Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 18:43:35 +00:00
parent 31865113f4
commit ac6557a718
1 changed files with 9 additions and 9 deletions

View File

@ -288,17 +288,17 @@ EPH 5 31 yp23 0 General Information: ଏହି ଉଦ୍ଧୃତିଟି ପ
EPH 6 intro r7c3 0 # ଏଫିସୀୟ 06 ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ\n\n### ଦାସତ୍ଵ\n\n### ଦାସତ୍ଵ\n\n### ଦାସତ୍ଵ ଭଲ କି ମନ୍ଦ, ପାଉଲ ସେହି ବିଷୟରେ ଏହି ଅଧ୍ୟାୟରେ ଲେଖୁ ନାହାନ୍ତି I ଜଣେ ଦାସ ହେଉ କି କର୍ତ୍ତା ହେଉ, ସେ ଈଶ୍ଵରଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା ଉଚିତ ବୋଲି ପାଉଲ ଶିକ୍ଷା ଦେଉଛନ୍ତି I ପାଉଲ ଏଠାରେ ଦାସତ୍ଵ ବିଷୟରେ ଯାହା ଶିକ୍ଷା ଦେଉଛନ୍ତି, ତାହା ଆଶ୍ଚର୍ଯ୍ୟଜନକ ହୋଇପାରେ I ତାହାଙ୍କ ସମୟରେ, କର୍ତ୍ତାମାନେ ସେମାନଙ୍କର ଦାସମାନଙ୍କୁ ସମ୍ମାନର ସହିତ ଉତ୍ତମ ବ୍ୟବହାର ନ ଦେଖାଇ ଧମକ ଦେଉଥିଲେ Iଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ\n\n## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ\n\n### ଈଶ୍ଵରଙ୍କ ସାଜସଜ୍ଜା\n\nଏହି ବର୍ଦ୍ଧିତ ରୂପକ ବର୍ଣ୍ଣନା କରେ ଯେ ଆତ୍ମିକଭାବରେ ଆକ୍ରମଣର ଶିକାର ହେଲେ ଖ୍ରୀଷ୍ଟିୟାନମାନେ କିପରି ଆପଣା ଆପଣାକୁ ସୁରକ୍ଷା କରିପାରିବେ। (ଦେଖନ୍ତୁ: [[rc://en/tw/dict/bible/kt/spirit]] ଏବଂ [[rc://en/ta/man/translate/figs-metaphor]])
EPH 6 1 wq46 figs-you 0 General Information: ପ୍ରଥମ ପଦରେ ଥିବା ଆଦେଶ ବହୁବଚନ ଅଟେ। ତା’ପରେ ଦୁଇ ଏବଂ ତିନି ପଦରେ ପାଉଲ ମୋଶାଙ୍କ ନିୟମରୁ ଉଦ୍ଧୃତ କରିଛନ୍ତି। ମୋଶା ଇସ୍ରାଏଲ ଲୋକମାନଙ୍କୁ ସତେ ଯେପରି ଜଣେ ବ୍ୟକ୍ତିକୁ କହିଲା ପରି କହୁଛନ୍ତି, ସେଥିପାଇଁ **ତୁମ୍ଭର** ଏବଂ **ତୁମ୍ଭେ** ଏକବଚନ ଅଟେ। ଯଦି ଏହାର କିଛି ଅର୍ଥ ନଥାଏ, ତେବେ ଆପଣଙ୍କୁ ସେଗୁଡ଼ିକୁ ବହୁବଚନ ଭାବରେ ଅନୁବାଦ କରିବାକୁ ପଡିପାରେ। (ଦେଖନ୍ତୁ: [[rc://en/ta/man/translate/figs-you]])
EPH 6 1 jf17 0 Connecting Statement: ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ, ସେ ବିଷୟରେ ପାଉଲ ବୁଝାଇବା ଜାରିରଖନ୍ତି I ସେ ପିଲାମାନଙ୍କୁ, ପିତାମାନଙ୍କୁ, ଦାସମାନଙ୍କୁ ଏବଂ କର୍ତ୍ତାମାନଙ୍କୁ ଶିକ୍ଷା ଦିଅନ୍ତି।
EPH 6 1 ev8m τὰ τέκνα, ὑπακούετε τοῖς γονεῦσιν ὑμῶν ἐν Κυρίῳ 1 Children, obey your parents in the Lord "କାରଣ ତୁମ୍ଭେ ପ୍ରଭୁଙ୍କର" କିମ୍ବା "ପ୍ରଭୁଙ୍କର ଅନୁଗାମୀ"
