Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 03:46:29 +00:00
parent 926a7f58a6
commit b199b77369
1 changed files with 1 additions and 0 deletions

View File

@ -449,3 +449,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 28 j142 figs-metaphor μένετε ἐν αὐτῷ 1 remain in him 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଯୋହନ  [2:27](https://create.translationcore.com/02/27.md) ପରି ସେହି ଅଭିବ୍ୟକ୍ତିକୁ ସେହିଭଳି ବ୍ୟବହାର କରୁଥିବା ପରି ମନେହୁଏ । ସେଠାରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ଜାରିରଖ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 28 j143 writing-pronouns αὐτῷ…ἐὰν φανερωθῇ…ἀπ’ αὐτοῦ…αὐτοῦ 1 him … when he appears … by him … his ଯୋହନ ଯୀଶୁଙ୍କ  ଆଗମନ କିମ୍ବା ପ୍ରତ୍ୟାବର୍ତ୍ତନ ବିଷୟରେ କହୁଥିବାରୁ ସର୍ବନାମ ତାଙ୍କୁ, ସେ ଏବଂ ତାହାଙ୍କର ହୁଏତ  ଏହି ପଦରେ ଯୀଶୁଙ୍କୁ ସୂଚାଏ । ପ୍ରଥମ ସ୍ଥାନରେ ନାମ “ଯୀଶୁ” ଏବଂ ଅନ୍ୟ ସ୍ଥାନରେ ସର୍ବନାମ  ବ୍ୟବହାର କରିବା ଆପଣଙ୍କ ଭାଷାରେ ହୁଏତ ସ୍ୱାଭାବିକ ହୋଇପାରେ । ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 28 j144 figs-parallelism σχῶμεν παρρησίαν, καὶ μὴ αἰσχυνθῶμεν ἀπ’ αὐτοῦ 1 we may have boldness and not be put to shame by him ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଆପଣ ଏହି ବାକ୍ୟାଂଶଗୁଡ଼ିକୁ ଏକ ଗୁରୁତ୍ଵପୂର୍ଣ୍ଣ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବ ଯଦି ଏହା ଆପଣଙ୍କ  ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ଯେପରି ତାହାଙ୍କ  ଆଗମନରେ ଆମ୍ଭେମାନେ  ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ହୋଇପାରିବା” ( [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 2 28 j145 figs-activepassive μὴ αἰσχυνθῶμεν ἀπ’ αὐτοῦ 1 may not be put to shame by him ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ତାହାଙ୍କ  ଉପସ୍ଥିତିରେ ଲଜ୍ଜିତ ହେବା ନାହିଁ” ( [[rc://en/ta/man/translate/figs-activepassive]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.