Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 11:28:34 +00:00
parent d29eca133e
commit 78713835cd
1 changed files with 4 additions and 4 deletions

View File

@ -89,7 +89,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 17 ct43 παράγεται 1 are passing away ଯୋହନ  ଆଳଙ୍କାରିକ ଭାବରେ **ସଂସାର** ବିଷୟରେ କହନ୍ତି ସତେ ଯେପରି ଏହା ବିନାଶ ହୁଏ । ବିକଳ୍ପ ଅନୁବାଦ: “ସଂସାର ନିତ୍ୟସ୍ଥାୟୀ ନୁହେଁ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 18 fi2k 0 Connecting Statement:
1JN 2 18 c7td παιδία 1 Little children ଏହା ସେହି ଶବ୍ଦ ଅଟେ ଯାହା ଯୋହନ ନୂତନ ବିଶ୍ଵାସୀମାନଙ୍କୁ ବର୍ଣ୍ଣନା କରିବା ପାଇଁ ଆଳଙ୍କାରିକ ଭାବରେ [2:14](https://create.translationcore.com/02/14.md) ରେ ବ୍ୟବହାର କରିଛନ୍ତି, କିନ୍ତୁ ଏଠାରେ ଏହା ଶବ୍ଦର ଏକ ଶୈଳୀ ପରିବର୍ତ୍ତନ ପରି ମନେହୁଏ ଯାହାକୁ ସେ [2:1](https://create.translationcore.com/02/01.md)ରେ ଏବଂ [2:1](https://create.translationcore.com/02/01.md)[2](https://create.translationcore.com/02/01.md) ସେ ଅନ୍ୟ ସମସ୍ତ ବିଶ୍ଵାସୀମାନଙ୍କୁ ସମ୍ବୋଧିତ କରିବାକୁ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବ୍ୟବହାର କରିଛନ୍ତି। ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୋର ପ୍ରିୟ ପିଲାମାନେ” କିମ୍ବା “ମୋ ଅଧୀନରେ ଥିବା ମୋର ପ୍ରିୟ ବିଶ୍ଵାସୀମାନେ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 18 esd9 figs-metonymy ἐσχάτη ὥρα ἐστίν 1 it is the last hour ଯୋହନ  ଏକ ନିର୍ଦ୍ଦିଷ୍ଟ ସମୟକୁ ସୂଚାଇବା ପାଇଁ ଆଳଙ୍କାରିକ ଭାବରେ **କାଳ** ଶବ୍ଦକୁ ବ୍ୟବହାର କରନ୍ତି  । **ଶେଷକାଳ****ର** ଅଭିବ୍ୟକ୍ତି ବିଶେଷ ଭାବରେ ଯୀଶୁ ଫେରିବା ପୂର୍ବରୁ ପାର୍ଥିବ ଇତିହାସର ସମୟକୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ ଶୀଘ୍ର ଫେରିବେ… ଯଥା ଯୀଶୁ ଶୀଘ୍ର ଫେରିବେ” [[rc://en/ta/man/translate/figs-idiom]] ଦେଖନ୍ତୁ)
1JN 2 18 esd9 figs-metonymy ἐσχάτη ὥρα ἐστίν 1 it is the last hour ଯୋହନ  ଏକ ନିର୍ଦ୍ଦିଷ୍ଟ **ସମୟକୁ** ସୂଚାଇବା ପାଇଁ ଆଳଙ୍କାରିକ ଭାବରେ **କାଳ** ଶବ୍ଦକୁ ବ୍ୟବହାର କରନ୍ତି  । **ଶେଷକାଳ****ର** ଅଭିବ୍ୟକ୍ତି ବିଶେଷ ଭାବରେ ଯୀଶୁ ଫେରିବା ପୂର୍ବରୁ ପାର୍ଥିବ ଇତିହାସର ସମୟକୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁ ଶୀଘ୍ର ଫେରିବେ… ଯଥା ଯୀଶୁ ଶୀଘ୍ର ଫେରିବେ” [[rc://en/ta/man/translate/figs-idiom]] ଦେଖନ୍ତୁ)
