Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 18:27:42 +00:00
parent cb08a59a8b
commit 31865113f4
1 changed files with 8 additions and 8 deletions

View File

@ -280,14 +280,14 @@ EPH 5 25 kp8k figs-metaphor ὑπὲρ αὐτῆς 1 for her ବିଶ୍ଵା
EPH 5 26 a9p5 figs-metaphor καθαρίσας τῷ λουτρῷ τοῦ ὕδατος ἐν ῥήματι 1 having cleansed her by the washing of water with the word ସମ୍ଭାବିତ ଅର୍ଥଗୁଡ଼ିକ ହେଲା (୧) ଈଶ୍ଵରଙ୍କ **ବାକ୍ୟ** ଦ୍ଵାରା ଏବଂ ଖ୍ରୀଷ୍ଟଙ୍କଠାରେ **ଜଳରେ** ବାପ୍ତିସ୍ମ ନେବା ଦ୍ଵାରା ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ଈଶ୍ଵର ପରିଷ୍କାର କରୁଥିବା ବିଷୟ ପାଉଲ ଉଲ୍ଲେଖ କରୁଛନ୍ତି କିମ୍ବା () ଈଶ୍ଵର ବାକ୍ୟଦ୍ଵାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ଆତ୍ମିକଭାବରେ ପରିଷ୍କାର କରୁଥିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଈଶ୍ଵର ଆମ୍ଭମାନଙ୍କ ଶରୀରକୁ **ଜଳରେ** ଧୌତକରି ପରିଷ୍କାର କରୁଅଛନ୍ତି I (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 26 h6vx figs-metaphor αὐτὴν ἁγιάσῃ, καθαρίσας 1 make her holy ... cleansed her ବିଶ୍ଵାସୀମାନଙ୍କର ସମାବେଶ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଏକ ନାରୀ ଯାହାଙ୍କୁ ଯୀଶୁ ବିବାହ କରିବେ I ବିକଳ୍ପ ଅନୁବାଦ: “ହୋଇପାରେ ଆମ୍ଭମାନଙ୍କୁ ପରିଷ୍କାର କରିବା ଦ୍ଵାରା ସେ ଆମ୍ଭମାନଙ୍କୁ ପବିତ୍ର କରିବେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 27 d1sm figs-metaphor μὴ ἔχουσαν σπίλον, ἢ ῥυτίδα 1 without stain or wrinkle ପାଉଲ ମଣ୍ଡଳୀ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ବସ୍ତ୍ର, ଯାହା ପରିଷ୍କାର ଏବଂ ଉତ୍ତମ ଅବସ୍ଥାରେ ଅଛି। ମଣ୍ଡଳୀର ପବିତ୍ରତାକୁ ଗୁରୁତ୍ଵ ଦେବାନିମନ୍ତେ ସେ ସମାନ ଚିନ୍ତାଧାରାକୁ ଦୁଇ ପ୍ରକାରେ ବ୍ୟବହାର କରୁଛନ୍ତି। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 27 jvi4 figs-doublet ἁγία καὶ ἄμωμος 1 holy and without fault **ନିଷ୍କଳଙ୍କ** ଶବ୍ଦଟିର ଅର୍ଥ ମୌଳିକ ଭାବରେ **ପବିତ୍ର** ସହିତ ସମାନ। ମଣ୍ଡଳୀର ପବିତ୍ରତାକୁ ଗୁରୁତ୍ଵ ଦେବା ନିମନ୍ତେ ପାଉଲ ଏହି ଦୁଇଟି ଶବ୍ଦକୁ ଏକତ୍ର ବ୍ୟବହାର କରୁଛନ୍ତି I ଯଦି ଆପଣଙ୍କର ଭାଷାରେ ଦୁଇଟି ଅଲଗା ଶବ୍ଦ ନାହିଁ, ତେବେ ଆପଣ ଏଥିପାଇଁ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ । ([[rc://en/ta/man/translate/figs-doublet]]ଦେଖନ୍ତୁ)
EPH 5 28 wp8b figs-explicit ὡς τὰ ἑαυτῶν σώματα 1 as their own bodies ଲୋକମାନେ ଯେ **ଆପଣା ଆପଣା ଶରୀରକୁ** ପ୍ରେମ କରନ୍ତି ଏହା ଯେପରି ସ୍ପଷ୍ଟ ଭାବରେ କୁହା ଯାଇପାରିବ I ବିକଳ୍ପ ଅନୁବାଦ: “ସ୍ଵାମୀମାନେ ଯେପରି ଆପଣା ଆପଣା ଶରୀରକୁ ପ୍ରେମ କରନ୍ତି” ([[rc://en/ta/man/translate/figs-explicit]]ଦେଖନ୍ତୁ)
EPH 5 29 h5aa ἀλλὰ ἐκτρέφει 1 but nourishes “କିନ୍ତୁ ସେ ପ୍ରତିପାଳନ କରନ୍ତି”
EPH 5 30 h44f figs-metaphor μέλη ἐσμὲν τοῦ σώματος αὐτοῦ 1 we are members of his body ଏଠାରେ ପାଉଲ ଖ୍ରୀଷ୍ଟଙ୍କ ସହିତ ବିଶ୍ଵାସୀମାନଙ୍କର ଘନିଷ୍ଠ ସମ୍ମିଳନ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ତାହାଙ୍କ **ଶରୀରର** ଅଙ୍ଗପ୍ରତ୍ୟଙ୍ଗ, ଯେଉଁସବୁର ସେ ସ୍ଵଭାବିକଭାବେ ଯତ୍ନ ନେବେ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 31 yp23 0 General Information: ଏହି ଉଦ୍ଧୃତିଟି ପୁରାତନ ନିୟମର ମୋଶାଙ୍କ ଲେଖାରୁ ଆସିଅଛି I
EPH 6 intro r7c3 0 # ଏଫିସୀୟ 06 ସାଧାରଣ ଟିପ୍ପଣୀଗୁଡ଼ିକ

