Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-08-04 17:39:14 +00:00
parent 0d430cae17
commit b874b89699
1 changed files with 1 additions and 1 deletions

View File

@ -382,7 +382,7 @@ EPH 4 1 abda grammar-connect-logic-result οὖν 1 Therefore **ତେଣୁକ
EPH 4 1 abc5 τῆς κλήσεως ἧς ἐκλήθητε 1 of the calling by which you were called ଏଠାରେ, **ଆହ୍ୱାନ** ଈଶ୍ଵର ସେମାନଙ୍କୁ ତାଙ୍କର ଲୋକ ହେବାକୁ ମନୋନୀତ କଲେକୁ ସୂଚିତ କରେ । ବିକଳ୍ପ ଅନୁବାଦ: "କାରଣ ଈଶ୍ଵର ତୁମ୍ଭକୁ ତାଙ୍କର ଲୋକ ହେବାକୁ ମନୋନୀତ କରିଛନ୍ତି ।"
EPH 4 3 ab5c figs-abstractnouns τηρεῖν τὴν ἑνότητα τοῦ Πνεύματος ἐν τῷ συνδέσμῳ τῆς εἰρήνης 1 to keep the unity of the Spirit in the bond of peace **ଏକତା** ଏବଂ **ଶାନ୍ତି** ଶବ୍ଦଗୁଡ଼ିକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ପରସ୍ପର ସହିତ ଶାନ୍ତିରେ ବଞ୍ଚିବା ଏବଂ ଆତ୍ମାଙ୍କ ଅନୁସାରେ ଏକତାରେ ବଞ୍ଚିବା"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 7 abbw figs-abstractnouns ἑνὶ…ἑκάστῳ ἡμῶν ἐδόθη ἡ χάρις 1 to each one of us grace has been given **ଅନୁଗ୍ରହ** ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ ଯାହା ଏଠାରେ ଈଶ୍ଵରଙ୍କର ଉପହାରକୁ ସୂଚିତ କରେ । ବିକଳ୍ପ ଅନୁବାଦ: "ଈଶ୍ଵର ପ୍ରତ୍ୟେକ ବିଶ୍ଵାସୀମାନଙ୍କୁ ଏକ ଉପହାର ଦେଇଛନ୍ତି"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 8 abdb grammar-connect-logic-result διὸ 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । କାରଣ ପ୍ରତ୍ୟେକ ବିଶ୍ୱାସୀମାନଙ୍କୁ ଆତ୍ମିକ ଉପହାର ଦିଆଯାଇଛି । ଏହାର ଫଳାଫଳ ଏହା ଯେ  ଶାସ୍ତ୍ର କହେ ଯେ ଯୀଶୁ ମନୁଷ୍ୟମାନଙ୍କୁ ଉପହାର ଦେଇଥିଲେ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 4 8 abdb grammar-connect-logic-result διὸ 1 Therefore ସଂଯୋଗକାରୀ ଶବ୍ଦ **ତେଣୁକରି** ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ। କାରଣ ପ୍ରତ୍ୟେକ ବିଶ୍ୱାସୀମାନଙ୍କୁ ଆତ୍ମିକ ଉପହାର ଦିଆଯାଇଛି। ଏହାର ଫଳାଫଳ ଏହା ଯେ ଶାସ୍ତ୍ର କହେ ଯେ ଯୀଶୁ ମନୁଷ୍ୟମାନଙ୍କୁ ଉପହାର ଦେଇଥିଲେ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 4 13 ab6a figs-abstractnouns καταντήσωμεν οἱ πάντες εἰς τὴν ἑνότητα τῆς πίστεως 1 we all reach to the unity of the faith **ବିଶ୍ୱାସ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ବିଶ୍ୱାସୀ ଭାବରେ ଏକତ୍ର"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 13 cd6a figs-abstractnouns τῆς ἐπιγνώσεως τοῦ Υἱοῦ τοῦ Θεοῦ 1 the knowledge of the Son of God **ଜ୍ଞାନ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ପୁତ୍ରଙ୍କୁ ସମସ୍ତେ ଜାଣନ୍ତି"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 14 abdc grammar-connect-logic-goal ἵνα 1 so that ସଂଯୋଗକାରୀ ବାକ୍ୟାଂଶ **ଯେପରି** ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ମଣ୍ଡଳୀରେ ଥିବା ପ୍ରତିଭାପ୍ରାପ୍ତ ଲୋକମାନଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ସମସ୍ତ ବିଶ୍ୱାସୀମାନଙ୍କୁ ଆତ୍ମିକ ପରିପକ୍ୱତା ଆଣିବା ଅଟେ ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.