Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-23 01:29:29 +00:00
parent 8e60bec323
commit bc379f41be
1 changed files with 14 additions and 14 deletions

View File

@ -81,24 +81,24 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 14 l74j figs-metaphor ἰσχυροί ἐστε 1 you are strong ବିଶ୍ଵାସୀମାନଙ୍କ ଶାରୀରିକ **ଶକ୍ତି** ବର୍ଣ୍ଣନା କରିବା ପାଇଁ ଯୋହନ ଶକ୍ତିଶାଳୀ ଶବ୍ଦ ବ୍ୟବହାର କରୁ ନାହାନ୍ତି, କିନ୍ତୁ ଯୀଶୁଙ୍କ ପ୍ରତି ସେମାନଙ୍କର ବିଶ୍ୱସ୍ତତାକୁ ବର୍ଣ୍ଣନା କରିବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ”  [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 u3n8 figs-metaphor ὁ λόγος τοῦ Θεοῦ ἐν ὑμῖν μένει 1 the word of God remains in you 1 ଯୋହନଙ୍କ ପରିଚୟର ଭାଗ 3 ରେ “**ରହିବା**” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ  ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ତୁମ୍ଭେମାନେ  ପ୍ରକୃତରେ ପାଳନ କର”
1JN 2 15 xig6 figs-metonymy μὴ ἀγαπᾶτε τὸν κόσμον, μηδὲ 1 Do not love the world nor :୧୫-୧୭ ପଦରେ “ଜଗତ” ଶବ୍ଦ ଲୋକମାନେ କରିବାକୁ ଚାହୁଁଥିବା ସମସ୍ତ ବିଷୟକୁ ସୂଚିତ କରେ ଯାହା ଈଶ୍ବରଙ୍କୁ ସମ୍ମାନ ଦିଏ ନାହିଁ । ଅନ୍ୟ ଏକ ଅନୁବାଦରେ: “ଜଗତର ଲୋକମାନଙ୍କ ସଦୃଶ ଆଚରଣ କର ନାହିଁ ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ ଏବଂ ପ୍ରେମ କରନ୍ତି ନାହିଁ” (ଦେଖ:[[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 15 h2hm τὰ ἐν τῷ κόσμῳ 1 the things that are in the world ଏହି ବାକ୍ୟାଂଶର ଅର୍ଥ ପରବର୍ତ୍ତୀ ବାକ୍ୟାଂଶର ଅର୍ଥ ସମାନ ଅଟେ। ଯୋହନ  ହୁଏତ ଗୁରୁତ୍ଵଦେବାକୁ ପୁନରାବୃତ୍ତି ବ୍ୟବହାର କରନ୍ତି  । ତଥାପି, ସେଥିରେ ଅର୍ଥରେ ସାମାନ୍ୟ ପାର୍ଥକ୍ୟ ଅଛି, ଆପଣ ଏହି ବାକ୍ୟାଂଶଗୁଡ଼ିକୁ ମିଶ୍ରଣ କରିବା ପରିବର୍ତ୍ତେ ପୃଥକ ଭାବରେ ଅନୁବାଦ କରିବାକୁ ଇଚ୍ଛା କରିପାରନ୍ତି । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ  ଅନୁବାଦ: “ନା, ସେହି ମୂଲ୍ୟଗୁଡ଼ିକୁ କୌଣସି  ପ୍ରକାରେ ଅଂଶୀଦାର କର ନାହିଁ ଯାହା ସେହି ବ୍ୟବସ୍ଥାକୁ ବର୍ଣ୍ଣିତ କରେ” [[rc://en/ta/man/translate/figs-parallelism]])