1JN 2 18 r2vq ἀντίχριστοι πολλοὶ γεγόνασιν 1 many antichrists have come ଏହି ଅଧ୍ୟାୟର ସାଧାରଣ ଟିପ୍ପଣୀରେ  **ଭଣ୍ଡଖ୍ରୀଷ୍ଟ** ଏବଂ **ଭଣ୍ଡଖ୍ରୀଷ୍ଟମାନେ** ଶବ୍ଦର ଆଲୋଚନା ଦେଖନ୍ତୁ। ବିକଳ୍ପ ଅନୁବାଦ: “ଏପରି ଜଣେ ବ୍ୟକ୍ତି ଆସିବ ଯିଏ ଯୀଶୁଙ୍କ ବିରୁଦ୍ଧରେ ଏକ ବଡ଼ ବିରୋଧକୁ ନେତୃତ୍ୱ ଦେବ, ଅନେକ ଲୋକ ବର୍ତ୍ତମାନ ଯୀଶୁଙ୍କୁ ବିରୋଧ କରୁଛନ୍ତି ”
1JN 2 18 rs4w γεγόνασιν, ὅθεν γινώσκομεν 1 have come. By this we know
1JN 2 19 rmj7 ἐξ ἡμῶν ἐξῆλθαν 1 They went out from us ଯେଉଁମାନଙ୍କୁ ଯୋହନ ଏହି ପତ୍ର ଲେଖୁଛନ୍ତି ସେହି ଲୋକମାନେ ପୂର୍ବରୁ ବିଶ୍ଵାସୀମାନଙ୍କ ଦଳ ସହ ସାକ୍ଷାତ କରିଥିଲେ । ଯେଉଁମାନେ ବିଶ୍ଵାସୀମାନେ ଏକତ୍ରିତ ହେଉଥିବା ସ୍ଥାନଗୁଡ଼ିକ ଶାରୀରିକ ଭାବରେ ପରିତ୍ୟାଗ କରିଥିଲେ, ସେମାନେ **ବାହାରିଲେ**  ଅଭିବ୍ୟକ୍ତିକୁ ସେହି ଲୋକମାନେ ଦଳର ହେବା ବନ୍ଦ କରିଦେଲେ ବୋଲି କହିବାକୁ ଯୋହନ  ଆଳଙ୍କାରିକ ଭାବରେ ବ୍ୟବହାର କରିଛନ୍ତି। ବିକଳ୍ପ ଅନୁବାଦ: “ସେମାନେ ଯୀଶୁଙ୍କଠାରେ ଆମ୍ଭମାନଙ୍କର ବିଶ୍ଵାସୀ ଦଳର ଅଂଶ ହେବା ବନ୍ଦ କଲେ” [[rc://en/ta/man/translate/figs-metaphor]]ଦେଖନ୍ତୁ)
@ -101,7 +101,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 20 rnw6 figs-abstractnouns 0 the truth
1JN 2 21 r8yr figs-abstractnouns τῆς ἀληθείας 1 the truth ... no lie is from the truth ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “**ସତ୍ୟ**” ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସତ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ  ଅନୁବାଦ: “ଯାହା ସତ୍ୟ… ଯାହା ସତ୍ୟରୁ ଅଟେ” [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 2 22 d71l figs-rquestion τίς ἐστιν ὁ ψεύστης, εἰ μὴ ὁ ἀρνούμενος ὅτι Ἰησοῦς ... ἔστιν ὁ Χριστός 1 Who is the liar but the one who denies that Jesus is the Christ? ଯୋହନ ଗୁରୁତ୍ୱ ଦେବା ପାଇଁ ପ୍ରଶ୍ନଗୁଡ଼ିକୁ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାହାଙ୍କ ଶବ୍ଦଗୁଡ଼ିକୁ ଏକ ବାକ୍ୟ ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ଅସ୍ୱୀକାର କରେ, ସେ ନିଶ୍ଚିତ ଭାବରେ ମିଥ୍ୟାବାଦୀ ଅଟେ!” [[rc://en/ta/man/translate/figs-rquestion]]ଦେଖନ୍ତୁ)
