Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-23 01:28:25 +00:00
parent b416a44c2c
commit 8e60bec323
1 changed files with 18 additions and 18 deletions

View File

@ -81,24 +81,24 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 14 l74j figs-metaphor ἰσχυροί ἐστε 1 you are strong ବିଶ୍ଵାସୀମାନଙ୍କ ଶାରୀରିକ **ଶକ୍ତି** ବର୍ଣ୍ଣନା କରିବା ପାଇଁ ଯୋହନ ଶକ୍ତିଶାଳୀ ଶବ୍ଦ ବ୍ୟବହାର କରୁ ନାହାନ୍ତି, କିନ୍ତୁ ଯୀଶୁଙ୍କ ପ୍ରତି ସେମାନଙ୍କର ବିଶ୍ୱସ୍ତତାକୁ ବର୍ଣ୍ଣନା କରିବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ”  [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 u3n8 figs-metaphor ὁ λόγος τοῦ Θεοῦ ἐν ὑμῖν μένει 1 the word of God remains in you 1 ଯୋହନଙ୍କ ପରିଚୟର ଭାଗ 3 ରେ “**ରହିବା**” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ  ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ତୁମ୍ଭେମାନେ  ପ୍ରକୃତରେ ପାଳନ କର”
1JN 2 15 xig6 figs-metonymy μὴ ἀγαπᾶτε τὸν κόσμον, μηδὲ 1 Do not love the world nor :୧୫-୧୭ ପଦରେ “ଜଗତ” ଶବ୍ଦ ଲୋକମାନେ କରିବାକୁ ଚାହୁଁଥିବା ସମସ୍ତ ବିଷୟକୁ ସୂଚିତ କରେ ଯାହା ଈଶ୍ବରଙ୍କୁ ସମ୍ମାନ ଦିଏ ନାହିଁ । ଅନ୍ୟ ଏକ ଅନୁବାଦରେ: “ଜଗତର ଲୋକମାନଙ୍କ ସଦୃଶ ଆଚରଣ କର ନାହିଁ ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ ଏବଂ ପ୍ରେମ କରନ୍ତି ନାହିଁ” (ଦେଖ:[[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 15 h2hm τὰ ἐν τῷ κόσμῳ 1 the things that are in the world ଏହି ବାକ୍ୟାଂଶର ଅର୍ଥ ପରବର୍ତ୍ତୀ ବାକ୍ୟାଂଶର ଅର୍ଥ ସମାନ ଅଟେ। ଯୋହନ  ହୁଏତ ଗୁରୁତ୍ଵଦେବାକୁ ପୁନରାବୃତ୍ତି ବ୍ୟବହାର କରନ୍ତି  । ତଥାପି, ସେଥିରେ ଅର୍ଥରେ ସାମାନ୍ୟ ପାର୍ଥକ୍ୟ ଅଛି, ଆପଣ ଏହି ବାକ୍ୟାଂଶଗୁଡ଼ିକୁ ମିଶ୍ରଣ କରିବା ପରିବର୍ତ୍ତେ ପୃଥକ ଭାବରେ ଅନୁବାଦ କରିବାକୁ ଇଚ୍ଛା କରିପାରନ୍ତି । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ  ଅନୁବାଦ: “ନା, ସେହି ମୂଲ୍ୟଗୁଡ଼ିକୁ କୌଣସି  ପ୍ରକାରେ ଅଂଶୀଦାର କର ନାହିଁ ଯାହା ସେହି ବ୍ୟବସ୍ଥାକୁ ବର୍ଣ୍ଣିତ କରେ”
