Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 11:01:24 +00:00
parent f28b4b5bcf
commit b5b662fccc
1 changed files with 6 additions and 6 deletions

View File

@ -165,12 +165,12 @@ EPH 3 19 px4z ἵνα πληρωθῆτε εἰς πᾶν τὸ πλήρωμα
EPH 3 20 jk5c figs-inclusive 0 General Information: ଏହି ପୁସ୍ତକରେ “ଆମ୍ଭେମାନେ” ଏବଂ “ଆମ୍ଭମାନଙ୍କର” ଶବ୍ଦଗୁଡ଼ିକ ପାଉଲ ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଇବା ଜାରିରଖେ I (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 3 20 m7gi 0 Connecting Statement: ଆଶୀର୍ବାଦର ସହିତ ପାଉଲ ଆପଣା ପ୍ରାର୍ଥନା ଶେଷ କରନ୍ତି।
EPH 3 20 zxj3 τῷ δὲ 1 Now to him who ବିକଳ୍ପ ଅନୁବାଦ: “ବର୍ତ୍ତମାନ ଈଶ୍ଵରଙ୍କୁ, ଯେ କି”
EPH 3 20 zxt3 ποιῆσαι ὑπέρ ἐκ περισσοῦ ὧν αἰτούμεθα ἢ νοοῦμεν 1 to do far beyond all that we ask or think “ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିବାକୁ” କିମ୍ବା “ଆମ୍ଭେମାନେ ତାହାଙ୍କ ନିକଟରେ ମାଗିବା ବା ଭାବିବାଠାରୁ ଅଧିକ ପ୍ରଚୁରଭାବରେ ସାଧନ କରିବାକୁ ସମର୍ଥ”
EPH 4 intro ang8 0 # ଏଫିସୀୟ 04 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT 8 ପଦରେ ତାହା କରେ, ଯାହା ପୁରାତନ ନିୟମର ଉଦ୍ଧୃତ କରାଯାଇଥିବା ପଦ ଅଟେ I

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଆତ୍ମିକ ଦାନଗୁଡ଼ିକ

ଆତ୍ମିକ ଦାନସବୁ ନିର୍ଦ୍ଦିଷ୍ଟ ଅଲୌକିକ ଦାନ, ଯାହା ପବିତ୍ର ଆତ୍ମା ଯୀଶୁଙ୍କଠାରେ ବିଶ୍ଵାସ କରିଥିବା ଖ୍ରୀଷ୍ଟିୟାନମାନଙ୍କୁ ଦିଅନ୍ତି I ଏହି ଆତ୍ମିକ ଦାନଗୁଡ଼ିକ  ମଣ୍ଡଳୀର ବିକାଶ ନିମନ୍ତେ ଭିତ୍ତିମୂଳ ସ୍ଵରୂପ ଅଟନ୍ତି I ଏଠାରେ ପାଉଲ କେବଳ କେତେକ ଆତ୍ମିକ ଦାନର ତାଲିକା କରୁଛନ୍ତି I ([[rc://en/tw/dict/bible/kt/faith]]ଦେଖନ୍ତୁ)

### ଏକତା

ମଣ୍ଡଳୀର ଏକତାକୁ ପାଉଲ ଅତି ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚନା କରନ୍ତି I ଏହା ଏହି ଅଧ୍ୟାୟର ମୁଖ୍ୟ ପ୍ରସଙ୍ଗ ଅଟେ I