1JN 2 22 d4u7 ἀρνούμενος ὅτι Ἰησοῦς ... ἔστιν ὁ Χριστός 1 denies that Jesus is the Christ ଗୁରୁତ୍ଵ ଦେବା ପାଇଁ, ଯୋହନ  ଗ୍ରୀକ୍ ଭାଷାରେ ଦ୍ୱିନକାରାତ୍ମକ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତି, ବିଶେଷ ଭାବରେ ଏକ ନକାରାତ୍ମକ କ୍ରିୟା (**ଅସ୍ୱୀକାର କରିବା**) ସହ ‘ନାହିଁ” ଶବ୍ଦକୁ ବ୍ୟବହାର କରନ୍ତି । ଇଂରାଜୀରେ, ଏହା “ଯିଏ ଅସ୍ୱୀକାର କରେ ଯେ ଯୀଶୁ ଖ୍ରୀଷ୍ଟ ନୁହଁନ୍ତି।” ବୋଲି ଅନୁବାଦିତ ଅଟେ ।  ଗ୍ରୀକ୍ ଭାଷାରେ, ଦ୍ୱିତୀୟ ନକାରାତ୍ମକ ଶବ୍ଦ ଏକ ସକାରାତ୍ମକ ଅର୍ଥକୁ ପ୍ରକାଶ କରିବାକୁ ପ୍ରଥମ ଶବ୍ଦକୁ ବାତିଲ୍ କରେ ନାହିଁ । କିନ୍ତୁ ଇଂରାଜୀରେ, ଅର୍ଥ ଭୁଲ ଭାବରେ ସକରାତ୍ମକ ହେବ, ଯେଉଁଥିପାଇଁ ULT କେବଳ ଗୋଟିଏ ନକାରାତ୍ମକ ଶବ୍ଦକୁ ବ୍ୟବହାର କରେ । ଏହା “ନୁହେଁ” ଶବ୍ଦକୁ ବ୍ୟବହାର ନ କରି “ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ଯିଏ ଅସ୍ୱୀକାର କରେ” ବୋଲି ଅନୁବାଦ କରେ । ଯଦିଓ, ଯଦି ଆପଣଙ୍କର ଭାଷା ଗୁରୁତ୍ଵ ଦେବା ପାଇଁ ଦ୍ୱିନକାରାତ୍ମକ ଶବ୍ଦଗୁଡ଼ିକୁ ବ୍ୟବହାର କରେ ଯାହା ଉଭୟ ଶବ୍ଦକୁ ବାତିଲ କରେ ନାହିଁ, ତେବେ ସେହି ବାକ୍ୟ ଗଠନକୁ ଆପଣଙ୍କ ଅନୁବାଦରେ ବ୍ୟବହାର କରନ୍ତୁ । [[rc://en/ta/man/translate/figs-doublenegatives]]ଦେଖନ୍ତୁ)
1JN 2 22 d4u7 ἀρνούμενος ὅτι Ἰησοῦς ... ἔστιν ὁ Χριστός 1 denies that Jesus is the Christ ଗୁରୁତ୍ଵ ଦେବା ପାଇଁ, ଯୋହନ  ଗ୍ରୀକ୍ ଭାଷାରେ ଦ୍ୱିନକାରାତ୍ମକ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତି, ବିଶେଷ ଭାବରେ ଏକ ନକାରାତ୍ମକ କ୍ରିୟା (**ଅସ୍ୱୀକାର କରିବା**) ସହ ‘ନାହିଁ” ଶବ୍ଦକୁ ବ୍ୟବହାର କରନ୍ତି । ଇଂରାଜୀରେ, ଏହା “ଯିଏ ଅସ୍ୱୀକାର କରେ ଯେ ଯୀଶୁ ଖ୍ରୀଷ୍ଟ ନୁହଁନ୍ତି।” ବୋଲି ଅନୁବାଦିତ ଅଟେ ।  ଗ୍ରୀକ୍ ଭାଷାରେ, ଦ୍ୱିତୀୟ ନକାରାତ୍ମକ ଶବ୍ଦ ଏକ ସକାରାତ୍ମକ ଅର୍ଥକୁ ପ୍ରକାଶ କରିବାକୁ ପ୍ରଥମ ଶବ୍ଦକୁ ବାତିଲ୍ କରେ ନାହିଁ । କିନ୍ତୁ ଇଂରାଜୀରେ, ଅର୍ଥ ଭୁଲ ଭାବରେ ସକରାତ୍ମକ ହେବ, ଯେଉଁଥିପାଇଁ ULT କେବଳ ଗୋଟିଏ ନକାରାତ୍ମକ ଶବ୍ଦକୁ ବ୍ୟବହାର କରେ । ଏହା “ନୁହେଁ” ଶବ୍ଦକୁ ବ୍ୟବହାର ନ କରି “**ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ଯିଏ ଅସ୍ୱୀକାର କରେ**” ବୋଲି ଅନୁବାଦ କରେ । ଯଦିଓ, ଯଦି ଆପଣଙ୍କର ଭାଷା ଗୁରୁତ୍ଵ ଦେବା ପାଇଁ ଦ୍ୱିନକାରାତ୍ମକ ଶବ୍ଦଗୁଡ଼ିକୁ ବ୍ୟବହାର କରେ ଯାହା ଉଭୟ ଶବ୍ଦକୁ ବାତିଲ କରେ ନାହିଁ, ତେବେ ସେହି ବାକ୍ୟ ଗଠନକୁ ଆପଣଙ୍କ ଅନୁବାଦରେ ବ୍ୟବହାର କରନ୍ତୁ । [[rc://en/ta/man/translate/figs-doublenegatives]]ଦେଖନ୍ତୁ)