1JN 2 15 p56b figs-metaphor ἐάν τις ἀγαπᾷ τὸν κόσμον, οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 If anyone loves the world, the love of the Father is not in him ଜଣେ ବ୍ୟକ୍ତି ଏକ ସମୟରେ ଏହି ଜଗତକୁ ପ୍ରେମ କରେ ଏବଂ ସମସ୍ତ ଯାହା ଈଶ୍ବରଙ୍କୁ ଅସମ୍ମାନ କରେ ଏବଂ ପିତାଙ୍କୁ ପ୍ରେମ କରିପାରେ ନାହିଁ । (ଦେଖ: [[rc://en/ta/man/translate/figs-metaphor]])
1JN 2 15 s48z οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 the love of the Father is not in him ସେ ପିତାଙ୍କୁ ପ୍ରେମ କରେ ନାହିଁ
1JN 2 16 pz3q ἡ ἐπιθυμία τῆς σαρκὸς 1 the lust of the flesh ଶାରୀରିକ ଅଭିଲାଷର ପାପପୁର୍ଣ୍ଣ କାର୍ଯ୍ୟ କରିବାକୁ ଦୃଢ ଇଚ୍ଛା କରେ
1JN 2 16 x124 ἡ ἐπιθυμία τῆς σαρκὸς ... ἡ ἐπιθυμία τῶν ὀφθαλμῶν 1 the lust of the eyes ଯାହା ଆମ୍ଭେମାନେ ଦେଖୁଅଛୁ ତାହା ପାଇବା ନିମନ୍ତେ ଦୃଢ ସଂକଳ୍ପ କରୁ
1JN 2 16 c3xw οὐκ ἔστιν ἐκ τοῦ Πατρός 1 is not from the Father ପିତାଙ୍କ ଠାରୁ ଆସେ ନାହିଁ କିମ୍ବା “ଏହି ପ୍ରକାରରେ ଜୀବନ ଅତିବାହିତ କରିବା ନିମନ୍ତେ ପିତା ଆମ୍ଭମାନଙ୍କୁ ଶିକ୍ଷା ଦିଅନ୍ତି ନାହିଁ”
1JN 2 17 ct43 παράγεται 1 are passing away ହାଜିଯାଏ କିମ୍ବା ଓ “ଗୋଟିଏ ଦିନ ଏଠାରେ ରହିବ ନାହିଁ”
1JN 2 18 fi2k 0 Connecting Statement: ଯୋହନ ସେମାନଙ୍କ ବିଷୟରେ ସଚେତନ କରାନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଅଛନ୍ତି ।
1JN 2 18 c7td παιδία 1 Little children "ଅପରିପକ୍ବ ଖ୍ରୀଷ୍ଟିଆନ । ଦେଖ [1 John 2:1](../02/01.md)ରେ ତୁମେ କିପରି ଅନୁବାଦ କରିଅଛ ।
1JN 2 18 esd9 figs-metonymy ἐσχάτη ὥρα ἐστίν 1 it is the last hour “ଶେଷ ସମୟ” ବାକ୍ୟଟି ଯୀଶୁଙ୍କ ଆଗମନର ଠିକ୍ ପୁର୍ବ ସମୟକୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଯୀଶୁ ଶୀଘ୍ର ଆଗମନ କରିବେ” (ଦେଖ: [[rc://en/ta/man/translate/figs-metonymy]])
1JN 2 18 r2vq ἀντίχριστοι πολλοὶ γεγόνασιν 1 many antichrists have come ଅନେକ ଲୋକମାନେ ଖ୍ରୀଷ୍ଟଙ୍କ ବିରୋଧରେ"
1JN 2 18 rs4w γεγόνασιν, ὅθεν γινώσκομεν 1 have come. By this we know ଆସିଛନ୍ତି, ଏବଂ ଏହାର କାରଣରୁ ଆମ୍ଭେମାନେ ଜାଣିଅଛୁ କିମ୍ବା “ଆସିଛନ୍ତି, ଏବଂ କାରଣ ଅନେକ ଖ୍ରୀଷ୍ଟରୀ ଆସିଲେଣି, ଆମ୍ଭେମାନେ ଜାଣୁ”
1JN 2 19 rmj7 ἐξ ἡμῶν ἐξῆλθαν 1 They went out from us ସେମାନେ ଆମ୍ଭମାନଙ୍କୁ ପରିତ୍ୟାଗ କଲେ
1JN 2 19 ytb1 ἀλλ’ οὐκ ἦσαν ἐξ ἡμῶν 1 but they were not from us "କିନ୍ତୁ ସେମାନେ କୌଣସି ପ୍ରକାରେ ଆମ୍ଭମାନଙ୍କ ସହିତ ନଥିଲେ କିମ୍ବା “କିନ୍ତୁ ସେମାନେ ବାସ୍ତବରେ ପ୍ରଥମରୁ ଆମ୍ଭମାନଙ୍କ ଦଳର ନଥିଲେ ।” ଏହି କାରଣରୁ ସେମାନେ ସେହି ଦଳର ସଦସ୍ୟ ନଥିଲେ ଅର୍ଥାତ ସେମାନେ ଯୀଶୁଙ୍କ ବିଶ୍ବାସୀ ନଥିଲେ ।
1JN 2 19 jin1 εἰ γὰρ ἐξ ἡμῶν ἦσαν, μεμενήκεισαν ... μεθ’ ἡμῶν 1 For if they had been from us they would have remained with us ଏହା ଆମ୍ଭେମାନେ ଜାଣୁ କାରଣ ସେମାନେ ଆମମାନଙ୍କୁ ପରିତ୍ୟାଗ କରି ନଥାନ୍ତେ ଯଦି ସେମାନେ ପ୍ରକୃତରେ ବିଶ୍ବାସୀ ହୋଇଥାଆନ୍ତେ"
1JN 2 20 k4s4 0 General Information: ପୁରାତନ ବାଇବଲରେ “ଅଭିଷେକ” ଶବ୍ଦ ଈଶ୍ବରଙ୍କୁ ସେବା କରିବା ନିମନ୍ତେ ମନୋନିତ କରାଯାଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ତୈଳ ଢାଳି ଅଭିଷେକ କରାଯିବା ବିଷୟକୁ ଦର୍ଶାଇଲା ।
1JN 2 20 i3m1 figs-metaphor καὶ ὑμεῖς χρῖσμα ἔχετε ἀπὸ τοῦ Ἁγίου 1 But you have an anointing from the Holy One ଯୋହନ ପବିତ୍ର ଆତ୍ମାଙ୍କ ବିଷୟରେ ଏପରି କହନ୍ତି ଯେପରି ସେ “ଅଭିଶିକ୍ତ” ଥିଲେ ଯାହାକି ଲୋକମାନେ ଯୀଶୁଙ୍କଠାରୁ ଗ୍ରହଣ କରୁଥିଲେ । ଭାବନାତ୍ମକ କ୍ରିୟା “ଅଭିଷେକ” ଏକ ମୌଖିକ ବାକ୍ୟରେ ଅନୁବାଦ କରାଯାଇ ପାରେ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ପବିତ୍ର ବ୍ୟକ୍ତି ତୁମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି” କିମ୍ବା “କିନ୍ତୁ ଯୀଶୁ ଖ୍ରୀଷ୍ଟ, ପବିତ୍ର ଈଶ୍ବର, ତୁମ୍ଭମାନଙ୍କୁ ତାହାଙ୍କ ଆତ୍ମା ଦେଇଅଛନ୍ତି” (ଦେଖ: [[rc://en/ta/man/translate/figs-metaphor]])
1JN 2 20 gy16 figs-explicit τοῦ Ἁγίου 1 the Holy One ଏହା ଯୀଶୁଙ୍କୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଯୀଶୁ, ପବିତ୍ର ଅଟନ୍ତି” (ଦେଖ: [[rc://en/ta/man/translate/figs-explicit]])
1JN 2 15 h2hm τὰ ἐν τῷ κόσμῳ 1 the things that are in the world ଏହି ବାକ୍ୟାଂଶର ଅର୍ଥ ପରବର୍ତ୍ତୀ ବାକ୍ୟାଂଶର ଅର୍ଥ ସମାନ ଅଟେ। ଯୋହନ  ହୁଏତ ଗୁରୁତ୍ଵଦେବାକୁ ପୁନରାବୃତ୍ତି ବ୍ୟବହାର କରନ୍ତି  । ତଥାପି, ସେଥିରେ ଅର୍ଥରେ ସାମାନ୍ୟ ପାର୍ଥକ୍ୟ ଅଛି, ଆପଣ ଏହି ବାକ୍ୟାଂଶଗୁଡ଼ିକୁ ମିଶ୍ରଣ କରିବା ପରିବର୍ତ୍ତେ ପୃଥକ ଭାବରେ ଅନୁବାଦ କରିବାକୁ ଇଚ୍ଛା କରିପାରନ୍ତି । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ  ଅନୁବାଦ: “ନା, ସେହି ମୂଲ୍ୟଗୁଡ଼ିକୁ କୌଣସି  ପ୍ରକାରେ ଅଂଶୀଦାର କର ନାହିଁ ଯାହା ସେହି ବ୍ୟବସ୍ଥାକୁ ବର୍ଣ୍ଣିତ କରେ” [[rc://en/ta/man/translate/figs-parallelism]])
