Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 11:11:19 +00:00
parent b5b662fccc
commit a5527334dc
1 changed files with 20 additions and 20 deletions

View File

@ -171,27 +171,27 @@ EPH 4 1 sb64 0 Connecting Statement: ପାଉଲ ଏଫିସୀୟମାନ
EPH 4 1 uss5 ὁ δέσμιος ἐν Κυρίῳ 1 as the prisoner for the Lord ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ସେବା କରିବାକୁ ମନୋନୀତ କରିଥିବା ହେତୁ ବନ୍ଦୀଗୃହରେ ରହିଥିବା ଜଣେ ଲୋକ ଭାବରେ”
EPH 4 1 zxr1 figs-metaphor ἀξίως περιπατῆσαι τῆς κλήσεως 1 walk worthily of the calling ଜୀବନ ଯାପନ କରିବାର ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣ ଭାବରେ **ଆଚରଣ** କରିବା ବୋଲି କୁହାଯାଏ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 2 zs6s μετὰ πάσης ταπεινοφροσύνης καὶ πραΰτητος 1 to live with great humility and gentleness and patience **ନମ୍ର**, **ମୃଦୁଶୀଳ** ଏବଂ **ଧୈର୍ଯ୍ୟଶୀଳ** ଶବ୍ଦଗୁଡ଼ିକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ। ବିକଳ୍ପ ଅନୁବାଦ: “ନମ୍ର, ମୃଦୁଶୀଳ ଏବଂ ଧୈର୍ଯ୍ୟଶୀଳ ହେବାକୁ ଶିଖିବା” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
EPH 4 3 pi5c τηρεῖν τὴν ἑνότητα τοῦ Πνεύματος ἐν τῷ συνδέσμῳ τῆς εἰρήνης 1 to keep the unity of the Spirit in the bond of peace ଏଠାରେ ପାଉଲ **ଶାନ୍ତି** ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ **ବନ୍ଧନ** ଯାହା ଲୋକମାନଙ୍କୁ ବାନ୍ଧିରଖେ I ଶାନ୍ତିପୂର୍ଣ୍ଣଭାବରେ ପରସ୍ପର ସହିତ ବାସକରିବା ଦ୍ଵାରା ଅନ୍ୟମାନଙ୍କ ସହିତ ସମ୍ମିଳିତ ହେବା ବିଷୟରେ ଏହା ଏକ ରୂପକ I ବିକଳ୍ପ ଅନୁବାଦ: “ପରସ୍ପର ସହିତ ଶାନ୍ତିରେ ବାସକରିବାକୁ ଏବଂ ଆତ୍ମା ସମ୍ଭବ କରୁଥିବା ପ୍ରକାରେ ଏକତ୍ରହୋଇ ରହିବାକୁ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 4 x5kv figs-metaphor ἓν σῶμα 1 one body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର **ଶରୀର** ବୋଲି କୁହାଯାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 4 y6ep ἓν Πνεῦμα 1 one Spirit “କେବଳ ଏକ ପବିତ୍ର ଆତ୍ମା”