EPH 6 4 bb7g μὴ παροργίζετε τὰ τέκνα ὑμῶν 1 do not provoke your children to anger “ଆପଣା ଆପଣା ପିଲାମାନଙ୍କୁ କ୍ରୋଧ କରାଅ ନାହିଁ” କିମ୍ବା “ଆପଣା ଆପଣା ପିଲାମାନଙ୍କୁ କ୍ରୋଧୀ ହେବାକୁ ଦିଅ ନାହିଁ”
EPH 6 4 ytg5 figs-abstractnouns ἐκτρέφετε αὐτὰ ἐν παιδείᾳ καὶ νουθεσίᾳ Κυρίου 1 raise them in the discipline and instruction of the Lord ଗୁଣ ବାଚକ ବିଶେଷ୍ୟ ପଦ **ଶାସନ** ଏବଂ **ଶିକ୍ଷା** କୁ କ୍ରିୟାଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ସେମାନଙ୍କୁ କ’ଣ ଜାଣିବାପାଇଁ ଏବଂ କ’ଣ କରିବାପାଇଁ ଚାହୁଁଛନ୍ତି, ତାହା ନିଶ୍ଚିତ କରାଇ ସେମାନଙ୍କୁ ବୟସ୍କ ହେବାକୁ ଶିକ୍ଷା ଦିଅ” ([[rc://en/ta/man/translate/figs-abstractnouns]]ଦେଖନ୍ତୁ)
EPH 6 1 ev8m τὰ τέκνα, ὑπακούετε τοῖς γονεῦσιν ὑμῶν ἐν Κυρίῳ 1 Children, obey your parents in the Lord ବିକଳ୍ପ ଅନୁବାଦ: “କାରଣ ତୁମ୍ଭେ ପ୍ରଭୁଙ୍କର ଅଟେ” କିମ୍ବା “ଯେପରି ପ୍ରଭୁଙ୍କର ଅନୁଗମନକାରୀ”
EPH 6 4 bb7g μὴ παροργίζετε τὰ τέκνα ὑμῶν 1 do not provoke your children to anger ବିକଳ୍ପ ଅନୁବାଦ: “ଆପଣା ଆପଣା ପିଲାମାନଙ୍କୁ କ୍ରୋଧ କରାଅ ନାହିଁ” କିମ୍ବା “ଆପଣା ଆପଣା ପିଲାମାନଙ୍କୁ କ୍ରୋଧୀ ହେବାକୁ ଦିଅ ନାହିଁ”
EPH 6 4 ytg5 figs-abstractnouns ἐκτρέφετε αὐτὰ ἐν παιδείᾳ καὶ νουθεσίᾳ Κυρίου 1 raise them in the discipline and instruction of the Lord ଗୁଣ ବାଚକ ବିଶେଷ୍ୟ ପଦ **ଶାସନ** ଏବଂ **ଶିକ୍ଷା** କୁ କ୍ରିୟାଭାବରେ ପ୍ରକାଶ କରାଯାଇପାରିବବିକଳ୍ପ ଅନୁବାଦ: “ପ୍ରଭୁ ସେମାନଙ୍କୁ କ’ଣ ଜାଣିବାପାଇଁ ଏବଂ କ’ଣ କରିବାପାଇଁ ଚାହୁଁଛନ୍ତି, ତାହା ନିଶ୍ଚିତ କରାଇ ସେମାନଙ୍କୁ ବୟସପ୍ରାପ୍ତ ହେବାକୁ ଶିକ୍ଷା ଦିଅ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]])
EPH 6 5 r29d ὑπακούετε 1 be obedient to
EPH 6 5 s1pq figs-doublet φόβου καὶ τρόμου 1 deep respect and trembling ସେମାନଙ୍କର କର୍ତ୍ତାମାନଙ୍କୁ ସମ୍ମାନ କରିବାର ଗୁରୁତ୍ଵକୁ ଜୋର୍ ଦେବା ନିମନ୍ତେ **ଭୟ ଏବଂ କମ୍ପ** ବାକ୍ୟାଂଶଟି ଦୁଇଟି ଏକାଭଳି ଚିନ୍ତାଧାରାକୁ ବ୍ୟବହାର କରିଛି I ବିକଳ୍ପ ଅନୁବାଦ: “ଗଭୀର ସମ୍ମାନ ସହିତ” ([[rc://en/ta/man/translate/figs-doublet]] ଏବଂ [[rc://en/ta/man/translate/figs-idiom]]ଦେଖନ୍ତୁ)
EPH 6 5 z6xx figs-hyperbole καὶ τρόμου 1 and trembling ଦାସମାନେ ଆପଣା ଆପଣା କର୍ତ୍ତାମାନଙ୍କର ଆଜ୍ଞା ପାଳନ କରିବା ଯେ କେତେ ଗୁରୁତ୍ଵପୂର୍ଣ୍ଣ, ସେ ବିଷୟକୁ ଗୁରୁତ୍ଵ ଦେବା ନିମନ୍ତେ ଏଠାରେ **କମ୍ପ**କୁ ଗୋଟିଏ ଅତିରଞ୍ଜନ ଭାବରେ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ଏବଂ ଗଭୀର ସମ୍ମାନ ସହିତ” କିମ୍ବା “ସତେ ଯେପରି ତୁମ୍ଭେମାନେ ଭୟରେ ଥରୁଅଛ” ([[rc://en/ta/man/translate/figs-hyperbole]]ଦେଖନ୍ତୁ)