1JN 2 15 p56b figs-metaphor ἐάν τις ἀγαπᾷ τὸν κόσμον, οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 If anyone loves the world, the love of the Father is not in him ଯୋହନ  ତାହାଙ୍କ  ପାଠକମାନଙ୍କୁ ଆହ୍ୱାନ କରିବା ପାଇଁ ଏକ ଉପକଳ୍ପିତ ପରିସ୍ଥିତିକୁ ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି କେହି ସଂସାର କୁ ପ୍ରେମ କରେ । ତେବେ ପିତାଙ୍କ  ପ୍ରେମ ତାହାଠାରେ ନାହିଁ ”[[rc://en/ta/man/translate/figs-hypo]])
1JN 2 15 s48z οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 the love of the Father is not in him **ପିତାହାଙ୍କ ପ୍ରେମ** ବକ୍ୟାଂଶର ଅର୍ଥ ହୋଇପାରେ: (1) ଏହା ହୁଏତ ପିତା ଈଶ୍ଵରଙ୍କୁ  ପ୍ରେମ କରୁଥିବା ଜଣେ ବ୍ୟକ୍ତିକୁ ୂଚିତ କରିପାରେ । ବିକଳ୍ପ  ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ପିତା ଈଶ୍ଵରଙ୍କୁ ପ୍ରେମ କରେ ନାହିଁ” (2 ) ଏହା ଈଶ୍ଵରଙ୍କୁ  ପ୍ରେମ କରୁଥିବା ଲୋକମାନଙ୍କୁ ସୂଚାଇପାରେ\` । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ପ୍ରକୃତରେ ସେହି ବ୍ୟକ୍ତିର ଜୀବନରେ କାର୍ଯ୍ୟ କରେ ନାହିଁ” [[rc://en/ta/man/translate/figs-possession]])
1JN 2 16 pz3q ἡ ἐπιθυμία τῆς σαρκὸς 1 the lust of the flesh ଯୋହନ **ଶାରୀରିକ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି , ଯାହା ମାଂସରେ ନିର୍ମିତ ମାନବ ଶରୀରକୁ ବୁଝାଏ। ବିକଳ୍ପ ଅନୁବାଦ: “ପାପପୂର୍ଣ୍ଣ ଶାରୀରିକ ଅଭିଳାଷ ପାଇଁ ପ୍ରବଳ ଇଚ୍ଛା”[[rc://en/ta/man/translate/figs-metonymy]])
1JN 2 16 x124 ἡ ἐπιθυμία τῆς σαρκὸς ... ἡ ἐπιθυμία τῶν ὀφθαλμῶν 1 the lust of the eyes ଯୋହନ ଦେଖିବାର କ୍ଷମତାକୁ ବୁଝାଇବା ପାଇଁ **ଚକ୍ଷୁ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଦେଖୁଥିବା ବିଷୟଗୁଡ଼ିକୁ ପ୍ରାପ୍ତ କରିବାକୁ ପ୍ରବଳ ଇଚ୍ଛା” [[rc://en/ta/man/translate/figs-metonymy]])
