Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-26 13:50:22 +00:00
parent 1ba4986a3d
commit b68b969e64
1 changed files with 1 additions and 1 deletions

View File

@ -225,7 +225,7 @@ JAS 4 1 ub82 figs-doublet πόθεν πόλεμοι καὶ πόθεν μάχα
JAS 4 1 pqx2 figs-rquestion οὐκ ἐντεῦθεν ἐκ τῶν ἡδονῶν ὑμῶν, τῶν στρατευομένων ἐν τοῖς μέλεσιν ὑμῶν? 1 Do they not come from your desires that fight among your members? ଯାକୁବ ଏହି ପ୍ରଶ୍ନକୁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ ଥିବା ବିବାଦ କେଉଁଠାରୁ ଆସିଛି ତାହା ମୁଁ ତୁମ୍ଭମାନଙ୍କୁ କହିବି”(: [[rc://en/ta/man/translate/figs-rquestion]]ଦେଖନ୍ତୁ)
JAS 4 1 vpe2 figs-personification οὐκ ἐντεῦθεν ἐκ τῶν ἡδονῶν ὑμῶν, τῶν στρατευομένων ἐν τοῖς μέλεσιν ὑμῶν? 1 Do they not come from your desires that fight among your members? ପୂର୍ବ ଟିପ୍ପଣୀରେ ଆଲୋଚନା ହୋଇଥିବା ସମସ୍ତ ବିଷୟରେ, ଯାକୁବ କାମନା ବିଷୟରେ ସାଙ୍କେତିକ ଭାବରେ କହିବେ ଯେପରି ସେମାନେ ଜୀବନ୍ତ ବିଷୟ ଅଟନ୍ତି ଯାହା ଯୁଦ୍ଧ କରିପାରେ । ବିକଳ୍ପ ଅନୁବାଦ: (1) “ତୁମ୍ଭ ଭିତରେ ଥିବା କାମନା, ଯାହା ତୁମଭେ ଯାହା ଚାହୁଁଛ ତାହା ପାଇବା ପାଇଁ ଯୁଦ୍ଧ କରାଏ” (2) “ତୁମ୍ଭର କାମନା, ଯାହା ତୁମ୍ଭକୁ ସନ୍ତୁଷ୍ଟ କରିବା ପାଇଁ କେତେକ ବିଷୟର ମୂଲ୍ୟବୋଧ ଜାଣିବାକୁ ବାଧ୍ୟ କରେ” କିମ୍ବା (3) ତୁମ୍ଭର କାମନା, ଯାହା ତୁମ୍ଭକୁ ଅନ୍ୟ ବିଶ୍ଵାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରାଏ ” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 4 1 v5kg ἐν τοῖς μέλεσιν ὑμῶν 1 among your members [3:6](https://create.translationcore.com/03/06.md) ପରି, **ସଦସ୍ୟମାନଙ୍କର** ଅର୍ଥ “ଶରୀରର ଅଙ୍ଗପ୍ରତ୍ୟଙ୍ଗ” ଅଟେ । ଏହାର ଅର୍ଥ ହୋଇପାରେ: (1) ତୁମ୍ଭର ଅଙ୍ଗପ୍ରତ୍ୟଙ୍ଗ ବାକ୍ୟାଂଶ ଯାକୁବ ବର୍ଣ୍ଣନା କରୁଥିବା କାମନାଗୁଡ଼ିକର ଅବସ୍ଥାନ ସୂଚାଇପାରେ । ସେ କହିଥାଇ ପାରନ୍ତି ଯେ ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ବାହ୍ୟ ଝଗଡା ଭିତରର ଲୋଭରୁ ଉତ୍ପନ୍ନ ହୋଇଥାଏ ଯାହା ଦ୍ଵାରା ଲୋକମାନେ ଯାହା ଚାହାଁନ୍ତି ସେଥିପାଇଁ ଝଗଡାକରିବାକୁ ଆଗେଇ ଆସନ୍ତି, ଯେପରି ସେ ପରବର୍ତ୍ତୀ ପଦରେ ବର୍ଣ୍ଣନା କରନ୍ତି। ଯଦି ଏହା ହୁଏ, ସେ ଶରୀରର ଅଙ୍ଗଗୁଡ଼ିକୁ ସାଙ୍କେତିକ ଭାବରେ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଚିନ୍ତାଧାରା ଏବଂ ଭାବନାକୁ ଉପସ୍ଥାପନ କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭ ଭିତରେ ଥିବା ଲୋଭ ଯାହା ଯୁଦ୍ଧ କରେ” (2) ଅନୁବାଦିତ ଶବ୍ଦର ଅର୍ଥ “ମଧ୍ୟରେ” ହୋଇପାରେ । ଏହାର ଅର୍ଥ ଏହି ଲୋଭଗୁଡ଼ିକ ବ୍ୟକ୍ତିର ଗୋଟିଏ ଅଂଶ ବିରୁଦ୍ଧରେ ଯୁଦ୍ଧ କରେ, ସମଗ୍ର ବ୍ୟକ୍ତିଙ୍କ ନିୟନ୍ତ୍ରଣ ହାସଲ କରିବାକୁ ଚେଷ୍ଟା କରେ । ଯେହେତୁ ଲୋଭ ପ୍ରକୃତରେ ଜଣେ ବ୍ୟକ୍ତିର ଅଣ-ଶାରୀରିକ ଦିଗ ଉପରେ ନିୟନ୍ତ୍ରଣ ହାସଲ କରିବ, ଯେପରିକି ତାଙ୍କ ଇଚ୍ଛା ଏବଂ ମୂଲ୍ୟବୋଧ, ଯାକୁବ ପୁଣି ଥରେ ଶରୀରର ଭୌତିକ ଅଙ୍ଗଗୁଡ଼ିକୁ ସାଙ୍କେତିକ ଭାବରେ ବ୍ୟବହାର କରି ନିଜର ଅର୍ଥ ପ୍ରକାଶ କରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଲୋଭ, ଯାହା ତୁମ୍ଭକୁ ନିୟନ୍ତ୍ରଣ କରିବା ପାଇଁ ଯୁଦ୍ଧ କରେ” (3) ଯାକୁବ ହୁଏତ ବିଶ୍ଵାସୀମାନଙ୍କ ସମ୍ପ୍ରଦାୟ ବିଷୟରେ ସାଙ୍କେତିକ ଭାବରେ କହୁଛନ୍ତି ଯେପରି ଏହା ଏକ ଶରୀର ଏବଂ ବ୍ୟକ୍ତିଗତ ବିଶ୍ଵାସୀମାନଙ୍କ ପରି ଅଟେ ଯେପରି ସେମାନେ ସେହି ଶରୀରର ଅଙ୍ଗ ଅଟନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭର ଲୋଭ, ଯାହା ଅନ୍ୟ ବିଶ୍ଵାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରେ”” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 2 khh9 figs-hyperbole φονεύετε καὶ ζηλοῦτε, καὶ οὐ δύνασθε ἐπιτυχεῖν 1 You kill and covet, and you are not able to obtain ଯାକୁବ ବୋଧହୁଏ **ବଧ** ଶବ୍ଦର ଅର୍ଥ ପ୍ରକୃତରେ ବଧ ବୋଲି କହୁନାହାନ୍ତି । ବରଂ, ଏହାର ଅର୍ଥ ହୋଇପାରେ: (1) ଯାକୁବ ହୁଏତ ଏହି ଶବ୍ଦକୁ ସାଙ୍କେତିକ ଏବଂ ଆତ୍ମିକ ଅର୍ଥରେ “ଘୃଣା” ବୋଲି କହିବାକୁ ବ୍ୟବହାର କରୁଛନ୍ତି । ଏହି ବ୍ୟବହାର ଯୀଶୁ ଏବଂ ପ୍ରେରିତମାନଙ୍କ ଶିକ୍ଷାକୁ ପ୍ରତିଫଳିତ କରିବ । “ହତ୍ୟା କର ନାହିଁ” ଆଜ୍ଞାର ଅର୍ଥ ଅନ୍ୟମାନଙ୍କ ଉପରେ କ୍ରୋଧିତ ହେବା ଏବଂ ସେମାନଙ୍କୁ ଅପମାନିତ କରିବା ପାଇଁ ମଧ୍ୟ ପ୍ରଯୁଜ୍ୟ (ମାଥିଉ 5: 21-22) ବୋଲି ଯୀଶୁ କହିଲେ । “ଯିଏ ନିଜ ଭାଇକୁ ଘୃଣା କରେ, ସେ ଜଣେ ହତ୍ୟାକାରୀ” (1 ଯୋହନ: 15: 1)  ବୋଲି ପ୍ରେରିତ ଯୋହନ ଲେଖନ୍ତି । ବିକଳ୍ପ ଅନୁବାଦ: “ତୁମେ ଘୃଣା ଏବଂ ଈର୍ଷା  କର” (2) ଯାକୁବ ହୁଏତ ଏପରି କିଛି ଖରାପ ବିଷୟକୁ ଇଚ୍ଛା କରୁଥିବା କରୁଥିବା ବ୍ୟକ୍ତିଙ୍କୁ ବର୍ଣ୍ଣନା କରୁଛନ୍ତି ଯେ ସେ ଏହାକୁ ପାଇବା ପାଇଁ ପ୍ରାୟ ହତ୍ୟା ମଧ୍ୟ  କରିବାକୁ ପ୍ରସ୍ତୁତ । ବିକଳ୍ପ ଅନୁବାଦ: “ତୁମ୍ଭେ ପ୍ରାୟ ହତ୍ୟା କରିବା ପର୍ଯ୍ୟନ୍ତ ଈର୍ଷା କରୁଛ”
