Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 14:45:20 +00:00
parent 369a88cbbe
commit ac4c35a5e3
1 changed files with 3 additions and 3 deletions

View File

@ -154,13 +154,13 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 9 ftw3 figs-activepassive πᾶς ὁ γεγεννημένος ἐκ τοῦ Θεοῦ 1 Whoever has been born from God [2:29](https://create.translationcore.com/02/29.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯାହାର ପିତା ଈଶ୍ଵର … କାରଣ ଈଶ୍ଵର  ତାହାଙ୍କ  ପିତା ଅଟନ୍ତି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 3 9 ps9v figs-metaphor τοῦ Θεοῦ 1 God's seed ଯୋହନ  ଆଳଙ୍କାରିକ ଭାବରେ **ବୀଜ** ଶବ୍ଦ ବ୍ୟବହାର କରନ୍ତି । ଏହାର ଅର୍ଥ ହୋଇପାରେ: (1) ଏହା ଏକ ପିତାଙ୍କ ବୈଶିଷ୍ଟ୍ୟକୁ ବୁଝାଏ ଯାହା ନେଇ ଏକ ଶିଶୁ ଜନ୍ମ ହୁଏ ଏବଂ ଅଧିକରୁ ଅଧିକ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ  ପିତା ଅଟନ୍ତି ବୋଲି ତାହାର ଗୁଣ ପ୍ରକାଶ କରେ । (2 )  ଏହା ଯେଉଁ **ବୀଜରୁ** ଉଦ୍ଭିଦ ଉତ୍ପନ୍ନ ହୁଏ ତାହା ସୂଚାଏ । ବିକଳ୍ପ ଅନୁବାଦ: “ନୂତନ ଜୀବନ ଯାହା ଈଶ୍ଵର ସେହି ବ୍ୟକ୍ତିକୁ ପ୍ରଦାନ କରିଛନ୍ତି, ତାହା ବୃଦ୍ଧି ହୁଏ”( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 9 fp7x figs-activepassive ἐκ τοῦ Θεοῦ ... γεγέννηται 1 he has been born of God
1JN 3 10 w33l figs-activepassive ἐν τούτῳ φανερά ἐστιν τὰ τέκνα τοῦ Θεοῦ, καὶ τὰ τέκνα τοῦ διαβόλου 1 In this the children of God and children of the devil are revealed ଏଥିରେ ଶବ୍ଦର ଅର୍ଥ ହେଉଛି “ଏଥିରେ ଆମ୍ଭେମାନେ ଜାଣୁ” ରୀତିସମ୍ମତ ଅଭିବ୍ୟକ୍ତି ସହ ସମାନ ଯାହା **ଯୋହନ** ଏହି ପତ୍ରରେ ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ ଈଶ୍ଵରଙ୍କ ସନ୍ତାନ ଏବଂ ଶୟତାନର ସନ୍ତାନମାନଙ୍କ ମଧ୍ୟରେ ପାର୍ଥକ୍ୟ ପ୍ରକାଶ କରିପାରିବା । ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 10 w33l figs-activepassive ἐν τούτῳ φανερά ἐστιν τὰ τέκνα τοῦ Θεοῦ, καὶ τὰ τέκνα τοῦ διαβόλου 1 In this the children of God and children of the devil are revealed
1JN 3 10 ctk6 figs-doublenegatives 0 Whoever does not do what is righteous is not from God, neither is the one who does not love his brother ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଦ୍ୱିନକରାତ୍ମକକୁ ଏକ ସକାରାତ୍ମକ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ପାପ କରନ୍ତି, ସେମାନେ ଈଶ୍ଵରଙ୍କଠାରୁ ବିଚ୍ଛିନ୍ନ ଅଟନ୍ତି” ( [[rc://en/ta/man/translate/figs-doublenegatives]]ଦେଖନ୍ତୁ)
1JN 3 10 v1bx τὸν ἀδελφὸν αὐτοῦ 1 his brother [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 11 ved4 0 General Information:
1JN 3 11 u7il 0 Connecting Statement:
1JN 3 12 frz9 0 We should not be like Cain ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକୁ ପୂର୍ବ ପଦରୁ ଉଲ୍ଲେଖ କରାଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ଆମ୍ଭେମାନେ କୟିନଙ୍କ ପରି ହେବା ଉଚିତ୍ ନୁହେଁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 3 12 w83v τὸν ἀδελφὸν 1 brother ଯୋହନଙ୍କ ପାଠକମାନେ କୟିନ ପ୍ରଥମ ପୁରୁଷ ଓ ସ୍ତ୍ରୀ, ଆଦମ ଏବଂ ହବାଙ୍କର ପୁତ୍ର ଥିଲେ ବୋଲି ତାହାଙ୍କ ପାଠକଗଣ ଜାଣିପାରିବେ ବୋଲି ଅନୁମାନ କରନ୍ତି । ଯେପରି ଆଦି ପୁସ୍ତକ ଦର୍ଶାଏ , କୟିନ ଆପଣା ସାନ ଭାଇ ଆବେଲ ପ୍ରତି ଈର୍ଷା କରି ତାକୁ ବଧ କଲା। ଯଦି ଆପଣଙ୍କର ପାଠକମାନେ ଏହା ଜାଣି ନଥିବେ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରଥମ ପୁରୁଷ ଓ ସ୍ତ୍ରୀ, ଆଦମ ଏବଂ ହବାଙ୍କ ପୁତ୍ର କୟିନ… ଆପଣା  ସାନ ଭାଇ ଆବେଲକୁ ଈର୍ଷା କରୀ ବଧ କଲା” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 12 frz9 0 We should not be like Cain ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ । ଏହି ଶବ୍ଦଗୁଡ଼ିକୁ ପୂର୍ବ ପଦରୁ ଉଲ୍ଲେଖ କରାଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ଆମ୍ଭେମାନେ କୟିନଙ୍କ ପରି ହେବା ଉଚିତ୍ ନୁହେଁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 3 12 w83v τὸν ἀδελφὸν 1 brother ଯୋହନଙ୍କ ପାଠକମାନେ କୟିନ, ପ୍ରଥମ ପୁରୁଷ ଓ ସ୍ତ୍ରୀଙ୍କ ଅର୍ଥାତ୍ ଆଦମ ଏବଂ ହବାଙ୍କର ପୁତ୍ର ଥିଲେ ବୋଲି ଜାଣିପାରିବେ ବୋଲି ସେ ଅନୁମାନ କରନ୍ତି । ଯେପରି ଆଦିପୁସ୍ତକ ଦର୍ଶାଏ, କୟିନ ଆପଣା ସାନ ଭାଇ ଆବେଲ ପ୍ରତି ଈର୍ଷା କରି ତାକୁ ବଧ କଲା। ଯଦି ଆପଣଙ୍କର ପାଠକମାନେ ଏହା ଜାଣି ନଥିବେ ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପ୍ରଥମ ପୁରୁଷ ଓ ସ୍ତ୍ରୀ, ଅର୍ଥାତ୍ ଆଦମ ଏବଂ ହବାଙ୍କ ପୁତ୍ର କୟିନ… ଆପଣା  ସାନ ଭାଇ ଆବେଲକୁ ଈର୍ଷା କରୀ ବଧ କଲା” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 3 12 b1xh figs-rquestion τίνος ἔσφαξεν αὐτόν? ὅτι 1 Why did he kill him? Because ଯୋହନ ପ୍ରଶ୍ନଗୁଡ଼ିକୁ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାହାଙ୍କ  ଶବ୍ଦଗୁଡ଼ିକୁ ଏକ ବାକ୍ୟ  ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ସେ ତାହାକୁ ବଧ କଲା କାରଣ” ( [[rc://en/ta/man/translate/figs-rquestion]]ଦେଖନ୍ତୁ)
1JN 3 12 mq7x figs-ellipsis 0 his works were evil and his brother's righteous ଯୋହନ “ଥିଲେ” ଶବ୍ଦ ଉଲ୍ଲେଖ କରନ୍ତି ନାହିଁ, ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦକୁ ସ୍ପଷ୍ଟତା ପାଇଁ ବ୍ୟବହାର କରାଯାଇପାରେ । ବିକଳ୍ପ ଅନୁବାଦ: “କିନ୍ତୁ ତାହାର ଭାଇର କର୍ମ ଧାର୍ମିକ ଥିଲା” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 3 13 wc1m 0 my brothers [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ସହବିଶ୍ଵାସୀ ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.