1JN 2 16 c3xw οὐκ ἔστιν ἐκ τοῦ Πατρός 1 is not from the Father [2:15](https://create.translationcore.com/02/15.md) ରେ ଆପଣ **ସଂସାର** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ ଏହି ଶବ୍ଦର ଅର୍ଥ ସମାନ ଅଟେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଯେପରି ଜୀବନଯାପନ କରୁ ବୋଲି ପିତା ଈଶ୍ଵର ଚାହାଁନ୍ତି, ତାହା ପ୍ରତିନିଧିତ୍ୱ କରେ ନାହିଁ, ବରଂ ଏକ ଧାର୍ମିକ ବ୍ୟବସ୍ଥାରୁ ଉତ୍ପନ୍ନ ହୋଇଥାଏ” [[rc://en/ta/man/translate/figs-metonymy]])
1JN 2 17 ct43 παράγεται 1 are passing away ଯୋହନ  ଆଳଙ୍କାରିକ ଭାବରେ **ସଂସାର** ବିଷୟରେ କହନ୍ତି ସତେ ଯେପରି ଏହା ବିନାଶ ହୁଏ । ବିକଳ୍ପ ଅନୁବାଦ: “ସଂସାର ନିତ୍ୟସ୍ଥାୟୀ ନୁହେଁ” [[rc://en/ta/man/translate/figs-metaphor]])
1JN 2 18 fi2k 0 Connecting Statement:
1JN 2 18 c7td παιδία 1 Little children ଏହା ସେହି ଶବ୍ଦ ଅଟେ ଯାହା ଯୋହନ ନୂତନ ବିଶ୍ଵାସୀମାନଙ୍କୁ ବର୍ଣ୍ଣନା କରିବା ପାଇଁ ଆଳଙ୍କାରିକ ଭାବରେ [2:14](https://create.translationcore.com/02/14.md) ରେ ବ୍ୟବହାର କରିଛନ୍ତି, କିନ୍ତୁ ଏଠାରେ ଏହା ଶବ୍ଦର ଏକ ଶୈଳୀ ପରିବର୍ତ୍ତନ ପରି ମନେହୁଏ ଯାହାକୁ ସେ [2:1](https://create.translationcore.com/02/01.md)ରେ ଏବଂ ସେ ଅନ୍ୟ ସମସ୍ତ ବିଶ୍ଵାସୀମାନଙ୍କୁ ସମ୍ବୋଧିତ କରିବାକୁ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବ୍ୟବହାର କରିଛନ୍ତି। ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ପ୍ରିୟ ପିଲାମାନେ” କିମ୍ବା “ମୋ ଅଧୀନରେ ଥିବା ମୋର ପ୍ରିୟ ବିଶ୍ଵାସୀମାନେ” [[rc://en/ta/man/translate/figs-metaphor]])
1JN 2 18 esd9 figs-metonymy ἐσχάτη ὥρα ἐστίν 1 it is the last hour ଯୋହନ  ଏକ ନିର୍ଦ୍ଦିଷ୍ଟ ସମୟକୁ ସୂଚାଇବା ପାଇଁ ଆଳଙ୍କାରିକ ଭାବରେ **କାଳ** ଶବ୍ଦକୁ ବ୍ୟବହାର କରନ୍ତି  । **ଶେଷକାଳ****ର** ଅଭିବ୍ୟକ୍ତି ବିଶେଷ ଭାବରେ ଯୀଶୁ ଫେରିବା ପୂର୍ବରୁ ପାର୍ଥିବ ଇତିହାସର ସମୟକୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ ଶୀଘ୍ର ଫେରିବେ… ଯଥା ଯୀଶୁ ଶୀଘ୍ର ଫେରିବେ” [[rc://en/ta/man/translate/figs-idiom]])