1JN 2 15 p56b figs-metaphor ἐάν τις ἀγαπᾷ τὸν κόσμον, οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 If anyone loves the world, the love of the Father is not in him ଯୋହନ  ତାହାଙ୍କ  ପାଠକମାନଙ୍କୁ ଆହ୍ୱାନ କରିବା ପାଇଁ ଏକ ଉପକଳ୍ପିତ ପରିସ୍ଥିତିକୁ ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି କେହି ସଂସାର କୁ ପ୍ରେମ କରେ । ତେବେ ପିତାଙ୍କ  ପ୍ରେମ ତାହାଠାରେ ନାହିଁ ”[[rc://en/ta/man/translate/figs-hypo]])
1JN 2 15 s48z οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 the love of the Father is not in him **ପିତାହାଙ୍କ ପ୍ରେମ** ବକ୍ୟାଂଶର ଅର୍ଥ ହୋଇପାରେ: (1) ଏହା ହୁଏତ ପିତା ଈଶ୍ଵରଙ୍କୁ  ପ୍ରେମ କରୁଥିବା ଜଣେ ବ୍ୟକ୍ତିକୁ ସୂଚିତ କରିପାରେ । ବିକଳ୍ପ  ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ପିତା ଈଶ୍ଵରଙ୍କୁ ପ୍ରେମ କରେ ନାହିଁ” (2 ) ଏହା ଈଶ୍ଵରଙ୍କୁ  ପ୍ରେମ କରୁଥିବା ଲୋକମାନଙ୍କୁ ସୂଚାଇପାରେ\` । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ପ୍ରକୃତରେ ସେହି ବ୍ୟକ୍ତିର ଜୀବନରେ କାର୍ଯ୍ୟ କରେ ନାହିଁ” [[rc://en/ta/man/translate/figs-possession]])
1JN 2 16 pz3q ἡ ἐπιθυμία τῆς σαρκὸς 1 the lust of the flesh ଯୋହନ **ଶାରୀରିକ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି , ଯାହା ମାଂସରେ ନିର୍ମିତ ମାନବ ଶରୀରକୁ ବୁଝାଏ। ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ଶାରୀରିକ ଅଭିଳାଷ ପାଇଁ ପ୍ରବଳ ଇଚ୍ଛା”[[rc://en/ta/man/translate/figs-metonymy]])
1JN 2 16 x124 ἡ ἐπιθυμία τῆς σαρκὸς ... ἡ ἐπιθυμία τῶν ὀφθαλμῶν 1 the lust of the eyes ଯୋହନ ଦେଖିବାର କ୍ଷମତାକୁ ବୁଝାଇବା ପାଇଁ **ଚକ୍ଷୁ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖୁଥିବା ବିଷୟଗୁଡ଼ିକୁ ପ୍ରାପ୍ତ କରିବାକୁ ପ୍ରବଳ ଇଚ୍ଛା” [[rc://en/ta/man/translate/figs-metonymy]])
1JN 2 16 c3xw οὐκ ἔστιν ἐκ τοῦ Πατρός 1 is not from the Father [2:15](https://create.translationcore.com/02/15.md) ରେ ଆପଣ **ସଂସାର** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ ଏହି ଶବ୍ଦର ଅର୍ଥ ସମାନ ଅଟେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଯେପରି ଜୀବନଯାପନ କରୁ ବୋଲି ପିତା ଈଶ୍ଵର ଚାହାଁନ୍ତି, ତାହା ପ୍ରତିନିଧିତ୍ୱ କରେ ନାହିଁ, ବରଂ ଏକ ଧାର୍ମିକ ବ୍ୟବସ୍ଥାରୁ ଉତ୍ପନ୍ନ ହୋଇଥାଏ” [[rc://en/ta/man/translate/figs-metonymy]])