EPH 4 4 b9mr figs-activepassive ἐκλήθητε ἐν μιᾷ ἐλπίδι τῆς κλήσεως ὑμῶν 1 you were called in one certain hope of your calling ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ ତୁମ୍ଭମାନଙ୍କ ଆହ୍ବାନରେ ଈଶ୍ଵର ତୁମ୍ଭମାନଙ୍କୁ ଗୋଟିଏ ଦୃଢ଼ ଭରସା ରଖିବାକୁ ଆହ୍ବାନ କଲେ” କିମ୍ବା “ଗୋଟିଏ ବିଷୟ ହେଉଛି ଯେ ଈଶ୍ଵର ତୁମ୍ଭମାନଙ୍କୁ ମଧ୍ୟ ଦୃଢ଼ ହେବାକୁ ଏବଂ ଈଶ୍ଵର ତାହା କରନ୍ତୁ ବୋଲି ଆଶା ରଖିବାକୁ ତୁମ୍ଭମାନଙ୍କୁ ମନୋନୀତ କଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 6 bz5i Πατὴρ πάντων ... ἐπὶ πάντων … διὰ πάντων … ἐν πᾶσιν 1 Father of all ... over all ... through all ... and in all ଏଠାରେ **ସମସ୍ତ**ର ଅର୍ଥ “ପ୍ରତ୍ୟେକ ବିଷୟ”
EPH 4 3 pi5c τηρεῖν τὴν ἑνότητα τοῦ Πνεύματος ἐν τῷ συνδέσμῳ τῆς εἰρήνης 1 to keep the unity of the Spirit in the bond of peace ଏଠାରେ ପାଉଲ **ଶାନ୍ତି** ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ **ବନ୍ଧନ** ଯାହା ଲୋକମାନଙ୍କୁ ବାନ୍ଧିରଖେ I ଶାନ୍ତିପୂର୍ଣ୍ଣଭାବରେ ପରସ୍ପର ସହିତ ବାସକରିବା ଦ୍ଵାରା ଅନ୍ୟମାନଙ୍କ ସହିତ ସମ୍ମିଳିତ ହେବା ବିଷୟରେ ଏହା ଏକ ରୂପକ I ବିକଳ୍ପ ଅନୁବାଦ: “ପରସ୍ପର ସହିତ ଶାନ୍ତିରେ ବାସକରିବାକୁ ଏବଂ ଆତ୍ମା ସମ୍ଭବ କରୁଥିବା ପ୍ରକାରେ ଏକତ୍ରହୋଇ ରହିବାକୁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 4 x5kv figs-metaphor ἓν σῶμα 1 one body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର **ଶରୀର** ବୋଲି କୁହାଯାଏ
EPH 4 4 y6ep ἓν Πνεῦμα 1 one Spirit ବିକଳ୍ପ ଅନୁବାଦ: “କେବଳ ଏକ ପବିତ୍ର ଆତ୍ମା”
EPH 4 4 b9mr figs-activepassive ἐκλήθητε ἐν μιᾷ ἐλπίδι τῆς κλήσεως ὑμῶν 1 you were called in one certain hope of your calling ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ ତୁମ୍ଭମାନଙ୍କ ଆହ୍ବାନରେ ଈଶ୍ଵର ତୁମ୍ଭମାନଙ୍କୁ ଗୋଟିଏ ଦୃଢ଼ ଭରସା ରଖିବାକୁ ଆହ୍ବାନ କଲେ” କିମ୍ବା “ଗୋଟିଏ ବିଷୟ ହେଉଛି ଯେ ଈଶ୍ଵର ତୁମ୍ଭମାନଙ୍କୁ ମଧ୍ୟ ଦୃଢ଼ ହେବାକୁ ଏବଂ ଈଶ୍ଵର ତାହା କରନ୍ତୁ ବୋଲି ଆଶା ରଖିବାକୁ ତୁମ୍ଭମାନଙ୍କୁ ମନୋନୀତ କଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])\n
EPH 4 6 bz5i Πατὴρ πάντων ... ἐπὶ πάντων … διὰ πάντων … ἐν πᾶσιν 1 Father of all ... over all ... through all ... and in all ଏଠାରେ **ସମସ୍ତ**ର ଅର୍ଥ “ପ୍ରତ୍ୟେକ ବିଷୟ”
EPH 4 7 pp9t 0 General Information: ଦାଉଦ ଲେଖିଥିବା ଗୋଟିଏ ଗୀତରୁ ଏଠାରେ ଉଦ୍ଧୃତ କରାଯାଇଛି
