Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-08-04 17:17:37 +00:00
parent 11cffb4c06
commit bc538442bf
1 changed files with 4 additions and 4 deletions

View File

@ -372,10 +372,10 @@ EPH 3 13 abd4 grammar-connect-logic-result διὸ 1 Therefore ସଂଯୋଗ
EPH 3 14 abd5 grammar-connect-logic-result τούτου χάριν 1 For this reason ସଂଯୋଗକାରୀ ବାକ୍ୟାଂଶ **ଏହି କାରଣରୁ** ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ। କାରଣ ପାଉଲଙ୍କ ଦୁଃଖଭୋଗ ବିଶ୍ଵାସୀମାନଙ୍କ ପାଇଁ ଗୌରବ ଆଣିଲା। ଫଳାଫଳ ଏହା ଯେ ପାଉଲ ପିତାଙ୍କ ନିକଟରେ ପ୍ରାର୍ଥନା କରନ୍ତି। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 3 16 abd7 grammar-connect-logic-goal ἵνα 1 so that ସଂଯୋଗକାରୀ ବାକ୍ୟାଂଶ **ଯେପରି** ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ। ପାଉଲଙ୍କ ପ୍ରାର୍ଥନାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ଏଫିସୀୟ ବିଶ୍ଵାସୀମାନେ ସେମାନଙ୍କ ବିଶ୍ୱାସ ଏବଂ ପ୍ରେମରେ ଈଶ୍ଵରଙ୍କ ଦ୍ୱାରା ଶକ୍ତିଶାଳୀ ହୁଅନ୍ତୁ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-goal]])
EPH 3 18 abd8 grammar-connect-logic-result ἵνα 1 so that ସଂଯୋଗକାରୀ ବାକ୍ୟାଂଶ **ଯେପରି** ଏକ କାରଣ ପ୍ରଭାବ ସମ୍ପର୍କ ପରିଚିତ କରାଏ। କାରଣ ଖ୍ରୀଷ୍ଟ ସେମାନଙ୍କ ହୃଦୟରେ ବାସ କରିବେ। ଫଳାଫଳ ଏହା ଯେ ଏଫିସୀୟ ବିଶ୍ଵାସୀମାନେ ଈଶ୍ଵରଙ୍କ ପ୍ରେମକୁ ଅଧିକ ସଂପୂର୍ଣ୍ଣ ଭାବରେ ଜାଣିବେ ଏବଂ ଈଶ୍ଵରଙ୍କ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହେବେ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 3 18 ef4s figs-metaphor τὸ πλάτος, καὶ μῆκος, καὶ ὕψος, καὶ βάθος 1 the width and length and height and depth ଏହି ରୂପକରେ ପାଉଲ ଏପରି କେତେକ ବିଷୟ ଚିତ୍ରଣ କରନ୍ତି ଯାହା ଶାରୀରିକ କିମ୍ବା ମାପଯୋଗ୍ୟ ନୁହେଁ ଯାହା ଶାରୀରିକ କିନ୍ତୁ ସମସ୍ତ ଦିଗରେ ବିସ୍ତାର ହୋଇଅଛି ଏବଂ ଏହିପରି ବହୁତ ବଡ ଅଟେ । ସମ୍ଭାବ୍ୟ ଅର୍ଥଗୁଡ଼ିକ ହେଲା: (1) ଏହି ଶବ୍ଦଗୁଡ଼ିକ ଆମ ପାଇଁ ଖ୍ରୀଷ୍ଟଙ୍କ ପ୍ରେମର ତୀବ୍ରତାକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଆମକୁ କେତେ ପ୍ରେମ କରନ୍ତି" (2) ଏହି ଶବ୍ଦଗୁଡ଼ିକ ଈଶ୍ଵରଙ୍କ ଜ୍ଞାନର ମହାନତାକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: "ଈଶ୍ଵର କେତେ ଜ୍ଞାନୀ ଅଟନ୍ତି"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 3 19 ab4z figs-metaphor ἵνα πληρωθῆτε εἰς πᾶν τὸ πλήρωμα τοῦ Θεοῦ 1 so that you may be filled with all the fullness of God ଏହି ରୂପକରେ, ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କୁ ଏକ ପାତ୍ର ଭାବରେ ଚିତ୍ରଣ କରନ୍ତି ଯେଉଁଥିରେ **ଈଶ୍ଵର** ସ୍ଵୟଂକୁ ଢ଼ାଳି ପାରିବେ । ବିକଳ୍ପ ଅନୁବାଦ: "ଯାହା ଈଶ୍ଵର ତୁମ୍ଭକୁ ଦେବାକୁ ଚାହିଁବା ସେ ତାହା ତୁମ୍ଭକୁ ଦେଇ ପାରିବେ ।"