1JN 2 17 ct43 παράγεται 1 are passing away ଯୋହନ  ଆଳଙ୍କାରିକ ଭାବରେ **ସଂସାର** ବିଷୟରେ କହନ୍ତି ସତେ ଯେପରି ଏହା ବିନାଶ ହୁଏ । ବିକଳ୍ପ ଅନୁବାଦ: “ସଂସାର ନିତ୍ୟସ୍ଥାୟୀ ନୁହେଁ” [[rc://en/ta/man/translate/figs-metaphor]])
1JN 2 15 h2hm τὰ ἐν τῷ κόσμῳ 1 the things that are in the world ଏହି ବାକ୍ୟାଂଶର ଅର୍ଥ ପରବର୍ତ୍ତୀ ବାକ୍ୟାଂଶର ଅର୍ଥ ସମାନ ଅଟେ। ଯୋହନ  ହୁଏତ ଗୁରୁତ୍ଵଦେବାକୁ ପୁନରାବୃତ୍ତି ବ୍ୟବହାର କରନ୍ତି  । ତଥାପି, ସେଥିରେ ଅର୍ଥରେ ସାମାନ୍ୟ ପାର୍ଥକ୍ୟ ଅଛି, ଆପଣ ଏହି ବାକ୍ୟାଂଶଗୁଡ଼ିକୁ ମିଶ୍ରଣ କରିବା ପରିବର୍ତ୍ତେ ପୃଥକ ଭାବରେ ଅନୁବାଦ କରିବାକୁ ଇଚ୍ଛା କରିପାରନ୍ତି । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ  ଅନୁବାଦ: “ନା, ସେହି ମୂଲ୍ୟଗୁଡ଼ିକୁ କୌଣସି  ପ୍ରକାରେ ଅଂଶୀଦାର କର ନାହିଁ ଯାହା ସେହି ବ୍ୟବସ୍ଥାକୁ ବର୍ଣ୍ଣିତ କରେ” [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 2 15 p56b figs-metaphor ἐάν τις ἀγαπᾷ τὸν κόσμον, οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 If anyone loves the world, the love of the Father is not in him ଯୋହନ  ତାହାଙ୍କ  ପାଠକମାନଙ୍କୁ ଆହ୍ୱାନ କରିବା ପାଇଁ ଏକ ଉପକଳ୍ପିତ ପରିସ୍ଥିତିକୁ ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି କେହି ସଂସାର କୁ ପ୍ରେମ କରେ । ତେବେ ପିତାଙ୍କ  ପ୍ରେମ ତାହାଠାରେ ନାହିଁ ”[[rc://en/ta/man/translate/figs-hypo]]ଦେଖନ୍ତୁ)
1JN 2 15 s48z οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 the love of the Father is not in him **ପିତାହାଙ୍କ ପ୍ରେମ** ବକ୍ୟାଂଶର ଅର୍ଥ ହୋଇପାରେ: (1) ଏହା ହୁଏତ ପିତା ଈଶ୍ଵରଙ୍କୁ  ପ୍ରେମ କରୁଥିବା ଜଣେ ବ୍ୟକ୍ତିକୁ ସୂଚିତ କରିପାରେ । ବିକଳ୍ପ  ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ପିତା ଈଶ୍ଵରଙ୍କୁ ପ୍ରେମ କରେ ନାହିଁ” (2 ) ଏହା ଈଶ୍ଵରଙ୍କୁ  ପ୍ରେମ କରୁଥିବା ଲୋକମାନଙ୍କୁ ସୂଚାଇପାରେ\` । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ପ୍ରକୃତରେ ସେହି ବ୍ୟକ୍ତିର ଜୀବନରେ କାର୍ଯ୍ୟ କରେ ନାହିଁ” [[rc://en/ta/man/translate/figs-possession]]ଦେଖନ୍ତୁ)