1JN 2 22 z4t1 ὁ ... ἀρνούμενος ... τὸν Πατέρα καὶ τὸν Υἱόν 1 denies the Father and the Son ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ ଏହି ଲୋକମାନଙ୍କ ବିଷୟରେ କାହିଁକି କହନ୍ତି ତାହା ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ। ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ଅସ୍ୱୀକାର କରି ସେ ପିତା ଈଶ୍ଵରଙ୍କୁ ଅସ୍ୱୀକାର କରେ, ଯିଏ ଯୀଶୁଙ୍କୁ ଖ୍ରୀଷ୍ଟ ହେବାକୁ ପ୍ରେରଣ କଲେ ଏବଂ ତାହାଙ୍କ ପୁତ୍ର ଯୀଶୁଙ୍କୁ ସେ ପ୍ରେରଣ କଲେ”  [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 22 pth9 guidelines-sonofgodprinciples 0 Father ... Son **ପିତା** ଏବଂ **ପୁତ୍ର** ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ  ଯାହାକି ଈଶ୍ଵର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର  ଏବଂ ତାହାଙ୍କ ପୁତ୍ର ଯୀଶୁ” [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 2 23 az2y τὸν ... Πατέρα ἔχει 1 has the Father
@ -114,7 +114,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 24 dsl7 ὃ ἠκούσατε ἀπ’ ἀρχῆς 1 what you have heard from the beginning ଯୋହନ ଏହି ପତ୍ରର  **ଆରମ୍ଭରୁ** ବକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ସେମାନେ ଅର୍ଥାତ ଯେଉଁମାନଙ୍କୁ ନିକଟକୁ ସେ ପତ୍ର ଲେକନ୍ତି, ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କରିଥିବା ସମୟକୁ ସୂଚାଏ । ବିକଳ୍ପ  ଅନୁବାଦ: “ଯେବେଠାରୁ ତୁମ୍ଭେମାନେ  ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ… ଯେବେ ତୁମ୍ଭେମାନେ  ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ” [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 24 rfz8 ἐὰν ἐν ὑμῖν μείνῃ ὃ ἀπ’ ἀρχῆς ἠκούσατε 1 If what you heard from the beginning remains in you 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏହି ଉଦାହରଣଗୁଡ଼ିକରେ, ଯୀଶୁଙ୍କ ବିଷୟରେ ଶିକ୍ଷା ବିଷୟରେ, ବାକ୍ୟଟି ସେହି