EPH 4 7 i4za 0 Connecting Statement: ପାଉଲ ବିଶ୍ଵାସୀମାନଙ୍କୁ ମଣ୍ଡଳୀ, ଅର୍ଥାତ୍ ବିଶ୍ଵାସୀମାନଙ୍କ ସମାହାରରେ ବ୍ୟବହାର କରିବା ନିମନ୍ତେ ଖ୍ରୀଷ୍ଟ ଦେଉଥିବା ଦାନ ବିଷୟରେ ସ୍ମରଣ କରାଉଅଛନ୍ତି I
EPH 4 7 u2bw figs-activepassive ἑνὶ ... κάστῳ ἡμῶν ἐδόθη ἡ χάρις 1 To each one of us grace has been given ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଅନୁଗ୍ରହ ଦେଇଅଛନ୍ତି” କିମ୍ବା “ଈଶ୍ଵର ପ୍ରତ୍ୟେକ ବିଶ୍ଵାସୀକୁ ଦାନ ଦେଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 8 wj8t ἀναβὰς εἰς ὕψος 1 When he ascended to the heights “ଯେତେବେଳେ ଖ୍ରୀଷ୍ଟ ସ୍ଵର୍ଗକୁ ଆରୋହଣ କଲେ”
EPH 4 9 e5at ἀνέβη 1 He ascended “ଖ୍ରୀଷ୍ଟ ଆରୋହଣ କଲେ”
EPH 4 9 zu81 καὶ κατέβη 1 he also descended “ଖ୍ରୀଷ୍ଟ ମଧ୍ୟ ଅବତରଣ କରିଥିଲେ”
EPH 4 9 eq56 εἰς τὰ κατώτερα μέρη τῆς γῆς 1 into the lower regions of the earth ସମ୍ଭାବିତ ଅର୍ଥଗୁଡ଼ିକ  ହେଲା (1) **ନୀଚସ୍ଥ ଅଞ୍ଚଳସବୁ** **ପୃଥିବୀର** ଗୋଟିଏ ଅଂଶ ଅଟେ କିମ୍ବା (2) **ନୀଚସ୍ଥ ଅଞ୍ଚଳ** ବୋଲି **ପୃଥିବୀକୁ** ମଧ୍ୟ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ନୀଚସ୍ଥ ଅଞ୍ଚଳ, ପୃଥିବୀକୁ”
EPH 4 10 w6t5 ἵνα πληρώσῃ τὰ πάντα 1 that he might fill all things “ଯେପରି ସେ ଶକ୍ତିରେ ସବୁ ସ୍ଥାନରେ ଉପସ୍ଥିତ ରହିପାରିବେ”
EPH 4 10 b5ig πληρώσῃ 1 fill “ସେ ପୂର୍ଣ୍ଣ କରିବେ” କିମ୍ବା “ସେ ସନ୍ତୁଷ୍ଟ କରିବେ”
EPH 4 12 jx12 πρὸς τὸν καταρτισμὸν τῶν ἁγίων 1 to equip the saints “ସେ ପୃଥକ୍ କରିଥିବା ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ” କିମ୍ବା “ବିଶ୍ଵାସୀମାନଙ୍କୁ ସେମାନଙ୍କ ପ୍ରଯୋଜନୀୟ ବିଷୟ ଯୋଗାଇବାକୁ”
EPH 4 12 y9gd εἰς ἔργον διακονίας 1 for the work of service “ଯେପରି ସେମାନେ ଅନ୍ୟମାନଙ୍କର ସେବା କରିପାରିବେ”
EPH 4 12 n33m figs-metaphor εἰς οἰκοδομὴν τοῦ σώματος τοῦ Χριστοῦ 1 for the building up of the body of Christ ଆତ୍ମିକଭାବରେ ବୃଦ୍ଧି ପାଉଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କର ଶାରୀରିକ ବଳକୁ ବଢାଇବା ନିମନ୍ତେ ବ୍ୟାୟାମ କରୁଛନ୍ତି I ([[rc://en/ta/man/translate/figs-metaphor]] ଏବଂ [[rc://en/ta/man/translate/figs-idiom]]ଦେଖନ୍ତୁ)
EPH 4 12 pdh4 οἰκοδομὴν 1 building up “ସିଦ୍ଧି ଲାଭକରିବା”
EPH 4 12 x5gd σώματος τοῦ Χριστοῦ 1 body of Christ **ଖ୍ରୀଷ୍ଟଙ୍କ ଶରୀର** ଖ୍ରୀଷ୍ଟଙ୍କ ମଣ୍ଡଳୀର ସମସ୍ତ ସଦସ୍ୟମାନଙ୍କୁ ବୁଝାଏ I
