Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-26 13:48:28 +00:00
parent 513a130540
commit 1ba4986a3d
1 changed files with 1 additions and 1 deletions

View File

@ -249,7 +249,7 @@ JAS 4 8 g62m figs-metaphor ἐγγίσατε τῷ Θεῷ 1 Come close to God
JAS 4 8 yh1k figs-parallelism καθαρίσατε χεῖρας, ἁμαρτωλοί, καὶ ἁγνίσατε καρδίας, δίψυχοι. 1 Cleanse your hands, you sinners, and purify your hearts, you double-minded
JAS 4 8 elh1 figs-metonymy καθαρίσατε χεῖρας 1 Cleanse your hands ଯାକୁବ **ହସ୍ତ** ଶବ୍ଦକୁ ସାଙ୍କେତିକ ଭାବରେ କାର୍ଯ୍ୟଗୁଡ଼ିକର ଅର୍ଥକୁ ବୁଝାଇବାକୁ ବ୍ୟବହାର କରନ୍ତି, ଯେପରି ଲୋକମାନେ କାର୍ଯ୍ୟ କରିବା ପାଇଁ ନିଜ ହସ୍ତଗୁଡ଼ିକୁକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମନ୍ଦ କର୍ମ କରିବା ବନ୍ଦ କର” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 4 8 mw54 figs-metonymy ἁγνίσατε καρδίας 1 purify your hearts **ଶୁଦ୍ଧତା** ଶବ୍ଦ ଏକ ଔପଚାରିକ ନିର୍ମଳତାକୁ ବୁଝାଏ ଯାହା ଜଣେ ବ୍ୟକ୍ତିକୁ ଧାର୍ମିକ କାର୍ଯ୍ୟରେ ଭାଗ ନେବାକୁ ଅନୁମତି ଦେଇଥାଏ । ଯାକୁବ ସାଙ୍କେତିକ ଭାବରେ କହନ୍ତି ଯେପରି ତାଙ୍କ ପାଠକମାନଙ୍କ **ହୃଦୟ** ଏହିପରି ନିର୍ମଳ ହୋଇପାରିବ । ବିକଳ୍ପ ଅନୁବାଦ: “ନିଶ୍ଚିତ କର ଯେ ତୁମ୍ଭେମାନେ କୌଣସି ମନ୍ଦ ଭାବୁ ନାହଁ କିମ୍ବା ଇଚ୍ଛା କରୁନାହଁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 8 iw61 figs-metaphor δίψυχοι 1 double-minded 1: 8 ରେ ଆପଣ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କଲେ ଦେଖନ୍ତୁ । ଯାକୁବ ତାଙ୍କ ପାଠକମାନଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେମାନଙ୍କର ଦୁଇଟି ମନ ଅଛି, ଗୋଟିଏ ମନ ଗୋଟିଏ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଏ ଏବଂ ଅନ୍ୟ ମନ ଅନ୍ୟ କିଛି କରିବାକୁ ନିଷ୍ପତ୍ତି ନେଏ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରିବ କି ନାହିଁ ତାହା ସ୍ଥିର କରିପାର ନାହିଁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 8 iw61 figs-metaphor δίψυχοι 1 double-minded [1:8](https://create.translationcore.com/01/08.md) ରେ ଆପଣ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କଲେ ଦେଖନ୍ତୁ । ଯାକୁବ ତାଙ୍କ ପାଠକମାନଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେମାନଙ୍କର ଦୁଇଟି ମନ ଅଛି, ଗୋଟିଏ ମନ ଗୋଟିଏ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଏ ଏବଂ ଅନ୍ୟ ମନ ଅନ୍ୟ କିଛି କରିବାକୁ ନିଷ୍ପତ୍ତି ନେଏ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରିବ କି ନାହିଁ ତାହା ସ୍ଥିର କରିପାର ନାହିଁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 9 kdn8 figs-doublet ταλαιπωρήσατε, πενθήσατε, καὶ κλαύσατε. 1 Grieve, mourn, and cry ଏହି ତିନୋଟି ଶବ୍ଦର ଅର୍ଥ ସମାନ ଅଟେ । ଯାକୁବ ଗୁରୁତ୍ବ ଦେବା ନିମନ୍ତେ ସେଗୁଡିକୁ ଏକତ୍ର ବ୍ୟବହାର କରନ୍ତି ଯାହା ଲୋକମାନେ ଈଶ୍ବରଙ୍କ ଆଜ୍ଞା ପାଳନ ନକରୁଥିବା ସକାଶୁ ପ୍ରକ୍ରୁତରେ ଦୁଃଖ ପ୍ରକାଶ କରିବେ । (: [[rc://or/ta/man/translate/figs-doublet]])ଦେଖନ୍ତୁ)
JAS 4 9 rf6g figs-parallelism ὁ γέλως ὑμῶν εἰς πένθος μετατραπήτω, καὶ ἡ χαρὰ εἰς κατήφειαν. 1 Let your laughter turn into sadness and your joy into gloom ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯାକୁବ ସେଗୁଡ଼ିକୁ ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ସେଗୁଡିକୁ ଏକତ୍ର କରିପାରିବେ । ବିକଳ୍ପ ଅନୁବାଦ: “ଏତେ ଅବିକ୍ଷୁବ୍ଧ ହେବା ବନ୍ଦ କର ଓ ପ୍ରକୃତ ଦୁଃଖ ପ୍ରକାଶ କର” (: [[rc://en/ta/man/translate/figs-parallelism]]ଦେଖନ୍ତୁ)
JAS 4 10 an8i figs-metaphor ταπεινώθητε ἐνώπιον Κυρίου 1 Humble yourselves before the Lord **ଛାମୁରେ** ଶବ୍ଦର ଅର୍ଥ “ସାମ୍ନାରେ” କିମ୍ବା “ଅନ୍ୟର ଉପସ୍ଥିତିରେ” ଅଟେ । ଗୋଟିଏ ଅର୍ଥରେ ଈଶ୍ଵର ସର୍ବତ୍ର ଉପସ୍ଥିତ ଥିବାବେଳେ, ଯେଉଁ ବିଶ୍ଵାସୀମାନଙ୍କୁ ଯାକୁବ ଏହି ପତ୍ର ଲେଖୁଛନ୍ତି, ସେମାନେ ଈଶ୍ଵରଙ୍କ ପ୍ରତ୍ୟକ୍ଷ ଶାରୀରିକ ଉପସ୍ଥିତିରେ ନାହାଁନ୍ତି, ତେଣୁ ସେ ସମ୍ଭବତ ଏହି ଅଭିବ୍ୟକ୍ତିକୁ ଏକ ସାଙ୍କେତିକ ଅର୍ଥରେ ବ୍ୟବହାର କରନ୍ତି । ଈଶ୍ଵରଙ୍କ ପ୍ରତି ସେମାନଙ୍କର କେଉଁ ମନୋଭାବ ବିରହିବା ଉଚିତ ସେହି ଷୟରେ ସେ କହନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରତି ତୁମ୍ଭମାନଙ୍କର ମନୋଭାବ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3842.