Edit 'en_tn_32-JON.tsv' using 'tc-create-app'

This commit is contained in:
manash12d 2022-06-09 04:52:12 +00:00
parent 085181059d
commit ae6d296b2f
1 changed files with 1 additions and 1 deletions

View File

@ -14,7 +14,7 @@ JON 1 2 jd9r figs-metonymy לְ⁠פָנָֽ 1 before my face ଏହା ଏକ
JON 1 3 f5sr figs-idiom וַ⁠יָּ֤קָם יוֹנָה֙ לִ⁠בְרֹ֣חַ 1 But Jonah got up to run away ଏଠାରେ **ଉଠ** ଶବ୍ଦର ଅର୍ଥ ପରମେଶ୍ଵରଙ୍କ ଆଦେଶନୁସାରେ ଯୂନସ କାର୍ଯ୍ୟ କରିଥିଲେ, କିନ୍ତୁ ତାଙ୍କର କାର୍ଯ୍ୟ ଏହା ପାଳନ କରିବା ପରିବର୍ତ୍ତେ ଅବମାନନା କରିବା ଥିଲା। [୧:](https://create.translationcore.com/01/02.md) ରେ ଆପଣ କିପରି ଏହି ରୂଢ଼ିକୁ ଅନୁବାଦ କରିଛନ୍ତି ଦେଖନ୍ତୁ। ବିକଳ୍ପ ଅନୁବାଦ: “କିନ୍ତୁ ଯୂନସ ପଳାଇଗଲେ” (ଦେଖନ୍ତୁ: [[rc://en/ta/man/translate/figs-idiom]])
JON 1 3 n96t figs-metaphor מִ⁠לִּ⁠פְנֵ֖י יְהוָ֑ה -1 from before the face of Yahweh ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ତାଙ୍କ ମୁଖକୁ ସୂଚିତ କରେ। ଯିହୋବାଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ପଳାଇ ଯାଇ ଯୂନସ ଆଶା କରନ୍ତି ଯେ ସେ ଅବମାନନା କରୁଛନ୍ତି ବୋଲି ଯିହୋବା ଦୃଷ୍ଟି କରିବେ ନାହିଁ। ବିକଳ୍ପ ଅନୁବାଦ: "ଯିହୋବାଙ୍କ ଉପସ୍ଥିତିରୁ" କିମ୍ବା "ଯିହୋବାଙ୍କଠାରୁ" (ଦେଖନ୍ତୁ: [[rc://en/ta/man/translate/figs-metaphor]])
JON 1 3 g66v figs-explicit לִ⁠בְרֹ֣חַ תַּרְשִׁ֔ישָׁ⁠ה 1 to run away to Tarshish “ତର୍ଶୀଶକୁ ପଳାଇ ଯିବା ନିମନ୍ତେ” ତର୍ଶୀଶ ନାମକ ଏହି ନଗରର ନୀନିବୀର ବିପରୀତ ଦିଗରେ ଅବସ୍ଥିତ ଥିଲା। ଏହାକୁ ସ୍ପଷ୍ଟ କରାଯାଇପାରିବ। ବିକଳ୍ପ ଅନୁବାଦ: “ଏବଂ ବିପରୀତ ଦିଗରେ ତର୍ଶୀଶ ଆଡକୁ ଗଲେ।” (ଦେଖନ୍ତୁ: [[rc://en/ta/man/translate/figs-explicit]])
JON 1 3 djv1 וַ⁠יֵּ֨רֶד יָפ֜וֹ 1 And he went down to Joppa “ଯୂନସ ଯାଫୋକୁ ଗଲେ”
JON 1 3 djv1 וַ⁠יֵּ֨רֶד יָפ֜וֹ 1 And he went down to Joppa ବିକଳ୍ପ ଅନୁବାଦ: “ଯୂନସ ଯାଫୋକୁ ଗଲେ”
JON 1 3 w3uc אָנִיָּ֣ה 1 ship ଏକ **ଜାହାଜ** ଏକ ବହୁତ ବଡ ଡଙ୍ଗା ଅଟେ ଯାହା ସମୁଦ୍ରରେ ଯାତ୍ରା କରିପାରିବ ଏବଂ ଅନେକ ଯାତ୍ରୀ କିମ୍ବା ଭାରୀ ମାଲ ପରିବହନ କରିପାରିବ।
JON 1 3 pz67 וַ⁠יִּתֵּ֨ן שְׂכָרָ֜⁠הּ 1 So he paid the fare “ସେଠାରେ ଯୂନସ ଯାତ୍ରା ପାଇଁ ଭଡ଼ା ଦେଲେ”
JON 1 3 g5xp וַ⁠יֵּ֤רֶד בָּ⁠הּ֙ 1 and went down into it “ଜାହାଜରେ ଚଢ଼ିଲେ”

Can't render this file because it contains an unexpected character in line 6 and column 104.