1JN 2 16 pz3q ἡ ἐπιθυμία τῆς σαρκὸς 1 the lust of the flesh ଯୋହନ **ଶାରୀରିକ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି , ଯାହା ମାଂସରେ ନିର୍ମିତ ମାନବ ଶରୀରକୁ ବୁଝାଏ। ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ଶାରୀରିକ ଅଭିଳାଷ ପାଇଁ ପ୍ରବଳ ଇଚ୍ଛା”[[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 16 x124 ἡ ἐπιθυμία τῆς σαρκὸς ... ἡ ἐπιθυμία τῶν ὀφθαλμῶν 1 the lust of the eyes ଯୋହନ ଦେଖିବାର କ୍ଷମତାକୁ ବୁଝାଇବା ପାଇଁ **ଚକ୍ଷୁ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖୁଥିବା ବିଷୟଗୁଡ଼ିକୁ ପ୍ରାପ୍ତ କରିବାକୁ ପ୍ରବଳ ଇଚ୍ଛା” [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 16 c3xw οὐκ ἔστιν ἐκ τοῦ Πατρός 1 is not from the Father [2:15](https://create.translationcore.com/02/15.md) ରେ ଆପଣ **ସଂସାର** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ ଏହି ଶବ୍ଦର ଅର୍ଥ ସମାନ ଅଟେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଯେପରି ଜୀବନଯାପନ କରୁ ବୋଲି ପିତା ଈଶ୍ଵର ଚାହାଁନ୍ତି, ତାହା ପ୍ରତିନିଧିତ୍ୱ କରେ ନାହିଁ, ବରଂ ଏକ ଧାର୍ମିକ ବ୍ୟବସ୍ଥାରୁ ଉତ୍ପନ୍ନ ହୋଇଥାଏ” [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 17 ct43 παράγεται 1 are passing away ଯୋହନ  ଆଳଙ୍କାରିକ ଭାବରେ **ସଂସାର** ବିଷୟରେ କହନ୍ତି ସତେ ଯେପରି ଏହା ବିନାଶ ହୁଏ । ବିକଳ୍ପ ଅନୁବାଦ: “ସଂସାର ନିତ୍ୟସ୍ଥାୟୀ ନୁହେଁ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 18 fi2k 0 Connecting Statement:
1JN 2 18 c7td παιδία 1 Little children ଏହା ସେହି ଶବ୍ଦ ଅଟେ ଯାହା ଯୋହନ ନୂତନ ବିଶ୍ଵାସୀମାନଙ୍କୁ ବର୍ଣ୍ଣନା କରିବା ପାଇଁ ଆଳଙ୍କାରିକ ଭାବରେ [2:14](https://create.translationcore.com/02/14.md) ରେ ବ୍ୟବହାର କରିଛନ୍ତି, କିନ୍ତୁ ଏଠାରେ ଏହା ଶବ୍ଦର ଏକ ଶୈଳୀ ପରିବର୍ତ୍ତନ ପରି ମନେହୁଏ ଯାହାକୁ ସେ [2:1](https://create.translationcore.com/02/01.md)ରେ ଏବଂ ସେ ଅନ୍ୟ ସମସ୍ତ ବିଶ୍ଵାସୀମାନଙ୍କୁ ସମ୍ବୋଧିତ କରିବାକୁ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବ୍ୟବହାର କରିଛନ୍ତି। ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ପ୍ରିୟ ପିଲାମାନେ” କିମ୍ବା “ମୋ ଅଧୀନରେ ଥିବା ମୋର ପ୍ରିୟ ବିଶ୍ଵାସୀମାନେ” [[rc://en/ta/man/translate/figs-metaphor]])