JAS 4 2 khh9 figs-hyperbole φονεύετε καὶ ζηλοῦτε, καὶ οὐ δύνασθε ἐπιτυχεῖν 1 You kill and covet, and you are not able to obtain ଯାକୁବ ବୋଧହୁଏ **ବଧ** ଶବ୍ଦର ଅର୍ଥ ପ୍ରକୃତରେ ବଧ ବୋଲି କହୁନାହାନ୍ତି । ବରଂ, ଏହାର ଅର୍ଥ ହୋଇପାରେ: (1) ଯାକୁବ ହୁଏତ ଏହି ଶବ୍ଦକୁ ସାଙ୍କେତିକ ଏବଂ ଆତ୍ମିକ ଅର୍ଥରେ “ଘୃଣା” ବୋଲି କହିବାକୁ ବ୍ୟବହାର କରୁଛନ୍ତି । ଏହି ବ୍ୟବହାର ଯୀଶୁ ଏବଂ ପ୍ରେରିତମାନଙ୍କ ଶିକ୍ଷାକୁ ପ୍ରତିଫଳିତ କରିବ । “ହତ୍ୟା କର ନାହିଁ” ଆଜ୍ଞାର ଅର୍ଥ ଅନ୍ୟମାନଙ୍କ ଉପରେ କ୍ରୋଧିତ ହେବା ଏବଂ ସେମାନଙ୍କୁ ଅପମାନିତ କରିବା ପାଇଁ ମଧ୍ୟ ପ୍ରଯୁଜ୍ୟ ([ମାଥିଉ 5:21-22](https://create.translationcore.com/mat/05/21.md)) ବୋଲି ଯୀଶୁ କହିଲେ । “ଯିଏ ନିଜ ଭାଇକୁ ଘୃଣା କରେ, ସେ ଜଣେ ହତ୍ୟାକାରୀ” ([1 ଯୋହନ 3:15](https://create.translationcore.com/1jn/03/15.md)).)  ବୋଲି ପ୍ରେରିତ ଯୋହନ ଲେଖନ୍ତି । ବିକଳ୍ପ ଅନୁବାଦ: “ତୁମେ ଘୃଣା ଏବଂ ଈର୍ଷା  କର” (2) ଯାକୁବ ହୁଏତ ଏପରି କିଛି ଖରାପ ବିଷୟକୁ ଇଚ୍ଛା କରୁଥିବା କରୁଥିବା ବ୍ୟକ୍ତିଙ୍କୁ ବର୍ଣ୍ଣନା କରୁଛନ୍ତି ଯେ ସେ ଏହାକୁ ପାଇବା ପାଇଁ ପ୍ରାୟ ହତ୍ୟା ମଧ୍ୟ  କରିବାକୁ ପ୍ରସ୍ତୁତ । ବିକଳ୍ପ ଅନୁବାଦ: “ତୁମ୍ଭେ ପ୍ରାୟ ହତ୍ୟା କରିବା ପର୍ଯ୍ୟନ୍ତ ଈର୍ଷା କରୁଛ”
JAS 4 2 v9m8 figs-doublet μάχεσθε καὶ πολεμεῖτε 1 You fight and quarrel **ଯୁଦ୍ଧ** ଓ **ବିବାଦ** ଶବ୍ଦର ଅର୍ଥ ସମାନ ଅଟେ । ଯାକୁବ ସେଗୁଡ଼ିକୁ ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ସେଗୁଡ଼ିକୁ  ଗୋଟିଏ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର କ୍ରମାଗତ ବିବାଦ ଅଛି”(: [[rc://en/ta/man/translate/figs-doublet]]ଦେଖନ୍ତୁ)
JAS 4 3 nk57 κακῶς αἰτεῖσθε 1 you ask badly ପାଠକମାନେ ଭୁଲ ଡଙ୍ଗରେ ବିଷୟଗୁଡ଼ିକୁ ମାଗୁଛନ୍ତି ବୋଲି ଯାକୁବ କହନ୍ତି ନାହିଁ । କିନ୍ତୁ ସେମାନେ ଭୁଲ କାରଣ ପାଇଁ ମାଗୁଛନ୍ତି ବୋଲି ସେ କହନ୍ତି। ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମନ୍ଦ ଉଦ୍ଦେଶ୍ୟରେ ମାଗୁଅଛ”
JAS 4 4 efi8 figs-metaphor μοιχαλίδες! 1 You adulteresses! ଯାକୁବ ସାଙ୍କେତିକ ଭାବରେ ତାଙ୍କ ପାଠକମାନଙ୍କୁ ବିବାହିତ ମହିଳା ଭାବରେ ବର୍ଣ୍ଣନା କରୁଛନ୍ତି, ଯେଉଁମାନେ ଅନ୍ୟ ପୁରୁଷ ଅର୍ଥାତ ଯେଉଁମାନେ ସେମାନଙ୍କର ସ୍ୱାମୀ ନୁହଁନ୍ତି ସହିତ ଶାରୀରିକ ସମ୍ପର୍କ ରଖନ୍ତି । ଈଶ୍ଵରଙ୍କ ପ୍ରତି ଅବିଶ୍ୱାସର ପ୍ରତିନିଧିତ୍ୱ କରିବା ପାଇଁ ଏହି ରୂପକଟି ବାଇବେଲରେ ଅନେକ ସ୍ଥାନରେ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଈଶ୍ଵରଙ୍କ ପ୍ରତି ବିଶ୍ୱସ୍ତ ନୁହଁ”(: [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3842.