ଶିକ୍ଷା ଉପରେ ନିରନ୍ତର ବିଶ୍ଵାସକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଏହାକୁ ବିଶ୍ଵାସ ନିରନ୍ତର କର… ତୁମ୍ଭେମାନେ ନିରନ୍ତର ବିଶ୍ୱାସ କର”  [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 24 ty7q figs-metaphor καὶ ... ἐν τῷ Υἱῷ καὶ ἐν τῷ Πατρὶ μενεῖτε 1 also remain in the Son and in the Father 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେରେ, ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥକୁ ପ୍ରକାଶ କଲା ପରି ମନେହୁଏ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ  ମଧ୍ୟ ପୁତ୍ର ଏବଂ ପିତାଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ନିରନ୍ତର ରଖିବ”  [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 25 llj2 αὕτη ἐστὶν ἡ ἐπαγγελία ... αὐτὸς ἐπηγγείλατο ἡμῖν– τὴν ζωὴν τὴν αἰώνιον 1 This is the promise he gave to us—eternal life. ଏଠାରେ ଯୋହନ  ଏକ କର୍ମକାରକ ଶବ୍ଦ ବ୍ୟବହାର କରନ୍ତି, ଅର୍ଥାତ୍ ଏକ ବିଷୟଅ ଅଟେ ଯାହା ଏହାର କ୍ରିୟାରୁ ଆସିଥାଏ । ଆପଣ ଆପଣଙ୍କର ଅନୁବାଦରେ ଏହିପରି କରିପାରନ୍ତି । ଯଦି ନୁହେଁ, ଆପଣ ଏହାର ଅର୍ଥ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ସହ କରିଥିବା ପ୍ରତିଜ୍ଞା” କିମ୍ବା “ ଆମ୍ଭମାନଙ୍କ ସହ ସେ ଯାହା ପ୍ରତିଜ୍ଞା କରିଛନ୍ତି”
1JN 2 25 llj2 αὕτη ἐστὶν ἡ ἐπαγγελία ... αὐτὸς ἐπηγγείλατο ἡμῖν– τὴν ζωὴν τὴν αἰώνιον 1 This is the promise he gave to us—eternal life.
1JN 2 25 id51 figs-metonymy τὴν ζωὴν 1 life ଯୋହନ ଶାରୀରିକ **ଜୀବନ** ଅପେକ୍ଷା ଅଧିକ ଗୁରୁତ୍ଵ ବିଷୟକୁ ବୁଝାନ୍ତି । ଏହି ଅଭିବ୍ୟକ୍ତି ମୃତ୍ୟୁ ପରେ ଈଶ୍ଵରଙ୍କ  ଉପସ୍ଥିତିରେ ଚିରଦିନ ରହିବାକୁ ସୂଚାଇପାରେ, ଏହା ଏକ ସାଧାରଣ ସ୍ୱୀକୃତିପ୍ରାପ୍ତ ଅର୍ଥ ଅଟେ, କିନ୍ତୁ ଏହା ଏକ ନୂତନ ଶୈଳୀରେ ରହିବା ପାଇଁ ଏହି ଜୀବନରେ ଈଶ୍ଵରଙ୍କ ଠାରୁ ଶକ୍ତି ଗ୍ରହଣ କରିବାକୁ ମଧ୍ୟ ସୂଚାଇପାରେ । ବିକଳ୍ପ ଅନୁବାଦ: “ବର୍ତ୍ତମାନ ଆମ୍ଭେମାନେ ଯେପରି ଏକ ନୂତନ ଜୀବନଯାପନ କରିବାକୁ ଶକ୍ତି ପ୍ରାପ୍ତ କରିବା ଏବଂ ଆମ୍ଭେମାନେ ମୃତ୍ୟୁଗ୍ରହଣ କଲା ପରେ ତାହାଙ୍କ ସହ ଚିରଦିନ ରହିବା” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 26 fe44 figs-metaphor τῶν πλανώντων ὑμᾶς 1 those who would lead you astray