Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 11:17:18 +00:00
parent a5527334dc
commit b63ccdb23f
1 changed files with 7 additions and 7 deletions

View File

@ -192,13 +192,13 @@ EPH 4 12 pdh4 οἰκοδομὴν 1 building up ବିକଳ୍ପ ଅନୁ
EPH 4 12 x5gd σώματος τοῦ Χριστοῦ 1 body of Christ **ଖ୍ରୀଷ୍ଟଙ୍କ ଶରୀର** ଖ୍ରୀଷ୍ଟଙ୍କ ମଣ୍ଡଳୀର ସମସ୍ତ ସଦସ୍ୟମାନଙ୍କୁ ବୁଝାଏ I
EPH 4 13 w1ik καταντήσωμεν ... εἰς τὴν ἑνότητα τῆς πίστεως, καὶ τῆς ἐπιγνώσεως τοῦ Υἱοῦ τοῦ Θεοῦ 1 reach the unity of faith and knowledge of the Son of God ବିଶ୍ଵାସୀମାନେ ଯୀଶୁଙ୍କୁ ଈଶ୍ଵରଙ୍କ ପୁତ୍ର ବୋଲି ଜାଣିବା ଆବଶ୍ୟକ, ଯଦି ସେମାନେ ବିଶ୍ଵାସୀଭାବରେ ବିଶ୍ଵାସରେ ସମ୍ମିଳିତ ଏବଂ ପରିପକ୍ଵ ହେବାକୁ ଚାହାନ୍ତି।
EPH 4 13 er6a καταντήσωμεν ... εἰς τὴν ἑνότητα τῆς πίστεως 1 reach the unity of faith **ଏକତା** ଏକ ଗୁଣ ବାଚକ ବିଷେଶ୍ୟ ପଦ ଅଟେ। ବିକଳ୍ପ ଅନୁବାଦ: “ଆମ୍ବେମାନେ ସମସ୍ତେ ବିଶ୍ଵାସରେ ସମାନଭାବରେ ବଳବାନ୍ ହେବା” କିମ୍ବା “ବିଶ୍ଵାସରେ ଆମ୍ଭେମାନେ ସମସ୍ତେ ଏକତ୍ର ସମ୍ମିଳିତ ହେବା” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
EPH 4 13 x7k3 guidelines-sonofgodprinciples τοῦ Υἱοῦ τοῦ Θεοῦ 1 Son of God ଏହା ଯୀଶୁଙ୍କର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଉପାଧି ଅଟେ I ([[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
EPH 4 13 m3rt εἰς ἄνδρα τέλειον 1 become mature “ପରିପକ୍ଵ ବିଶ୍ଵାସୀ ହେବା”
EPH 4 13 gv6m τέλειον 1 mature “ପୂର୍ଣ୍ଣ ବିକଶିତ” କିମ୍ବା “ବୃଦ୍ଧିପ୍ରାପ୍ତ” କିମ୍ବା “ସମ୍ପୂର୍ଣ୍ଣ”
EPH 4 14 xgi4 figs-metaphor ὦμεν νήπιοι 1 be children ଆତ୍ମିକଭାବରେ ବୃଦ୍ଧିପ୍ରାପ୍ତ ହୋଇ ନ ଥିବା ବିଶ୍ଵାସୀମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେମାନେ **ଶିଶୁଗଣ**, ଯେଉଁମାନଙ୍କର ଜୀବନ ସମ୍ବନ୍ଧରେ ଅତି ଅଳ୍ପ ଅନୁଭୂତି ଅଛି I ବିକଳ୍ପ ଅନୁବାଦ: ‘ଯେପରି ଆମ୍ଭେମାନେ ଶିଶୁପରି ନ ହେଉ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 14 ndj2 figs-metaphor περιφερόμενοι καὶ περιφερόμενοι παντὶ ἀνέμῳ τῆς διδασκαλίας 1 tossed back and forth ... carried away by every wind of teaching ପରିପକ୍ଵ ନହୋଇ ଭ୍ରାନ୍ତ ଶିକ୍ଷା ପଛରେ ଯାଉଥିବା ବିଶ୍ଵାସୀ ଜଣକ ବିଷୟରେ ପାଉଲ ଉଲ୍ଲେଖ କରନ୍ତି ଯିଏ ସତେ ଯେପରି ସେହି ବିଶ୍ଵାସୀ ଯିଏ  ଗୋଟିଏ ନୌକା ଅଟେ, ଯାହାକୁ ଜଳ ଉପରେ **ବାୟୁ** ଏବଂ **ତରଙ୍ଗ** ଇତଃସ୍ତତଃ ଚାଳିତ କରି ବିଭିନ୍ନ ଦିଗକୁ ନେଇଯାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 14 r3bj ἐν τῇ κυβίᾳ τῶν ἀνθρώπων, ἐν πανουργίᾳ πρὸς τὴν μεθοδίαν τῆς πλάνης 1 by the trickery of people in their deceitful schemes **ଚାତୁରୀ,** **ଚତୁରତା** ଏବଂ **ଷଡଯନ୍ତ୍ର** ଗୁଣ ବାଚକ ବିଶେଷ୍ୟ ପଦଗୁଡ଼ିକ ଅଟେ I ବିକଳ୍ପ ଅନୁବାଦ: "ଚତୁର ଲୋକମାନଙ୍କ ଦ୍ୱାରା ଯେଉଁମାନେ ଚତୁରତାର ସହିତ ବିଶ୍ୱାସୀମାନଙ୍କୁ ପ୍ରତାରଣା କରନ୍ତି"
EPH 4 15 zw32 figs-metaphor εἰς αὐτὸν ... ὅς ἐστιν ἡ κεφαλή 1 into him who is the head ପାଉଲ ମନୁଷ୍ୟର ଶରୀରକୁ ପ୍ରତିଛବିଭାବରେ ବ୍ୟବହାରକରି ବର୍ଣ୍ଣନା କରୁଛନ୍ତି ଯେ ଗୋଟିଏ ଶରୀରର **ମସ୍ତକ** ଯେପରି ସୁସ୍ଥସବଳ ଭାବରେ ବଢ଼ିବାପାଇଁ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଏକତ୍ର କାର୍ଯ୍ୟ କରାଏ, ଖ୍ରୀଷ୍ଟ ସେପରି ବିଶ୍ଵାସୀମାନଙ୍କୁ ଶୃଂଖଳିତଭାବରେ କାର୍ଯ୍ୟ କରିବାକୁ ଦିଅନ୍ତି I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 13 x7k3 guidelines-sonofgodprinciples τοῦ Υἱοῦ τοῦ Θεοῦ 1 Son of God ଏହା ଯୀଶୁଙ୍କର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଉପାଧି ଅଟେ। (ଦେଖନ୍ତୁ: [[rc://en/ta/man/translate/guidelines-sonofgodprinciples]])
EPH 4 13 m3rt εἰς ἄνδρα τέλειον 1 become mature ବିକଳ୍ପ ଅନୁବାଦ: “ପରିପକ୍ଵ ବିଶ୍ଵାସୀ ହେବା”
EPH 4 13 gv6m τέλειον 1 mature ବିକଳ୍ପ ଅନୁବାଦ: “ପୂର୍ଣ୍ଣ ବିକଶିତ” କିମ୍ବା “ବୃଦ୍ଧିପ୍ରାପ୍ତ” କିମ୍ବା “ସମ୍ପୂର୍ଣ୍ଣ”
EPH 4 14 xgi4 figs-metaphor ὦμεν νήπιοι 1 be children ଆତ୍ମିକଭାବରେ ବୃଦ୍ଧିପ୍ରାପ୍ତ ହୋଇ ନ ଥିବା ବିଶ୍ଵାସୀମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେମାନେ **ଶିଶୁଗଣ**, ଯେଉଁମାନଙ୍କର ଜୀବନ ସମ୍ବନ୍ଧରେ ଅତି ଅଳ୍ପ ଅନୁଭୂତି ଅଛି I ବିକଳ୍ପ ଅନୁବାଦ: ‘ଯେପରି ଆମ୍ଭେମାନେ ଶିଶୁପରି ନ ହେଉ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 14 ndj2 figs-metaphor περιφερόμενοι καὶ περιφερόμενοι παντὶ ἀνέμῳ τῆς διδασκαλίας 1 tossed back and forth ... carried away by every wind of teaching ପରିପକ୍ଵ ନହୋଇ ଭ୍ରାନ୍ତ ଶିକ୍ଷା ପଛରେ ଯାଉଥିବା ବିଶ୍ଵାସୀ ଜଣକ ବିଷୟରେ ପାଉଲ ଉଲ୍ଲେଖ କରନ୍ତି ଯିଏ ସତେ ଯେପରି ସେହି ବିଶ୍ଵାସୀ ଯିଏ  ଗୋଟିଏ ନୌକା ଅଟେ, ଯାହାକୁ ଜଳ ଉପରେ **ବାୟୁ** ଏବଂ **ତରଙ୍ଗ** ଇତଃସ୍ତତଃ ଚାଳିତ କରି ବିଭିନ୍ନ ଦିଗକୁ ନେଇଯାଏ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 14 r3bj ἐν τῇ κυβίᾳ τῶν ἀνθρώπων, ἐν