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଦାସତ୍ଵ

### ଦାସତ୍ଵ

### ଦାସତ୍ଵ ଭଲ କି ମନ୍ଦ, ପାଉଲ ସେହି ବିଷୟରେ ଏହି ଅଧ୍ୟାୟରେ ଲେଖୁ ନାହାନ୍ତି I ଜଣେ ଦାସ ହେଉ କି କର୍ତ୍ତା ହେଉ, ସେ ଈଶ୍ଵରଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା ଉଚିତ ବୋଲି ପାଉଲ ଶିକ୍ଷା ଦେଉଛନ୍ତି I ପାଉଲ ଏଠାରେ ଦାସତ୍ଵ ବିଷୟରେ ଯାହା ଶିକ୍ଷା ଦେଉଛନ୍ତି, ତାହା ଆଶ୍ଚର୍ଯ୍ୟଜନକ ହୋଇପାରେ I ତାହାଙ୍କ ସମୟରେ, କର୍ତ୍ତାମାନେ ସେମାନଙ୍କର ଦାସମାନଙ୍କୁ ସମ୍ମାନର ସହିତ ଉତ୍ତମ ବ୍ୟବହାର ନ ଦେଖାଇ ଧମକ ଦେଉଥିଲେ Iଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ

## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ

### ଈଶ୍ଵରଙ୍କ ସାଜସଜ୍ଜା

ଏହି ବର୍ଦ୍ଧିତ ରୂପକ ବର୍ଣ୍ଣନା କରେ ଯେ ଆତ୍ମିକଭାବରେ ଆକ୍ରମଣର ଶିକାର ହେଲେ ଖ୍ରୀଷ୍ଟିୟାନମାନେ କିପରି ଆପଣା ଆପଣାକୁ ସୁରକ୍ଷା କରିପାରିବେ I([[rc://en/tw/dict/bible/kt/spirit]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 1 wq46 figs-you 0 General Information: ପ୍ରଥମ ଶବ୍ଦ “ଆପଣା ଆପଣା” ବହୁବାଚକ ଅଟେ I ତତ୍ପରେ ପାଉଲ ମୋଶାଙ୍କର ଲେଖାରୁ ଉଦ୍ଧୃତ କରୁଛନ୍ତି I ମୋଶା ଇଶ୍ରାୟେଲ ଲୋକମାନଙ୍କୁ ସତେ ଯେପରି ଜଣେ ବ୍ୟକ୍ତିକୁ କହିଲା ପରି କହୁଛନ୍ତି, ସେଥିପାଇଁ “**ତୁମ୍ଭର**” ଏବଂ “**ତୁମ୍ଭେ**” ଏକବଚନ ଅଟେ I ଯଦି ଏହାର କିଛି ଅର୍ଥ ନଥାଏ, ତେବେ ଆପଣଙ୍କୁ ସେଗୁଡ଼ିକୁ ବହୁବଚନ ଭାବରେ ଅନୁବାଦ କରିବାକୁ ପଡିପାରେ I ([[rc://en/ta/man/translate/figs-you]]ଦେଖନ୍ତୁ)
EPH 6 1 jf17 0 Connecting Statement: ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ, ସେ ବିଷୟରେ ପାଉଲ ବୁଝାଇବା ଜାରିରଖନ୍ତି I ସେ ପିଲାମାନଙ୍କୁ, ପିତାମାନଙ୍କୁ, ଦାସମାନଙ୍କୁ ଏବଂ କର୍ତ୍ତାମାନଙ୍କୁ ଶିକ୍ଷା ଦିଅନ୍ତି I
EPH 5 27 jvi4 figs-doublet ἁγία καὶ ἄμωμος 1 holy and without fault **ସିଦ୍ଧ** ଶବ୍ଦଟିର ଅର୍ଥ ମୌଳିକ ଭାବରେ **ପବିତ୍ର** ସହିତ ସମାନ। ମଣ୍ଡଳୀର ପବିତ୍ରତାକୁ ଗୁରୁତ୍ଵ ଦେବା ନିମନ୍ତେ ପାଉଲ ଏହି ଦୁଇଟି ଶବ୍ଦକୁ ଏକତ୍ର ବ୍ୟବହାର କରୁଛନ୍ତି I ଯଦି ଆପଣଙ୍କର ଭାଷାରେ ଦୁଇଟି ଅଲଗା ଶବ୍ଦ ନାହିଁ, ତେବେ ଆପଣ ଏଥିପାଇଁ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ। (ଦେଖନ୍ତୁ: [[rc://en/ta/man/translate/figs-doublet]])
