Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-08-04 17:30:01 +00:00
parent bc538442bf
commit 0d430cae17
1 changed files with 2 additions and 2 deletions

View File

@ -376,8 +376,8 @@ EPH 3 18 ef4s figs-metaphor τὸ πλάτος, καὶ μῆκος, καὶ ὕ
EPH 3 19 ab4z figs-metaphor ἵνα πληρωθῆτε εἰς πᾶν τὸ πλήρωμα τοῦ Θεοῦ 1 so that you may be filled with all the fullness of God ଏହି ରୂପକରେ, ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କୁ ଏକ ପାତ୍ର ଭାବରେ ଚିତ୍ରଣ କରନ୍ତି ଯେଉଁଥିରେ **ଈଶ୍ଵର** ସ୍ଵୟଂକୁ ଢ଼ାଳି ପାରିବେ। ବିକଳ୍ପ ଅନୁବାଦ: “ଯାହା ଈଶ୍ଵର ତୁମ୍ଭକୁ ଦେବାକୁ ଚାହିଁବା ସେ ତାହା ତୁମ୍ଭକୁ ଦେଇ ପାରିବେ।” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 3 19 cd4z figs-activepassive ἵνα πληρωθῆτε 1 so that you may be filled ଆପଣ ଏହା କର୍ତ୍ତୁବାଚ୍ୟ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ଯାହାଫଳରେ ଈଶ୍ଵର ତୁମ୍ଭକୁ ପୂର୍ଣ୍ଣ କରିବେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 3 19 ef4z figs-abstractnouns εἰς πᾶν τὸ πλήρωμα τοῦ Θεοῦ 1 with all the fullness of God **ପୂର୍ଣ୍ଣତା** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ। ବିକଳ୍ପ ଅନୁବାଦ: “ସମସ୍ତ ବିଷୟ ସହ ଈଶ୍ଵର ପରିପୂର୍ଣ୍ଣ ଅଟନ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
EPH 3 19 abd9 grammar-connect-logic-result ἵνα 1 so that ସଂଯୋଗକାରୀ ବାକ୍ୟାଂଶ **ଯେପରି** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । କାରଣ ଏଫିସୀୟର ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କ ପ୍ରେମ ଜାଣିବେ । ଫଳାଫଳ ଏହା ଯେ ସେମାନେ ଈଶ୍ଵରଙ୍କ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହେବେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 21 ab12 figs-abstractnouns αὐτῷ ἡ δόξα ἐν τῇ ἐκκλησίᾳ 1 to him be the glory in the church **ଗୌରବ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ। ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଲୋକମାନେ ତାଙ୍କୁ ଗୌରବାନ୍ୱିତ କରନ୍ତି" କିମ୍ବା "ଈଶ୍ଵରଙ୍କ ଲୋକମାନେ ତାଙ୍କ ମହାନତା ପାଇଁ ପ୍ରଶଂସା କରନ୍ତି" UST ଦେଖନ୍ତୁ ।[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 3 19 abd9 grammar-connect-logic-result ἵνα 1 so that ସଂଯୋଗକାରୀ ବାକ୍ୟାଂଶ **ଯେପରି** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ। କାରଣ ଏଫିସୀୟର ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କ ପ୍ରେମ ଜାଣିବେ। ଫଳାଫଳ ଏହା ଯେ ସେମାନେ ଈଶ୍ଵରଙ୍କ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହେବେ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 3 21 ab12 figs-abstractnouns αὐτῷ ἡ δόξα ἐν τῇ ἐκκλησίᾳ 1 to him be the glory in the church **ଗୌରବ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ। ବିକଳ୍ପ ଅନୁବାଦ: ଈଶ୍ଵରଙ୍କ ଲୋକମାନେ ତାଙ୍କୁ ଗୌରବାନ୍ୱିତ କରନ୍ତି” କିମ୍ବା “ଈଶ୍ଵରଙ୍କ ଲୋକମାନେ ତାଙ୍କ ମହାନତା ପାଇଁ ପ୍ରଶଂସା କରନ୍ତି” UST ଦେଖନ୍ତୁ। (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
EPH 4 1 abda grammar-connect-logic-result οὖν 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ଈଶ୍ଵର ସମସ୍ତ ପିଢ଼ି ପାଇଁ ମଣ୍ଡଳୀରେ ଗୌରବାନ୍ୱିତ ହେବେ । ଫଳାଫଳ ଏହା ଯେ ବିଶ୍ଵାସୀମାନେ ପ୍ରଭୁଙ୍କ ଉପଯୁକ୍ତ ପଥ ଅନୁସରଣ କରିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 4 1 abc5 τῆς κλήσεως ἧς ἐκλήθητε 1 of the calling by which you were called ଏଠାରେ, **ଆହ୍ୱାନ** ଈଶ୍ଵର ସେମାନଙ୍କୁ ତାଙ୍କର ଲୋକ ହେବାକୁ ମନୋନୀତ କଲେକୁ ସୂଚିତ କରେ । ବିକଳ୍ପ ଅନୁବାଦ: "କାରଣ ଈଶ୍ଵର ତୁମ୍ଭକୁ ତାଙ୍କର ଲୋକ ହେବାକୁ ମନୋନୀତ କରିଛନ୍ତି ।"
EPH 4 3 ab5c figs-abstractnouns τηρεῖν τὴν ἑνότητα τοῦ Πνεύματος ἐν τῷ συνδέσμῳ τῆς εἰρήνης 1 to keep the unity of the Spirit in the bond of peace **ଏକତା** ଏବଂ **ଶାନ୍ତି** ଶବ୍ଦଗୁଡ଼ିକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ । ବିକଳ୍ପ ଅନୁବାଦ: "ପରସ୍ପର ସହିତ ଶାନ୍ତିରେ ବଞ୍ଚିବା ଏବଂ ଆତ୍ମାଙ୍କ ଅନୁସାରେ ଏକତାରେ ବଞ୍ଚିବା"[[rc://en/ta/man/translate/figs-abstractnouns]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.