Edit 'en_tn_32-JON.tsv' using 'tc-create-app'

This commit is contained in:
manash12d 2022-06-09 04:50:55 +00:00
parent 0b1a0851b2
commit 085181059d
1 changed files with 1 additions and 1 deletions

View File

@ -12,7 +12,7 @@ JON 1 2 jqz9 figs-metonymy וּ⁠קְרָ֣א עָלֶ֑י⁠הָ 1 call out ag
JON 1 2 rki2 עָלְתָ֥ה רָעָתָ֖⁠ם לְ⁠פָנָֽ⁠י 1 their wickedness has risen up before my face ବିକଳ୍ପ ଅନୁବାଦ: “ଆମ୍ଭେ ଜାଣୁ ସେମାନେ କ୍ରମାଗତ ଭାବରେ ପାପ କରୁଛନ୍ତି" କିମ୍ବା "ଆମ୍ଭେ ଜାଣୁ ଯେ ସେମାନଙ୍କର ପାପ ଦିନକୁ ଦିନ ଅତ୍ୟନ୍ତ ବଢ଼ିବାରେ ଲାଗିଛି”
JON 1 2 jd9r figs-metonymy לְ⁠פָנָֽ 1 before my face ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ତାଙ୍କ ମୁଖକୁ ସୂଚିତ କରେ। ଯିହୋବାଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ଯିହୋବା କହୁଛନ୍ତି ଯେ ନୀନିବୀର ଲୋକମାନେ କେତେ ଦୁଷ୍ଟ ହୋଇଗଲେ ତାହା ସେ ଦୃଷ୍ଟି କରିଛନ୍ତି। (ଦେଖନ୍ତୁ: [[rc://en/ta/man/translate/figs-metonymy]])
JON 1 3 f5sr figs-idiom וַ⁠יָּ֤קָם יוֹנָה֙ לִ⁠בְרֹ֣חַ 1 But Jonah got up to run away ଏଠାରେ **ଉଠ** ଶବ୍ଦର ଅର୍ଥ ପରମେଶ୍ଵରଙ୍କ ଆଦେଶନୁସାରେ ଯୂନସ କାର୍ଯ୍ୟ କରିଥିଲେ, କିନ୍ତୁ ତାଙ୍କର କାର୍ଯ୍ୟ ଏହା ପାଳନ କରିବା ପରିବର୍ତ୍ତେ ଅବମାନନା କରିବା ଥିଲା। [୧:](https://create.translationcore.com/01/02.md) ରେ ଆପଣ କିପରି ଏହି ରୂଢ଼ିକୁ ଅନୁବାଦ କରିଛନ୍ତି ଦେଖନ୍ତୁ। ବିକଳ୍ପ ଅନୁବାଦ: “କିନ୍ତୁ ଯୂନସ ପଳାଇଗଲେ” (ଦେଖନ୍ତୁ: [[rc://en/ta/man/translate/figs-idiom]])
JON 1 3 n96t figs-metaphor מִ⁠לִּ⁠פְנֵ֖י יְהוָ֑ה -1 from before the face of Yahweh ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ତାଙ୍କ ମୁଖକୁ ସୂଚିତ କରେ । ଯିହୋବାଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ପଳାଇ ଯାଇ ଯୂନସ ଆଶା କରନ୍ତି ଯେ ସେ ଅବମାନନା କରୁଛନ୍ତି ବୋଲି ଯିହୋବା ଦୃଷ୍ଟି କରିବେ ନାହିଁ । ବିକଳ୍ପ ଅନୁବାଦ: "ଯିହୋବାଙ୍କ ଉପସ୍ଥିତିରୁ" କିମ୍ବା "ଯିହୋବାଙ୍କଠାରୁ" [[rc://en/ta/man/translate/figs-metaphor]]) ଦେଖନ୍ତୁ)
JON 1 3 n96t figs-metaphor מִ⁠לִּ⁠פְנֵ֖י יְהוָ֑ה -1 from before the face of Yahweh ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ଯିହୋବାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ତାଙ୍କ ମୁଖକୁ ସୂଚିତ କରେ। ଯିହୋବାଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ପଳାଇ ଯାଇ ଯୂନସ ଆଶା କରନ୍ତି ଯେ ସେ ଅବମାନନା କରୁଛନ୍ତି ବୋଲି ଯିହୋବା ଦୃଷ୍ଟି କରିବେ ନାହିଁ। ବିକଳ୍ପ ଅନୁବାଦ: "ଯିହୋବାଙ୍କ ଉପସ୍ଥିତିରୁ" କିମ୍ବା "ଯିହୋବାଙ୍କଠାରୁ" (ଦେଖନ୍ତୁ: [[rc://en/ta/man/translate/figs-metaphor]])
JON 1 3 g66v figs-explicit לִ⁠בְרֹ֣חַ תַּרְשִׁ֔ישָׁ⁠ה 1 to run away to Tarshish “ତର୍ଶୀଶକୁ ପଳାଇ ଯିବା ନିମନ୍ତେ” ତର୍ଶୀଶ ନାମକ ଏହି ନଗରର ନୀନିବୀର ବିପରୀତ ଦିଗରେ ଅବସ୍ଥିତ ଥିଲା। ଏହାକୁ ସ୍ପଷ୍ଟ କରାଯାଇପାରିବ। ବିକଳ୍ପ ଅନୁବାଦ: “ଏବଂ ବିପରୀତ ଦିଗରେ ତର୍ଶୀଶ ଆଡକୁ ଗଲେ।” (ଦେଖନ୍ତୁ: [[rc://en/ta/man/translate/figs-explicit]])
JON 1 3 djv1 וַ⁠יֵּ֨רֶד יָפ֜וֹ 1 And he went down to Joppa “ଯୂନସ ଯାଫୋକୁ ଗଲେ”
JON 1 3 w3uc אָנִיָּ֣ה 1 ship ଏକ **ଜାହାଜ** ଏକ ବହୁତ ବଡ ଡଙ୍ଗା ଅଟେ ଯାହା ସମୁଦ୍ରରେ ଯାତ୍ରା କରିପାରିବ ଏବଂ ଅନେକ ଯାତ୍ରୀ କିମ୍ବା ଭାରୀ ମାଲ ପରିବହନ କରିପାରିବ।

Can't render this file because it contains an unexpected character in line 6 and column 104.