EPH 5 28 wp8b figs-explicit ὡς τὰ ἑαυτῶν σώματα 1 as their own bodies ଲୋକମାନେ ଯେ **ଆପଣା ଆପଣା ଶରୀରକୁ** ପ୍ରେମ କରନ୍ତି ଏହା ଯେପରି ସ୍ପଷ୍ଟ ଭାବରେ କୁହା ଯାଇପାରିବ I ବିକଳ୍ପ ଅନୁବାଦ: “ସ୍ଵାମୀମାନେ ଯେପରି ଆପଣା ଆପଣା ଶରୀରକୁ ପ୍ରେମ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-explicit]])
EPH 5 29 h5aa ἀλλὰ ἐκτρέφει 1 but nourishes ବିକଳ୍ପ ଅନୁବାଦ: “କିନ୍ତୁ ସେ ପ୍ରତିପାଳନ କରନ୍ତି”
EPH 5 30 h44f figs-metaphor μέλη ἐσμὲν τοῦ σώματος αὐτοῦ 1 we are members of his body ଏଠାରେ ପାଉଲ ଖ୍ରୀଷ୍ଟଙ୍କ ସହିତ ବିଶ୍ଵାସୀମାନଙ୍କର ଘନିଷ୍ଠ ସମ୍ମିଳନ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ତାହାଙ୍କ **ଶରୀରର** ଅଙ୍ଗପ୍ରତ୍ୟଙ୍ଗ, ଯେଉଁସବୁର ସେ ସ୍ଵଭାବିକଭାବେ ଯତ୍ନ ନେବେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 5 31 yp23 0 General Information: ଏହି ଉଦ୍ଧୃତିଟି ପୂରାତନ ନିୟମର ମୋଶାଙ୍କ ଲେଖାରୁ ଆସିଅଛି।
EPH 6 intro r7c3 0 # ଏଫିସୀୟ 06 ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ\n\n### ଦାସତ୍ଵ\n\n### ଦାସତ୍ଵ\n\n### ଦାସତ୍ଵ ଭଲ କି ମନ୍ଦ, ପାଉଲ ସେହି ବିଷୟରେ ଏହି ଅଧ୍ୟାୟରେ ଲେଖୁ ନାହାନ୍ତି I ଜଣେ ଦାସ ହେଉ କି କର୍ତ୍ତା ହେଉ, ସେ ଈଶ୍ଵରଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା ଉଚିତ ବୋଲି ପାଉଲ ଶିକ୍ଷା ଦେଉଛନ୍ତି I ପାଉଲ ଏଠାରେ ଦାସତ୍ଵ ବିଷୟରେ ଯାହା ଶିକ୍ଷା ଦେଉଛନ୍ତି, ତାହା ଆଶ୍ଚର୍ଯ୍ୟଜନକ ହୋଇପାରେ I ତାହାଙ୍କ ସମୟରେ, କର୍ତ୍ତାମାନେ ସେମାନଙ୍କର ଦାସମାନଙ୍କୁ ସମ୍ମାନର ସହିତ ଉତ୍ତମ ବ୍ୟବହାର ନ ଦେଖାଇ ଧମକ ଦେଉଥିଲେ Iଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ\n\n## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ\n\n### ଈଶ୍ଵରଙ୍କ ସାଜସଜ୍ଜା\n\nଏହି ବର୍ଦ୍ଧିତ ରୂପକ ବର୍ଣ୍ଣନା କରେ ଯେ ଆତ୍ମିକଭାବରେ ଆକ୍ରମଣର ଶିକାର ହେଲେ ଖ୍ରୀଷ୍ଟିୟାନମାନେ କିପରି ଆପଣା ଆପଣାକୁ ସୁରକ୍ଷା କରିପାରିବେ (ଦେଖନ୍ତୁ: [[rc://en/tw/dict/bible/kt/spirit]] ଏବଂ [[rc://en/ta/man/translate/figs-metaphor]])