ଯୋହନ  ଏହି ଲୋକମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେପରି ସେମାନେ ମାର୍ଗଦର୍ଶକ ଅଟନ୍ତି ଯେଉଁମାନେ ଅନ୍ୟମାନଙ୍କୁ **ଭ୍ରାନ୍ତ** କରୁଥିଲେ । ଅସତ୍ୟ ବିଷୟଗୁଡ଼ିକୁ ସେମାନେ ବିଶ୍ୱାସ କରୁଛନ୍ତି ବୋଲି ଯୋହନ ଆପଣା ପତ୍ରରେ  ଏହାକୁ ଏକ ରୂପକ ଭାବରେ ବ୍ୟବହାର କରନ୍ତି। ବିକଳ୍ପ  ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କୁ  ପ୍ରତାରଣା କରନ୍ତି ” କିମ୍ବା “ଯେଉଁମାନେ ତୁମ୍ଭମାନଙ୍କୁ  ଅସତ୍ୟକୁ ବିଷୟଗୁଡ଼ିକୁ ବିଶ୍ୱାସ କରେଇବା ପାଇଁ ଚେଷ୍ଟା କରନ୍ତି ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 27 tdj7 0 Connecting Statement:
@ -137,7 +137,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 1 fq4t διὰ τοῦτο, ὁ κόσμος οὐ γινώσκει ἡμᾶς, ὅτι οὐκ ἔγνω αὐτόν 1 For this reason, the world does not know us, because it did not know him ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ଦର୍ଶାଏ ଯାହା ପ୍ରଥମ ବାକ୍ୟାଂଶ ଉଲ୍ଲେଖ କରେ  । ବିକଳ୍ପ ଅନୁବାଦ: “କାରଣ ଜଗତ ଈଶ୍ଵରଙ୍କୁ  ଜାଣି ନଥିଲା, ସେଥିପାଇଁ ସେମାନେ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 3 1 l5e7 figs-metonymy ὁ ... κόσμος οὐ γινώσκει ἡμᾶς, ὅτι οὐκ ἔγνω αὐτόν 1 the world does not know us, because it did not know him ଯୋହନ ଏହି ପତ୍ରର ବିଭିନ୍ନ ଅର୍ଥ ପାଇଁ **ଜଗତ** ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ ଏହା ଆଳଙ୍କାରିକ ଭାବରେ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଈଶ୍ଵରଙ୍କୁ  ସମ୍ମାନ କରନ୍ତି ନାହିଁ ଏବଂ ଯେଉଁମାନେ ଈଶ୍ଵର ଇଚ୍ଛାନୁସାରେ ଜୀବନଯାପନ କରନ୍ତି ନାହିଁ । ବିକଳ୍ପ ଅନୁବାଦ: “କାରଣ ଧାର୍ମିକ ଲୋକମାନେ ଈଶ୍ଵରଙ୍କୁ  ଜାଣି ନାହାଁନ୍ତି, ସେଥିପାଇଁ ସେମାନେ ଆମ୍ଭମାନଙ୍କୁ ଜାଣନ୍ତି ନାହିଁ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 3 2 ek9v ἀγαπητοί ... ἐσμεν 1 Beloved, we are [2:7](https://create.translationcore.com/02/07.