1JN 2 18 esd9 figs-metonymy ἐσχάτη ὥρα ἐστίν 1 it is the last hour ଯୋହନ  ଏକ ନିର୍ଦ୍ଦିଷ୍ଟ ସମୟକୁ ସୂଚାଇବା ପାଇଁ ଆଳଙ୍କାରିକ ଭାବରେ **କାଳ** ଶବ୍ଦକୁ ବ୍ୟବହାର କରନ୍ତି  । **ଶେଷକାଳ****ର** ଅଭିବ୍ୟକ୍ତି ବିଶେଷ ଭାବରେ ଯୀଶୁ ଫେରିବା ପୂର୍ବରୁ ପାର୍ଥିବ ଇତିହାସର ସମୟକୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ ଶୀଘ୍ର ଫେରିବେ… ଯଥା ଯୀଶୁ ଶୀଘ୍ର ଫେରିବେ” [[rc://en/ta/man/translate/figs-idiom]])
1JN 2 18 c7td παιδία 1 Little children ଏହା ସେହି ଶବ୍ଦ ଅଟେ ଯାହା ଯୋହନ ନୂତନ ବିଶ୍ଵାସୀମାନଙ୍କୁ ବର୍ଣ୍ଣନା କରିବା ପାଇଁ ଆଳଙ୍କାରିକ ଭାବରେ [2:14](https://create.translationcore.com/02/14.md) ରେ ବ୍ୟବହାର କରିଛନ୍ତି, କିନ୍ତୁ ଏଠାରେ ଏହା ଶବ୍ଦର ଏକ ଶୈଳୀ ପରିବର୍ତ୍ତନ ପରି ମନେହୁଏ ଯାହାକୁ ସେ [2:1](https://create.translationcore.com/02/01.md)ରେ ଏବଂ ସେ ଅନ୍ୟ ସମସ୍ତ ବିଶ୍ଵାସୀମାନଙ୍କୁ ସମ୍ବୋଧିତ କରିବାକୁ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବ୍ୟବହାର କରିଛନ୍ତି। ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ପ୍ରିୟ ପିଲାମାନେ” କିମ୍ବା “ମୋ ଅଧୀନରେ ଥିବା ମୋର ପ୍ରିୟ ବିଶ୍ଵାସୀମାନେ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 18 esd9 figs-metonymy ἐσχάτη ὥρα ἐστίν 1 it is the last hour ଯୋହନ  ଏକ ନିର୍ଦ୍ଦିଷ୍ଟ ସମୟକୁ ସୂଚାଇବା ପାଇଁ ଆଳଙ୍କାରିକ ଭାବରେ **କାଳ** ଶବ୍ଦକୁ ବ୍ୟବହାର କରନ୍ତି  । **ଶେଷକାଳ****ର** ଅଭିବ୍ୟକ୍ତି ବିଶେଷ ଭାବରେ ଯୀଶୁ ଫେରିବା ପୂର୍ବରୁ ପାର୍ଥିବ ଇତିହାସର ସମୟକୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ ଶୀଘ୍ର ଫେରିବେ… ଯଥା ଯୀଶୁ ଶୀଘ୍ର ଫେରିବେ” [[rc://en/ta/man/translate/figs-idiom]] ଦେଖନ୍ତୁ)
1JN 2 18 r2vq ἀντίχριστοι πολλοὶ γεγόνασιν 1 many antichrists have come ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ  **ଭଣ୍ଡଖ୍ରୀଷ୍ଟ** ଏବଂ **ଭଣ୍ଡଖ୍ରୀଷ୍ଟମାନେ** ଶବ୍ଦର ଆଲୋଚନା ଦେଖନ୍ତୁ। ବିକଳ୍ପ ଅନୁବାଦ: “ଏପରି ଜଣେ ବ୍ୟକ୍ତି ଆସିବ ଯିଏ ଯୀଶୁଙ୍କ ବିରୁଦ୍ଧରେ ଏକ ବଡ଼ ବିରୋଧକୁ ନେତୃତ୍ୱ ଦେବ, ଅନେକ ଲୋକ ବର୍ତ୍ତମାନ ଯୀଶୁଙ୍କୁ ବିରୋଧ କରୁଛନ୍ତି ”
1JN 2 18 rs4w γεγόνασιν, ὅθεν γινώσκομεν 1 have come. By this we know