EPH 6 5 pd6z figs-metonymy ἐν ἁπλότητι τῆς καρδίας ὑμῶν 1 in the honesty of your heart ଏଠାରେ “**ହୃଦୟ**” ଜଣେ ବ୍ୟକ୍ତିର ମନ କିମ୍ବା ଅଭିପ୍ରାୟ ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ସାଧୁତାର ସହିତ” କିମ୍ବା “ବିଶ୍ଵସ୍ତତାର ସହିତ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 6 6 l9ve ὡς δοῦλοι Χριστοῦ 1 as slaves of Christ “ତୁମ୍ଭମାନଙ୍କର ଜାଗତିକ କର୍ତ୍ତାମାନଙ୍କୁ ସତେ ଯେପରି ସେମାନେ ସ୍ଵୟଂ ଖ୍ରୀଷ୍ଟ”
EPH 6 6 u5fn figs-metonymy ἐκ ψυχῆς 1 from your heart ଏଠାରେ **ଆତ୍ମା** ଜଣେ ବ୍ୟକ୍ତିର “ମନୋବୃତ୍ତି” ବା “ଅଭିପ୍ରାୟ” ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ପୂର୍ଣ୍ଣପ୍ରାଣରେ” କିମ୍ବା “ଉତ୍ସାହର ସହିତ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 6 5 s1pq figs-doublet φόβου καὶ τρόμου 1 deep respect and trembling ସେମାନଙ୍କର କର୍ତ୍ତାମାନଙ୍କୁ ସମ୍ମାନ କରିବାର ଗୁରୁତ୍ଵକୁ ଜୋର୍ ଦେବା ନିମନ୍ତେ **ଭୟ ଏବଂ କମ୍ପ** ବାକ୍ୟାଂଶଟି ଦୁଇଟି ଏକାଭଳି ଚିନ୍ତାଧାରାକୁ ବ୍ୟବହାର କରିଛି I ବିକଳ୍ପ ଅନୁବାଦ: “ଗଭୀର ସମ୍ମାନ ସହିତ” (ଦେଖନ୍ତୁ: [[rc://en/ta/man/translate/figs-doublet]])
EPH 6 5 z6xx figs-hyperbole καὶ τρόμου 1 and trembling ଦାସମାନେ ଆପଣା ଆପଣା କର୍ତ୍ତାମାନଙ୍କର ଆଜ୍ଞା ପାଳନ କରିବା ଯେ କେତେ ଗୁରୁତ୍ଵପୂର୍ଣ୍ଣ, ସେ ବିଷୟକୁ ଗୁରୁତ୍ଵ ଦେବା ନିମନ୍ତେ ଏଠାରେ **କମ୍ପ**କୁ ଗୋଟିଏ ଅତିରଞ୍ଜନ ଭାବରେ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ଏବଂ ଗଭୀର ସମ୍ମାନ ସହିତ” କିମ୍ବା “ସତେ ଯେପରି ତୁମ୍ଭେମାନେ ଭୟରେ ଥରୁଅଛ” (ଦେଖନ୍ତୁ: [[rc://en/ta/man/translate/figs-hyperbole]])
EPH 6 5 pd6z figs-metonymy ἐν ἁπλότητι τῆς καρδίας ὑμῶν 1 in the honesty of your heart ଏଠାରେ “**ହୃଦୟ**” ଜଣେ ବ୍ୟକ୍ତିର ମନ କିମ୍ବା ଅଭିପ୍ରାୟ ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ସାଧୁତାର ସହିତ” କିମ୍ବା “ବିଶ୍ଵସ୍ତତାର ସହିତ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 6 6 l9ve ὡς δοῦλοι Χριστοῦ 1 as slaves of Christ ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଜାଗତିକ କର୍ତ୍ତାମାନଙ୍କୁ ସତେ ଯେପରି ସେମାନେ ସ୍ଵୟଂ ଖ୍ରୀଷ୍ଟ”
