାରେ, **ପାଳନ** କରିବା ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହାର ଅର୍ଥ “ମାନିବା” ଅଟେ । ବିକଳ୍ପ ଅନୁବାଦ: “ସେ ଯାହା ଆଜ୍ଞା ଦେଇଛନ୍ତି ଯଦି ଆମ୍ଭେମାନେ ତାହା ପାଳନ କରିବା”[[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 4 kmz5 ὁ λέγων 1 The one who says ବିକଳ୍ପ ଅନୁବାଦ: “ଯିଏ କହେ” କିମ୍ବା “ଯେଉଁ ବ୍ୟକ୍ତି କହେ”
1JN 2 4 q665 0 I know God [2:3](https://create.translationcore.com/02/03.md) ରେ ଦ୍ୱିତୀୟ ଉଦାହରଣ ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣିବା ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ମୋର ଏକ ଘନିଷ୍ଠ ସମ୍ପର୍କ ଅଛି”
1JN 2 4 q665 0 I know God [2:3](https://create.translationcore.com/02/03.md) ରେ ଦ୍ୱିତୀୟ ଉଦାହରଣ ପରି, ଯୋହନ ଏକ ନିର୍ଦ୍ଦିଷ୍ଟ ଅର୍ଥରେ **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ମୋର ଏକ ଘନିଷ୍ଠ ସମ୍ପର୍କ ଅଛି”
1JN 2 4 qp1j μὴ τηρῶν 1 does not keep ଏହି ଉଦାହରଣରେ, **ପାଳନ** କରିବା ବାକ୍ୟାଂଶ ଏକ ରୂଢ଼ି ଅଟେ  ଯାହାର ଅର୍ଥ  “ମାନିବା” ଅଟେ । ବିକଳ୍ପ  ଅନୁବାଦ: “ପାଳନ କରେ ନାହିଁ” କିମ୍ବା “ଅବମାନନା କରେ” [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 4 qt4e τὰς ἐντολὰς αὐτοῦ 1 his commandments
1JN 2 4 cj84 figs-metaphor ἐν τούτῳ ἡ ἀλήθεια οὐκ ἔστιν 1 the truth is not in him ଯୋହନ  ଆଳଙ୍କାରିକ ଭାବରେ **ସତ୍ୟ**କୁ ଏକ ବ୍ୟକ୍ତି ମଧ୍ୟରେ ଥିବା ଏକ ବିଷୟ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏବଂ ଏପରି ବ୍ୟକ୍ତି ସତ୍ୟ କହେନାହିଁ” [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.