EPH 4 13 w1ik καταντήσωμεν ... εἰς τὴν ἑνότητα τῆς πίστεως, καὶ τῆς ἐπιγνώσεως τοῦ Υἱοῦ τοῦ Θεοῦ 1 reach the unity of faith and knowledge of the Son of God ବିଶ୍ଵାସୀମାନେ ଯୀଶୁଙ୍କୁ ଈଶ୍ଵରଙ୍କ ପୁତ୍ର ବୋଲି ଜାଣିବା ଆବଶ୍ୟକ, ଯଦି ସେମାନେ ବିଶ୍ଵାସୀଭାବରେ ବିଶ୍ଵାସରେ ସମ୍ମିଳିତ ଏବଂ ପରିପକ୍ଵ ହେବାକୁ ଚାହାନ୍ତି I
EPH 4 13 er6a καταντήσωμεν ... εἰς τὴν ἑνότητα τῆς πίστεως 1 reach the unity of faith **ଏକତା** ଏକ ଗୁଣ ବାଚକ ବିଷେଶ୍ୟ ପଦ ଅଟେ I  ବିକଳ୍ପ ଅନୁବାଦ: “ ଆମ୍ବେମାନେ ସମସ୍ତେ ବିଶ୍ଵାସରେ ସମାନଭାବରେ ବଳବାନ୍ ହେବା” କିମ୍ବା “ବିଶ୍ଵାସରେ ଆମ୍ଭେମାନେ ସମସ୍ତେ ଏକତ୍ର ସମ୍ମିଳିତ ହେବା”[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 7 i4za 0 Connecting Statement: ପାଉଲ ବିଶ୍ଵାସୀମାନଙ୍କୁ ମଣ୍ଡଳୀ, ଅର୍ଥାତ୍ ବିଶ୍ଵାସୀମାନଙ୍କ ସମାହାରରେ ବ୍ୟବହାର କରିବା ନିମନ୍ତେ ଖ୍ରୀଷ୍ଟ ଦେଉଥିବା ଦାନ ବିଷୟରେ ସ୍ମରଣ କରାଉଅଛନ୍ତି
EPH 4 7 u2bw figs-activepassive ἑνὶ ... κάστῳ ἡμῶν ἐδόθη ἡ χάρις 1 To each one of us grace has been given ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଈଶ୍ଵର ଆମ୍ଭମାନଙ୍କ ପ୍ରତ୍ୟେକଙ୍କୁ ଅନୁଗ୍ରହ ଦେଇଅଛନ୍ତି” କିମ୍ବା “ଈଶ୍ଵର ପ୍ରତ୍ୟେକ ବିଶ୍ଵାସୀକୁ ଦାନ ଦେଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 4 8 wj8t ἀναβὰς εἰς ὕψος 1 When he ascended to the heights ବିକଳ୍ପ ଅନୁବାଦ: “ଯେତେବେଳେ ଖ୍ରୀଷ୍ଟ ସ୍ଵର୍ଗକୁ ଆରୋହଣ କଲେ”
EPH 4 9 e5at ἀνέβη 1 He ascended ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଆରୋହଣ କଲେ”
EPH 4 9 zu81 καὶ κατέβη 1 he also descended ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ମଧ୍ୟ ଅବତରଣ କରିଥିଲେ”
EPH 4 9 eq56 εἰς τὰ κατώτερα μέρη τῆς γῆς 1 into the lower regions of the earth ସମ୍ଭାବିତ ଅର୍ଥଗୁଡ଼ିକ ହେଲା: (୧) ଯେପରି **ନୀଚସ୍ଥ ଅଞ୍ଚଳସବୁ** **ପୃଥିବୀର** ଗୋଟିଏ ଅଂଶ ଅଟେ। () ଅନ୍ୟ ପକ୍ଷରେ **ନୀଚସ୍ଥ ଅଞ୍ଚଳ** ବୋଲି **ପୃଥିବୀକୁ** ମଧ୍ୟ ପ୍ରକାଶ କରାଯାଇପାରିବ ବିକଳ୍ପ ଅନୁବାଦ: “ନୀଚସ୍ଥ ଅଞ୍ଚଳ, ପୃଥିବୀକୁ”
EPH 4 10 w6t5 ἵνα πληρώσῃ τὰ πάντα 1 that he might fill all things ବିକଳ୍ପ ଅନୁବାଦ: “ଯେପରି ସେ ଶକ୍ତିରେ ସବୁ ସ୍ଥାନରେ ପ୍ରଭାବଶାଳୀଭାବେ କାର୍ଯ୍ୟ କରିବେ”
EPH 4 10 b5ig πληρώσῃ 1 fill ବିକଳ୍ପ ଅନୁବାଦ: “ସେ ପୂର୍ଣ୍ଣ କରିବେ” କିମ୍ବା “ସେ ସନ୍ତୁଷ୍ଟ କରିବେ”
