Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 03:45:46 +00:00
parent 351eab8d58
commit 926a7f58a6
1 changed files with 4 additions and 1 deletions

View File

@ -430,7 +430,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 21 j125 figs-ellipsis καὶ ὅτι πᾶν ψεῦδος ἐκ τῆς ἀληθείας οὐκ ἔστιν 1 and that every lie is not from the truth ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ବାକ୍ୟ ପୂର୍ବରୁ ଉଲ୍ଲେଖ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ ଜାଣ ଯେ ପ୍ରତ୍ୟେକ ମିଥ୍ୟା ସତ୍ୟରୁ ଆସେ ନାହିଁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 2 21 j126 πᾶν ψεῦδος ἐκ τῆς ἀληθείας οὐκ ἔστιν 1 every lie is not from the truth ### ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ କରିପାରିବେ । ବିକଳ୍ପ ଅନୁବାଦ: “ସତ୍ୟରୁ କୌଣସି ମିଥ୍ୟା ଆସେ ନାହିଁ”
1JN 2 21 nruw ἐκ τῆς ἀληθείας 1 This second occurrence of <br><br>**the truth** could refer to: (1) The same as the first occurrence. Alternate translation: “part of God's true message” (2) God, who is the source of all truth. Alternate translation: “from God, the One who is true”
1JN 2 22 j128 figs-genericnoun οὗτός ἐστιν ὁ ἀντίχριστος 1 This one is the antichrist ଏପରି ବ୍ୟକ୍ତି ପ୍ରକୃତ **ଭଣ୍ଡଖ୍ରୀଷ୍ଟ** ବୋଲି ଯୋହନ କହନ୍ତି ନାହିଁ ଯିଏ ଯିଏ ପୃଥିବୀ ଇତିହାସର ଶେଷରେ ଦେଖାଯିବେ । ଯୋହନ କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ସୂଚାନ୍ତି ନାହିଁ । ବରଂ ସେ ସାଧାରଣ ଭାବରେ ଏହିପରି ସମସ୍ତ ଲୋକଙ୍କ ବିଷୟରେ କହନ୍ତି  । ଭଣ୍ଡଖ୍ରୀଷ୍ଟ ଶବ୍ଦକୁ ଆପଣ [2:18](https://create.translationcore.com/02/18.md) ରେ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଏହିପରି ବ୍ୟକ୍ତି ପ୍ରକୃତରେ ଯୀଶୁଙ୍କୁ ବିରୋଧ କରେ” ( [[rc://en/ta/man/translate/figs-genericnoun]]ଦେଖନ୍ତୁ)
1JN 2 22 j128 figs-genericnoun οὗτός ἐστιν ὁ ἀντίχριστος 1 This one is the antichrist ଏପରି ବ୍ୟକ୍ତି ପ୍ରକୃତ **ଭଣ୍ଡଖ୍ରୀଷ୍ଟ** ବୋଲି ଯୋହନ କହନ୍ତି ନାହିଁ ଯିଏ ଯିଏ ପୃଥିବୀ ଇତିହାସର ଶେଷରେ ଦେଖାଯିବେ । ଯୋହନ କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ସୂଚାନ୍ତି ନାହିଁ । ବରଂ ସେ ସାଧାରଣ ଭାବରେ ଏହିପରି ସମସ୍ତ ଲୋକଙ୍କ ବିଷୟରେ କହନ୍ତି  । ଭଣ୍ଡଖ୍ରୀଷ୍ଟ ଶବ୍ଦକୁ ଆପଣ [2:18](https://create.translationcore.com/02/18.md) ରେ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଏହିପରି ବ୍ୟକ୍ତି ପ୍ରକୃତରେ ଯୀଶୁଙ୍କୁ ବିରୋଧ କରେ” ( [[rc://en/ta/man/translate/figs-genericnoun]]ଦେଖନ୍ତୁ)**ଭଣ୍ଡଖ୍ରୀଷ୍ଟ**
1JN 2 23 j129 figs-explicit πᾶς ὁ ἀρνούμενος τὸν Υἱὸν 1 Everyone who denies the Son ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ପୂର୍ବ ପଦରେ ଯୋହନ  ଯାହା କହିଛନ୍ତି ସେ ଦୃଷ୍ଟିରେ ଏହାର ଅର୍ଥ କ’ଣ ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁ ଈଶ୍ଵରଙ୍କ ପୁତ୍ର ଏବଂ ମସୀହ ଅଟନ୍ତି ବୋଲି ଯିଏ ଅସ୍ୱୀକାର କରେ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 23 j130 guidelines-sonofgodprinciples τὸν Υἱὸν -1 the Son … the Son **ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 2 23 j131 guidelines-sonofgodprinciples τὸν Πατέρα -1 the Father … the Father ଈଶ୍ଵରଙ୍କ ପାଇଁ **ପିତା** ଶବ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ନାମ  ଅଟେ। ବିକଳ୍ପ ଅନୁବାଦ: “ପିତା ଈଶ୍ଵର … ପିତା ଈଶ୍ଵର” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