1JN 2 19 rmj7 ἐξ ἡμῶν ἐξῆλθαν 1 They went out from us ଯେଉଁମାନଙ୍କୁ ଯୋହନ ଏହି ପତ୍ର ଲେଖୁଛନ୍ତି ସେହି ଲୋକମାନେ ପୂର୍ବରୁ ବିଶ୍ଵାସୀମାନଙ୍କ ଦଳ ସହ ସାକ୍ଷାତ କରିଥିଲେ । ଯେଉଁମାନେ ବିଶ୍ଵାସୀମାନେ ଏକତ୍ରିତ ହେଉଥିବା ସ୍ଥାନଗୁଡ଼ିକ ଶାରୀରିକ ଭାବରେ ପରିତ୍ୟାଗ କରିଥିଲେ, ସେମାନେ **ବାହାରିଲେ**  ଅଭିବ୍ୟକ୍ତିକୁ ସେହି ଲୋକମାନେ ଦଳର ହେବା ବନ୍ଦ କରିଦେଲେ ବୋଲି କହିବାକୁ ଯୋହନ  ଆଳଙ୍କାରିକ ଭାବରେ ବ୍ୟବହାର କରିଛନ୍ତି। ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କଠାରେ ଆମ୍ଭମାନଙ୍କର ବିଶ୍ଵାସୀ ଦଳର ଅଂଶ ହେବା ବନ୍ଦ କଲେ” [[rc://en/ta/man/translate/figs-metaphor]])
1JN 2 19 ytb1 ἀλλ’ οὐκ ἦσαν ἐξ ἡμῶν 1 but they were not from us ଏହି ପଦରୁ ପ୍ରଥମ ଉଦାହରଣ ଅପେକ୍ଷା ଏହି ଘଟଣାଗୁଡ଼ିକରେ ସାମାନ୍ୟ ଭିନ୍ନ ଅର୍ଥରେ ଯୋହନ **ଆମ୍ଭମାନଙ୍କ ମଧ୍ୟରୁ** ଅଭିବ୍ୟକ୍ତିକୁ ବ୍ୟବହାର କରନ୍ତି  । ପ୍ରଥମ କ୍ଷେତ୍ରରେ, ଏହାର ଅର୍ଥ ଏହି ଲୋକମାନେ ଦଳ ପରିତ୍ୟାଗ କଲେ । ଏହି ପରିପ୍ରେକ୍ଷୀରେ, ଏହାର ଅର୍ଥ ସେମାନେ ପ୍ରକୃତରେ ଦଳର କେବେ ହେଁ ନଥିଲେ । ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ ପ୍ରକୃତରେ ଆମ୍ଭମାନଙ୍କ ଦଳର କେବେ ନଥିଲେ… ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ପ୍ରକୃତରେ ଆମ୍ଭମାନଙ୍କ ଦଳର ନୁହଁନ୍ତି” [[rc://en/ta/man/translate/figs-explicit]])
1JN 2 19 jin1 εἰ γὰρ ἐξ ἡμῶν ἦσαν, μεμενήκεισαν ... μεθ’ ἡμῶν 1 For if they had been from us they would have remained with us 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଶବ୍ଦଟି ଏକ ଦଳରେ ନିରନ୍ତର ଅଂଶଗ୍ରହଣତାକୁ ସୂଚାଏ । ବିକଳ୍ପ ଅନୁବାଦ: “ସେମାନେ ଆମ୍ଭମାନଙ୍କ ଦଳରେ ଅଂଶଗ୍ରହଣ କରିଥାନ୍ତେ” [[rc://en/ta/man/translate/figs-metaphor]])
1JN 2 19 rmj7 ἐξ ἡμῶν ἐξῆλθαν 1 They went out from us ଯେଉଁମାନଙ୍କୁ ଯୋହନ ଏହି ପତ୍ର ଲେଖୁଛନ୍ତି ସେହି ଲୋକମାନେ ପୂର୍ବରୁ ବିଶ୍ଵାସୀମାନଙ୍କ ଦଳ ସହ ସାକ୍ଷାତ କରିଥିଲେ । ଯେଉଁମାନେ ବିଶ୍ଵାସୀମାନେ ଏକତ୍ରିତ ହେଉଥିବା ସ୍ଥାନଗୁଡ଼ିକ ଶାରୀରିକ ଭାବରେ ପରିତ୍ୟାଗ କରିଥିଲେ, ସେମାନେ **ବାହାରିଲେ**  ଅଭିବ୍ୟକ୍ତିକୁ ସେହି ଲୋକମାନେ ଦଳର ହେବା ବନ୍ଦ କରିଦେଲେ ବୋଲି କହିବାକୁ ଯୋହନ  ଆଳଙ୍କାରିକ ଭାବରେ ବ୍ୟବହାର କରିଛନ୍ତି। ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କଠାରେ ଆମ୍ଭମାନଙ୍କର ବିଶ୍ଵାସୀ ଦଳର ଅଂଶ ହେବା ବନ୍ଦ କଲେ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 19 ytb1 ἀλλ’ οὐκ ἦσαν ἐξ ἡμῶν 1 but they were not from us ଏହି ପଦରୁ ପ୍ରଥମ ଉଦାହରଣ ଅପେକ୍ଷା ଏହି ଘଟଣାଗୁଡ଼ିକରେ ସାମାନ୍ୟ ଭିନ୍ନ ଅର୍ଥରେ ଯୋହନ **ଆମ୍ଭମାନଙ୍କ ମଧ୍ୟରୁ** ଅଭିବ୍ୟକ୍ତିକୁ ବ୍ୟବହାର କରନ୍ତି  । ପ୍ରଥମ କ୍ଷେତ୍ରରେ, ଏହାର ଅର୍ଥ ଏହି ଲୋକମାନେ ଦଳ ପରିତ୍ୟାଗ କଲେ । ଏହି ପରିପ୍ରେକ୍ଷୀରେ, ଏହାର ଅର୍ଥ ସେମାନେ ପ୍ରକୃତରେ ଦଳର କେବେ ହେଁ ନଥିଲେ । ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ ପ୍ରକୃତରେ ଆମ୍ଭମାନଙ୍କ ଦଳର କେବେ ନଥିଲେ… ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ପ୍ରକୃତରେ ଆମ୍ଭମାନଙ୍କ ଦଳର ନୁହଁନ୍ତି” [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 19 jin1 εἰ γὰρ ἐξ ἡμῶν ἦσαν, μεμενήκεισαν ... μεθ’ ἡμῶν 1 For if they had been from us they would have remained with us 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଶବ୍ଦଟି ଏକ ଦଳରେ ନିରନ୍ତର ଅଂଶଗ୍ରହଣତାକୁ ସୂଚାଏ । ବିକଳ୍ପ ଅନୁବାଦ: “ସେମାନେ ଆମ୍ଭମାନଙ୍କ ଦଳରେ ଅଂଶଗ୍ରହଣ କରିଥାନ୍ତେ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 20 k4s4 0 General Information:
1JN 2 20 i3m1 figs-metaphor καὶ ὑμεῖς χρῖσμα ἔχετε ἀπὸ τοῦ Ἁγίου 1 But you have an anointing from the Holy One ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଭାବ ବାଚକ ବିଶେଷ୍ୟ **ଅଭିଷେକ** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ଜଣକ ତୁମ୍ଭମାନଙ୍କୁ  ଅଭିଷେକ କରିଛନ୍ତି” [[rc://en/ta/man/translate/figs-abstractnouns]])
1JN 2 20 gy16 figs-explicit τοῦ Ἁγίου 1 the Holy One ଯୋହନ  ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୂଚାଇବା ପାଇଁ **ପବିତ୍ର** ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି  । ଏହାକୁ ଦର୍ଶାଇବା ପାଇଁ ULT **ଜଣକ** ଶବ୍ଦକୁ ଯୋଗ କରେ । ଯୋହନ  ବିଶେଷ ଭାବରେ ଈଶ୍ଵରଙ୍କୁ  ସୂଚାନ୍ତି, ଏବଂ ଇଂରାଜୀ ULT ଏହି ଦୁଇଟି ଶବ୍ଦକୁ ବଡ଼ ଅକ୍ଷରରେ ଉଲ୍ଲେଖ କରେ ଯାହା ଜଣେ ଈଶ୍ଵରୀୟ ବ୍ୟକ୍ତିକୁ ବୁଝାଏ । ଆପଣଙ୍କ  ଭାଷା ଏହି ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର, ଯିଏ ପବିତ୍ର ଅଟନ୍ତି” [[rc://en/ta/man/translate/figs-nominaladj]])