EPH 6 6 u5fn figs-metonymy ἐκ ψυχῆς 1 from your heart ଏଠାରେ **ଆତ୍ମା/ ଅନ୍ତର** ଜଣେ ବ୍ୟକ୍ତିର “ମନୋବୃତ୍ତି” ବା “ଅଭିପ୍ରାୟ” ନିମନ୍ତେ ଗୋଟିଏ ରୂପକ ଅଟେ ବିକଳ୍ପ ଅନୁବାଦ: “ପୂର୍ଣ୍ଣପ୍ରାଣରେ” କିମ୍ବା “ଉତ୍ସାହର ସହିତ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 6 7 h45y figs-metonymy μετ’ εὐνοίας δουλεύοντες 1 Serve with all your heart
EPH 6 9 i85s τὰ αὐτὰ ποιεῖτε πρὸς αὐτούς 1 treat your slaves in the same way ଏଠାରେ, **ସେହି ପରି** “ଯଦି ସେ କିଛି ଉତ୍ତମ କରନ୍ତି” (<u>ଏଫିସୀୟ</u> <u>6</u><u>:8</u>) କୁ ସୂଚାଏ । ବିକଳ୍ପ ଅନୁବାଦ: "ତୁମ୍ଭେ ତୁମ୍ଭର ଦାସମାନଙ୍କୁ ମଧ୍ୟ ଉତ୍ତମ ବ୍ୟବହାର କରିବା ଉଚିତ୍" କିମ୍ବା "ଯେପରି ଦାସମାନେ ସେମାନଙ୍କର କର୍ତ୍ତାମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରିବା ଉଚିତ, ତୁମ୍ଭେ ମଧ୍ୟ ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କରିବା ଉଚିତ୍"
EPH 6 9 i85s τὰ αὐτὰ ποιεῖτε πρὸς αὐτούς 1 treat your slaves in the same way ଏଠାରେ, **ସେହି ପରି** “ଯଦି ସେ କିଛି ଉତ୍ତମ କରନ୍ତି” ([ଏଫିସୀୟ ୬:୮](../06/08.md))। ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣା ଆପଣା ଦାସମାନଙ୍କୁ ମଧ୍ୟ ଉତ୍ତମ ବ୍ୟବହାର କରିବା ଉଚିତ” କିମ୍ବା “ଯେପରି ଦାସମାନେ ସେମାନଙ୍କର କର୍ତ୍ତାମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରିବା ଉଚିତ, ତୁମ୍ଭେ ମଧ୍ୟ ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କରିବା ଉଚିତ” (ଦେଖନ୍ତୁ: [[rc://en/ta/man/translate/figs-explicit]])\n
EPH 6 9 wii4 εἰδότες ὅτι καὶ αὐτῶν καὶ ὑμῶν ὁ Κύριός ἐστιν ἐν οὐρανοῖς 1 You know that he who is both their Master and yours is in heaven “ତୁମ୍ଭେମାନେ ଜାଣ ଯେ ଖ୍ରୀଷ୍ଟ ହେଉଛନ୍ତି ଉଭୟ ଦାସ ଏବଂ କର୍ତ୍ତାମାନଙ୍କର ପ୍ରଭୁ ଏବଂ ସେ ସ୍ଵର୍ଗରେ ବାସ କରନ୍ତି"
EPH 6 9 r9ue προσωπολημψία οὐκ ἔστιν παρ’ αὐτῷ 1 there is no favoritism with him “ସେ ସମସ୍ତଙ୍କୁ ସମାନଭାବରେ ବିଚାର କରନ୍ତି”
EPH 6 10 t5th 0 Connecting Statement: ଆମ୍ଭେମାନେ ଈଶ୍ଵରଙ୍କ ସକାଶେ ଜୀବନଯାପନ କରୁଥିବା ଏହି ଯୁଦ୍ଧରେ ବିଶ୍ଵାସୀମାନଙ୍କୁ ଦୃଢ଼ କରିବା ନିମନ୍ତେ ପାଉଲ ଶିକ୍ଷା ଦେଉଛନ୍ତି I

Can't render this file because it contains an unexpected character in line 2 and column 4525.