EPH 4 12 jx12 πρὸς τὸν καταρτισμὸν τῶν ἁγίων 1 to equip the saints ବିକଳ୍ପ ଅନୁବାଦ: “ସେ ପୃଥକ୍ କରିଥିବା ଲୋକମାନଙ୍କୁ ପ୍ରସ୍ତୁତ କରିବାକୁ” କିମ୍ବା “ବିଶ୍ଵାସୀମାନଙ୍କୁ ସେମାନଙ୍କ ପ୍ରଯୋଜନୀୟ ବିଷୟ ଯୋଗାଇବାକୁ”
EPH 4 12 y9gd εἰς ἔργον διακονίας 1 for the work of service ବିକଳ୍ପ ଅନୁବାଦ: “ଯେପରି ସେମାନେ ଅନ୍ୟମାନଙ୍କର ସେବା କରିପାରିବେ”
EPH 4 12 n33m figs-metaphor εἰς οἰκοδομὴν τοῦ σώματος τοῦ Χριστοῦ 1 for the building up of the body of Christ ଆତ୍ମିକଭାବରେ ବୃଦ୍ଧି ପାଉଥିବା ଲୋକମାନଙ୍କ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ସେମାନଙ୍କର ଶାରୀରିକ ବଳକୁ ବଢାଇବା ନିମନ୍ତେ ବ୍ୟାୟାମ କରୁଛନ୍ତି I (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 12 pdh4 οἰκοδομὴν 1 building up ବିକଳ୍ପ ଅନୁବାଦ: “ସିଦ୍ଧି ଲାଭକରିବା”
EPH 4 12 x5gd σώματος τοῦ Χριστοῦ 1 body of Christ **ଖ୍ରୀଷ୍ଟଙ୍କ ଶରୀର** ଖ୍ରୀଷ୍ଟଙ୍କ ମଣ୍ଡଳୀର ସମସ୍ତ ସଦସ୍ୟମାନଙ୍କୁ ବୁଝାଏ I
EPH 4 13 w1ik καταντήσωμεν ... εἰς τὴν ἑνότητα τῆς πίστεως, καὶ τῆς ἐπιγνώσεως τοῦ Υἱοῦ τοῦ Θεοῦ 1 reach the unity of faith and knowledge of the Son of God ବିଶ୍ଵାସୀମାନେ ଯୀଶୁଙ୍କୁ ଈଶ୍ଵରଙ୍କ ପୁତ୍ର ବୋଲି ଜାଣିବା ଆବଶ୍ୟକ, ଯଦି ସେମାନେ ବିଶ୍ଵାସୀଭାବରେ ବିଶ୍ଵାସରେ ସମ୍ମିଳିତ ଏବଂ ପରିପକ୍ଵ ହେବାକୁ ଚାହାନ୍ତି
EPH 4 13 er6a καταντήσωμεν ... εἰς τὴν ἑνότητα τῆς πίστεως 1 reach the unity of faith **ଏକତା** ଏକ ଗୁଣ ବାଚକ ବିଷେଶ୍ୟ ପଦ ଅଟେ। ବିକଳ୍ପ ଅନୁବାଦ: “ଆମ୍ବେମାନେ ସମସ୍ତେ ବିଶ୍ଵାସରେ ସମାନଭାବରେ ବଳବାନ୍ ହେବା” କିମ୍ବା “ବିଶ୍ଵାସରେ ଆମ୍ଭେମାନେ ସମସ୍ତେ ଏକତ୍ର ସମ୍ମିଳିତ ହେବା” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
EPH 4 13 x7k3 guidelines-sonofgodprinciples τοῦ Υἱοῦ τοῦ Θεοῦ 1 Son of God ଏହା ଯୀଶୁଙ୍କର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଉପାଧି ଅଟେ I ([[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
EPH 4 13 m3rt εἰς ἄνδρα τέλειον 1 become mature “ପରିପକ୍ଵ ବିଶ୍ଵାସୀ ହେବା”
EPH 4 13 gv6m τέλειον 1 mature “ପୂର୍ଣ୍ଣ ବିକଶିତ” କିମ୍ବା “ବୃଦ୍ଧିପ୍ରାପ୍ତ” କିମ୍ବା “ସମ୍ପୂର୍ଣ୍ଣ”

Can't render this file because it contains an unexpected character in line 2 and column 4525.