@ -446,3 +446,6 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 27 j140 writing-pronouns ἐδίδαξεν ὑμᾶς 1 it has taught you ଯେହେତୁ ଆତ୍ମା ଜଣେ ବ୍ୟକ୍ତି ଅଟନ୍ତି, ଯଦି ଆପଣ ଏହି ପଦରେ “ଅଭିଷେକ” କୁ “ଆତ୍ମା” ବୋଲି ଅନୁବାଦ କରନ୍ତି, ତେବେ ଏହି ବାକ୍ୟାଂଶରେ ଏକ କ୍ଲୀବ ସର୍ବନାମ  ବ୍ୟବହାର କରିବା ଆପଣଙ୍କ ଭାଷାରେ ଉପଯୁକ୍ତ ହୋଇନପାରେ । ବିକଳ୍ପ ଅନୁବାଦ: “ସେ ତୁମ୍ଭମାନଙ୍କୁ  ଶିକ୍ଷା ଦେଇଛନ୍ତି” କିମ୍ବା “ଆତ୍ମା ତୁମ୍ଭମାନଙ୍କୁ  ଶିକ୍ଷା ଦେଇଛନ୍ତି” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 27 j141 figs-metaphor μένετε ἐν αὐτῷ 1 remain in him ବିଶ୍ଵାସୀମାନେ ଈଶ୍ଵରଙ୍କ ମଧ୍ୟରେ ବାସ କରି ପାରନ୍ତି ବୋଲି ଯୋହନ ଆଳଙ୍କାରିକ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ତାହାଙ୍କ  ସହ ଏକ ଘନିଷ୍ଠ ସମ୍ପର୍କ ଜାରିରଖ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 28 co6g checking/headings 0 If you are using section headings, you could put one here before verse 28. Suggested heading: “Children of God” (See: [[rc://en/ta/man/checking/headings]])
1JN 2 28 j142 figs-metaphor μένετε ἐν αὐτῷ 1 remain in him 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଯୋହନ  [2:27](https://create.translationcore.com/02/27.md) ପରି ସେହି ଅଭିବ୍ୟକ୍ତିକୁ ସେହିଭଳି ବ୍ୟବହାର କରୁଥିବା ପରି ମନେହୁଏ । ସେଠାରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ଜାରିରଖ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 28 j143 writing-pronouns αὐτῷ…ἐὰν φανερωθῇ…ἀπ’ αὐτοῦ…αὐτοῦ 1 him … when he appears … by him … his ଯୋହନ ଯୀଶୁଙ୍କ  ଆଗମନ କିମ୍ବା ପ୍ରତ୍ୟାବର୍ତ୍ତନ ବିଷୟରେ କହୁଥିବାରୁ ସର୍ବନାମ ତାଙ୍କୁ, ସେ ଏବଂ ତାହାଙ୍କର ହୁଏତ  ଏହି ପଦରେ ଯୀଶୁଙ୍କୁ ସୂଚାଏ । ପ୍ରଥମ ସ୍ଥାନରେ ନାମ “ଯୀଶୁ” ଏବଂ ଅନ୍ୟ ସ୍ଥାନରେ ସର୍ବନାମ  ବ୍ୟବହାର କରିବା ଆପଣଙ୍କ ଭାଷାରେ ହୁଏତ ସ୍ୱାଭାବିକ ହୋଇପାରେ । ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 28 j144 figs-parallelism σχῶμεν παρρησίαν, καὶ μὴ αἰσχυνθῶμεν ἀπ’ αὐτοῦ 1 we may have boldness and not be put to shame by him ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ଯୋହନ ହୁଏତ ଗୁରୁତ୍ଵ ଦେବା ପୁନରାବୃତ୍ତି ବ୍ୟବହାର କରନ୍ତି  । ଆପଣ ଏହି ବାକ୍ୟାଂଶଗୁଡ଼ିକୁ ଏକ ଗୁରୁତ୍ଵପୂର୍ଣ୍ଣ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବ ଯଦି ଏହା ଆପଣଙ୍କ  ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: “ଯେପରି ତାହାଙ୍କ  ଆଗମନରେ ଆମ୍ଭେମାନେ  ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ହୋଇପାରିବା” ( [[rc://en/ta/man/translate/figs-parallelism]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.