πανουργίᾳ πρὸς τὴν μεθοδίαν τῆς πλάνης 1 by the trickery of people in their deceitful schemes **ଚାତୁରୀ**, **ଚତୁରତା**, ଏବଂ **ଷଡଯନ୍ତ୍ର** ଗୁଣ ବାଚକ ବିଶେଷ୍ୟ ପଦଗୁଡ଼ିକ ଅଟେ I ବିକଳ୍ପ ଅନୁବାଦ: ଚତୁର ଲୋକମାନଙ୍କ ଦ୍ୱାରା ଯେଉଁମାନେ ଚତୁରତାର ସହିତ ବିଶ୍ୱାସୀମାନଙ୍କୁ ପ୍ରତାରଣା କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
EPH 4 15 zw32 figs-metaphor εἰς αὐτὸν ... ὅς ἐστιν ἡ κεφαλή 1 into him who is the head ପାଉଲ ମନୁଷ୍ୟର ଶରୀରକୁ ପ୍ରତିଛବିଭାବରେ ବ୍ୟବହାରକରି ବର୍ଣ୍ଣନା କରୁଛନ୍ତି ଯେ ଗୋଟିଏ ଶରୀରର **ମସ୍ତକ** ଯେପରି ସୁସ୍ଥସବଳ ଭାବରେ ବଢ଼ିବାପାଇଁ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଏକତ୍ର କାର୍ଯ୍ୟ କରାଏ, ଖ୍ରୀଷ୍ଟ ସେପରି ବିଶ୍ଵାସୀମାନଙ୍କୁ ଶୃଂଖଳିତଭାବରେ କାର୍ଯ୍ୟ କରିବାକୁ ଦିଅନ୍ତି। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 15 i2ff ἐν ἀγάπῃ 1 in love **ପ୍ରେମ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ I ବିକଳ୍ପ ଅନୁବାଦ: "ଯେପରି ଅଙ୍ଗପ୍ରତ୍ୟଙ୍ଗସବୁ ପରସ୍ପରକୁ ପ୍ରେମ କରନ୍ତି” [[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 16 ll7f figs-metaphor ἐξ οὗ πᾶν τὸ σῶμα … τὴν αὔξησιν τοῦ σώματος ποιεῖται εἰς οἰκοδομὴν ἑαυτοῦ ἐν ἀγάπῃ 1 Christ builds the whole body ... makes the body grow so that it builds itself up in love ପାଉଲ ମନୁଷ୍ୟର ଶରୀରକୁ ପ୍ରତିଛବିଭାବରେ ବ୍ୟବହାରକରି ବର୍ଣ୍ଣନା କରୁଛନ୍ତି ଯେ ଗୋଟିଏ **ଶରୀରର** ମସ୍ତକ ଯେପରି ସୁସ୍ଥସବଳ ଭାବରେ ବଢ଼ିବାପାଇଁ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଏକତ୍ର କାର୍ଯ୍ୟ କରାଏ, ଖ୍ରୀଷ୍ଟ ସେପରି ବିଶ୍ଵାସୀମାନଙ୍କୁ ଶୃଂଖଳିତଭାବରେ କାର୍ଯ୍ୟ କରିବାକୁ ଦିଅନ୍ତି I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 16 l5r6 διὰ πάσης ἁφῆς τῆς ἐπιχορηγίας 1 by every supporting ligament ପାଉଲ ବିଶ୍ଵାସୀମାନଙ୍କୁ ମାନବ ଶରୀର ସହିତ ତୁଳନା କରିବା ରୂପକ ବ୍ୟବହାର କରିବା ଜାରିରଖନ୍ତି I ଏକ **ସନ୍ଧି** ଏକ ଶକ୍ତିଶାଳୀ ଦୃଢ଼ ଖଞ୍ଜା ଯାହା ବିଭିନ୍ନ ଅସ୍ଥି ବା ଅଙ୍ଗଗୁଡିକୁ ସଂଯୋଗ କରେ କିମ୍ବା ଶରୀରରେ ଅଙ୍ଗ ଧାରଣ କରିଥାଏ I ଯେପରି ଶରୀର ଗୋଟିଏ ଦୃଢ଼ ଖଞ୍ଜା ଦ୍ୱାରା ଏକତ୍ରିତ ହୁଏ, ସେହିପରି ବିଶ୍ଵାସୀମାନେ ପ୍ରେମରେ ଏକତ୍ର ସଂଯୋଗ ହୁଅନ୍ତି ଯାହା ଶରୀରର ଅଙ୍ଗଗୁଡ଼ିକ ସଂଯୋଗ କରି ଏକତ୍ର କାର୍ଯ୍ୟ କରିବା ସହିତ ବୃଦ୍ଧି କରେ  I[[rc://en/ta/man/translate/figs-metaphor]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.