EPH 6 1 wq46 figs-you 0 General Information: ପ୍ରଥମ ପଦରେ ଥିବା ଆଦେଶ ବହୁବଚନ ଅଟେ। ତା’ପରେ ଦୁଇ ଏବଂ ତିନି ପଦରେ ପାଉଲ ମୋଶାଙ୍କ ନିୟମରୁ ଉଦ୍ଧୃତ କରିଛନ୍ତି। ମୋଶା ଇସ୍ରାଏଲ ଲୋକମାନଙ୍କୁ ସତେ ଯେପରି ଜଣେ ବ୍ୟକ୍ତିକୁ କହିଲା ପରି କହୁଛନ୍ତି, ସେଥିପାଇଁ **ତୁମ୍ଭର** ଏବଂ **ତୁମ୍ଭେ** ଏକବଚନ ଅଟେ। ଯଦି ଏହାର କିଛି ଅର୍ଥ ନଥାଏ, ତେବେ ଆପଣଙ୍କୁ ସେଗୁଡ଼ିକୁ ବହୁବଚନ ଭାବରେ ଅନୁବାଦ କରିବାକୁ ପଡିପାରେ। (ଦେଖନ୍ତୁ: [[rc://en/ta/man/translate/figs-you]])
EPH 6 1 jf17 0 Connecting Statement: ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ, ସେ ବିଷୟରେ ପାଉଲ ବୁଝାଇବା ଜାରିରଖନ୍ତି I ସେ ପିଲାମାନଙ୍କୁ, ପିତାମାନଙ୍କୁ, ଦାସମାନଙ୍କୁ ଏବଂ କର୍ତ୍ତାମାନଙ୍କୁ ଶିକ୍ଷା ଦିଅନ୍ତି
EPH 6 1 ev8m τὰ τέκνα, ὑπακούετε τοῖς γονεῦσιν ὑμῶν ἐν Κυρίῳ 1 Children, obey your parents in the Lord "କାରଣ ତୁମ୍ଭେ ପ୍ରଭୁଙ୍କର" କିମ୍ବା "ପ୍ରଭୁଙ୍କର ଅନୁଗାମୀ"
EPH 6 4 bb7g μὴ παροργίζετε τὰ τέκνα ὑμῶν 1 do not provoke your children to anger “ଆପଣା ଆପଣା ପିଲାମାନଙ୍କୁ କ୍ରୋଧ କରାଅ ନାହିଁ” କିମ୍ବା “ଆପଣା ଆପଣା ପିଲାମାନଙ୍କୁ କ୍ରୋଧୀ ହେବାକୁ ଦିଅ ନାହିଁ”
EPH 6 4 ytg5 figs-abstractnouns ἐκτρέφετε αὐτὰ ἐν παιδείᾳ καὶ νουθεσίᾳ Κυρίου 1 raise them in the discipline and instruction of the Lord ଗୁଣ ବାଚକ ବିଶେଷ୍ୟ ପଦ “**ଶାସନ**” ଏବଂ **ଶିକ୍ଷା**” କୁ କ୍ରିୟାଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ସେମାନଙ୍କୁ କ’ଣ ଜାଣିବାପାଇଁ ଏବଂ କ’ଣ କରିବାପାଇଁ ଚାହୁଁଛନ୍ତି, ତାହା ନିଶ୍ଚିତ କରାଇ ସେମାନଙ୍କୁ ବୟସ୍କ ହେବାକୁ ଶିକ୍ଷା ଦିଅ” ([[rc://en/ta/man/translate/figs-abstractnouns]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.