1JN 2 20 i3m1 figs-metaphor καὶ ὑμεῖς χρῖσμα ἔχετε ἀπὸ τοῦ Ἁγίου 1 But you have an anointing from the Holy One ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଭାବ ବାଚକ ବିଶେଷ୍ୟ **ଅଭିଷେକ** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ଜଣକ ତୁମ୍ଭମାନଙ୍କୁ  ଅଭିଷେକ କରିଛନ୍ତି” [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 2 20 gy16 figs-explicit τοῦ Ἁγίου 1 the Holy One ଯୋହନ  ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୂଚାଇବା ପାଇଁ **ପବିତ୍ର** ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି  । ଏହାକୁ ଦର୍ଶାଇବା ପାଇଁ ULT **ଜଣକ** ଶବ୍ଦକୁ ଯୋଗ କରେ । ଯୋହନ  ବିଶେଷ ଭାବରେ ଈଶ୍ଵରଙ୍କୁ  ସୂଚାନ୍ତି, ଏବଂ ଇଂରାଜୀ ULT ଏହି ଦୁଇଟି ଶବ୍ଦକୁ ବଡ଼ ଅକ୍ଷରରେ ଉଲ୍ଲେଖ କରେ ଯାହା ଜଣେ ଈଶ୍ଵରୀୟ ବ୍ୟକ୍ତିକୁ ବୁଝାଏ । ଆପଣଙ୍କ  ଭାଷା ଏହି ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର, ଯିଏ ପବିତ୍ର ଅଟନ୍ତି” [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 2 20 rnw6 figs-abstractnouns 0 the truth ଭାବନାତ୍ମକ କ୍ରିୟା “ସତ୍ୟ” ଏକ ବିଶେଷଣ ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସତ୍ୟ କ’ଣ ଅଟେ” (ଦେଖ: [[rc://en/ta/man/translate/figs-abstractnouns]])
1JN 2 21 r8yr figs-abstractnouns τῆς ἀληθείας 1 the truth ... no lie is from the truth ଭାବନାତ୍ମକ କ୍ରିୟା “ସତ୍ୟ” ଏକ ବିଶେଷଣ ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସତ୍ୟ କଣ ଅଟେ... ଯାହା ସତ୍ୟ ଅଟେ ସେଥିରୁ ମିଥ୍ୟା ବାହାରେ ନାହିଁ” (ଦେଖ: [[rc://en/ta/man/translate/figs-abstractnouns]])
1JN 2 22 d71l figs-rquestion τίς ἐστιν ὁ ψεύστης, εἰ μὴ ὁ ἀρνούμενος ὅτι Ἰησοῦς ... ἔστιν ὁ Χριστός 1 Who is the liar but the one who denies that Jesus is the Christ? "ମିଥ୍ୟାବାଦୀ କିଏ ଅଟେ? ଯେକୌଣସି ବ୍ୟକ୍ତି ଯେ ଅଗ୍ରାହ୍ୟ କରନ୍ତି ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି । ଯୋହନ ପ୍ରଶ୍ନର ଗୁରୁତ୍ବାରୋପ କରିବା ନିମନ୍ତେ ମିଥ୍ୟାବାଦୀ କିଏ ଅଟନ୍ତି ଶବ୍ଦ ବ୍ୟବହାର କରିଛନ୍ତି । (ଦେଖ: [[rc://en/ta/man/translate/figs-rquestion]])

Can't render this file because it contains an unexpected character in line 2 and column 3772.