1JN 2 18 r2vq ἀντίχριστοι πολλοὶ γεγόνασιν 1 many antichrists have come ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ  **ଭଣ୍ଡଖ୍ରୀଷ୍ଟ** ଏବଂ **ଭଣ୍ଡଖ୍ରୀଷ୍ଟମାନେ** ଶବ୍ଦର ଆଲୋଚନା ଦେଖନ୍ତୁ। ବିକଳ୍ପ ଅନୁବାଦ: “ଏପରି ଜଣେ ବ୍ୟକ୍ତି ଆସିବ ଯିଏ ଯୀଶୁଙ୍କ ବିରୁଦ୍ଧରେ ଏକ ବଡ଼ ବିରୋଧକୁ ନେତୃତ୍ୱ ଦେବ, ଅନେକ ଲୋକ ବର୍ତ୍ତମାନ ଯୀଶୁଙ୍କୁ ବିରୋଧ କରୁଛନ୍ତି ”
1JN 2 18 rs4w γεγόνασιν, ὅθεν γινώσκομεν 1 have come. By this we know
1JN 2 19 rmj7 ἐξ ἡμῶν ἐξῆλθαν 1 They went out from us ଯେଉଁମାନଙ୍କୁ ଯୋହନ ଏହି ପତ୍ର ଲେଖୁଛନ୍ତି ସେହି ଲୋକମାନେ ପୂର୍ବରୁ ବିଶ୍ଵାସୀମାନଙ୍କ ଦଳ ସହ ସାକ୍ଷାତ କରିଥିଲେ । ଯେଉଁମାନେ ବିଶ୍ଵାସୀମାନେ ଏକତ୍ରିତ ହେଉଥିବା ସ୍ଥାନଗୁଡ଼ିକ ଶାରୀରିକ ଭାବରେ ପରିତ୍ୟାଗ କରିଥିଲେ, ସେମାନେ **ବାହାରିଲେ**  ଅଭିବ୍ୟକ୍ତିକୁ ସେହି ଲୋକମାନେ ଦଳର ହେବା ବନ୍ଦ କରିଦେଲେ ବୋଲି କହିବାକୁ ଯୋହନ  ଆଳଙ୍କାରିକ ଭାବରେ ବ୍ୟବହାର କରିଛନ୍ତି। ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କଠାରେ ଆମ୍ଭମାନଙ୍କର ବିଶ୍ଵାସୀ ଦଳର ଅଂଶ ହେବା ବନ୍ଦ କଲେ” [[rc://en/ta/man/translate/figs-metaphor]])
1JN 2 19 ytb1 ἀλλ’ οὐκ ἦσαν ἐξ ἡμῶν 1 but they were not from us ଏହି ପଦରୁ ପ୍ରଥମ ଉଦାହରଣ ଅପେକ୍ଷା ଏହି ଘଟଣାଗୁଡ଼ିକରେ ସାମାନ୍ୟ ଭିନ୍ନ ଅର୍ଥରେ ଯୋହନ **ଆମ୍ଭମାନଙ୍କ ମଧ୍ୟରୁ** ଅଭିବ୍ୟକ୍ତିକୁ ବ୍ୟବହାର କରନ୍ତି  । ପ୍ରଥମ କ୍ଷେତ୍ରରେ, ଏହାର ଅର୍ଥ ଏହି ଲୋକମାନେ ଦଳ ପରିତ୍ୟାଗ କଲେ । ଏହି ପରିପ୍ରେକ୍ଷୀରେ, ଏହାର ଅର୍ଥ ସେମାନେ ପ୍ରକୃତରେ ଦଳର କେବେ ହେଁ ନଥିଲେ । ବିକଳ୍ପ ଅନୁବାଦ: “କିନ୍ତୁ ସେମାନେ ପ୍ରକୃତରେ ଆମ୍ଭମାନଙ୍କ ଦଳର କେବେ ନଥିଲେ… ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି ପ୍ରକୃତରେ ଆମ୍ଭମାନଙ୍କ ଦଳର ନୁହଁନ୍ତି” [[rc://en/ta/man/translate/figs-explicit]])
1JN 2 19 jin1 εἰ γὰρ ἐξ ἡμῶν ἦσαν, μεμενήκεισαν ... μεθ’ ἡμῶν 1 For if they had been from us they would have remained with us 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଶବ୍ଦଟି ଏକ ଦଳରେ ନିରନ୍ତର ଅଂଶଗ୍ରହଣତାକୁ ସୂଚାଏ । ବିକଳ୍ପ ଅନୁବାଦ: “ସେମାନେ ଆମ୍ଭମାନଙ୍କ ଦଳରେ ଅଂଶଗ୍ରହଣ କରିଥାନ୍ତେ” [[rc://en/ta/man/translate/figs-metaphor]])
1JN 2 20 k4s4 0 General Information:
1JN 2 20 i3m1 figs-metaphor καὶ ὑμεῖς χρῖσμα ἔχετε ἀπὸ τοῦ Ἁγίου 1 But you have an anointing from the Holy One ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଭାବ ବାଚକ ବିଶେଷ୍ୟ **ଅଭିଷେକ** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ଜଣକ ତୁମ୍ଭମାନଙ୍କୁ  ଅଭିଷେକ କରିଛନ୍ତି” [[rc://en/ta/man/translate/figs-abstractnouns]])
1JN 2 20 gy16 figs-explicit τοῦ Ἁγίου 1 the Holy One ଯୋହନ  ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୂଚାଇବା ପାଇଁ **ପବିତ୍ର** ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି  । ଏହାକୁ ଦର୍ଶାଇବା ପାଇଁ ULT **ଜଣକ** ଶବ୍ଦକୁ ଯୋଗ କରେ । ଯୋହନ  ବିଶେଷ ଭାବରେ ଈଶ୍ଵରଙ୍କୁ  ସୂଚାନ୍ତି, ଏବଂ ଇଂରାଜୀ ULT ଏହି ଦୁଇଟି ଶବ୍ଦକୁ ବଡ଼ ଅକ୍ଷରରେ ଉଲ୍ଲେଖ କରେ ଯାହା ଜଣେ ଈଶ୍ଵରୀୟ ବ୍ୟକ୍ତିକୁ ବୁଝାଏ । ଆପଣଙ୍କ  ଭାଷା ଏହି ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର, ଯିଏ ପବିତ୍ର ଅଟନ୍ତି” [[rc://en/ta/man/translate/figs-nominaladj]])
1JN 2 20 rnw6 figs-abstractnouns 0 the truth ଭାବନାତ୍ମକ କ୍ରିୟା “ସତ୍ୟ” ଏକ ବିଶେଷଣ ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସତ୍ୟ କ’ଣ ଅଟେ” (ଦେଖ: [[rc://en/ta/man/translate/figs-abstractnouns]])
1JN 2 21 r8yr figs-abstractnouns τῆς ἀληθείας 1 the truth ... no lie is from the truth ଭାବନାତ୍ମକ କ୍ରିୟା “ସତ୍ୟ” ଏକ ବିଶେଷଣ ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସତ୍ୟ କଣ ଅଟେ... ଯାହା ସତ୍ୟ ଅଟେ ସେଥିରୁ ମିଥ୍ୟା ବାହାରେ ନାହିଁ” (ଦେଖ: [[rc://en/ta/man/translate/figs-abstractnouns]])
1JN 2 22 d71l figs-rquestion τίς ἐστιν ὁ ψεύστης, εἰ μὴ ὁ ἀρνούμενος ὅτι Ἰησοῦς ... ἔστιν ὁ Χριστός 1 Who is the liar but the one who denies that Jesus is the Christ? "ମିଥ୍ୟାବାଦୀ କିଏ ଅଟେ? ଯେକୌଣସି ବ୍ୟକ୍ତି ଯେ ଅଗ୍ରାହ୍ୟ କରନ୍ତି ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି । ଯୋହନ ପ୍ରଶ୍ନର ଗୁରୁତ୍ବାରୋପ କରିବା ନିମନ୍ତେ ମିଥ୍ୟାବାଦୀ କିଏ ଅଟନ୍ତି ଶବ୍ଦ ବ୍ୟବହାର କରିଛନ୍ତି । (ଦେଖ: [[rc://en/ta/man/translate/figs-rquestion]])

Can't render this file because it contains an unexpected character in line 2 and column 3772.