Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-23 01:24:43 +00:00
parent 30f4ec3fc0
commit b416a44c2c
1 changed files with 2 additions and 2 deletions

View File

@ -80,8 +80,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 13 tfh1 figs-metaphor νενικήκατε 1 overcome ଯୋହନ ଏହି ଦୃଢ଼ ବିଶ୍ଵାସୀମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେଉଁମାନେ ଶୟତାନକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି । ବିକଳ୍ପ  ଅନୁବାଦ: “ଶୟତାନ ଯାହା କରିବାକୁ ଚାହେଁ ତୁମ୍ଭେମାନେ ତାହା କରିବାକୁ ଆଗ୍ରାହ୍ୟ କରିଅଛ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 l74j figs-metaphor ἰσχυροί ἐστε 1 you are strong ବିଶ୍ଵାସୀମାନଙ୍କ ଶାରୀରିକ **ଶକ୍ତି** ବର୍ଣ୍ଣନା କରିବା ପାଇଁ ଯୋହନ ଶକ୍ତିଶାଳୀ ଶବ୍ଦ ବ୍ୟବହାର କରୁ ନାହାନ୍ତି, କିନ୍ତୁ ଯୀଶୁଙ୍କ ପ୍ରତି ସେମାନଙ୍କର ବିଶ୍ୱସ୍ତତାକୁ ବର୍ଣ୍ଣନା କରିବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ”  [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 u3n8 figs-metaphor ὁ λόγος τοῦ Θεοῦ ἐν ὑμῖν μένει 1 the word of God remains in you 1 ଯୋହନଙ୍କ ପରିଚୟର ଭାଗ 3 ରେ “**ରହିବା**” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ  ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ତୁମ୍ଭେମାନେ  ପ୍ରକୃତରେ ପାଳନ କର”
1JN 2 15 xig6 figs-metonymy μὴ ἀγαπᾶτε τὸν κόσμον, μηδὲ 1 Do not love the world nor :୧୫-୧୭ ପଦରେ “ଜଗତ” ଶବ୍ଦ ଲୋକମାନେ କରିବାକୁ ଚାହୁଁଥିବା ସମସ୍ତ ବିଷୟକୁ ସୂଚିତ କରେ ଯାହା ଈଶ୍ବରଙ୍କୁ ସମ୍ମାନ ଦିଏ ନାହିଁ । ଅନ୍ୟ ଏକ ଅନୁବାଦରେ: “ଜଗତର ଲୋକମାନଙ୍କ ସଦୃଶ ଆଚରଣ କର ନାହିଁ ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ ଏବଂ ପ୍ରେମ କରନ୍ତି ନାହିଁ” (ଦେଖ:[[rc://en/ta/man/translate/figs-metonymy]])
1JN 2 15 h2hm τὰ ἐν τῷ κόσμῳ 1 the things that are in the world ସେହି ବିଷୟଗୁଡିକ ଯେଉଁମାନେ ଈଶ୍ବରଙ୍କୁ ଅସମ୍ମାନ କରନ୍ତି"
1JN 2 15 xig6 figs-metonymy μὴ ἀγαπᾶτε τὸν κόσμον, μηδὲ 1 Do not love the world nor :୧୫-୧୭ ପଦରେ “ଜଗତ” ଶବ୍ଦ ଲୋକମାନେ କରିବାକୁ ଚାହୁଁଥିବା ସମସ୍ତ ବିଷୟକୁ ସୂଚିତ କରେ ଯାହା ଈଶ୍ବରଙ୍କୁ ସମ୍ମାନ ଦିଏ ନାହିଁ । ଅନ୍ୟ ଏକ ଅନୁବାଦରେ: “ଜଗତର ଲୋକମାନଙ୍କ ସଦୃଶ ଆଚରଣ କର ନାହିଁ ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ ଏବଂ ପ୍ରେମ କରନ୍ତି ନାହିଁ” (ଦେଖ:[[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 15 h2hm τὰ ἐν τῷ κόσμῳ 1 the things that are in the world ଏହି ବାକ୍ୟାଂଶର ଅର୍ଥ ପରବର୍ତ୍ତୀ ବାକ୍ୟାଂଶର ଅର୍ଥ ସମାନ ଅଟେ। ଯୋହନ  ହୁଏତ ଗୁରୁତ୍ଵଦେବାକୁ ପୁନରାବୃତ୍ତି ବ୍ୟବହାର କରନ୍ତି  । ତଥାପି, ସେଥିରେ ଅର୍ଥରେ ସାମାନ୍ୟ ପାର୍ଥକ୍ୟ ଅଛି, ଆପଣ ଏହି ବାକ୍ୟାଂଶଗୁଡ଼ିକୁ ମିଶ୍ରଣ କରିବା ପରିବର୍ତ୍ତେ ପୃଥକ ଭାବରେ ଅନୁବାଦ କରିବାକୁ ଇଚ୍ଛା କରିପାରନ୍ତି । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ  ଅନୁବାଦ: “ନା, ସେହି ମୂଲ୍ୟଗୁଡ଼ିକୁ କୌଣସି  ପ୍ରକାରେ ଅଂଶୀଦାର କର ନାହିଁ ଯାହା ସେହି ବ୍ୟବସ୍ଥାକୁ ବର୍ଣ୍ଣିତ କରେ”
1JN 2 15 p56b figs-metaphor ἐάν τις ἀγαπᾷ τὸν κόσμον, οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 If anyone loves the world, the love of the Father is not in him ଜଣେ ବ୍ୟକ୍ତି ଏକ ସମୟରେ ଏହି ଜଗତକୁ ପ୍ରେମ କରେ ଏବଂ ସମସ୍ତ ଯାହା ଈଶ୍ବରଙ୍କୁ ଅସମ୍ମାନ କରେ ଏବଂ ପିତାଙ୍କୁ ପ୍ରେମ କରିପାରେ ନାହିଁ । (ଦେଖ: [[rc://en/ta/man/translate/figs-metaphor]])
1JN 2 15 s48z οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 the love of the Father is not in him ସେ ପିତାଙ୍କୁ ପ୍ରେମ କରେ ନାହିଁ
1JN 2 16 pz3q ἡ ἐπιθυμία τῆς σαρκὸς 1 the lust of the flesh ଶାରୀରିକ ଅଭିଲାଷର ପାପପୁର୍ଣ୍ଣ କାର୍ଯ୍ୟ କରିବାକୁ ଦୃଢ ଇଚ୍ଛା କରେ

Can't render this file because it contains an unexpected character in line 2 and column 3772.