Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 10:56:36 +00:00
parent 549f57d8f7
commit fc39d439c1
1 changed files with 2 additions and 2 deletions

View File

@ -36,9 +36,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 1 u65h figs-inclusive 0 General Information:
1JN 2 1 w9ji 0 Connecting Statement:
1JN 2 1 v57g figs-metaphor τεκνία 1 Children ଯୋହନ **ବତ୍ସଗଣ** ଶବ୍ଦକୁ ସେ ଲେଖୁଥିବା ବିଶ୍ଵାସୀମାନଙ୍କୁ ବୁଝାଇବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ସେମାନେ ତାହାଙ୍କ  ର ଆତ୍ମିକ ଯତ୍ନରେ ଅଛନ୍ତି, ତେଣୁ ସେ ସେମାନଙ୍କୁ ନିଜ ସନ୍ତାନ ପରି ମନେ କରନ୍ତି । ଆପଣ ଏହାକୁ ଏକ ଅଣ-ଆଳଙ୍କାରିକ ଉପାୟରେ ଅନୁବାଦ କରିପାରନ୍ତି, କିମ୍ବା UST ପରି ଆପଣ ରୂପକକୁ ଏକ ଉପମା ଭାବରେ ଉପସ୍ଥାପନ କରିପାରିବ । ବିକଳ୍ପ ଅନୁବାଦ: “ଯେଉଁ ପ୍ରିୟ ବିଶ୍ଵାସୀମାନେ, ମୋ ଯତ୍ନରେ ଅଛ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 1 p49e ταῦτα γράφω 1 I am writing these things ବିକଳ୍ପ ଅନୁବାଦ: “ମୁଁ ଏହି ପତ୍ର ଲେଖୁଅଛି”
1JN 2 1 p49e ταῦτα γράφω 1 I am writing these things
1JN 2 1 bi4g καὶ ἐάν τις ἁμάρτῃ 1 But if anyone sins ଯୋହନ ତାହାଙ୍କ   ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଏକ ଉପକଳ୍ପିତ ପରିସ୍ଥିତି ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି କେହି ପାପ କରେ ତେବେ ପିତାହାଙ୍କ   ନିକଟରେ ଆମ୍ଭମାନଙ୍କର ଜଣେ ଓକିଲ ଅଛନ୍ତି”[[rc://en/ta/man/translate/figs-hypo]]ଦେଖନ୍ତୁ)
1JN 2 1 stj2 figs-explicit Παράκλητον ἔχομεν πρὸς τὸν Πατέρα, Ἰησοῦν Χριστὸν δίκαιον 1 we have an advocate with the Father, Jesus Christ, the one who is righteous ଜଣେ ଓକିଲ ଜଣେ ବ୍ୟକ୍ତିଙ୍କ ପକ୍ଷ ନେଇ ତାହାଙ୍କ   ତରଫରୁ ନିବେଦନ କରନ୍ତି ବୋଲି ତାହାଙ୍କ   ପାଠକଗଣ ଜାଣିବେ ବୋଲି ଯୋହନ  ଅନୁମାନ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର  ସପକ୍ଷ ହେବେ ଏବଂ ଆମ୍ଭମାନଙ୍କୁ କ୍ଷମା କରିବାକୁ ପିତା ଈଶ୍ଵରଙ୍କୁ ପ୍ରାର୍ଥନା କରିବେ” [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 1 stj2 figs-explicit Παράκλητον ἔχομεν πρὸς τὸν Πατέρα, Ἰησοῦν Χριστὸν δίκαιον 1 we have an advocate with the Father, Jesus Christ, the one who is righteous ଜଣେ **ଓକିଲ** ଜଣେ ବ୍ୟକ୍ତିଙ୍କ ପକ୍ଷ ନେଇ ତାହାଙ୍କ   ତରଫରୁ ନିବେଦନ କରନ୍ତି ବୋଲି ତାହାଙ୍କ   ପାଠକଗଣ ଜାଣିବେ ବୋଲି ଯୋହନ  ଅନୁମାନ କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ଆମ୍ଭମାନଙ୍କର  ସପକ୍ଷ ହେବେ ଏବଂ ଆମ୍ଭମାନଙ୍କୁ କ୍ଷମା କରିବାକୁ ପିତା ଈଶ୍ଵରଙ୍କୁ ପ୍ରାର୍ଥନା କରିବେ” [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 2 h8fg αὐτὸς ἱλασμός ἐστιν περὶ τῶν ἁμαρτιῶν ἡμῶν 1 He is the propitiation for our sins ଭାବ ବାଚକ ବିଶେଷ୍ୟ ପ୍ରାୟଶ୍ଚିତ୍ତ ଏପରି ଏକ ବିଷୟକୁ ବୁଝାଏ ଯାହାକି କେହି ଅନ୍ୟମାନଙ୍କ ପାଇଁ କରେ କିମ୍ବା ଅନ୍ୟକୁ ଦେଇଥାଏ ଯାହା ଦ୍ଵାରା ସେ ଆଉ କ୍ରୋଧିତ ହୁଏ ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ହେତୁ, ଈଶ୍ଵର ଆଉ ଆମ୍ଭମାନଙ୍କର ପାପ ହେତୁ କ୍ରୋଧିତ ନୁହଁନ୍ତି, କେବଳ ଆମ୍ଭମାନଙ୍କର ନୁହେଁ, ସମସ୍ତ  ଜଗତର ଲୋକମାନଙ୍କ ପାପ ନିମନ୍ତେ ମଧ୍ୟ କ୍ରୋଧିତ ନାହାନ୍ତି”[[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 2 3 el7q γινώσκομεν ὅτι ἐγνώκαμεν αὐτόν 1 We know that we have come to know him ଯୋହନ  ଦୁଇଟି ଭିନ୍ନ ଅର୍ଥରେ  **ଜାଣିବା** ଶବ୍ଦକୁ ବ୍ୟବହାର କରନ୍ତି  । 1 ଯୋହନ ପରିଚୟର ଭାଗ 3 ରେ **ଜାଣିବା** ଶବ୍ଦ ବିଷୟରେ ଆଲୋଚନା ଦେଖନ୍ତୁ । ଏହି ଭିନ୍ନ ଅର୍ଥ ପାଇଁ ଯଦି ଆପଣଙ୍କର ଭାଷାର ଭିନ୍ନ ଶବ୍ଦ ଅଛି, ତେବେ ସେହି ଶବ୍ଦଗୁଡ଼ିକୁ ଏଠାରେ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ ସହ ଆମ୍ଭମାନଙ୍କର ଏକ ଘନିଷ୍ଠ ସମ୍ପର୍କ ଅଛି ବୋଲି ଆମ୍ଭେମାନେ ନିଶ୍ଚିତ ହୋଇପାରିବା”
1JN 2 3 qn85 ἐὰν τὰς ἐντολὰς αὐτοῦ τηρῶμεν 1 if we keep his commandments ଏଠାରେ, **ପାଳନ** କରିବା ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହାର ଅର୍ଥ “ମାନିବା” ଅଟେ । ବିକଳ୍ପ ଅନୁବାଦ: “ସେ ଯାହା ଆଜ୍ଞା ଦେଇଛନ୍ତି ଯଦି ଆମ୍ଭେମାନେ ତାହା ପାଳନ କରିବା”[[rc://en/ta/man/translate/figs-idiom]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.