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ

### ପୁରାତନ ମନୁଷ୍ୟ ଏବଂ ନୂତନ ମନୁଷ୍ୟ

”ପୁରାତନ ମନୁଷ୍ୟ” ଶବ୍ଦ ସମ୍ଭବତଃ ଜଣେ ବ୍ୟକ୍ତି ଜନ୍ମରୁ ନେଇ ଆସୁଥିବା ପାପର ସ୍ଵଭାବକୁ ବୁଝାଏ I “ନୂତନ ମନୁଷ୍ୟ” ହେଉଛି ନୂତନ ସ୍ଵଭାବ କିମ୍ବା ନୂତନ ଜୀବନ ଯାହା ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କଲାପରେ ଈଶ୍ଵର ତାହାକୁ ଦିଅନ୍ତି I
EPH 4 1 sb64 0 Connecting Statement: ପାଉଲ ଏଫିସୀୟମାନଙ୍କୁ ଯେଉଁ କାରଣରୁ ଲେଖୁଛନ୍ତି ତହିଁ ହେତୁ ସେ ସେମାନଙ୍କୁ କହନ୍ତି ଯେ ସେମାନେ ବିଶ୍ଵାସୀ ଭାବରେ କିପରି ଜୀବନ ଯାପନ କରିବା ଉଚିତ ଏବଂ ପୁନର୍ବାର ଗୁରୁତ୍ଵ ଦେଉଛନ୍ତି ଯେ ବିଶ୍ଵାସୀମାନେ ପରସ୍ପର ଏକମନା ହେବା ଆବଶ୍ୟକ I
EPH 4 1 uss5 ὁ δέσμιος ἐν Κυρίῳ 1 as the prisoner for the Lord “ପ୍ରଭୁଙ୍କର ସେବା କରିବାକୁ ମନୋନୀତ କରିଥିବା ହେତୁ ବନ୍ଦୀଗୃହରେ ରହିଥିବା ଜଣେ ଲୋକ ଭାବରେ”
EPH 4 1 zxr1 figs-metaphor ἀξίως περιπατῆσαι τῆς κλήσεως 1 walk worthily of the calling ଜୀବନ ଯାପନ କରିବାର ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣ ଭାବରେ **ଆଚରଣ** କରିବା ବୋଲି କୁହାଯାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 2 zs6s μετὰ πάσης ταπεινοφροσύνης καὶ πραΰτητος 1 to live with great humility and gentleness and patience **ନମ୍ର**, **ମୃଦୁଶୀଳ** ଏବଂ **ଧୈର୍ଯ୍ୟଶୀଳ** ଶବ୍ଦଗୁଡ଼ିକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ I ବିକଳ୍ପ ଅନୁବାଦ: " ନମ୍ର, ମୃଦୁଶୀଳ ଏବଂ ଧୈର୍ଯ୍ୟଶୀଳ ହେବାକୁ ଶିଖିବା" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 3 20 zxt3 ποιῆσαι ὑπέρ ἐκ περισσοῦ ὧν αἰτούμεθα ἢ νοοῦμεν 1 to do far beyond all that we ask or think ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିବାକୁ” କିମ୍ବା “ଆମ୍ଭେମାନେ ତାହାଙ୍କ ନିକଟରେ ମାଗିବା ବା ଭାବିବାଠାରୁ ଅଧିକ ପ୍ରଚୁରଭାବରେ ସାଧନ କରିବାକୁ ସମର୍ଥ”
EPH 4 intro ang8 0 # ଏଫିସୀୟ ୪ ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଗଠନ ଏବଂ ଆକାର\n\nକେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT ପଦରେ ତାହା କରେ, ଯାହା ପୁରାତନ ନିୟମର ଉଦ୍ଧୃତ କରାଯାଇଥିବା ପଦ ଅଟେ।\n\n## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ\n\n### ଆତ୍ମିକ ଦାନଗୁଡ଼ିକ\n\nଆତ୍ମିକ ଦାନସବୁ ନିର୍ଦ୍ଦିଷ୍ଟ ଅଲୌକିକ ଦାନ, ଯାହା ପବିତ୍ର ଆତ୍ମା ଯୀଶୁଙ୍କଠାରେ ବିଶ୍ଵାସ କରିଥିବା ଖ୍ରୀଷ୍ଟିୟାନମାନଙ୍କୁ ଦିଅନ୍ତି I ଏହି ଆତ୍ମିକ ଦାନଗୁଡ଼ିକ  ମଣ୍ଡଳୀର ବିକାଶ ନିମନ୍ତେ ଭିତ୍ତିମୂଳ ସ୍ଵରୂପ ଅଟନ୍ତି I ଏଠାରେ ପାଉଲ କେବଳ କେତେକ ଆତ୍ମିକ ଦାନର ତାଲିକା କରୁଛନ୍ତି I (ଦେଖନ୍ତୁ: [[rc://en/tw/dict/bible/kt/faith]])\n\n### ଏକତା\n\nମଣ୍ଡଳୀର ଏକତାକୁ ପାଉଲ ଅତି ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚନା କରନ୍ତି। ଏହା ଏହି ଅଧ୍ୟାୟର ମୁଖ୍ୟ ପ୍ରସଙ୍ଗ ଅଟେ।