Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 06:10:54 +00:00
parent e766727baa
commit bd2faaa4dc
1 changed files with 1 additions and 1 deletions

View File

@ -156,7 +156,7 @@ RUT 3 3 ru6z וָ⁠סַ֗כְתְּ 1 and anoint yourself ଏହା ବୋଧ
RUT 3 3 e92h וְיָרַ֣דְתְּ הַ⁠גֹּ֑רֶן 1 and go down to the threshing floor ଏହା ନଗରର ବାହାରେ ଖୋଲା ସମତଳ ଅଞ୍ଚଳକୁ ଯିବାକୁ ସୂଚାଏ ଯେଉଁଠାରେ ଶ୍ରମିକମାନେ ଶସ୍ୟରୁ ଦାନା ଓ ଅଗାଡ଼ି ପାଛୁଡ଼ି ବାହାର କରିପାରିବେ ।
RUT 3 4 jdr5 figs-imperative וִ⁠יהִ֣י 1 And let it be that **ତ'ପରେ ଏପରି କର:** ଏହା ଏକ ସାଧାରଣ ନିର୍ଦ୍ଦେଶ ଯାହା ପରବର୍ତ୍ତୀ ନିର୍ଦ୍ଦେଶଗୁଡ଼ିକୁ ପରିଚିତ କରାଏ ଯାହା ନୟମୀ ରୂତଙ୍କୁ ଦେବାକୁ ଯାଉଛନ୍ତି।  ଯେପରି ଆପଣଙ୍କ ଭାଷାରେ ଲୋକମାନେ ଏହାକୁ ପ୍ରକାଶ କରନ୍ତି, ସେହିପରି ଏହାକୁ ଅନୁବାଦ କରନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-imperative]])
RUT 3 4 ab21 ସମୟ-ପୃଷ୍ଠଭୂମିକୁ-ବ୍ୟାକରଣ-ସଂଯୋଗ କରେ בְ⁠שָׁכְב֗⁠וֹ 1 when he lies down, ଏହା ଏକ ପୃଷ୍ଠଭୂମି ବାକ୍ୟାଂଶ ଅଟେ ଯାହା ବୋୟଜ କେଉଁଠାରେ ଶୟନ କରିବେ ତାହା ରୂତ ଦେଖିବା ଉଚିତ ବୋଲି ବ୍ୟାଖ୍ୟା କରେ । [[rc://en/ta/man/translate/translate-symaction]])ଦେଖନ୍ତୁ)
RUT 3 4 ln1m translate-symaction וְ⁠גִלִּ֥ית מַרְגְּלֹתָ֖י⁠ו 1 and uncover his feet ଏହାର ଅର୍ଥ ତାଙ୍କ ପାଦ (କିମ୍ବା ଗୋଡରେ) ଆଚ୍ଛାଦନ ହେଇଥିବ ପୋଷାକ କିମ୍ବା ଚାଦରକୁ ବାହାର କରିବା । ସମ୍ଭବତଃ ସ୍ତ୍ରୀର ଏହି କାର୍ଯ୍ୟକୁ ବିବାହର ପ୍ରସ୍ତାବ ଭାବରେ ସ୍ପଷ୍ଟ କରାଯାଇପାରେ । [[rc://en/ta/man/translate/translate-symaction]]) ଦେଖନ୍ତୁ)
RUT 3 4 ln1m translate-symaction וְ⁠גִלִּ֥ית מַרְגְּלֹתָ֖י⁠ו 1 and uncover his feet ଏହାର ଅର୍ଥ ତାଙ୍କ ପାଦ (କିମ୍ବା ଗୋଡରେ) ଆଚ୍ଛାଦନ ହେଇଥିବ ପୋଷାକ କିମ୍ବା ଚାଦରକୁ ବାହାର କରିବା। ସମ୍ଭବତଃ ସ୍ତ୍ରୀର ଏହି କାର୍ଯ୍ୟକୁ ବିବାହର ପ୍ରସ୍ତାବ ଭାବରେ ସ୍ପଷ୍ଟ କରାଯାଇପାରେ। (ଦେଖନ୍ତୁ: [[rc://en/ta/man/translate/translate-symaction]])
RUT 3 4 zi01 מַרְגְּלֹתָ֖י⁠ו 1 his feet ଏଠାରେ ବ୍ୟବହୃତ ହେଇଥିବ ଶବ୍ଦ ତାଙ୍କ ପାଦ କିମ୍ବା ଗୋଡକୁ ସୂଚାଇପାରେ।
RUT 3 4 l4we וְשָׁכָ֑בְתְּ 1 and lie down **ଏବଂ ସେଠାରେ ଶୟନ କର**
RUT 3 4 w1u5 וְ⁠הוּא֙ יַגִּ֣יד לָ֔⁠ךְ אֵ֖ת אֲשֶׁ֥ר תַּעַשִֽׂי⁠ן 1 Then he, himself, will tell you what you should do ସେହି ସମୟର ନିର୍ଦ୍ଦିଷ୍ଟ ପ୍ରଥା ଅସ୍ପଷ୍ଟ, କିନ୍ତୁ ନୟମୀର ବିଶ୍ୱାସ ଥିଲା ଯେ ରୂତଙ୍କ କାର୍ଯ୍ୟକୁ ଦେଖି ଏହା ଏକ ବିବାହ ପ୍ରସ୍ତାବ ବୋଲି ବୋୟାଜ ବୁଝିପାରିବେ **।** ତା'ପରେ ବୋୟାଜ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିବେ ନହେଲେ ପ୍ରତ୍ୟାଖ୍ୟାନ କରିବେ**।**

Can't render this file because it contains an unexpected character in line 36 and column 916.