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 3 19 cd4z figs-activepassive ἵνα πληρωθῆτε 1 so that you may be filled ଆପଣ ଏହା କର୍ତ୍ତୁବାଚ୍ୟ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ଯାହାଫଳରେ ଈଶ୍ଵର ତୁମ୍ଭକୁ ପୂର୍ଣ୍ଣ କରିବେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 3 19 ef4z figs-abstractnouns εἰς πᾶν τὸ πλήρωμα τοῦ Θεοῦ 1 with all the fullness of God **ପୂର୍ଣ୍ଣତା** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ସମସ୍ତ ବିଷୟ ସହ ଈଶ୍ଵର ପରିପୂର୍ଣ୍ଣ ଅଟନ୍ତି"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 3 18 ef4s figs-metaphor τὸ πλάτος, καὶ μῆκος, καὶ ὕψος, καὶ βάθος 1 the width and length and height and depth ଏହି ରୂପକରେ ପାଉଲ ଏପରି କେତେକ ବିଷୟ ଚିତ୍ରଣ କରନ୍ତି ଯାହା ଶାରୀରିକ କିମ୍ବା ମାପଯୋଗ୍ୟ ନୁହେଁ ଯାହା ଶାରୀରିକ କିନ୍ତୁ ସମସ୍ତ ଦିଗରେ ବିସ୍ତାର ହୋଇଅଛି ଏବଂ ଏହିପରି ବହୁତ ବଡ ଅଟେ। ସମ୍ଭାବ୍ୟ ଅର୍ଥଗୁଡ଼ିକ ହେଲା: () ଏହି ଶବ୍ଦଗୁଡ଼ିକ ଆମ ପାଇଁ ଖ୍ରୀଷ୍ଟଙ୍କ ପ୍ରେମର ତୀବ୍ରତାକୁ ବର୍ଣ୍ଣନା କରେ। ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଆମକୁ କେତେ ପ୍ରେମ କରନ୍ତି” () ଏହି ଶବ୍ଦଗୁଡ଼ିକ ଈଶ୍ଵରଙ୍କ ଜ୍ଞାନର ମହାନତାକୁ ବର୍ଣ୍ଣନା କରେ। ବିକଳ୍ପ ଅନୁବାଦ: “ଈଶ୍ଵର କେତେ ଜ୍ଞାନୀ ଅଟନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 3 19 ab4z figs-metaphor ἵνα πληρωθῆτε εἰς πᾶν τὸ πλήρωμα τοῦ Θεοῦ 1 so that you may be filled with all the fullness of God ଏହି ରୂପକରେ, ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କୁ ଏକ ପାତ୍ର ଭାବରେ ଚିତ୍ରଣ କରନ୍ତି ଯେଉଁଥିରେ **ଈଶ୍ଵର** ସ୍ଵୟଂକୁ ଢ଼ାଳି ପାରିବେ। ବିକଳ୍ପ ଅନୁବାଦ: “ଯାହା ଈଶ୍ଵର ତୁମ୍ଭକୁ ଦେବାକୁ ଚାହିଁବା ସେ ତାହା ତୁମ୍ଭକୁ ଦେଇ ପାରିବେ।” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 3 19 cd4z figs-activepassive ἵνα πληρωθῆτε 1 so that you may be filled ଆପଣ ଏହା କର୍ତ୍ତୁବାଚ୍ୟ ପ୍ରକାଶ କରାଯାଇପାରେ। ବିକଳ୍ପ ଅନୁବାଦ: “ଯାହାଫଳରେ ଈଶ୍ଵର ତୁମ୍ଭକୁ ପୂର୍ଣ୍ଣ କରିବେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 3 19 ef4z figs-abstractnouns εἰς πᾶν τὸ πλήρωμα τοῦ Θεοῦ 1 with all the fullness of God **ପୂର୍ଣ୍ଣତା** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ। ବିକଳ୍ପ ଅନୁବାଦ: “ସମସ୍ତ ବିଷୟ ସହ ଈଶ୍ଵର ପରିପୂର୍ଣ୍ଣ ଅଟନ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
EPH 3 19 abd9 grammar-connect-logic-result ἵνα 1 so that ସଂଯୋଗକାରୀ ବାକ୍ୟାଂଶ **ଯେପରି** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । କାରଣ ଏଫିସୀୟର ବିଶ୍ୱାସୀମାନେ ଖ୍ରୀଷ୍ଟଙ୍କ ପ୍ରେମ ଜାଣିବେ । ଫଳାଫଳ ଏହା ଯେ ସେମାନେ ଈଶ୍ଵରଙ୍କ ପୂର୍ଣ୍ଣତାରେ ପରିପୂର୍ଣ୍ଣ ହେବେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 21 ab12 figs-abstractnouns αὐτῷ ἡ δόξα ἐν τῇ ἐκκλησίᾳ 1 to him be the glory in the church **ଗୌରବ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ। ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଲୋକମାନେ ତାଙ୍କୁ ଗୌରବାନ୍ୱିତ କରନ୍ତି" କିମ୍ବା "ଈଶ୍ଵରଙ୍କ ଲୋକମାନେ ତାଙ୍କ ମହାନତା ପାଇଁ ପ୍ରଶଂସା କରନ୍ତି" UST ଦେଖନ୍ତୁ ।[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 1 abda grammar-connect-logic-result οὖν 1 Therefore **ତେଣୁକରି** ସଂଯୋଗ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ଈଶ୍ଵର ସମସ୍ତ ପିଢ଼ି ପାଇଁ ମଣ୍ଡଳୀରେ ଗୌରବାନ୍ୱିତ ହେବେ । ଫଳାଫଳ ଏହା ଯେ ବିଶ୍ଵାସୀମାନେ ପ୍ରଭୁଙ୍କ ଉପଯୁକ୍ତ ପଥ ଅନୁସରଣ କରିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.