\n\n## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ\n\n### ପୁରାତନ ମନୁଷ୍ୟ ଏବଂ ନୂତନ ମନୁଷ୍ୟ\n\n”ପୁରାତନ ମନୁଷ୍ୟ” ଶବ୍ଦ ସମ୍ଭବତଃ ଜଣେ ବ୍ୟକ୍ତି ଜନ୍ମରୁ ନେଇ ଆସୁଥିବା ପାପର ସ୍ଵଭାବକୁ ବୁଝାଏ I “ନୂତନ ମନୁଷ୍ୟ” ହେଉଛି ନୂତନ ସ୍ଵଭାବ କିମ୍ବା ନୂତନ ଜୀବନ ଯାହା ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କଲାପରେ ଈଶ୍ଵର ତାହାକୁ ଦିଅନ୍ତି
EPH 4 1 sb64 0 Connecting Statement: ପାଉଲ ଏଫିସୀୟମାନଙ୍କୁ ଯେଉଁ କାରଣରୁ ଲେଖୁଛନ୍ତି, ତହିଁ ହେତୁ ସେ ସେମାନଙ୍କୁ କହନ୍ତି ଯେ ସେମାନେ ବିଶ୍ଵାସୀ ଭାବରେ କିପରି ଜୀବନ ଯାପନ କରିବା ଉଚିତ ଏବଂ ପୁନର୍ବାର ଗୁରୁତ୍ଵ ଦେଉଛନ୍ତି ଯେ ବିଶ୍ଵାସୀମାନେ ପରସ୍ପର ଏକମନା ହେବା ଆବଶ୍ୟକ
EPH 4 1 uss5 ὁ δέσμιος ἐν Κυρίῳ 1 as the prisoner for the Lord ବିକଳ୍ପ ଅନୁବାଦ: “ପ୍ରଭୁଙ୍କର ସେବା କରିବାକୁ ମନୋନୀତ କରିଥିବା ହେତୁ ବନ୍ଦୀଗୃହରେ ରହିଥିବା ଜଣେ ଲୋକ ଭାବରେ”
EPH 4 1 zxr1 figs-metaphor ἀξίως περιπατῆσαι τῆς κλήσεως 1 walk worthily of the calling ଜୀବନ ଯାପନ କରିବାର ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣ ଭାବରେ **ଆଚରଣ** କରିବା ବୋଲି କୁହାଯାଏ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 2 zs6s μετὰ πάσης ταπεινοφροσύνης καὶ πραΰτητος 1 to live with great humility and gentleness and patience **ନମ୍ର**, **ମୃଦୁଶୀଳ** ଏବଂ **ଧୈର୍ଯ୍ୟଶୀଳ** ଶବ୍ଦଗୁଡ଼ିକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ। ବିକଳ୍ପ ଅନୁବାଦ: “ନମ୍ର, ମୃଦୁଶୀଳ ଏବଂ ଧୈର୍ଯ୍ୟଶୀଳ ହେବାକୁ ଶିଖିବା” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
EPH 4 3 pi5c τηρεῖν τὴν ἑνότητα τοῦ Πνεύματος ἐν τῷ συνδέσμῳ τῆς εἰρήνης 1 to keep the unity of the Spirit in the bond of peace ଏଠାରେ ପାଉଲ “**ଶାନ୍ତି**” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ **ବନ୍ଧନ** ଯାହା ଲୋକମାନଙ୍କୁ ବାନ୍ଧିରଖେ I ଶାନ୍ତିପୂର୍ଣ୍ଣଭାବରେ ପରସ୍ପର ସହିତ ବାସକରିବା ଦ୍ଵାରା ଅନ୍ୟମାନଙ୍କ ସହିତ ସମ୍ମିଳିତ ହେବା ବିଷୟରେ ଏହା ଏକ ରୂପକ I ବିକଳ୍ପ ଅନୁବାଦ: “ପରସ୍ପର ସହିତ ଶାନ୍ତିରେ ବାସକରିବାକୁ ଏବଂ ଆତ୍ମା ସମ୍ଭବ କରୁଥିବା ପ୍ରକାରେ ଏକତ୍ରହୋଇ ରହିବାକୁ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 4 x5kv figs-metaphor ἓν σῶμα 1 one body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର **ଶରୀର** ବୋଲି କୁହାଯାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 4 y6ep ἓν Πνεῦμα 1 one Spirit “କେବଳ ଏକ ପବିତ୍ର ଆତ୍ମା”

Can't render this file because it contains an unexpected character in line 2 and column 4525.