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ପ୍ରେମ କରେ” କିମ୍ବା “ପ୍ରିୟ ବନ୍ଧୁଗଣ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 3 2 anq1 figs-activepassive οὔπω ἐφανερώθη 1 it has not yet been revealed 1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶିତ” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦଟି ଏକ କର୍ତ୍ତୁବାଚ୍ୟ କ୍ରିୟା କିମ୍ବା କର୍ମବାଚ୍ୟ କ୍ରିୟାର ଅର୍ଥକୁ ପ୍ରକାଶ କରିପାରେ । (1) ଯଦି ଅର୍ଥ କର୍ତ୍ତୁବାଚ୍ୟ ଅଟେ, ବିଶ୍ଵାସୀମାନେ କିପରି ହେବେ ସେବିଷୟରେ ଯୋହନ  କହନ୍ତି  । ବିଶ୍ଵାସୀମାନେ କେବଳ ଏହିପରି ପ୍ରକାଶିତ ହେବେ ତାହା ସେ କହନ୍ତି ନାହିଁ । ବିକଳ୍ପ ଅନୁବାଦ: “ଯାହା ଆମ୍ଭେମାନେ ହେବା ତାହା ଏପର୍ଯ୍ୟନ୍ତ ଆମ୍ଭେମାନେ ହୋଇ ନାହୁଁ” (2 ) ଯଦି ଅର୍ଥ କର୍ମବାଚ୍ୟ ଅଟେ, ଈଶ୍ଵର ବିଶ୍ଵାସୀମାନେ କିପରି ହେବେ ତାହା ଏପର୍ଯ୍ୟନ୍ତ ଈଶ୍ଵର ପ୍ରକାଶ କରି ନାହାଁନ୍ତି ବୋଲି ଯୋହନ କହନ୍ତି । ସେହି ଅର୍ଥକୁ ପ୍ରକାଶ କରିବା ପାଇଁ, ଆପଣ ଏହାକୁ ଏକ କର୍ମବାଚ୍ୟରେ ଅନୁବାଦ କରିପାରିବେ କିମ୍ବା ଯଦି ଆପଣଙ୍କର ଭାଷା କର୍ମବାଚ୍ୟ ବ୍ୟବହାର ନକରେ, ତେବେ ଆପଣ ଏକ କର୍ତ୍ତୁବାଚ୍ୟରେ ବ୍ୟବହାର କରି କାର୍ଯ୍ୟ କିଏ କରେ ତାହା ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଯାହା ଆମ୍ଭେମାନେ ହେବା ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ” କିମ୍ବା “ଆମ୍ଭେମାନେ କିପରି ହେବା ଈଶ୍ଵର ତାହା ଏପର୍ଯ୍ୟନ୍ତ ପ୍ରକାଶ କରି ନାହାଁନ୍ତି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 3 2 anq1 figs-activepassive οὔπω ἐφανερώθη 1 it has not yet been revealed
1JN 3 2 w2v8 ἐφανερώθη 1 revealed
1JN 3 3 pj6a 0 Everyone who has this hope fixed on him purifies himself just as he is pure **ତାଙ୍କୁ** ସର୍ବନାମ  **ସମସ୍ତଙ୍କୁ** ସୂଚାଏ ନାହିଁ; ଏହା ଯୀଶୁଙ୍କୁ ବୁଝାଏ । **ଏହି ଆଶାର** ଅଭିବ୍ୟକ୍ତି ସେହି ଆଶାକୁ ବୁଝାଏ ଯାହା ଯୋହନ ପୂର୍ବ ପଦରେ ଯୀଶୁଙ୍କୁ ସେପରି ଦେଖିବା ବିଷୟରେ ବର୍ଣ୍ଣନା କରିଛନ୍ତି । ବିକଳ୍ପ ଅନୁବାଦ: “ଯିଏ ଯୀଶୁଙ୍କୁ ସେହିପରି ଦେଖିବା ପାଇଁ ଆଶା କରେ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 5 g4ph figs-activepassive 0 Christ was revealed 1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶିତ” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦର ଏକ କର୍ତ୍ତୁବାଚ୍ୟ କ୍ରିୟା ଅର୍ଥ ଥିବା ପରି ମନେହୁଏ । ବିକଳ୍ପ ଅନୁବାଦ: “ଯୀଶୁ ପୃଥିବୀକୁ ଆସିଲେ” ( [[rc://en/ta/man/translate/figs-activepassive]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.