Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 14:29:16 +00:00
parent 78713835cd
commit 369a88cbbe
1 changed files with 1 additions and 1 deletions

View File

@ -152,7 +152,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 8 p9ks guidelines-sonofgodprinciples Υἱὸς τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ବିକଳ୍ପ ଅନୁବାଦ: “ଯୀଶୁ, ଈଶ୍ଵରଙ୍କ ପୁତ୍ର” କିମ୍ବା “ଈଶ୍ଵରଙ୍କ ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 3 9 q2pp 0 Connecting Statement:
1JN 3 9 ftw3 figs-activepassive πᾶς ὁ γεγεννημένος ἐκ τοῦ Θεοῦ 1 Whoever has been born from God [2:29](https://create.translationcore.com/02/29.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯାହାର ପିତା ଈଶ୍ଵର … କାରଣ ଈଶ୍ଵର  ତାହାଙ୍କ  ପିତା ଅଟନ୍ତି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 3 9 ps9v figs-metaphor τοῦ Θεοῦ 1 God's seed ଯୋହନ  ଆଳଙ୍କାରିକ ଭାବରେ **ବୀଜ** ଶବ୍ଦ ବ୍ୟବହାର କରନ୍ତି  । ଏହାର ଅର୍ଥ ହୋଇପାରେ: (1) ଏହା ଯେଉଁ **ବୀଜରୁ** ଉଦ୍ଭିଦ ଉତ୍ପନ୍ନ ହୁଏ ତାହା ସୂଚାଏ । ବିକଳ୍ପ ଅନୁବାଦ: “ନୂତନ ଜୀବନ ଯାହା ଈଶ୍ଵର ସେହି ବ୍ୟକ୍ତିକୁ ପ୍ରଦାନ କରିଛନ୍ତି, ତାହା ବୃଦ୍ଧି ହୁଏ” (2 ) ଏହା ଏକ ପିତାଙ୍କ   ବୈଶିଷ୍ଟ୍ୟକୁ ବୁଝାଏ ଯାହା ନେଇ ଏକ ଶିଶୁ ଜନ୍ମ ହୁଏ ଏବଂ ଅଧିକରୁ ଅଧିକ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ  ପିତା ଅଟନ୍ତି ବୋଲି ତାହାର ଗୁଣ ପ୍ରକାଶ କରେ । ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 9 ps9v figs-metaphor τοῦ Θεοῦ 1 God's seed ଯୋହନ  ଆଳଙ୍କାରିକ ଭାବରେ **ବୀଜ** ଶବ୍ଦ ବ୍ୟବହାର କରନ୍ତି । ଏହାର ଅର୍ଥ ହୋଇପାରେ: (1) ଏହା ଏକ ପିତାଙ୍କ ବୈଶିଷ୍ଟ୍ୟକୁ ବୁଝାଏ ଯାହା ନେଇ ଏକ ଶିଶୁ ଜନ୍ମ ହୁଏ ଏବଂ ଅଧିକରୁ ଅଧିକ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ  ପିତା ଅଟନ୍ତି ବୋଲି ତାହାର ଗୁଣ ପ୍ରକାଶ କରେ । (2 )  ଏହା ଯେଉଁ **ବୀଜରୁ** ଉଦ୍ଭିଦ ଉତ୍ପନ୍ନ ହୁଏ ତାହା ସୂଚାଏ । ବିକଳ୍ପ ଅନୁବାଦ: “ନୂତନ ଜୀବନ ଯାହା ଈଶ୍ଵର ସେହି ବ୍ୟକ୍ତିକୁ ପ୍ରଦାନ କରିଛନ୍ତି, ତାହା ବୃଦ୍ଧି ହୁଏ”( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 9 fp7x figs-activepassive ἐκ τοῦ Θεοῦ ... γεγέννηται 1 he has been born of God
1JN 3 10 w33l figs-activepassive ἐν τούτῳ φανερά ἐστιν τὰ τέκνα τοῦ Θεοῦ, καὶ τὰ τέκνα τοῦ διαβόλου 1 In this the children of God and children of the devil are revealed ଏଥିରେ ଶବ୍ଦର ଅର୍ଥ ହେଉଛି “ଏଥିରେ ଆମ୍ଭେମାନେ ଜାଣୁ” ରୀତିସମ୍ମତ ଅଭିବ୍ୟକ୍ତି ସହ ସମାନ ଯାହା **ଯୋହନ** ଏହି ପତ୍ରରେ ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ ଈଶ୍ଵରଙ୍କ ସନ୍ତାନ ଏବଂ ଶୟତାନର ସନ୍ତାନମାନଙ୍କ ମଧ୍ୟରେ ପାର୍ଥକ୍ୟ ପ୍ରକାଶ କରିପାରିବା । ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 10 ctk6 figs-doublenegatives 0 Whoever does not do what is righteous is not from God, neither is the one who does not love his brother ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଦ୍ୱିନକରାତ୍ମକକୁ ଏକ ସକାରାତ୍ମକ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ପାପ କରନ୍ତି, ସେମାନେ ଈଶ୍ଵରଙ୍କଠାରୁ ବିଚ୍ଛିନ୍ନ ଅଟନ୍ତି” ( [[rc://en/ta/man/translate/figs-doublenegatives]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.